Blank space
Blank space
Breaking News/ମୁଖ୍ୟ ଖବର:
ୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” LaunchedIIMT Conducts international conference on Disruptive Human Resource Managementଛାତ୍ରଛାତ୍ରୀଙ୍କୁ ସହଯୋଗର ହାତ ବଢ଼ାଇଲେ ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ଓ ଓମ୍ କ୍ରିଏସନ୍ଆଦିବାସୀ ମହାସଂଘ ପକ୍ଷରୁ ୯ଦଫା ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କୁ ପ୍ରଦାନSeminar at U.N Autonomous college Adaspur in collaboration with IIMT.
Blank space

ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତି

ଭୁବନେଶ୍ଵର, ନିରପେକ୍ଷ ଖବର: ତା ୧୭/୦୩ ଆଗାମୀ ନିର୍ବାଚନ ପ୍ରସଙ୍ଗରେ ଓଡ଼ିଶା ଗସ୍ତରେ ଆସି ପହଂଚିଛନ୍ତି ଆପ୍ ରାଷ୍ଟ୍ରୀୟ ସଂଗଠନ ମହାସଚିବ ଡ.ସନ୍ଦୀପ ପାଠକ ଏବଂ ରାଜ୍ୟ ପ୍ରଭାରୀ ଶ୍ରୀ ବିରେନ୍ଦ୍ର ସିଂ କାଡ଼ିଆନ। ଏକ ସାମ୍ବାଦିକ ସମ୍ମିଳନୀ କରି ଡ.ପାଠକ କହିଛନ୍ତି କି ବିଜେପି, ବିଜେଡିକୁ…

ସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମ

ଭୁବନେଶ୍ଵର, ନିରପେକ୍ଷ ଖବର: ତା ୨୧/୦୨ ଭବିଷ୍ୟତରେ ସ୍ମାର୍ଟ ଲିଭିଂକୁ ଅଗ୍ରଣୀ କରିବା ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ, ଆମ୍ପିଓ ପୋଲାଣ୍ଡ ସହ ମିଳିତ ହୋଇଛି। ଘରୋଇ ଅଟୋମେସନ୍ ଓ ସ୍କାର୍ଟ ଲିଭିଂର ମାନ ବୃଦ୍ଧି କରିବା ପାଇଁ ଏହା ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ପୂର୍ବରୁ ଆର୍କିଟେକ୍ଟର…

ଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…

ଭୁବନେଶ୍ୱର, ନିରପେକ୍ଷ ଖବର: ତା ୨୧/୦୨ ଓଡ଼ିଶା କୃଷକ ସାଥୀ ସଂଘର କୃଷକ ସାଥୀ ଭାଇ ଓ ଭଉଣୀ ମାନେ କୃଷି ଓ କୃଷକର ଉନ୍ନତି ଦିଗରେ ଦୀର୍ଘ ଦିନ ଧରି କାର୍ଯ୍ୟ କରି ଆସୁଛନ୍ତି। ଦୁଃଖ ଓ ପରିତାପର ବିଷୟ ରାଜ୍ୟ ସରକାର କୃଷକ ସାଥୀ ମାନଙ୍କୁ ସେମାନଙ୍କର ପରିବାର ପ୍ରତିପୋଷଣ ପାଇଁ ମାସିକ ବେତନ…

ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି

ଭୁବନେଶ୍ଵର, ନିରପେକ୍ଷ ଖବର: ତା ୧୫/୦୨ ଏସିଆନ୍ ଆଫ୍ରିକାନ୍ ଚାମ୍ବର ମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (ଏଏସିସିଆଇ) ଓଡିଶା ଚାପ୍ଟରର ଆନ୍ତର୍ଜାତୀୟ ଭାବେ ଯୋଗ ଦେଇ ଏହାର ବ୍ୟବସା ସମ୍ମିଳନୀ ଏବଂ ଏକ୍ସପେ ଏକ୍ସପୋ ଭୁବନେଶ୍ୱରସ୍ଥିତ ମେ ଫେୟାର ଲାଗୁନ୍ ବାଟିକା ଠାରେ ଅନୁଷ୍ଠିତ ହୋଇଯାଇଅଛି…

ଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକ

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୩୦/୦୧ ଉତ୍ତର ନିର୍ବାଚନମଣ୍ଡଳୀର ଯୁବନେତା ତଥା ବିଜେପିର ଆଶାୟୀ ବିଧାୟକ ପ୍ରାର୍ଥୀ ଦେବାଶିଷ ନାୟକ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ଯାହା ଏବେ ଦେଖିବାକୁ ମିଳୁଛି ସେ ତାଙ୍କ ସହସ୍ର ସମର୍ଥକ ଓ କର୍ମୀଙ୍କ ସହ ଶୈଳଶ୍ରୀ ବିହାର ୱାର୍ଡ ନଂ ୭ରେ ବାପି…

ଖୋଲିଲା ଆଭୂଷଣ ଜ୍ବେଲର୍ସ

ଭୁବନେଶ୍ୱର, ନିରପେକ୍ଷ ଖବର: ତା ୨୭/୦୧ ସ୍ଥିତ ସତ୍ୟ ନଗର ଫୋରମ୍ ମାର୍ଟ ଠାରେ ଆଭୂଷଣ ଫ୍ୟାସନ୍ ଜ୍ୱେଲର୍ସ କୁ ଅଭିନେତ୍ରୀ ଦିବ୍ୟାଦିଶା ମହାନ୍ତି, ଶିବାନୀ ସଙ୍ଗୀତା ଓ ଅଭିନେତା ସୁଜିତ୍ ପାଇକରାୟ ରିବନ୍ କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏହି ଅବସରରେ ଓଲିଉଡ ଇଣ୍ଡଷ୍ଟ୍ରିର…

“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନ

ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୬/୦୧ ଅନନ୍ୟ ସ୍ବେଛାସେବୀ ସେବା ପ୍ରତିଷ୍ଠାନ " ଜଗବନ୍ଧୁ ଜରାଶ୍ରମ" ପକ୍ଷରୁ ପ୍ରତିବର୍ଷ ଭଳି ଟ୍ରଲି ଚାଳକ/ ରିକ୍ସା ଚାଳକ, ଘରୋଇ ସହାୟକ ଓ ଶ୍ରମିକ ମାନଙ୍କୁ ଚଳିତ ବର୍ଷ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଶୀତ ବସ୍ତ୍ର ଏବଂ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି ।…

ପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତ

ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୬/୦୧ ପ୍ରଫେସର ରଶ୍ମୀ ମିଶ୍ରଙ୍କ ଦ୍ୱାରା ସଂଗୃହୀତ ହୋଇଥିବା କବିତା ପୁସ୍ତକ“ ୟୁଭିକା” ରୋଟାରିଆନ୍ ଜୟଶ୍ରୀ ମହାନ୍ତିଙ୍କ ଦ୍ୱାରା ଭୁବନେଶ୍ୱରସ୍ଥିତ ମେ ଫେୟାର ଠାରେ ଉନ୍ମୋଚିତ ହୋଇଯାଇଛି । ପ୍ରଫେସର ରଶ୍ମୀ ମିଶ୍ର ଏବଂ ଡଃ ଲିତା ମହାପାତ୍ର ଏହି ପୁସ୍ତକ…

ଛାତ୍ରଛାତ୍ରୀଙ୍କୁ ସହଯୋଗର ହାତ ବଢ଼ାଇଲେ ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ଓ ଓମ୍ କ୍ରିଏସନ୍

ଭୁବନେଶ୍ୱର , ନିରପେକ୍ଷ ଖବର ୧୧/୦୧: ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ଏବଂ ଓମ୍ କ୍ରିଏସନର ମିଳିତ ଆନୁକୂଲ୍ୟରେ ପାଠ ପ୍ରତି ରୁଚି ରଖିଥିବା ଦଶ ଜଣ ଛାତ୍ରଛାତ୍ରୀଙ୍କୁ ସହଯୋଗ ର ହାତ ବଢ଼ାଇଛନ୍ତି l ଦୁଇ ଅନୁଷ୍ଠାନ ର ମୁଖ୍ୟ ଚନ୍ଦ୍ରଶେଖର ମିଶ୍ର, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ଏବଂ ଭରତ ପ୍ରଧାନ…

ଆଦିବାସୀ ମହାସଂଘ ପକ୍ଷରୁ ୯ଦଫା ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କୁ ପ୍ରଦାନ

ଭୁବନେଶ୍ବର, ନିରପେକ୍ଷ ଖବର:୧୧/୦୧ ଶିକ୍ଷା, ସ୍ବାସ୍ଥ୍ୟ ଓ ଅନେକ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଆଦିବାସୀ। ରାଜ୍ୟ ସରକାର ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରୁଥିବାବେଳେ ତାହା ଆଦିବାସୀଙ୍କୁ ସୁହାଇବା ବଦଳରେ ସେମାନଙ୍କର କ୍ଷତି କରୁଛି । ତେଣୁ ସରକାର ତୁରନ୍ତ ଆଦିବାସୀଙ୍କ ସମସ୍ୟାକୁ…

ରାଜସ୍ଥାନର ଖାଟୁ ଶ୍ୟାମଜୀଙ୍କ ଭବ୍ୟ ଜାଗରଣ ଆୟୋଜିତ

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୮/୧୨ ରାଜସ୍ଥାନର ଖାଟୁ ଶ୍ୟାମ ଜୀ ସ୍ଥିତ ଭବ୍ୟ ମନ୍ଦିରରେ ବାବା ଶ୍ୟାମ ବିରାଜମାନ ହୋଇଛନ୍ତି।ତାଙ୍କ କୃପା ବର୍ଣ୍ଣନା କରିବା ଅତ୍ୟନ୍ତ କଷ୍ଟକର |କଳିଯୁଗରେ ସାକ୍ଷାତ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ପୂଜିତ ହୋଇ ଲୋକଙ୍କ ଦୁଖଃ କଷ୍ଟ କାଟିବା ର ବର ଦେଇଛନ୍ତି।…

ବିଶ୍ଵାସରେ ରାଜ୍ୟସ୍ତରୀୟ ପ୍ରତିଭା ଅନ୍ଵେଷଣ ପରୀକ୍ଷା

ଭୁବନେଶ୍ବର,ନିରପେକ୍ଷ ଖବର: ପିତାପଲ୍ଲି ନିକଟସ୍ଥ ‘ବିଶ୍ବାସ’ ହାଇୟର ସେକେଣ୍ଡାରି ଅନୁଷ୍ଠାନରେ ରାଜ୍ୟସ୍ତରୀୟ ପ୍ରତିଭା ଅନ୍ଵେଷଣ ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଅଛି। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସରକାରୀ ଓ ବେ-ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ଭାଗ…

ୟୁନେସ୍କୋ ଏବଂ ଆଇ.ଆଇ.ଏମ୍.ଟି. ମିଳିତ ସହଯୋଗରେ ଆଲୋଚନା ଚକ୍ର

ଭୁବନେଶ୍ବର : ନିରପେକ୍ଷ ଖବର: ୟୁନେସ୍କୋ ଏବଂ ଆଇ.ଆଇ.ଏମ୍.ଟି ଭୁବନେଶ୍ବର ମିଳିତ ସହଯୋଗରେ ଜୁମ୍ ମାଧ୍ୟମରେ ମାନବିକ ଅଧିକାର ଏବଂ ଆର୍ଥିକ ବ୍ୟବସ୍ଥା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଚକ୍ରକୁ ଉଦ୍‌ଘାଟନ କରି ୟୁନେସ୍କୋ ଲେକଚର ସିରିଜ୍ ଚେୟାରର ପ୍ରଫେସର…

୨୫ ରେ ବିଧାନସଭା ଘେରିବ ୬୬୨ ବର୍ଗ କଲେଜ ସଂଘ

ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୮.୦୯- ଆସନ୍ତା ସେପ୍ଟେମ୍ବର ୨୫ ତାରିଖରେ ୬୬୨ ବର୍ଗ କଲେଜ ସଂଘ ବିଧାନସଭା ଘେରିବ ଓ ୨୬ ତାରିଖରେ ସମସ୍ତ ବିଧାୟକ ମାନଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ବଳନୀରେ ଘୋଷଣା…

ରାଜୀବ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦଦେବା ଓ ମହାଦୁର୍ନୀତି ବିରୁଦ୍ଧରେ ବିଜେପି ର ବିଡିଏ ଅଫିସ ସମ୍ମୁଖରେ…

ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୨/୦୯:ମହିଁଷାଖାଲ ବସ୍ତିରେ ରାଜୀବ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦଦେବା ଓ ମହାଦୁର୍ନୀତି ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ଏକାମ୍ର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ତଥା ଏକାମ୍ର ବିଜେପି ବିଧାୟକ…

Latest Videos