ରାଜନୀତି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ରାଜ୍ୟର ପ୍ରଗତିରେ ମା’ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଆଲୋଚନା Debabrat Mohanty Dec 27, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର:୨୬/୧୨/୨୦୨୦ ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବର ଜିଲ୍ଲା ସଭାପତି ତଥା ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ସଭାପତିତ୍ବ କରିଥିଲେ। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ…
ସାମାଜିକ ସମର୍ପିତ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ରକ୍ତଦାତା ସମ୍ମିଳନୀ ଓ ଅମୃତ ସଂଜୀବନୀ ସେବା ସମ୍ମାନ ସମାରୋହ-୨୦୨୦ Debabrat Mohanty Dec 27, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର:ତା,୨୭/୧୨ ସ୍ଥିତ ପଲ୍ଲବୀ ମଣ୍ଡପ ରେ ସମର୍ପିତ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଲାଇଫ ସାଭିୟର କନକ୍ଲେଭ ଓ ଅମୃତ ସଂଜୀବନୀ ସେବା ସମ୍ମାନ-୨୦୨୦ ଆୟୋଜିତ ହୋଇଯାଇଛି।ଅନୁଷ୍ଠାନ ର ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀ ସଦାଶିବ ଜେନାଙ୍କର ସଭାପତିତ୍ୱ ରେ ଆୟୋଜିତ ଏହି…
ରାଜନୀତି ବିଜେଡି ଓ କଂଗ୍ରେସ ଦଳର ଶତାଧିକ ଯୁବନେତା ଓ ବୁଦ୍ଧିଜୀବୀଙ୍କ ସମେତ ବରିଷ୍ଠ ନାଗରିକ ବିଜେପିରେ ହେଲେ ସାମିଲ… Debabrat Mohanty Dec 27, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର:ତା.୨୭/୧୨: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟସଭାପତି ଶ୍ରୀ ସମୀର ମହାନ୍ତି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ…
ସାମାଜିକ ସାରା ଭାରତରେ ରାମଭକ୍ତଙ୍କୁ ଯୋଡିବା ପାଇଁ ପ୍ରୟାସ… Debabrat Mohanty Dec 26, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର:୨୬/୧୨/୨୦୨୦: ୪୯୦ ବର୍ଷର ସଂଘର୍ଷ ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଶ୍ରୀରାମ ଜନ୍ମ ଭୂମିରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ହେବାକୁ ଯାଉଅଛି । ରାଷ୍ଟ୍ରୀୟ ମର୍ଯ୍ୟାଦାର ପ୍ରତିକ ଏହି ମନ୍ଦିର ୨୦୨୪ ମସିହା ଶେଷ ଆଡକୁ ପୂର୍ଣ୍ଣ ହୋଇଯିବ ଏବଂ ଏହାର…
ସାମାଜିକ ଦୁଃଖୀ ଜାଣେ ଦୁଃଖର କୋହ… Debabrat Mohanty Dec 21, 2020 0 *ନିଜେ ରକ୍ତ ଦେଇ କମଳାକାନ୍ତଙ୍କ ଅପରେସନ ପାଇଁ ସହାୟତା ଯୋଗାଇ ଦେବାକୁ ନିବେଦନ କଲେ... ଭଦ୍ରକ,ନିରପେକ୍ଷ ଖବର:ତା ୨୧/୧୨/୨୦୨୦ ଗତ ଶୁକ୍ରବାର ରାତି ପ୍ରାୟ ସାଢ଼େ 10 ସମୟ। ହଠାତ ଏକ ମାଲବାଇ ଟ୍ରେନ ମାଡି ଆସିଲା। ଟ୍ରେନ ଲାଇନରେ ସୋଇଥିବା କମଳାକାନ୍ତ ଜେନାଙ୍କ ହାତରେ ଚଢି ଗଲା। ଦେଖୁ…
ରାଜନୀତି ନିଖୋଜ ଶିଶୁ ଏବଂ ଅଙ୍ଗ ତସ୍କର ର୍ୟାକେଟର ପର୍ଦ୍ଦାଫାଶ କରୁ ପୋଲିସ୍ Debabrat Mohanty Dec 17, 2020 0 * କେଉଁ ଜିଲ୍ଲାରୁ କେତେ ଜଣ ଶିଶୁ ନିଖୋଜ ହୋଇଛନ୍ତି ତାହାର ତଥ୍ୟ ପୋଲିସ ସର୍ବସାଧାରଣରେ ପ୍ରକାଶ କରୁ * ନିଖୋଜ ଶିଶୁଙ୍କୁ ଖୋଜିବା ଲାଗି କ’ଣ ବ୍ୟବସ୍ଥା କରାଯାଉଛି ? * ପରୀ ହତ୍ୟାକାଣ୍ଡ ଘଟଣା ସାରା ରାଜ୍ୟରେ ଜନ ଅସନ୍ତୋଷ ସୃଷ୍ଟି ହୋଇଛି * ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଶାସକ…
ରାଜନୀତି ପୁଣି ଜୋର ଧରିଲା ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି Debabrat Mohanty Dec 14, 2020 0 ଭଦ୍ରକ, ନିରପେକ୍ଷ ଖବର:ତା ୧୪/୧୨ ଆମର ଦାବି ସରକାର ତୁମେ ମାନି ନିଅ। ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀରେ ବିଜେପି ଏମିତି ନାରା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ବୁଖରେ ଗଣଧାରଣା ଦେଇଛି। ଆଜି ଶହ ଶହ ଦଳୀୟ କର୍ମୀ ହାତରେ ଦଳୀୟ ପତାକା ଧରି ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ…
ସାମାଜିକ ଓଡ଼ିଆ ଭାଷା-ସାହିତ୍ୟକୁ କାନ୍ତକବିଙ୍କ ଅବଦାନ ଅବିସ୍ମରଣୀୟ Debabrat Mohanty Dec 11, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର ୦୯/୧୨:ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଓଡ଼ିଆ ସାହିତ୍ୟର ବରେଣ୍ୟ ସାଧକ ଔପନ୍ୟାସିକ କବି, ନାଟ୍ୟକାର, ବ୍ୟଙ୍ଗକାର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ମୁଖ୍ୟ ମହାଡାକପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ…
ରାଜନୀତି କେନ୍ଦ୍ର କୃଷି ଆଇନ ବିରୋଧରେ ନବନିର୍ମାଣ ଯୁବଛାତ୍ର ସଂଗଠନର ବାଇକ ଶୋଭାଯାତ୍ରା Debabrat Mohanty Dec 5, 2020 0 ଭୁବନେଶ୍ୱର, ନିରପେକ୍ଷ ଖବର(୫/୧୨): ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସଂଗଠନର ରାଜ୍ୟ ସଂଯୋଜକ MD Manwar Alli ଙ୍କ ନେତୃତ୍ୱ ରେ ଶହ ଶହ ଯୁବଛାତ୍ର ଯୋଗ ଦେଇଥିଲେ । ଏନେଇ ଶ୍ରୀ…
ସାମାଜିକ ଦିବ୍ୟାଙ୍ଗଙ୍କ ଯାତ୍ରୀଙ୍କ ସୁବିଧା ପାଇଁ ରାଧାକିଶୋରପୁର ରେଳ ଷ୍ଟେସନରେ ଭୂତଳ ଉପାମାର୍ଗ ଉଦ୍ଘାଟିତ Debabrat Mohanty Dec 5, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର:ତା-୦୫/୧୨ ସୁରକ୍ଷାକୁ ଦୃଷ୍ଟିରେ ଦେଇ ଉଭୟ ରେଳ ଓ ସଡକ ବ୍ୟବହାରକାରୀଙ୍କ ସୁବିଧା ପାଇଁ ରାଧାକିଶୋରପୁର ରେଳ ଷ୍ଟେସନରେ ନୂତନ ଭାବେ ନିର୍ମିତ ଭୂତଳ ଉପାମାର୍ଗ ଉଦ୍ଘାଟିତ ହୋଇଯାଇଛି। ରାଜ୍ୟ ଖାଦ୍ୟ ଯୋଗାଣ ତଥା ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ…
ସାମାଜିକ ଭିନ୍ନକ୍ଷମ ଦିବସରେ ନୂଆପଲ୍ଲୀରେ ଶୀତବସ୍ତ୍ର ବଣ୍ଟନ Debabrat Mohanty Dec 4, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର:୦୪/୧୨ popଆର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସରେ ଶ୍ରୀ ଶ୍ରୀ ମହାବୀର ସାମାଜୀକ ସଂଗଠନର ସାଧାରଣ ସଂପାଦକ ତଥା ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଂପାଦକ ମିଲନ କୁମାର ପାଇକରାୟଙ୍କ ନେତୃତ୍ୱରେ ନୂଆପଲ୍ଲୀରେ ଶୀତବସ୍ତ୍ର ବଣ୍ଟନ କାରାଯାଇଛି। ୱାର୍ଡ ନଂ୩୯…
ସାମାଜିକ ‘ସବୁଜ ଭାରତ ଗୌରବ’ ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ଯୁବ ସାମ୍ବାଦିକ କାହ୍ନୁ ଚରଣ ଶତପଥୀ Debabrat Mohanty Dec 1, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର(୧/୧୨): ‘ସବୁଜ ଭାରତ’ର ଅଷ୍ଟମ ସ୍ୱର୍ଣ୍ଣକ୍ଷେତ୍ର ଉତ୍ସବରେ 'ପ୍ରମେୟ'ର ଯୁବ ସାମ୍ବାଦିକ କାହ୍ନୁ ଚରଣ ଶତପଥୀ ସମ୍ବର୍ଦ୍ଧିତ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ ସ୍ଵଳ୍ପବେତନ ଭୋଗୀ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ଆୟୋଜିତ ଉତ୍ସବରେ ବିଜେଡି ମୁଖପାତ୍ର ଦୁର୍ଗା…
ସାମାଜିକ କରୋନା ସଚେତନତାର ବାର୍ତ୍ତା ବାଣ୍ଟିଲେ ବିଧାୟକ ଅନନ୍ତ ନାରାୟଣ ଜେନା Debabrat Mohanty Nov 30, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର:୩୦/୧୧ ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସମ୍ପାଦକ ତଥା ଶ୍ରୀ ଶ୍ରୀ ମହାବୀର ସାମାଜିକ ସଂଗଠନର ସାଧାରଣ ସମ୍ପାଦକ ମିଲନ କୁମାର ପାଇକରାୟଙ୍କ ନେତୃତ୍ୱରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କର୍ମକର୍ତ୍ତାମାନେ…
ରାଜନୀତି ବି.ଜେ.ଡି ରୁ ବିଦା ହେଲେ ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ Debabrat Mohanty Nov 29, 2020 0 ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୯/୧୧ ସରକାରୀ ଚାକିରୀରୁ ଟଙ୍କାର ପାହାଡ଼ ସୃଷ୍ଟି କରିଥିବା ଅଭୟ ପାଠକଙ୍କ ଭାବି ସମୁଦି ହେବାକୁ ସଜବାଜ ହେଉଥିବା ବିଜେଡିର ବରିଷ୍ଠ ନେତା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି ଆଜି ଦଳରୁ ବିଦା କରିଛି । ଶ୍ରୀ ପାଣିଗ୍ରାହୀ ହେଉଛନ୍ତି ଗୋପାଳପୁର…
ସାମାଜିକ ଚାକିରୀ ହରାଇ କରିବୁ କଣ ! Debabrat Mohanty Nov 28, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୮/୧୧ କୋଭିଡ଼ ସମୟରେ ଜୀବନକୁ ବାଜି ଲଗାଇ କରୋନା ରୋଗୀଙ୍କ ଚିକିତ୍ସା କଲୁ। ଘରଦ୍ୱାର ପରିବାର ଲୋକଙ୍କୁ ଛାଡି ଦିନ ରାତି ନିଷ୍ଠାର ସହ କାମ କରିଛୁ। ହେଲେ ଏବେ ସରକାର ଆମକୁ ଛଟେଇ କରୁଛନ୍ତି। ଏବେ ଚାକିରୀ ହରାଇ କଣ କରିବୁ। ପରିବାର ପ୍ରତିପୋଷଣ କେମିତି ହେବ।…
ରାଜନୀତି ମିଳିତ ମଂଚର ଧର୍ମଘଟ ଡାକରାକୁ ସମର୍ଥନ ଦେଲା କଂଗ୍ରେସ Debabrat Mohanty Nov 21, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୦.୧୧ କେନ୍ଦ୍ର ବିଜେପି ସରକାର ଶ୍ରମିକମାନଙ୍କ ସ୍ୱାର୍ଥକୁ ଅଣଦେଖା କରି ସଂସଦରେ ଆଣିଥିବା ଶ୍ରମକୋର୍ଡକୁ ବାତିଲ, କୃଷକ ବିରୋଧି ଆଇନ୍ ଏବଂ ରାଷ୍ଟ୍ରୀୟ ସଂପତିକୁ ଘରୋଇକରଣ କରିବା ବିରୋଧରେ ଆସନ୍ତା ତା ୨୬.୧୧.୨୦୨୦ ରିଖ ଦିନ ୬ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ…
ସାମାଜିକ ପରିଚୟ ଫାଉଣ୍ଡେସନର ‘ନାଇନ୍ ଦେବୀସ୍’ Debabrat Mohanty Nov 21, 2020 0 ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୧/୧୧ ଦଶହରା ଓ ଦୀପାବଳି ଅବସରରେ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ପ୍ରେରଣାଦାୟୀ ବକ୍ତୃତା ‘ନାଇନ୍ ଦେବୀସ୍’ ଅନୁଷ୍ଠିତ ହୋଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ରୋଜାଲିନ ପାଟ୍ଟଶାଣୀ ମିଶ୍ରଙ୍କ ସଂଯୋଜନାରେ ଭର୍ଚୁଅ।।ଲ ଟକ୍ ସୋ ଆୟୋଜିତ ହୋଇଥିଲା । ବିଭିନ୍ନ…
ସାମାଜିକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନବ ଉତ୍କଳର ନିର୍ମାତା ଡଃ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ Debabrat Mohanty Nov 21, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୧.୧୧ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନବ ଉତ୍କଳର ନିର୍ମାତା ଡଃ. ହରେକୃଷ୍ଣ ମହତାବଙ୍କର ୧୨୧ତମ ପୂଣ୍ୟଜନ୍ମତିଥି ରାଜ୍ୟସ୍ତରୀୟ ଡଃ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ କମିଟି ପକ୍ଷରୁ ଲୋୟର ପିଏମଜି ଏବଂ ଏକାମ୍ର ନିବାସରେ ପାଳିତ ହୋଇଯାଇଛି । ଏହି କମିଟିର…
ରାଜନୀତି ସ୍କୁଲ ଖୋଲିବା ନେଇ ଫିଟୁନି ବାଟ Debabrat Mohanty Nov 21, 2020 0 ଭୁବନେଶ୍ୱର, ନିରପେକ୍ଷ ଖବର :ତା ୨୧/୧୧ ୟୁପି ସ୍କୁଲ ବନ୍ଦ ନେଇ ବାଚସ୍ପତିଙ୍କ ରୁଲିଂ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ଦେଇଛନ୍ତି । ସ୍କୁଲ ବନ୍ଦ କରିବା ନୁହେଁ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି । ରାଜ୍ୟରେ ୭ ହଜାର ୭…
ସାମାଜିକ ଡାକ୍ତର ଅଭୟ ପଟ୍ଟନାୟକ ଙ୍କୁ ‘ ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡସ୍ ପକ୍ଷରୁ ସମ୍ମାନିତ Alok Lenka Oct 5, 2020 0 ନିରପେକ୍ଷ ଖବର (କଟକ): ଅକ୍ଟୋବର ୨୦୨୦ ମାନବାଧିକାର ରକ୍ଷାକାରୀ ଡାକ୍ତର ଅଭୟ ରଞ୍ଜନ ପଟ୍ଟନାୟକ ଚଳିତ ବର୍ଷ ର ଏକ ମର୍ଯ୍ୟାଦା ଜନକ ସମ୍ମାନ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି।ସମାଜରେ ସଚେତନତା ସୃଷ୍ଟି କରି ଅନେକ ଅମୂଲ୍ୟ ଜୀବନ ବଞ୍ଚେଇ ଛନ୍ତି। କରୋନା ମହାମାରୀ ସମୟରେ ଦୃଷ୍ଟାନ୍ତମୂଳକ…