
Sign in
Sign in
Recover your password.
A password will be e-mailed to you.
Breaking News/ମୁଖ୍ୟ ଖବର:
ଗ୍ରାମାଞ୍ଚଳ ଛାତ୍ରୀଙ୍କୁ ବିଜ୍ଞାନ ଓ ବୈଷୟିକ ଶିକ୍ଷାରେ ସଶକ୍ତ କରିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱଡ୍ରୋନ୍ ନିରୀକ୍ଷଣରେ ଅଗ୍ରଣୀ ପୂର୍ବତଟ ରେଳପଥଦେଶୀୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଲେ ରାଜ୍ୟପାଳଓଡ଼ିଆ ଘରର ମହିଳାଙ୍କ ପ୍ରତିଭାକୁ ମିଳିବ ନୂଆ ପରିଚୟ, ଜୀ-ସାର୍ଥକରେ ଆସୁଛି ‘ଗୃହଲକ୍ଷ୍ମୀ’ସ୍ୱଚ୍ଛତା ଅଭିଯାନ ସହ ଯାତ୍ରୀଙ୍କ ସହ ଜନସମ୍ବାଦ ଜାରି ରଖିଛି ପୂର୍ବତଟ ରେଳପଥବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ କିଟ୍-କିସ୍ର ୩୪ ଅଧ୍ୟାପକଅପରାଧୀଙ୍କୁ ଧରିବାକୁ ପୁଲିସର ନୂଆ ପ୍ରସ୍ତୁତିଗୋପବନ୍ଧୁଙ୍କ ଆଦର୍ଶରେ ଗଢ଼ିବ ସମୃଦ୍ଧ ଓଡ଼ିଶା!କିଟ୍ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପ୍ରୟାସ: ପବ୍ଲିକ ସର୍ଭିସ୍ ଆଶାୟୀଙ୍କୁ କୋଚିଂ ସୁବିଧାସ୍ୱାସ୍ଥ୍ୟ ଉପକରଣ କ୍ରୟରେ ବାହ୍ୟ ହସ୍ତକ୍ଷେପକୁ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗର କଡ଼ା ନିର୍ଦ୍ଦେଶକିଟ୍ର ୨୨ତମ ବାର୍ଷିକ ସମାବର୍ତ୍ତନ ଉଦ୍ଯାପିତସମାଜସେବୀ କାବ୍ୟା ପ୍ରିୟା ଧଳଙ୍କୁ ପିଏଚ୍ଡି ଡିଗ୍ରୀକିଟ୍ ଓ କିସ୍ର କାର୍ଯ୍ୟକୁ ଭୁଟାନ ପ୍ରତିନିଧିମଣ୍ଡଳୀଙ୍କ ପ୍ରଶଂସାସୁପୋଷିତ ଓଡ଼ିଶା ଗଠନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀମୟୂରଭଞ୍ଜ ବାଉଁଶ ଚାଷକୁ ‘ପ୍ରମାଣ’ ସାର୍ଟିଫିକେଟ୍ସଂଶୋଧିତ ଏମଏମଡିଆର ଆଇନ ଓଡ଼ିଶାର ସ୍ୱାର୍ଥରେ: ଡା. ସମ୍ବିତ ପାତ୍ରଖଣ୍ଡଗିରି-ଉଦୟଗିରିରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ର ଶୁଭାରମ୍ଭପଦବୀଠାରୁ ବଡ଼ ମାଟିର ଡାକ: ନିଜ ଅଞ୍ଚଳ ପାଇଁ କାବ୍ୟାପ୍ରିୟାଙ୍କ ପ୍ରୟାସଓଡ଼ିଶାରେ ପାଳିତ ହେଲା ବିଶ୍ୱ ପର୍ଯ୍ୟଟନ ଦିବସ ୨୦୨୬ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ: ମନମୋହନ ସାମଲ

Yearly Archives
2026
ଭୁବନେଶ୍ୱର, ନିରପେକ୍ଷ ଖବର, ତା:୨୬/୦୯ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ଜାରି ରହିଥିବା ବେଳେ କେତେକ ସ୍ଥାନରେ କ୍ଷୟକ୍ଷତି ଘଟିଛି। ଲଗାଣ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ଆଶଙ୍କା ମଧ୍ୟ ସୃଷ୍ଟି…
ଅଚ୍ୟୁତ ସାମନ୍ତଙ୍କୁ ଏକାଧିକ ଅନ୍ତର୍ଜାତୀୟ ସମ୍ମାନ
ଭୁବନେଶ୍ୱର,ନିରପେକ୍ଷ ଖବର :ତା ୨୫/୦୯: ଶିକ୍ଷାବିତ୍, ସମାଜସେବୀ ତଥା କିଟ୍, କିସ୍ ଓ କିମ୍ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଶିକ୍ଷା, ସାମାଜିକ ବିକାଶ, ମାନବସେବା ଓ ଅନୁଷ୍ଠାନ ଗଠନ କ୍ଷେତ୍ରରେ ତାଙ୍କ ଦୀର୍ଘକାଳୀନ ଅବଦାନ ପାଇଁ ଏକାଧିକ ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ…
ଓଡ଼ିଆ ପିଜିଟି ଶିକ୍ଷକଙ୍କ ପାଇଁ ପାଞ୍ଚ ଦିନିଆ ତାଲିମ୍ କର୍ମଶାଳାର ଆୟୋଜନ
ଭୁବନେଶ୍ୱର, ନିରପେକ୍ଷ ଖବର: ତା ୨୧/୦୯
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ…
ମଧ୍ୟପ୍ରଦେଶ ସଡ଼କ ଦୁର୍ଘଟଣାରେ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୯/୦୯: ମଧ୍ୟପ୍ରଦେଶରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକପ୍ରକାଶ କରିଛନ୍ତି।
ସେମିକନ୍ ୨୦୨୬ରେ ଯୋଗଦେଇ ଶନିବାର ଦିଲ୍ଲୀରୁ ଫେରିବା ପରେ ଭୁବନେଶ୍ୱର…
ଅପରେସନ ନାର୍କୋସ୍: ନିଶାଦ୍ରବ୍ୟ ଚାଲାଣ ରୋକିବାକୁ ପୂର୍ବତଟ ରେଳପଥର ଅଭିଯାନ ଜୋରଦାର
ଭୁବନେଶ୍ୱର,ନିରପେକ୍ଷ ଖବର : ତା ୧୯/୦୯ : ରେଳପଥ ମାଧ୍ୟମରେ ନିଶାଦ୍ରବ୍ୟ ଓ ସାଇକୋଟ୍ରୋପିକ୍ ଦ୍ରବ୍ୟର ବେଆଇନ ଚାଲାଣ ରୋକିବା ପାଇଁ ପୂର୍ବତଟ ରେଳପଥର ରେଳ ସୁରକ୍ଷା ବଳ (ଆରପିଏଫ୍) ପକ୍ଷରୁ ‘ଅପରେସନ ନାର୍କୋସ୍’ ଅଧୀନରେ ଗୁଇନ୍ଦା ସୂଚନା ଆଧାରିତ ଅଭିଯାନକୁ ଅଧିକ ଜୋରଦାର କରାଯାଇଛି।…
କେପ୍ଟାଉନ୍ରେ ଓଡ଼ିଶା ବାଚସ୍ପତି
ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୯/୦୯: ଦକ୍ଷିଣ ଆଫ୍ରିକାର କେପ୍ଟାଉନ୍ଠାରେ ଆୟୋଜିତ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେଇଛନ୍ତି। ‘ସୁଗମ୍ୟ ସଂସଦ: ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅନ୍ତର୍ଭୁକ୍ତିକରଣ’ ବିଷୟରେ ଆଲୋଚନାରେ ସେ ଯୋଗ…
ଗେଟବଲ୍ ୟୁନିଅନ୍ ନାମ ଓ ଲୋଗୋ ବ୍ୟବହାର ନେଇ ଅଭିଯୋଗ
ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୮/୦୯ ସେପ୍ଟେମ୍ବର: ଇଣ୍ଡିଆନ୍ ଗେଟବଲ୍ ୟୁନିଅନ୍ର ନାମ, ଲୋଗୋ ଓ ଅଫିସିଆଲ୍ ଇ-ମେଲ୍ର ଅନଧିକୃତ ବ୍ୟବହାର ନେଇ ଅଭିଯୋଗ ହୋଇଛି। ଏନେଇ ୧୩ ସେପ୍ଟେମ୍ବରରେ ଭୁବନେଶ୍ୱରର ହୋଟେଲ୍ ଗୌରୀ କଟେଜ୍ରେ ସାମ୍ବାଦିକ ସମ୍ମିଳନୀ ହୋଇଥିଲା।
ୟୁନିଅନ୍ର ସେକ୍ରେଟାରୀ…
ନିବେଶ ନେଇ ତେଜିଲା ରାଜନୀତି: ବିଜେଡିକୁ ଟାର୍ଗେଟ୍ କଲେ ସତ୍ୟବ୍ରତ ପଣ୍ଡା
ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୯/୦୯:
ଓଡ଼ିଶାର ଶିଳ୍ପାୟନ ଓ ପୁଞ୍ଜିନିବେଶକୁ ନେଇ ବିଜେଡିର ଅଭିଯୋଗର ଜବାବ ଦେଇଛି ବିଜେପି। ନିଜ ସରକାର ସମୟର ଶିଳ୍ପାୟନର ବିଫଳତାକୁ ଲୁଚାଇବା ପାଇଁ ବିଜେଡି ବର୍ତ୍ତମାନର ଶିଳ୍ପାୟନକୁ ନେଇ ପ୍ରଶ୍ନ ଉଠାଉଛି ବୋଲି ଅଭିଯୋଗ କରିଛି ଦଳ।
ବିଜେପି ରାଜ୍ୟ…
ମୁଖ୍ୟମନ୍ତ୍ରୀଙ୍କ ଦୁଇ ବଙ୍ଗଳାରେ ୩.୩୧ କୋଟି ଖର୍ଚ୍ଚ!
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୯/୦୯ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନର ମରାମତି ଓ ଉନ୍ନତିକରଣ କୁ ନେଇ ଏବେ ଓଡ଼ିଶା ରାଜନୀତିରେ ନୂଆ ଚର୍ଚ୍ଚା। ଦୁଇଟି ସରକାରୀ ବାସଭବନରେ ୩.୩୧ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି…
ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ଟ୍ରେନରେ ଲାଗିବ ଅତିରିକ୍ତ କୋଚ୍
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୮/୦୯: ଆଗାମୀ ଦିନରେ ଟ୍ରେନରେ ଯାତ୍ରୀ ଭିଡ଼ ବଢ଼ିବାକୁ ଥିବାରୁ ଭାରତୀୟ ରେଳବାଇ ପକ୍ଷରୁ କିଛି ଟ୍ରେନରେ ଅତିରିକ୍ତ କୋଚ୍ ଲଗାଯିବ। ଏହାଦ୍ୱାରା ଯାତ୍ରୀଙ୍କୁ ଅଧିକ ବର୍ଥ ମିଳିପାରିବ।
ଟ୍ରେନ୍ ନମ୍ବର ୧୨୮୩୭ ହାୱଡ଼ା–ପୁରୀ ଏକ୍ସପ୍ରେସ୍ରେ ୨୦ରୁ ୨୫…
ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିନରେ କିଟ୍ ଓ କିସ୍ ପକ୍ଷରୁ ନିଆରା ପଦକ୍ଷେପ
ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୮/୦୯/୨୬: କିଟ୍ ଓ କିସ୍ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ବିଭିନ୍ନ ସେବାମୂଳକ ଓ ଧାର୍ମିକ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହୋଇଛି। ଏହି ଅବସରରେ ବିଶାଳ ରକ୍ତଦାନ ଶିବିର, ସାମୂହିକ ଜନ୍ମଦିନ ପାଳନ ଏବଂ ଦୀପଦାନ ସହ ବେଦପାଠ…
ଅମ୍ବାନୀ ପରିବାରର ଗଣେଶ ପୂଜାରେ ଅଚ୍ୟୁତ ସାମନ୍ତ
ଭୁବନେଶ୍ୱର,ନିରପେକ୍ଷ ଖବର : ତା ୧୫/୦୯ ମହାରାଷ୍ଟ୍ର, ବିଶେଷକରି ମୁମ୍ବାଇରେ ଗଣେଶ ପୂଜା ଅତ୍ୟନ୍ତ ଧୁମ୍ଧାମରେ ପାଳନ କରାଯାଏ। ପ୍ରତିବର୍ଷ ଭଳି ଏଥର ମଧ୍ୟ ଅମ୍ବାନୀ ପରିବାର ପକ୍ଷରୁ ଗଣେଶ ଚତୁର୍ଥୀ ଅବସରରେ ଏକ ବିଶାଳ ଧାର୍ମିକ ଆୟୋଜନ କରାଯାଇଥିଲା।
ଏହି ଅବସରରେ ଓଡ଼ିଶାରୁ ଶିକ୍ଷାବିତ୍,…
RAC ନାଁରେ ଯାତ୍ରୀଙ୍କ ଅସୁବିଧା ନେଇ ଅଭିଯୋଗ
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୮/୦୯/୨୬ ରେଲୱେର RAC ବ୍ୟବସ୍ଥାକୁ ନେଇ ସାଧାରଣ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଉଚିତ ଭଡ଼ା ପ୍ରଦାନ କରିବା ସତ୍ତ୍ୱେ ଦୀର୍ଘ ଦୂରତାର ଯାତ୍ରାରେ ପର୍ଯ୍ୟାପ୍ତ ସୁବିଧା ମିଳୁନଥିବା ନେଇ କିଛି ଯାତ୍ରୀ ଅଭିଯୋଗ କରିଛନ୍ତି।
ଯାତ୍ରୀଙ୍କ ଅଭିଯୋଗ…
ଗାନ୍ଧିଜୀଙ୍କ ଚିନ୍ତା ଓ ଉକ୍ତି ଯୁଗବ୍ୟାପୀ: କ୍ରିଷ୍ଣା ମହାନ୍ତି
ଭୁବନେଶ୍ୱର,ନିରପେକ୍ଷ ଖବର :୧୦/୦୯
ମହାତ୍ମା ଗାନ୍ଧିଙ୍କ ଚିନ୍ତାଧାରା, ଆଦର୍ଶ ଓ ଉକ୍ତି ଆଜି ବି ସମାଜ ପାଇଁ ସମାନ ଭାବେ ପ୍ରାସଙ୍ଗିକ। ସମୟ ବଦଳିଲେ ମଧ୍ୟ ଗାନ୍ଧିଜୀଙ୍କ ମୂଲ୍ୟବୋଧ ମାନବ ସମାଜକୁ ଦିଗଦର୍ଶନ ଦେଇ ଚାଲିଛି ବୋଲି କହିଛନ୍ତି ବିଶିଷ୍ଟ ଗାନ୍ଧିବାଦୀ ଜନନେତ୍ରୀ କ୍ରିଷ୍ଣା…
କଟକ ରେଳ ଷ୍ଟେସନ ଆଧୁନିକୀକରଣ:ଦୁଇ ମେମୁ ଟ୍ରେନର ଚଳାଚଳରେ ପରିବର୍ତ୍ତନ
ଭୁବନେଶ୍ୱର,ନିରପେକ୍ଷ ଖବର: ସେପ୍ଟେମ୍ବର ୭: କଟକ ରେଳ ଷ୍ଟେସନର ଆଧୁନିକୀକରଣ ଓ ଉନ୍ନତିକରଣ କାର୍ଯ୍ୟ ଯୋଗୁଁ ଦୁଇଟି ମେମୁ ଟ୍ରେନର ଚଳାଚଳରେ ସାମୟିକ ପରିବର୍ତ୍ତନ କରାଯାଇଛି। ପୂର୍ବତଟ ରେଳପଥ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଅଧୀନରେ କଟକ ରେଳ ଷ୍ଟେସନରେ…
ଦୁଇ ଦିନିଆ BJP ବୈଠକ ଶେଷ! ପାରିତ ହେଲା ବଡ଼ ରାଜନୈତିକ ପ୍ରସ୍ତାବ
କଟକ/ଭୁବନେଶ୍ୱର,ନିରପେକ୍ଷ ଖବର: ତା ୦୭/୦୯ ଶେଷ ହେଲା ବିଜେପିର ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂଗଠନ, ଜନକଲ୍ୟାଣକାରୀ ଯୋଜନା ଓ ଆଗାମୀ ରାଜନୈତିକ ରଣନୀତି ଉପରେ ବିସ୍ତୃତ ଆଲୋଚନା ହୋଇଛି।…
ଯୋଗାଣ ସହାୟକଙ୍କ ପୁଣି ଆନ୍ଦୋଳନ ଚେତାବନୀ
ଭୁବନେଶ୍ୱର, ନିରପେକ୍ଷ ଖବର: ତା ୦୨/୦୯ ଦୀର୍ଘ ୧୪ ବର୍ଷ ଧରି କାର୍ଯ୍ୟ କରୁଥିବା ଯୋଗାଣ ସହାୟକମାନଙ୍କ ସ୍ଥାୟୀ ନିଯୁକ୍ତି ଓ ନିୟମିତକରଣ ଦାବି ପୂରଣ ନହେବାରୁ ପୁଣି ତୀବ୍ର ହେବ ଆନ୍ଦୋଳନ।
ସଂଗଠନର ଅଭିଯୋଗ, ସରକାରଙ୍କ ପକ୍ଷରୁ ପୂର୍ବରୁ ଦିଆଯାଇଥିବା ଆଶ୍ୱାସନ ସତ୍ତ୍ୱେ ଦାବି ପୂରଣ ଦିଗରେ…
ମିସ୍ ଇଣ୍ଡିଆ ପାଇଁ ଓଡ଼ିଶାରୁ ବଡ଼ ସୁଯୋଗ!
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୬/୦୭ ଓଡ଼ିଶାର ଯୁବ ପ୍ରତିଭାଙ୍କୁ ଜାତୀୟ ମଞ୍ଚରେ ନିଜ ପରିଚୟ ଗଢ଼ିବାର ସୁଯୋଗ ଦେବା ଲକ୍ଷ୍ୟରେ ଆୟୋଜିତ ହେବ ‘ମିସ୍ ଓଡ଼ିଶା ଇଣ୍ଡିଆ ୨୦୨୬’।
ଏନିଗ୍ମା ଓ ମିସ୍ ଇଣ୍ଡିଆ ଅର୍ଗାନାଇଜେସନ୍ର ମିଳିତ ସହଯୋଗରେ ଏହି ପ୍ରତିଷ୍ଠିତ ସୌନ୍ଦର୍ଯ୍ୟ ପ୍ରତିଯୋଗିତାର…
ବିଜୁ ପଟ୍ଟନାୟକ ବିମାନବନ୍ଦର ଘରୋଇକରଣକୁ ବିରୋଧ: ବିଜେପି ସରକାର ଉପରେ ବର୍ଷିଲା ବିଜେଡି
ଭୁବନେଶ୍ୱର,ନିରପେକ୍ଷ ଖବର :ତା ୨୫/୦୮/୨୬: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଦୀର୍ଘମିଆଦୀ ଲିଜ୍ ମାଧ୍ୟମରେ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରିବା ପ୍ରସଙ୍ଗକୁ ନେଇ ବିଜେପି ସରକାର ବିରୋଧରେ ତୀବ୍ର ଆକ୍ରମଣ କରିଛି ବିଜୁ ଜନତା ଦଳ। ଏହା ଓଡ଼ିଆ ଅସ୍ମିତା ପ୍ରତି…
ଶ୍ରୀମନ୍ଦିରରେ ଶୃଙ୍ଖଳିତ ଧାଡ଼ି ଦର୍ଶନ: ଖୁବଶୀଘ୍ର ପାଇଲଟ୍ ମଡେଲ
ଭୁବନେଶ୍ୱର,ନିରପେକ୍ଷ ଖବର: ୨୪/୦୮/୨୬: ଶ୍ରୀମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ଅଧିକ ସୁଗମ ଓ ସୁବ୍ୟବସ୍ଥିତ କରିବା ନେଇ ସୋମବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ…
