Blank space
Blank space
Breaking News/ମୁଖ୍ୟ ଖବର:
ୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” LaunchedIIMT Conducts international conference on Disruptive Human Resource Managementଛାତ୍ରଛାତ୍ରୀଙ୍କୁ ସହଯୋଗର ହାତ ବଢ଼ାଇଲେ ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ଓ ଓମ୍ କ୍ରିଏସନ୍ଆଦିବାସୀ ମହାସଂଘ ପକ୍ଷରୁ ୯ଦଫା ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କୁ ପ୍ରଦାନSeminar at U.N Autonomous college Adaspur in collaboration with IIMT.
Blank space
Browsing Category

ଦୁର୍ଘଟଣା

ୟୁରିଆ ଖାଇ ଚାରି ଶିଶୁ ଗୁରୁତ୍ୱର

ବାରିପଦା(ନିରପେକ୍ଷ ଖବର) ତା-୦୩/୦୯-ମୟୁରଭଞ୍ଜ ଜିଲା, ବଡ଼ସାହି ବ୍ଲକ ଅଞ୍ଚଳରେ ଅଘଟଣ ଘଟିଛି। ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଅନ୍ତର୍ଗତ ପ୍ରତାପପୁର ପଞ୍ଚାୟତର ବଡପଦା ଗ୍ରାମରେ ଗୋଟିଏ ପରିବାରର ୪ ଜଣ ଶିଶୁ ଫୁଡ୍ ପଏଜନର ଶିକାର ହୋଇଛନ୍ତି।ସୂଚନା ଅନୁଯାୟୀ, ଜଗନ୍ନାଥ ନାଏକ ଓ ଭାଇ ସରୋଜ…
Read More...

ବନ୍ୟା ପାଣିରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ବାରିପଦା(ନିରପେକ୍ଷ ଖବର) ତା-୩୦/୦୮-ଲଘୁଚାପ ଜନିତ ବର୍ଷାରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହା ଦ୍ୱାରା ଗଙ୍ଗାହାର ନଦୀ ବନ୍ୟାଜଳରେ ଭାସିଯାଇ ଜଣେ ମହିଳା ନିଖୋଜ ହୋଇଥିଲେ।ସେହି ନିଖୋଜ ହୋଇଥିବା ମହିଳା ଜଣଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଗ୍ରାମବାସୀ ମାନଙ୍କ ଦ୍ବାରା…
Read More...

ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ, ମା’ ମୃତ ଝିଅ ଗୁରୁତର

ବାରିପଦା(ନିରପେକ୍ଷ ଖବର)ତା-୨୬/୦୮-ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଘରର କାନ୍ଥ ଭୁଶୁଡି ପଡିଲା। ଏହି ଦୁଃଖଦ ଘଟଣା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଘଟିଛି। ଲଗାଣ ବର୍ଷାରେ ଘର କାନ୍ଥ ଭୁଶୁଡିବା ଫଳରେ ମାଆର ମୃତ ହେବା ସହିତ ଝିଅ ଗୁରୁତର ହୋଇଛି। ଆହତ ଝିଅକୁ ଡାକ୍ତରଖାନାରେ ଭର୍ତ୍ତି…
Read More...

ବନ୍ୟା ପାଣିରେ ଭାସିଗଲେ ୩ ଜଣ…

ବାରିପଦା(ନିରପେକ୍ଷ ଖବର)ତା-୨୬/୦୮-ଲଘୁଚାପ ଜନିତ ବର୍ଷାରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଯାହା ଦ୍ୱାରା ଗଙ୍ଗାହାର ନଦୀ ବନ୍ୟାଜଳରେ ଭାସିଯାଇ ଜଣେ ମହିଳା ନିଖୋଜ ହୋଇଥିବା ବେଳେ ଜମ୍ଭିରା ନଦୀ ବନ୍ୟା ଜଳରେ ଭାସି ଯାଇଥିବା ବୃଦ୍ଧା ଦମ୍ପତି ଉଦ୍ଧାର ହୋଇଥିବା ଜଣାପଡିଛି।…
Read More...

ସଭ୍ୟ ସମାଜରେ ଅସଭ୍ୟ ଘଟଣା…

ଭଦ୍ରକ, ତିହିଡି ୪/୮ (ନିରପେକ୍ଷଖବର): ସଭ୍ୟ ସମାଜରେ ଅସଭ୍ୟ ବ୍ୟବହାର। ସତରେ କଣ ମଣିଷପଣିଆ ହଜି ଯାଉଛି। ଆମେ ଏମିତି କଣ ପାଇଁ କହୁଛୁ, ତାକୁ ଆପଣମାନେ ପଢିଲେ ବୁଝିପାରିବେ। ଯାହା ଆଜିର ଦୁନିଆରେ କେହି କେବେ କଳ୍ପନା କରି ନ ଥିବେ। ଏମିତି ଲଜ୍ୟା ଜନକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି…
Read More...

ଜାତୀୟ ରାଜପଥ ମଝି ରାସ୍ତାରେ ଲାଗିଥିବା ଡିଭାଇଡର ରେଲିଂ ପାଲଟିଛି ମରଣଯନ୍ତା

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୩୧/୦୭ ପଳାଶୁଣି ହାଟ ସମ୍ମୁଖସ୍ଥ ଜାତୀୟ ରାଜପଥ ରେ ମଝିରାସ୍ତାରେ ଲାଗିଥିବା ଲୁହା ବାଡ଼ ବର୍ତ୍ତମାନ ସ୍ଥାନୀୟ ଜନସାଧାରଣ ଙ୍କ ପାଇଁ ମରଣ ଯନ୍ତା ପାଲଟିଛି। କିଛିଦିନ ତଳେ ୨୬ ଜୁନ ରେ ଜଣେ ଲୋକ ସେଇବାଟ ଦେଇ ରାସ୍ତା ପାର ହେଉଥିବା ସମୟରେ ବିଦ୍ୟୁତ ଆଘାତ ଲାଗି…
Read More...

ଏମିତି ବି ଆସେ ମୃତ୍ୟୁ

ବାରିପଦା(ନିରପେକ୍ଷ ଖବର)ତା-୧୩/୦୭-ଏମିତି ବି ମୃତ୍ୟୁ ଆସିଥାଏ,ଶୁଣିଲେ ବି ଆପଣ ଆଶ୍ଚର୍ଯ୍ୟ ହେବେ! ଏମିତି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଝାରପୋଖରୀଆ ଥାନା ଅଞ୍ଚଳରେ। ଜିଲ୍ଲା ଦେଇ ଯାଇଥିବା ୪୯ନମ୍ବର ଜାତୀୟ ରାଜପଥରେ ୩ କିମି ଦୂର ଜାଲଦା ନିକଟସ୍ଥ ଏକ ଢାବାରେ…
Read More...

ପ୍ରେମୀ ଯୁଗଳଙ୍କ ଗଛରେ ଝୁଲି ଆତ୍ମହତ୍ୟା

ବାରିପଦା(ନିରପେକ୍ଷ ଖବର)ତା-୧୫/୦୬-ପ୍ରେମୀ ଯୁଗଳ ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି।ଏହି ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଗତିଲତା ଗ୍ରାମ ଅଞ୍ଚଳରେ। ସେହି ଗ୍ରାମ ନିକଟରେ ଥିବା ଏକ ଗଛରୁ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତ ଶରୀର ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର…
Read More...

ଡାହାଣୀ ସନ୍ଦେହରେ ହତ୍ୟା…

ବାରିପଦା(ନିରପେକ୍ଷ ଖବର)ତା-୧୫/୦୬-ଆଧୁନିକ ସମାଜରେ ଏବେ ମଧ୍ୟ ଅନେକ କୁସଂସ୍କାର ବଞ୍ଚିରହିଛି। ଏହାଯୋଗୁ ବେଳେବେଳେ ମୂଲ୍ୟବାନ ଜୀବନ ଚାଲିଯାଉଛି।ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାରେ।ଜିଲ୍ଲାର ଖୁଣ୍ଟା ଥାନା ଅନ୍ତର୍ଗତ କରକଚିଆ ଗ୍ରାମରେ ଡାହାଣୀ ସନ୍ଦେହରେ ଏହି…
Read More...

ଗୁଡ଼ି ଉଡ଼ାଳିଙ୍କ ଖେଳ ପଡିଆ ସାଜିଛି ଜନ ଗହଳି ରାସ୍ତା

ବାରିପଦା(ନିରପେକ୍ଷ ଖବର)ତା-୦୩/୦୬: ଲକ୍ ଡାଉନ୍ ସମୟରେ ବାରିପଦା ସହରରେ ଗୁଡ଼ି ଉଡାଳିମାନେ ବିଭିନ୍ନ ରାସ୍ତାକୁ ଅଘୋଷିତ ଭାବେ କବଜା କରି ରଖିଛନ୍ତି । କରୋନା ଭୟରେ ଗାଡି ମୋଟର ଚଳଚଳ ଟିକେ କମ୍ ଥିବାରୁ ଗୁଡ଼ି ଉଡାଳିମାନେ ରାସ୍ତା ମଝିରେ ଗୁଡି ଉଡାଇ ସାଧାରଣ ଲୋକଙ୍କ ଜୀବନକୁ ବିପଦକୁ…
Read More...

ପି ଆର୍ ଏମ୍ ହସ୍ପିଟାଲରେ ନିଆଁ…

ବାରିପଦା(ନିରପେକ୍ଷ ଖବର)ତା୨୦/୦୧- ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି।ଅଗ୍ନିଶମ ବିଭାଗ ଅଗ୍ନିକାଣ୍ଡ ସ୍ଥାନରେ ପହଞ୍ଚି ନିଆଁକୁ ଆୟତ କରିବା ରେ ସକ୍ଷମ ହୋଇଛି।ସୂଚନା ଅନୁସାରେ ସୋମବାର ୯ ଟା ସମୟରେ ସାକିଆଟ୍ରିକ ବିଭାଗରେ…
Read More...

ହୋଲି ଖେଳ ହେଲା କାଳ

ବାରିପଦା(ନିରପେକ୍ଷ ଖବର)ତା-୧୦/୦୩/୨୦୨୦-ରଙ୍ଗର ଉତ୍ସବ ହୋଲି ଖେଳରେ ସବୁଠି ମସଗୁଲ ଥିବା ବେଳେ ଘଟି ଯାଇଛି ଅଘଟଣ।ହୋଲି ଖେଳ କାଳ ସାବ୍ୟସ୍ତ ହେଲା।ହୋଲି ଖେଳି ସାରି ଗାଧୋଉଥିବା ବେଳେ ପ୍ରଖର ସୁଅରେ ଭାସିଯାଇ ଯୁବକ ମୃତ ହୋଇଛି। ମୃତକ ଜଣକ ବାରିପଦା ସହର ଅନ୍ତର୍ଗତ କାଳିମନ୍ଦିର ସାହିର…
Read More...

ଜେଲ୍ ରେ ବିଚାରାଧିନ କଏଦୀର ମୃତ୍ୟୁ…

ବାରିପଦା(ନିରପେକ୍ଷ ଖବର)ତା-୦୧/୦୩/୨୦୨୦-ଆଜି ବାରିପଦା ସ୍ଥିତ ପିଆରଏମ୍ ମେଡିକାଲରେ ବାରିପଦା ମଣ୍ଡଳ କାରାଗାର ର ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ସୁରଜ ନାଥ (୪୫) ସମ୍ବଲପୁର ଜିଲ୍ଲାର ସିକମପୁର ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ମୋରଡା ଠାରେ ପ୍ରେମ…
Read More...

ପୁଅର ଟାଙ୍ଗିଆ ଚୋଟରେ ବାପର ମୃତ୍ୟୁ ।

ବାରିପଦା(ନିରପେକ୍ଷ ଖବର)ତା-୧୪/୦୨/୨୦୨୦- ପୁଅର ଟାଙ୍ଗିଆ ଚୋଟରେ ବାପର ମୃତ୍ୟୁ ଘଟିଛି । ଏମିତି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରଙ୍ଗଜାମ୍ ଗ୍ରାମରେ । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଆଜି ସକାଳ…
Read More...

ତିହିଡି ବ୍ଲକ୍ ରେ ଭୟାନକ ଅଗ୍ନିକାଣ୍ଡ…

ଭଦ୍ରକ,ତିହିଡି (ନିରପେକ୍ଷ ଖବର)୧୭/୧: ତିହିଡି ବ୍ଲକ ଅନ୍ତର୍ଗତ ସୟା ଗ୍ରାମପଞ୍ଚାୟତର ବାଉଁଶବାଗ ଗାଁରେ ଭୟାନକ ଅଗ୍ନିକାଣ୍ଡ ଘଟିଛି. ୪ ବଖରା ଘର ସହ ୨ ଗାଈ ଜଳିପୋଡି ପାଉଁଶ ହୋଇଯାଇଛି.. ଘଟଣାସ୍ଥଳରେ ଦମକଳବାହିନୀ ପହଂଚି ନିଆଁକୁ ଆୟତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ନିଆଁରେ ପଞ୍ଚାନନ…
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁଜାଲି ମାଡ।

ବାରିପଦା(ନିରପେକ୍ଷ ଖବର)ତା୧୬/୦୧/୨୦୨୦-ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁଜାଲି ମାଡ।ଦିବଲୋକ ରେ ବିଚ ରାସ୍ତାରେ ଚୁରା ମାଡ କଲେ ଯୁବକ।ଯାହା ଫଳରେ ସ୍ଥାନୀୟ ଲୋକ ଜାତୀୟ ରାଜପଥ ଅବରୋଧ କରି ବସି ରହିଛନ୍ତି।ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟ ର ଟ୍ରକ ବସ ସବୁ ଅଟକି ରହିଛି।ସ୍ଥାନୀୟ ଲୋକଙ୍କ…
Read More...

ଭତ୍ତା ନେଲା ଜୀବନ

*ରାସ୍ତା ପାରି ହେଉଥିବା ବେଳେ ଅଜଣା ଗାଡି ଧକ୍କାରେ ବୃଦ୍ଧା ଙ୍କ ମୃତ୍ୟୁ..... ବାରିପଦା(ନିରପେକ୍ଷ ଖବର)ତା-୧୦/ଜାନୁଆରୀ/୨୦୨୦-ଭତ୍ତା ନେବା ପାଇଁ ରାସ୍ତା ପାରି ହେଉଥିବା ବେଳେ ଅଜଣା ଗାଡି ଧକ୍କାରେ ବୃଦ୍ଧା ଙ୍କ ମୃତ୍ୟୁ। ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ୧୮ ନମ୍ବର ଜାତୀୟ…
Read More...

ବ୍ରିଜ ତଳେ ଝୁଲୁଛି ମୃତଦେହ….

ବାରିପଦା(ନିରପେକ୍ଷ ଖବର)ତା-୨/ଜାନୁଆରୀ/୨୦୨୦-ବାରିପଦା ସହରର ମଧୁବନ ବାରୁଣୀ ଶିବମନ୍ଦିର ନିକଟରେ ଥିବା ଜରାଳୀସରାଳୀ ନଦୀ ବ୍ରିଜ ତଳେ ଝୁଲୁଛି ଏକ ମୃତଦେହ।ଝୁଲନ୍ତା ଅବସ୍ଥାରେ ଥିବା ବ୍ୟକ୍ତି ହେଲେ ଖୁଣ୍ଟା ଅଞ୍ଚଳର ଶରତ ମାଝୀ ।ତାଙ୍କ ମୃତ ଶରୀର ଉଦ୍ଧାର ହୋଇଛି । ଏହି ମୃତ ବ୍ୟକ୍ତି ଙ୍କ…
Read More...

ରାଜଧାନୀରେ ହୁହୁ ହୋଇ ଜଳିଲା ବସ….

ଭୁବନେଶ୍ୱର,ନିରପେକ୍ଷ ଖବର:ତା,୨୫/୧୨/୧୯:ରାଜଧାନୀ ଭୁବନେଶ୍ୱରରେ ହୁ ହୁ ହୋଇ ଜଳିଲା ବସ। ନିଆଁକୁ ଆୟତ କରିବା ପାଇଁ ଅଗ୍ନିଶମ ବିଭାଗ ଦୀର୍ଘ ସମୟ ଧରି ଉଦ୍ୟମ ଜାରି ରଖିଥିଲେ ମଧ୍ୟ ନିଆଁ ଆୟତ ହେବା ବେଳକୁ ବସଟିର ୭୦ଭାଗ ଜଳି ପୋଡି ପାଉଁଶ ହୋଇଯାଇଥିଲା। ସୂଚନା ମୁତାବକ ବୁଧବାର ସହୀଦନଗରରେ…
Read More...

ବାଲେଶ୍ଵରରେ ହାଣି ବାରିପଦାରେ ଆତ୍ମସମର୍ପଣ କଲା ମହିଳା….

ବାରିପଦା:(ନିରପେକ୍ଷଖବର),୧୮/୧୨/୧୯:ସ୍ୱାମୀକୁ କଟୁରିରେ ରେ ହାନି ଥାନା ରେ ଆତ୍ମସମର୍ପଣ କଲା ରଖିତା ସ୍ତ୍ରୀ। ସ୍ତ୍ରୀର ମାନ୍ୟତା ନ ଦେବାରୁ ବୁଧବାର ଭୋର ୪ଟା ସମୟରେ ବାଲେଶ୍ଵର ଗୁଡିପଦାରେ ରହୁଥିବା ସ୍ୱାମୀକୁ ମାରି ଘର କବାଟ ଦେଇ ବାରିପଦା ସଦର ଥାନାରେ ଆତ୍ମସମର୍ପଣ କରିଛି ରକ୍ଷିତା…
Read More...