Uncategorized ଜନସେବାର ଅନନ୍ୟ ପ୍ରତୀକ ବୀରେନ ମିତ୍ରଙ୍କ ୧୦୯ତମ ଜୟନ୍ତୀ ଓ ସମ୍ବିଧାନ ଦିବସ ପାଳିତ । Debabrat Mohanty Nov 26, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା :୨୬ /୧୧ ଜନଗଣର ନେତା ତଥା ଓଡ଼ିଶାର ଜଣେ ବିଶିଷ୍ଟ ଜନନାୟକ ବୀରେନ ମିତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଏବଂ ସମ୍ବିଧାନ ଦିବସ ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର ଓ ବୀରେନ ମିତ୍ର ଫାଉଣ୍ଡେସନ, କଟକଙ୍କ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ!-->…
ସାମାଜିକ କିଟ୍ ଓ କିସ୍ରେ ଇସ୍ରାଏଲର ୨୦ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ Debabrat Mohanty Nov 6, 2026 0 ଭୁବନେଶ୍ଵର, ନିରପେକ୍ଷ ଖବର:ତା ୦୬/୧୧ ଭୁବନେଶ୍ୱରର କିଟ୍ ଓ କିସ୍ ପରିଦର୍ଶନ କଲେ ଇସ୍ରାଏଲର ୨୦ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ। 'ଇଣ୍ଡିଆ ଟ୍ରେକ୍ ଫର୍ ଗ୍ଲୋବାଲ୍ ଲିଡର୍ସ' କାର୍ଯ୍ୟକ୍ରମରେ ଭାରତ ଗସ୍ତରେ ଆସିଥିବା ଏହି ପ୍ରତିନିଧି ଦଳ ଶିକ୍ଷା, ସ୍ୱାସ୍ଥ୍ୟ, ଗବେଷଣା, ବ୍ୟାଙ୍କିଂ ଓ…
ସାମାଜିକ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ୟୁ.ୟୁ. ଲଳିତଙ୍କ କିଟ୍ ଓ କିସ୍ ପରିଦର୍ଶନ Debabrat Mohanty Nov 2, 2026 0 ଭୁବନେଶ୍ୱର, ନିରପେକ୍ଷ ଖବର: କିଟ୍ ଓ କିସ୍ ପରିଦର୍ଶନ କଲେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଉଦୟ ଉମେଶ ଲଳିତ। ଏହି ଅବସରରେ ସେ କିଟ୍ର ବିଭିନ୍ନ କ୍ୟାମ୍ପସ୍ ଓ କିସ୍ର ବିଭିନ୍ନ ୟୁନିଟ୍ ପରିଦର୍ଶନ କରିବା ସହ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଅନୁଷ୍ଠାନ ଦ୍ୱୟର ଅବଦାନ…
ସାମାଜିକ ପୂର୍ବ ତଟ ରେଳପଥ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ Debabrat Mohanty Oct 31, 2026 0 ଭୁବନେଶ୍ୱର, ନିରପେକ୍ଷ ଖବର, ୩୧/୧୦: ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀ ଅବସରରେ ପୂର୍ବ ତଟ ରେଳପଥ ପକ୍ଷରୁ ଭୁବନେଶ୍ୱରସ୍ଥିତ ରେଳ ସଦନ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି। ଏହି ଅବସରରେ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କ ନେତୃତ୍ୱରେ ଏକତା ଶପଥ…
ରାଜନୀତି ଏକତା, ଅଖଣ୍ଡତା ଓ ଦେଶପ୍ରେମର ବାର୍ତ୍ତା ସହ ପାଳିତ ହୋଇଛି ରାଷ୍ଟ୍ରୀୟ ଏକତା ଦିବସ। Debabrat Mohanty Oct 31, 2026 0 ଭୁବନେଶ୍ୱର, ନିରପେକ୍ଷ ଖବର: ତା ୩୨/୧୦ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ସାରା ଦେଶରେ ପାଳିତ ହେଉଛି ରାଷ୍ଟ୍ରୀୟ ଏକତା ଦିବସ। ଏହି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏକତା ଦିବସ କାର୍ଯ୍ୟକ୍ରମ ଓ ଏକତା…
ରାଜନୀତି ବନ୍ୟାଜଳରେ ଫସିଛନ୍ତି ଶତାଧିକ ଓସିଏସ୍ ପରୀକ୍ଷାର୍ଥୀ, ପରୀକ୍ଷା ପରିଚାଳନା ନେଇ ସରକାରଙ୍କୁ ବିଜେଡିର ସମାଲୋଚନା Neelkamal Samantaray Oct 30, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର, ୩୦/୧୦: ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥିତି ଯୋଗୁଁ ଶତାଧିକ ଓସିଏସ୍ ମେନ୍ ପରୀକ୍ଷାର୍ଥୀ ଜଳବନ୍ଦୀ ହୋଇଥିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜୁ ଜନତା ଦଳ। ବନ୍ୟା ପରିସ୍ଥିତିରେ ପରୀକ୍ଷା ଜାରି ରଖିବା ନିଷ୍ପତ୍ତିକୁ ଅନ୍ୟାୟ ଓ ଅମାନବୀୟ ବୋଲି…
ସାମାଜିକ କିଟ୍ ଓ ଆଇଜିଏନ୍ସିଏ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତ Debabrat Mohanty Oct 28, 2026 0 ଭୁବନେଶ୍ୱର, ନିରପେକ୍ଷ ଖବର: ତା ୨୮/୧୦ : କଳା, ସଂସ୍କୃତି ଓ ଭାରତୀୟ ଐତିହ୍ୟ ସମ୍ପର୍କିତ ଗବେଷଣାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ ଓ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର (ଆଇଜିଏନ୍ସିଏ) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କିଟ୍ ଓ କିସ୍ର…
ରାଜନୀତି ଆସନ୍ତା କାଲି ବିଜେଡି ର ଉଚ୍ଚ ସ୍ତରୀୟ ପ୍ରତିନଧି ଦଳ କୋଟିଆ ଗସ୍ତ କରିବ Debabrat Mohanty Oct 22, 2026 0 ଭୁବନେଶ୍ୱର ,22/10 /26 ଓଡିଶା ର ଉପାନ୍ତ ଅଞ୍ଚଳ କୋଟିଆର ତିନୋଟି ପଂଚାୟତ ରେ ଆନ୍ଧ୍ର ସରକାରଙ୍କ ନିର୍ବାଚନ ଘୋଷଣା ପରିପ୍ରେକ୍ଷୀରେ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟ ନାୟକ ବିଜେଡି ର ଏକ ଉଚ୍ଚ ସ୍ତରୀୟ 15 ଜଣିଆ ପ୍ରତିନିଧିଦଳ କୁ ଆସନ୍ତା କାଲି କୋଟିଆ ଗସ୍ତ କରି ତାଙ୍କୁ ରିପୋର୍ଟ ଦେବା…
ସାମାଜିକ Journey from Nayagarh to Bhubaneswar Debabrat Mohanty Oct 21, 2026 0 Bhubaneswar,Odisha: Nirapakhya khabar:Dt.21/10/26 The entrepreneurial journey of Dr. Bharat Pradhan, a media professional, entrepreneur, event manager and social entrepreneur from Odisha, is proposed to be brought to the silver screen…
ସାମାଜିକ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜମୋହନ ରାମ Debabrat Mohanty Oct 19, 2026 0 ଭୁବନେଶ୍ୱର, ନିରପେକ୍ଷ ଖବର: ୧୮ ଅକ୍ଟୋବର: ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ଶ୍ରୀ ବ୍ରଜମୋହନ ରାମ। ରବିବାର ଭୁବନେଶ୍ୱରସ୍ଥିତ ଲୋକ ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ…
ସାମାଜିକ ଆମେରିକା ସିନେଟର ଓ ମେୟରଙ୍କ କିଟ୍-କିସ୍ ପରିଦର୍ଶନ Debabrat Mohanty Oct 17, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର :୧୫/୧୦: ଆମେରିକାର ୱାଶିଂଟନ ରାଜ୍ୟର ସିନେଟର ତଥା ବିଭିନ୍ନ ସହରର ମେୟରଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଆଜି କିଟ୍ ଓ କିସ୍ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଅତିବାହିତ କରିଥିଲେ। ଏହି ଅବସରରେ କିସରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ…
ରାଜନୀତି ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ Debabrat Mohanty Oct 17, 2026 0 ଭୁବନେଶ୍ୱର, ତା.୧୭/୧୦: ପବିତ୍ର ଶାରଦୀୟ ଦୁର୍ଗାପୂଜାର ଅମୃତ ମୁହୂର୍ତରେ ମା' ଦୁର୍ଗାଙ୍କ ଅଶେଷ କୃପା ଓ ଆଶୀର୍ବାଦ ସମସ୍ତଙ୍କୁ ପ୍ରାପ୍ତ ହେଉ ଏହି କାମନା ସହ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ । ଏହି ପର୍ବ ଅଧର୍ମ…
ସାମାଜିକ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ନେତୃତ୍ୱ ପାଇଁ ଡ. କାବ୍ୟା ପ୍ରିୟା ଧଳଙ୍କୁ ‘ଟାଇମ୍ସ ପାୱାର ଓମେନ୍ ଆଇକନ୍… Debabrat Mohanty Oct 15, 2026 0 ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୪/୧୦ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ନେତୃତ୍ୱ ଓ ସମାଜ କଲ୍ୟାଣ ପ୍ରତି ଅବଦାନ ପାଇଁ ଡ. କାବ୍ୟା ପ୍ରିୟା ଧଳଙ୍କୁ ‘ଟାଇମ୍ସ ପାୱାର ଓମେନ୍ ଆଇକନ୍ ଆୱାର୍ଡ-୨୦୨୬’ ପ୍ରଦାନ କରାଯାଇଛି। ‘ଲିଡରସିପ୍ ଇନ୍ ସୋସିଆଲ୍ ଟ୍ରାନ୍ସଫର୍ମେସନ୍’ ବର୍ଗରେ ତାଙ୍କୁ ଏହି…
Uncategorized କିମ୍ସରେ ପ୍ରଥମ କର୍ନିଆ ପ୍ରତିରୋପଣ ସଫଳ, ୩ ବର୍ଷ ପରେ ଫେରୁଛି ଦୃଷ୍ଟିଶକ୍ତି Debabrat Mohanty Oct 13, 2026 0 ଭୁବନେଶ୍ୱର, ନିରପେକ୍ଷ ଖବର, ୧୩/୧୦: ଚକ୍ଷୁ ଚିକିତ୍ସା କ୍ଷେତ୍ରରେ କିମ୍ସକୁ ମିଳିଛି ଏକ ନୂଆ ସଫଳତା। ହସ୍ପିଟାଲରେ ପ୍ରଥମ ଥର ପାଇଁ ସଫଳତାର ସହ କରାଯାଇଛି କର୍ନିଆ ପ୍ରତିରୋପଣ। ଏହି ଅସ୍ତ୍ରୋପଚାର ପରେ ଦୀର୍ଘ ତିନି ବର୍ଷ ଧରି ଡାହାଣ ଆଖିର ଦୃଷ୍ଟିଶକ୍ତି ପ୍ରାୟ ହରାଇଥିବା ଜଣେ ୩୭ ବର୍ଷୀୟ…
ସାମାଜିକ ଗ୍ରାମାଞ୍ଚଳ ଛାତ୍ରୀଙ୍କୁ ବିଜ୍ଞାନ ଓ ବୈଷୟିକ ଶିକ୍ଷାରେ ସଶକ୍ତ କରିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱ Debabrat Mohanty Oct 12, 2026 0 ଭୁବନେଶ୍ୱର, ନିରପେକ୍ଷ ଖବର, ୧୧/୧୦: ଗ୍ରାମାଞ୍ଚଳର ଛାତ୍ରୀମାନଙ୍କୁ ବିଜ୍ଞାନ ଓ ବୈଷୟିକ ଶିକ୍ଷାରେ ଅଧିକ ସୁଯୋଗ ଦେବା ଉପରେ ଗୁରୁତ୍ୱ ଦେଇଛନ୍ତି ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି। ରବିବାର ବରଗଡ଼ ଜିଲ୍ଲା ନୂଆଖାଇରପାଲିସ୍ଥିତ କୋଶଳ ବିଦ୍ୟାଳୟରେ ରାଜ୍ୟପାଳ ବୋଇଂ ସୁକନ୍ୟା…
ସାମାଜିକ ଡ୍ରୋନ୍ ନିରୀକ୍ଷଣରେ ଅଗ୍ରଣୀ ପୂର୍ବତଟ ରେଳପଥ Debabrat Mohanty Oct 12, 2026 0 ଭୁବନେଶ୍ୱର, ନିରପେକ୍ଷ ଖବର, ୧୧/୧୦: ରେଳପଥର ସୁରକ୍ଷା ଓ ଯାତ୍ରୀଙ୍କ ନିରାପତ୍ତା ବୃଦ୍ଧି ପାଇଁ ଡ୍ରୋନ୍ ନିରୀକ୍ଷଣରେ ଅଗ୍ରଣୀ ହୋଇଛି ପୂର୍ବତଟ ରେଳପଥ। ବର୍ତ୍ତମାନ ୧୧ଟି ଡ୍ରୋନ୍ ମାଧ୍ୟମରେ ୨୮୪ଟି ଷ୍ଟେସନ୍ ଓ ୨,୭୦୮ ରୁଟ୍ କିଲୋମିଟର ରେଳପଥରେ ନଜର ରଖାଯାଉଛି। ଖୋର୍ଦ୍ଧା ରୋଡ୍ ମଣ୍ଡଳରେ…
ସାମାଜିକ ଦେଶୀୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଲେ ରାଜ୍ୟପାଳ Debabrat Mohanty Oct 11, 2026 0 ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୧/୧୦ ଦେଶର ପ୍ରାକୃତିକ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଅଧିକରୁ ଅଧିକ ଲୋକ ଭ୍ରମଣ କରିବା ଉଚିତ। ବିଦେଶ ଯାତ୍ରା ପରିବର୍ତ୍ତେ ଦେଶର ପ୍ରାକୃତିକ ସମ୍ପଦ ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଅନୁସନ୍ଧାନ କରିବା ସହ ସ୍ଥାନୀୟ ଲୋକଙ୍କ ଜୀବିକାକୁ ସମର୍ଥନ କରିବା ଆବଶ୍ୟକ।…
ଚଳଚିତ୍ର ଓଡ଼ିଆ ଘରର ମହିଳାଙ୍କ ପ୍ରତିଭାକୁ ମିଳିବ ନୂଆ ପରିଚୟ, ଜୀ-ସାର୍ଥକରେ ଆସୁଛି ‘ଗୃହଲକ୍ଷ୍ମୀ’ Debabrat Mohanty Oct 10, 2026 0 ଭୁବନେଶ୍ୱର, ନିରପେକ୍ଷ ଖବର: ଘର ସମ୍ଭାଳିବାଠାରୁ ପରିବାରର ଦାୟିତ୍ୱ ନିର୍ବାହ, ପରମ୍ପରାର ସୁରକ୍ଷାଠାରୁ ଆଧୁନିକ ଜୀବନଶୈଳୀ ସହ ତାଳ ଦେବା—ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଆ ଘରର ମହିଳାଙ୍କ ଅବଦାନକୁ ମିଳିବ ସ୍ୱତନ୍ତ୍ର ସ୍ୱୀକୃତି। ଏହି ଉଦ୍ଦେଶ୍ୟ ନେଇ ଦର୍ଶକଙ୍କ ପାଇଁ ଏକ ନୂଆ ରିଆଲିଟି ସୋ’…
ସାମାଜିକ ସ୍ୱଚ୍ଛତା ଅଭିଯାନ ସହ ଯାତ୍ରୀଙ୍କ ସହ ଜନସମ୍ବାଦ ଜାରି ରଖିଛି ପୂର୍ବତଟ ରେଳପଥ Debabrat Mohanty Oct 10, 2026 0 ଭୁବନେଶ୍ୱର, ନିରପେକ୍ଷ ଖବର, ୧୦/୧୦/: ରେଳ ଷ୍ଟେସନରେ ସ୍ୱଚ୍ଛତା ବଜାୟ ରଖିବା ସହ ଯାତ୍ରୀଙ୍କୁ ଉନ୍ନତ ସେବା ଯୋଗାଇଦେବା ଉପରେ ଗୁରୁତ୍ୱ ଦେଇଛି ପୂର୍ବତଟ ରେଳପଥ। ସ୍ୱଚ୍ଛତା ପକ୍ଷ-୨୦୨୬ ଅବସରରେ ରେଳପଥ ପକ୍ଷରୁ ବିଭିନ୍ନ ସଫେଇ କାର୍ଯ୍ୟକ୍ରମ, ସଚେତନତା ଅଭିଯାନ ଏବଂ ଯାତ୍ରୀଙ୍କ ସହ ଜନସମ୍ବାଦ…
ସାମାଜିକ ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ କିଟ୍-କିସ୍ର ୩୪ ଅଧ୍ୟାପକ Debabrat Mohanty Oct 10, 2026 0 ଭୁବନେଶ୍ୱର, ନିରପେକ୍ଷ ଖବର, ୧୦/୧୦: ବିଶ୍ୱସ୍ତରରେ ଗବେଷଣା କ୍ଷେତ୍ରରେ କିଟ୍ ଓ କିସ୍ର ଉଲ୍ଲେଖନୀୟ ସଫଳତା। ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଏଲ୍ସେଭିୟର ପକ୍ଷରୁ ପ୍ରକାଶିତ ୨୦୨୬ ମସିହାର ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ କିଟ୍ ବିଶ୍ୱବିଦ୍ୟାଳୟର ୩୪ ଜଣ…