ସାମାଜିକ
[vc_row][vc_column]
ସାମାଜିକ
୨୫ ରେ ବିଧାନସଭା ଘେରିବ ୬୬୨ ବର୍ଗ କଲେଜ ସଂଘ
ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୮.୦୯- ଆସନ୍ତା ସେପ୍ଟେମ୍ବର ୨୫ ତାରିଖରେ ୬୬୨ ବର୍ଗ କଲେଜ ସଂଘ ବିଧାନସଭା
ଘେରିବ ଓ ୨୬ ତାରିଖରେ ସମସ୍ତ ବିଧାୟକ ମାନଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ
ଦାବୀପତ୍ର ପ୍ରଦାନ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ବଳନୀରେ ଘୋଷଣା…
Read More...
Read More...
୦୭ ଅଗଷ୍ଟ ୨୦୨୩ – ଭାରତ ବନ୍ଦ
ଭୁବନେଶ୍ବର, ନିରପେକ୍ଷ ଖବର: ତା ୦୧/୦୭ ଲୋହିଆ ଏକାଡେମୀ,ଭୁବନେଶ୍ବର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀର ଉଦ୍ଦେଶ୍ୟ ଥିଲା ବର୍ତ୍ତମାନ
ଭାରତ ସରକାରଙ୍କ Uniform Civil Code ନିୟମ ଲାଗୁ କରିବା ଯୋଜନାକୁ ବିରୋଧ କରି ଏକ ସାମ୍ୱାଦିକ…
Read More...
Read More...
ରାଜ୍ୟ ଆର୍ବିଏସ୍ ଆୟୁଷ ଡାକ୍ତର ସଂଘ, ଓଡ଼ିଶାର ସମୀକ୍ଷା ବୈଠକ
ଭୁବନେଶ୍ୱର, ନିରପେକ୍ଷ ଖବର: ତା ୨୯/୦୫ : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥିଲେ କି ଓଡ଼ିଶା
ମାଟିରୁ ଠିକା ନିଯୁକ୍ତି ଭଳି କୁତ୍ସିତ ପ୍ରଥା ସବୁଦିନ ପାଇଁ ଉଚ୍ଛେଦ କରାଗଲା । କିନ୍ତୁ ଏବେ ମଧ୍ୟ ଜାତୀୟ ସ୍ଵାସ୍ଥ୍ୟ ମିଶନ ଓଡ଼ିଶା…
Read More...
Read More...
” ଆମେ ନୁହେଁ ଏକା “
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୫/୦୨ " ଆମେ ନୁହେଁ ଏକା " ଅନୁଷ୍ଠାନ ପକ୍ଷରୁ ସାମୁହିକ ବ୍ରତପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ତିନିଜଣ ଗରିବ ବ୍ରାହ୍ମଣଙ୍କ ପରିବାରରୁ ତିନି ଜଣ ବାଳକଙ୍କୁର ବ୍ରତପନୟନ କରାଯାଇଛି ।ଏମାନେ ପୁରୀ, ରଣପୁର ଓ ବ୍ରହ୍ମପୁର ର ଏହି…
Read More...
Read More...
ରୋଟାରୀ କ୍ଲବ ପକ୍ଷରୁ ନିଃଶୁଳ୍କ କମ୍ପୁଟର ଶିକ୍ଷା ଓ ଚିକିତ୍ସା ଉପକରଣ ସେବା ର ଶୁଭାରମ୍ଭ
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୫/୦୨ ରୋଟାରୀ ଇଣ୍ଟେରନାସନାଲ ର ୧୧୮ ତମ ପ୍ରତିଷ୍ଠା ଦିବସ ଆନୁକୁଳ୍ୟରେ ରୋଟାରୀ କ୍ଲବ ମିଡୋଜ଼ ତରଫରୁ ଦୁଇଟି ଦୃଷ୍ଟାନ୍ତମୂଳକ ଅଭିଯାନ ବିଜେବିନଗର ଠାରେ ଆରମ୍ଭ ହୋଇଛି. ଗରିବ ଓ ବସ୍ତି ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା କମ୍ପୁଟର ଶିକ୍ଷାର ବ୍ୟବସ୍ଥା କରାଯାଇଛି…
Read More...
Read More...
ବିଶ୍ୱ ରୋଟାରୀ ଦିବସ ଉପଲକ୍ଷେ ସଚେତନତା ପଦଯାତ୍ରା ଓ ରକ୍ତଦାନ ଶିବିର ଅନୁଷ୍ଠିତ
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୩/୦୨ ବିଶ୍ୱ ରୋଟାରୀ ଦିବସ ଫ୍ରେବୁଆରି ୨୩ ତାରିଖ । ଏହି ଉପଲକ୍ଷେ ଭୁବନେଶ୍ୱରର ସମସ୍ତ ରୋଟାରୀ କ୍ଲବ ତରଫରୁ ବିଶ୍ୱ ରୋଟାରୀ ଦିବସ ସଚେତନତା ପଦଯାତ୍ରା ଓ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ସକାଳ ଆଠଟାରୁ ରାମମନ୍ଦିର ଛକରୁ ପ୍ରାୟ ପାଞ୍ଚ ଶହ…
Read More...
Read More...
ରାଜଧାନୀରେ ଗର୍ଜିଲେ ସାମ୍ବାଦିକ…
ସଭାପତି ଭାବେ ବିଭୂତି ଭୂଷଣ କର ପୁନଃ ନିର୍ବାଚିତ
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୫/୦୨ : ରାଜ୍ୟରେ ସାମ୍ବାଦିକ ମାନଙ୍କର ମୌଳିକ ସମସ୍ୟାର ସମାଧାନ ଦିଗରେ ସରକାରଙ୍କ ଉଦାସୀନତା ନେଇ ରାଜଧାନୀରେ ସାମ୍ବାଦିକମାନେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଉତ୍କଳ ସାମ୍ବାଦିକ ସଂଘର ୭୯ତମ ପ୍ରତିଷ୍ଠା…
Read More...
Read More...
ପୂର୍ବତଟ ରେଳପଥ ମଧ୍ୟରେ ପିଆରଏସ ଡାଟା ଆଧାର ଭୁବନେଶ୍ୱରରୁ କାର୍ଯ୍ୟାରମ୍ଭ:
• ଏହା ମଧ୍ୟ ପୂର୍ବତଟ ରେଳପଥକୁ ଯଥେଷ୍ଟ ସହାୟକ ହେବ |
• ନୂତନ ଟ୍ରେନ୍ ପ୍ରଚଳନ କ୍ଷେତ୍ରରେ ଏହା ଯୋଗାଯୋଗ ସମସ୍ୟା ଠାରୁ ଦୂରେଇ ରହିବ |
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୮/୦୨ ପୂର୍ବ ତଟ ରେଳପଥ (ECoR) ର ପାସେଞ୍ଜର ରିଜର୍ଭେସନ୍ ସିଷ୍ଟମ୍ ବା ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (PRS)…
Read More...
Read More...
ଓଡ଼ିଶାରେ ଶ୍ରବଣଯନ୍ତ୍ର ମାଗଣାରେ ବlଣ୍ଟିବେ ସୂର୍ଯ୍ୟୋଦୟ ଫାଉଣ୍ଡେସନର ସଭାପତି ସୁପ୍ରସିଦ୍ଧ ଗାୟିକା ଅନୁରାଧା ପଡୱାଲ୍
ଭୁବନେଶ୍ବର,ନିରପେକ୍ଷ ଖବର: ତା ୦୨/୦୨ ସୂର୍ଯ୍ୟୋଦୟ ଫାଉଣ୍ଡେସନ ଭାରତବର୍ଷର ଏକ ସୁପ୍ରସିଦ୍ଧ ସାମାଜିକ ସେବା ଅନୁଷ୍ଠାନ l ସ୍ବାସ୍ଥ୍ୟ, ଶିକ୍ଷା, ଯୁବକଙ୍କୁ ରୋଜଗାର, ଦାରିଦ୍ର୍ୟ ଦୂରୀକରଣ , ମହିଳା ସଶକ୍ତିକରଣ ଆଦି ଅନେକ କାର୍ଯ୍ୟ ବହୁ ବର୍ଷ ଧରି କରିଆସୁଛି l ସମାଜ ରେ ସମସ୍ତେ ରୋଜଗାର…
Read More...
Read More...
ପ୍ରୟାଶ ସିଙ୍ଗିଲ ୱିଣ୍ଡୋ ସି.ଏଫ.ଏ. ଆର ଦ୍ବାରା ଜନ ଶୁଣାଣି
ଭୁବନେଶ୍ବର,ନିରପେକ୍ଷ ଖବର:ତା ୩୧/୦୧ ପ୍ରୟାଶ ସିଙ୍ଗଲ ୱିଣ୍ଡୋ ସି .ଏଫ. ଏ. ଆର ସରକାରଙ୍କ ଦ୍ବାରା ଉପଲବ୍ଧ ଥିବା ମଧୁବାବୁ ପେନସନ ଯୋଜନା ଉପରେ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅପରାହ୍ନ 3 ଘଟିକା ସମୟରେ ବୁଦ୍ଧ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଅରବିନ୍ଦ…
Read More...
Read More...
ବି.ଜେ.ଇ.ଏମ୍. ସ୍କୁଲର ୫୦ତମ ପ୍ରତିଷ୍ଠା ଦିବସ (ସୁବର୍ଣ୍ଣ ଜୟନ୍ତୀ) ଇନ୍ସେପ୍ସନ୍-୨୦୨୩ ଅନୁଷ୍ଠିତ
ଭୁବନେଶ୍ୱର,ନିରପେକ୍ଷ ଖବର ତା: ୧୫/୦୧ : ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠିତ ତଥା ସ୍ୱନାମଧନ୍ୟ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୫୦ ତମ ପ୍ରତିଷ୍ଠା ଦିବସ ଇନ୍ସେପ୍ସନ୍-୨୦୨୩ ମହାସମାରୋହରେ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶାନ୍ତି…
Read More...
Read More...
ପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକ
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୬/୧୨ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ଆର ଏନ ସୁନକରଙ୍କ ଅଧ୍ୟକ୍ଷତାରେ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟିର ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ପ୍ରମୁଖ ବିଭାଗୀୟ ଅଧିକାରୀବୃନ୍ଦ , ଖୋର୍ଦ୍ଧା ରୋଡ, ସମ୍ବଲପୁର, ୱାଲଟିୟର…
Read More...
Read More...
ବି.ଜେ.ଇ.ଏମ୍. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍ଯାପିତ
ଭୁବନେଶ୍ୱର,ନିରପେକ୍ଷ ଖବର: ତା: ୧୫/୧୨/ : ରାଜଧାନୀର ସ୍ୱନାମଧନ୍ୟ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ୩ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡ଼ାଉତ୍ସବ ଜେଷ୍ଟ-୨୦୨୨ ଉଦ୍ଯାପିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ବନମାଳୀ କଲେଜ, କଲିକତାର ଶାରୀରିକ ଶିକ୍ଷା ତଥା କ୍ରୀଡ଼ା…
Read More...
Read More...
ଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….
ଭୁବନେଶ୍ୱର,ନିରପେକ୍ଷ ଖବର: ତା.୧୫/୧୨ ଭୁବନେଶ୍ବର ସ୍ଥିତ ଦି ଓଡ଼ିଶା ଆସୋସିଏସନ ଫର ଦି
ବ୍ଲାଇଣ୍ଡ୍ ପରିସରରେ ଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକୁ ଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଅନୁଷ୍ଠିତ ହୋଇଯାଇଛି…
Read More...
Read More...
ଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର…
ଭୁବନେଶ୍ବର,ନିରପେକ୍ଷଖବର:ତା.୧୪/୧୨ ଭୁବନେଶ୍ୱର ସ୍ଥିତ ଦି ଓଡ଼ିଶା ଆସୋସିଏସନ୍ ଫର୍ ଦି ବ୍ଲାଇଣ୍ଡ୍ ପରିସରରେ ଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନାଚକ୍ରରେ ମହିଳା ଥାନାର…
Read More...
Read More...
ପଠାଣି ସାମନ୍ତ ଜୟନ୍ତୀ ଉପଲକ୍ଷେ କଳାଭୁମି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୩/୧୨ ରକ୍ତଦାନ ଜୀବନ ଦାନ ର ବାର୍ତ୍ତାକୁ ଆଧାର କରି କଳାଭୁମି ଓଡିଶା ପଠାଣି ସାମନ୍ତ ଜୟନ୍ତୀ ଅବସରରେ ଏକ ରକ୍ତଦାନ ଶିବିର ଜୟଦେବ ବିହାର ସ୍ଥିତ ଉତ୍କଳମଣି ସେବା କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ସାମାଜିକ ସଂଗଠନ, ସମାଜସେବୀ ଓ ରକ୍ତଦାତା ମାନେ ଏହି…
Read More...
Read More...
ଭିନ୍ନକ୍ଷମ ସପ୍ତାହ ଅବସରରେ ରେଡ଼୍ ସ୍ୱସ୍ତିକ୍ ପକ୍ଷରୁ ଆମ୍ବୁଲାନ୍ସ ସେବା ଲୋକାର୍ପିତ
* ୧୦ ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ଓ ୧୫ ଜଣ ଶ୍ରବଣ ବାଧିତଙ୍କୁ ନିଶୁଳ୍କ ଶ୍ରବଣ ଯନ୍ତ୍ର ପ୍ରଦାନ ।
* ସଚେତନତାର ବାର୍ତ୍ତା ବାଣ୍ଟିଲେ ବାଇକର୍ସ ଆସୋସିଏସନ୍ ଓ ଏକାମ୍ର କାନନ ୱାଲ୍କର୍ସ କ୍ଲବ ।
ଭୁବନେଶ୍ୱର,ନିରପେକ୍ଷ ଖବର:୧୨/୧୨ ଦେଶର ଅଗ୍ରଣୀ ସମାଜସେବା ପ୍ରତିଷ୍ଠାନ ରେଡ଼୍…
Read More...
Read More...
ଆଇ.ଏମ୍.ଏସ୍.ର ଜାତୀୟ ସେବା ଯୋଜନା ବିଭାଗ ଦ୍ୱାରା ବିଶ୍ୱ ମାନାବାଧିକାର ଦିବସ ପାଳିତ
ଭୁବନେଶ୍ୱର,ନିରପେକ୍ଷ ଖବର :୧୦/୧୨ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ର ଜାତୀୟ ସେବା ଯୋଜନା ବିଭାଗ ଆନୁକୁଲ୍ୟରେ ଆଜି ଆଚାର୍ଯ୍ୟ ବିହାର ସ୍ଥିତ ସାଇନ୍ସ ପାର୍କ ବିଜୁ ଆଦର୍ଶ କଲୋନୀଠାରେ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ
ଇନ୍ଷ୍ଟିଚ୍ୟୁଟ୍ର ଜାତୀୟ ସେବା…
Read More...
Read More...
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ପ୍ରୟାସ ସିଙ୍ଗଲ ୱିଣ୍ଡୋ ସଦସ୍ୟ ସି.ଏଫ.ଏ.ଆର ଙ୍କ ମିଳିତ ସହଯୋଗରେ ବିଶ୍ବ ଏଡ୍ସ…
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୨/୧୨ ଜିଲ୍ଲା ଆଇନ ସେବା ପ୍ରାଧ୍ଵକରଣ ଏବଂ ପ୍ରୟାସ ସିଙ୍ଗଲ ୱିଣ୍ଡୋ ଫୋରମ ସଦସ୍ୟ ସି.ଏଫ.ଏ.ଆର ଙ୍କ ମିଳିତ ସହଯୋଗରେ ବିଶ୍ବ ଏଡ୍ ଦିବସ ସହିଦ ନଗର (ୱାର୍ଡ ନମ୍ବର ୪୧) ରେ ପାଳିତ ହୋଇଥିଲା। ଚଳିତ ବର୍ଷ ବିଶ୍ବ ଏଡସ ଦିବସ ପାଳନ କରିବାର ବିଷୟ ବସ୍ତୁ ଥିଲା…
Read More...
Read More...
ମିଡ଼ିଆ ମହାକୁମ୍ଭ ଉଦ୍ଘାଟିତ
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୨/୧୧ ଆମର ଦୈନଦିନ ଜୀବନର ସାଂସ୍କୃତିକ ଅଭ୍ୟାସ ବିସ୍ତାର କରିବାରେ ଗଣମାଧ୍ୟମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହା ଆମ ସଂସ୍କୃତିର ଆଦର୍ଶ ଏବଂ ମୂଲ୍ୟବୋଧକୁ ପ୍ରତିଫଳିତ କରିବା ସହ ଆମର ପସନ୍ଦକୁ ବ୍ୟାପକ କରିଛି | ଗଣମାଧ୍ୟମ ସୂଚନା ପ୍ରବାହ ସହିତ…
Read More...
Read More...
