
Sign in
Sign in
Recover your password.
A password will be e-mailed to you.
Breaking News/ମୁଖ୍ୟ ଖବର:
ଦେଶୀୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଲେ ରାଜ୍ୟପାଳଓଡ଼ିଆ ଘରର ମହିଳାଙ୍କ ପ୍ରତିଭାକୁ ମିଳିବ ନୂଆ ପରିଚୟ, ଜୀ-ସାର୍ଥକରେ ଆସୁଛି ‘ଗୃହଲକ୍ଷ୍ମୀ’ସ୍ୱଚ୍ଛତା ଅଭିଯାନ ସହ ଯାତ୍ରୀଙ୍କ ସହ ଜନସମ୍ବାଦ ଜାରି ରଖିଛି ପୂର୍ବତଟ ରେଳପଥବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ କିଟ୍-କିସ୍ର ୩୪ ଅଧ୍ୟାପକଅପରାଧୀଙ୍କୁ ଧରିବାକୁ ପୁଲିସର ନୂଆ ପ୍ରସ୍ତୁତିଗୋପବନ୍ଧୁଙ୍କ ଆଦର୍ଶରେ ଗଢ଼ିବ ସମୃଦ୍ଧ ଓଡ଼ିଶା!କିଟ୍ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପ୍ରୟାସ: ପବ୍ଲିକ ସର୍ଭିସ୍ ଆଶାୟୀଙ୍କୁ କୋଚିଂ ସୁବିଧାସ୍ୱାସ୍ଥ୍ୟ ଉପକରଣ କ୍ରୟରେ ବାହ୍ୟ ହସ୍ତକ୍ଷେପକୁ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗର କଡ଼ା ନିର୍ଦ୍ଦେଶକିଟ୍ର ୨୨ତମ ବାର୍ଷିକ ସମାବର୍ତ୍ତନ ଉଦ୍ଯାପିତସମାଜସେବୀ କାବ୍ୟା ପ୍ରିୟା ଧଳଙ୍କୁ ପିଏଚ୍ଡି ଡିଗ୍ରୀକିଟ୍ ଓ କିସ୍ର କାର୍ଯ୍ୟକୁ ଭୁଟାନ ପ୍ରତିନିଧିମଣ୍ଡଳୀଙ୍କ ପ୍ରଶଂସାସୁପୋଷିତ ଓଡ଼ିଶା ଗଠନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀମୟୂରଭଞ୍ଜ ବାଉଁଶ ଚାଷକୁ ‘ପ୍ରମାଣ’ ସାର୍ଟିଫିକେଟ୍ସଂଶୋଧିତ ଏମଏମଡିଆର ଆଇନ ଓଡ଼ିଶାର ସ୍ୱାର୍ଥରେ: ଡା. ସମ୍ବିତ ପାତ୍ରଖଣ୍ଡଗିରି-ଉଦୟଗିରିରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ର ଶୁଭାରମ୍ଭପଦବୀଠାରୁ ବଡ଼ ମାଟିର ଡାକ: ନିଜ ଅଞ୍ଚଳ ପାଇଁ କାବ୍ୟାପ୍ରିୟାଙ୍କ ପ୍ରୟାସଓଡ଼ିଶାରେ ପାଳିତ ହେଲା ବିଶ୍ୱ ପର୍ଯ୍ୟଟନ ଦିବସ ୨୦୨୬ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ: ମନମୋହନ ସାମଲପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ସରକାରଙ୍କ ପ୍ରୟାସ ପ୍ରଶଂସନୀୟ: ମନମୋହନ ସାମଲଅଚ୍ୟୁତ ସାମନ୍ତଙ୍କୁ ଏକାଧିକ ଅନ୍ତର୍ଜାତୀୟ ସମ୍ମାନ

ନିବେଶ ନେଇ ତେଜିଲା ରାଜନୀତି: ବିଜେଡିକୁ ଟାର୍ଗେଟ୍ କଲେ ସତ୍ୟବ୍ରତ ପଣ୍ଡା
ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୯/୦୯:
ଓଡ଼ିଶାର ଶିଳ୍ପାୟନ ଓ ପୁଞ୍ଜିନିବେଶକୁ ନେଇ ବିଜେଡିର ଅଭିଯୋଗର ଜବାବ ଦେଇଛି ବିଜେପି। ନିଜ ସରକାର ସମୟର ଶିଳ୍ପାୟନର ବିଫଳତାକୁ ଲୁଚାଇବା ପାଇଁ ବିଜେଡି ବର୍ତ୍ତମାନର ଶିଳ୍ପାୟନକୁ ନେଇ ପ୍ରଶ୍ନ ଉଠାଉଛି ବୋଲି ଅଭିଯୋଗ କରିଛି ଦଳ।
ବିଜେପି ରାଜ୍ୟ…
ମୁଖ୍ୟମନ୍ତ୍ରୀଙ୍କ ଦୁଇ ବଙ୍ଗଳାରେ ୩.୩୧ କୋଟି ଖର୍ଚ୍ଚ!
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୯/୦୯ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନର ମରାମତି ଓ ଉନ୍ନତିକରଣ କୁ ନେଇ ଏବେ ଓଡ଼ିଶା ରାଜନୀତିରେ ନୂଆ ଚର୍ଚ୍ଚା। ଦୁଇଟି ସରକାରୀ ବାସଭବନରେ ୩.୩୧ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି…
ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ଟ୍ରେନରେ ଲାଗିବ ଅତିରିକ୍ତ କୋଚ୍
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୮/୦୯: ଆଗାମୀ ଦିନରେ ଟ୍ରେନରେ ଯାତ୍ରୀ ଭିଡ଼ ବଢ଼ିବାକୁ ଥିବାରୁ ଭାରତୀୟ ରେଳବାଇ ପକ୍ଷରୁ କିଛି ଟ୍ରେନରେ ଅତିରିକ୍ତ କୋଚ୍ ଲଗାଯିବ। ଏହାଦ୍ୱାରା ଯାତ୍ରୀଙ୍କୁ ଅଧିକ ବର୍ଥ ମିଳିପାରିବ।
ଟ୍ରେନ୍ ନମ୍ବର ୧୨୮୩୭ ହାୱଡ଼ା–ପୁରୀ ଏକ୍ସପ୍ରେସ୍ରେ ୨୦ରୁ ୨୫…
ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିନରେ କିଟ୍ ଓ କିସ୍ ପକ୍ଷରୁ ନିଆରା ପଦକ୍ଷେପ
ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୮/୦୯/୨୬: କିଟ୍ ଓ କିସ୍ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ବିଭିନ୍ନ ସେବାମୂଳକ ଓ ଧାର୍ମିକ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହୋଇଛି। ଏହି ଅବସରରେ ବିଶାଳ ରକ୍ତଦାନ ଶିବିର, ସାମୂହିକ ଜନ୍ମଦିନ ପାଳନ ଏବଂ ଦୀପଦାନ ସହ ବେଦପାଠ…
ଅମ୍ବାନୀ ପରିବାରର ଗଣେଶ ପୂଜାରେ ଅଚ୍ୟୁତ ସାମନ୍ତ
ଭୁବନେଶ୍ୱର,ନିରପେକ୍ଷ ଖବର : ତା ୧୫/୦୯ ମହାରାଷ୍ଟ୍ର, ବିଶେଷକରି ମୁମ୍ବାଇରେ ଗଣେଶ ପୂଜା ଅତ୍ୟନ୍ତ ଧୁମ୍ଧାମରେ ପାଳନ କରାଯାଏ। ପ୍ରତିବର୍ଷ ଭଳି ଏଥର ମଧ୍ୟ ଅମ୍ବାନୀ ପରିବାର ପକ୍ଷରୁ ଗଣେଶ ଚତୁର୍ଥୀ ଅବସରରେ ଏକ ବିଶାଳ ଧାର୍ମିକ ଆୟୋଜନ କରାଯାଇଥିଲା।
ଏହି ଅବସରରେ ଓଡ଼ିଶାରୁ ଶିକ୍ଷାବିତ୍,…
RAC ନାଁରେ ଯାତ୍ରୀଙ୍କ ଅସୁବିଧା ନେଇ ଅଭିଯୋଗ
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୮/୦୯/୨୬ ରେଲୱେର RAC ବ୍ୟବସ୍ଥାକୁ ନେଇ ସାଧାରଣ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଉଚିତ ଭଡ଼ା ପ୍ରଦାନ କରିବା ସତ୍ତ୍ୱେ ଦୀର୍ଘ ଦୂରତାର ଯାତ୍ରାରେ ପର୍ଯ୍ୟାପ୍ତ ସୁବିଧା ମିଳୁନଥିବା ନେଇ କିଛି ଯାତ୍ରୀ ଅଭିଯୋଗ କରିଛନ୍ତି।
ଯାତ୍ରୀଙ୍କ ଅଭିଯୋଗ…
ଗାନ୍ଧିଜୀଙ୍କ ଚିନ୍ତା ଓ ଉକ୍ତି ଯୁଗବ୍ୟାପୀ: କ୍ରିଷ୍ଣା ମହାନ୍ତି
ଭୁବନେଶ୍ୱର,ନିରପେକ୍ଷ ଖବର :୧୦/୦୯
ମହାତ୍ମା ଗାନ୍ଧିଙ୍କ ଚିନ୍ତାଧାରା, ଆଦର୍ଶ ଓ ଉକ୍ତି ଆଜି ବି ସମାଜ ପାଇଁ ସମାନ ଭାବେ ପ୍ରାସଙ୍ଗିକ। ସମୟ ବଦଳିଲେ ମଧ୍ୟ ଗାନ୍ଧିଜୀଙ୍କ ମୂଲ୍ୟବୋଧ ମାନବ ସମାଜକୁ ଦିଗଦର୍ଶନ ଦେଇ ଚାଲିଛି ବୋଲି କହିଛନ୍ତି ବିଶିଷ୍ଟ ଗାନ୍ଧିବାଦୀ ଜନନେତ୍ରୀ କ୍ରିଷ୍ଣା…
କଟକ ରେଳ ଷ୍ଟେସନ ଆଧୁନିକୀକରଣ:ଦୁଇ ମେମୁ ଟ୍ରେନର ଚଳାଚଳରେ ପରିବର୍ତ୍ତନ
ଭୁବନେଶ୍ୱର,ନିରପେକ୍ଷ ଖବର: ସେପ୍ଟେମ୍ବର ୭: କଟକ ରେଳ ଷ୍ଟେସନର ଆଧୁନିକୀକରଣ ଓ ଉନ୍ନତିକରଣ କାର୍ଯ୍ୟ ଯୋଗୁଁ ଦୁଇଟି ମେମୁ ଟ୍ରେନର ଚଳାଚଳରେ ସାମୟିକ ପରିବର୍ତ୍ତନ କରାଯାଇଛି। ପୂର୍ବତଟ ରେଳପଥ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଅଧୀନରେ କଟକ ରେଳ ଷ୍ଟେସନରେ…
ଦୁଇ ଦିନିଆ BJP ବୈଠକ ଶେଷ! ପାରିତ ହେଲା ବଡ଼ ରାଜନୈତିକ ପ୍ରସ୍ତାବ
କଟକ/ଭୁବନେଶ୍ୱର,ନିରପେକ୍ଷ ଖବର: ତା ୦୭/୦୯ ଶେଷ ହେଲା ବିଜେପିର ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂଗଠନ, ଜନକଲ୍ୟାଣକାରୀ ଯୋଜନା ଓ ଆଗାମୀ ରାଜନୈତିକ ରଣନୀତି ଉପରେ ବିସ୍ତୃତ ଆଲୋଚନା ହୋଇଛି।…
ଯୋଗାଣ ସହାୟକଙ୍କ ପୁଣି ଆନ୍ଦୋଳନ ଚେତାବନୀ
ଭୁବନେଶ୍ୱର, ନିରପେକ୍ଷ ଖବର: ତା ୦୨/୦୯ ଦୀର୍ଘ ୧୪ ବର୍ଷ ଧରି କାର୍ଯ୍ୟ କରୁଥିବା ଯୋଗାଣ ସହାୟକମାନଙ୍କ ସ୍ଥାୟୀ ନିଯୁକ୍ତି ଓ ନିୟମିତକରଣ ଦାବି ପୂରଣ ନହେବାରୁ ପୁଣି ତୀବ୍ର ହେବ ଆନ୍ଦୋଳନ।
ସଂଗଠନର ଅଭିଯୋଗ, ସରକାରଙ୍କ ପକ୍ଷରୁ ପୂର୍ବରୁ ଦିଆଯାଇଥିବା ଆଶ୍ୱାସନ ସତ୍ତ୍ୱେ ଦାବି ପୂରଣ ଦିଗରେ…
ମିସ୍ ଇଣ୍ଡିଆ ପାଇଁ ଓଡ଼ିଶାରୁ ବଡ଼ ସୁଯୋଗ!
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୬/୦୭ ଓଡ଼ିଶାର ଯୁବ ପ୍ରତିଭାଙ୍କୁ ଜାତୀୟ ମଞ୍ଚରେ ନିଜ ପରିଚୟ ଗଢ଼ିବାର ସୁଯୋଗ ଦେବା ଲକ୍ଷ୍ୟରେ ଆୟୋଜିତ ହେବ ‘ମିସ୍ ଓଡ଼ିଶା ଇଣ୍ଡିଆ ୨୦୨୬’।
ଏନିଗ୍ମା ଓ ମିସ୍ ଇଣ୍ଡିଆ ଅର୍ଗାନାଇଜେସନ୍ର ମିଳିତ ସହଯୋଗରେ ଏହି ପ୍ରତିଷ୍ଠିତ ସୌନ୍ଦର୍ଯ୍ୟ ପ୍ରତିଯୋଗିତାର…
ବିଜୁ ପଟ୍ଟନାୟକ ବିମାନବନ୍ଦର ଘରୋଇକରଣକୁ ବିରୋଧ: ବିଜେପି ସରକାର ଉପରେ ବର୍ଷିଲା ବିଜେଡି
ଭୁବନେଶ୍ୱର,ନିରପେକ୍ଷ ଖବର :ତା ୨୫/୦୮/୨୬: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଦୀର୍ଘମିଆଦୀ ଲିଜ୍ ମାଧ୍ୟମରେ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରିବା ପ୍ରସଙ୍ଗକୁ ନେଇ ବିଜେପି ସରକାର ବିରୋଧରେ ତୀବ୍ର ଆକ୍ରମଣ କରିଛି ବିଜୁ ଜନତା ଦଳ। ଏହା ଓଡ଼ିଆ ଅସ୍ମିତା ପ୍ରତି…
ଶ୍ରୀମନ୍ଦିରରେ ଶୃଙ୍ଖଳିତ ଧାଡ଼ି ଦର୍ଶନ: ଖୁବଶୀଘ୍ର ପାଇଲଟ୍ ମଡେଲ
ଭୁବନେଶ୍ୱର,ନିରପେକ୍ଷ ଖବର: ୨୪/୦୮/୨୬: ଶ୍ରୀମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ଅଧିକ ସୁଗମ ଓ ସୁବ୍ୟବସ୍ଥିତ କରିବା ନେଇ ସୋମବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ…
ଅଜୟ ହାଇଅର ସେକେଣ୍ଡାରୀ ସ୍କୁଲର ବାର୍ଷିକ ଉତ୍ସବ ‘ଅଜୟଉଦୟ’ ଅନୁଷ୍ଠିତ
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୨/୦୮ ଭୁବନେଶ୍ୱରସ୍ଥିତ ସରେଲ୍ ଅଡିଟୋରିୟମ୍ରେ ଅଜୟ ହାଇଅର ସେକେଣ୍ଡାରୀ ସ୍କୁଲର ବାର୍ଷିକ ଉତ୍ସବ ‘ଅଜୟଉଦୟ’ ଉତ୍ସାହ ଓ ଆନନ୍ଦର ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଏହି ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି…
ଜୀ-ସାର୍ଥକରେ ମେଗା ମୁଭି ପ୍ରିମିୟର ‘ଜଗା ପରି ଭାଇ ଜଗତେ ନାହିଁ
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୧/୦୮ ପାରିବାରିକ ମୂଲ୍ୟବୋଧ ଏବଂ ନିଚ୍ଛକ ମନୋରଞ୍ଜନକୁ ନେଇ ସବୁବେଳେ ଭିନ୍ନ ସ୍ୱାଦର କାହାଣୀ ଦର୍ଶକଙ୍କୁ ଭେଟି ଦେଇଆସିଛି ଓଡ଼ିଶାର ଅଗ୍ରଣୀ ମନୋରଞ୍ଜନ ଚ୍ୟାନେଲ୍ ‘ଜୀ ସାର୍ଥକ’। ଏହି କ୍ରମରେ ରାକ୍ଷୀ ପୁର୍ଣିମା ପୂର୍ବରୁ ଦର୍ଶକଙ୍କ ପାଇଁ ଆସନ୍ତା ଅଗଷ୍ଟ ୨୩…
ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କ ଉପରୁ କୃଷି ଋଣ ଛାଡ଼ କରାଯାଉ
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୧/୦୮ ବିଜେଡ଼ି ର ବରିଷ୍ଠ ନେତା, ରାଜ୍ୟ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା ୨ ଦିନିଆ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ପରେ ଶ୍ରୀ ଦାସବର୍ମା କହିଥିଲେ ଯେ, ବନ୍ୟା ପରିଚାଳନା ଏବଂ ଏହାର ପ୍ରାକ୍…
ଜୀ-ସାର୍ଥକରେ ‘ଜଗା ପରି ଭାଇ ଜଗତେ ନାହିଁ’ର ୱାର୍ଲଡ ଟେଲିଭିଜନ ପ୍ରିମିୟର ୨୩ ଅଗଷ୍ଟରେ
ଭୁବନେଶ୍ୱର, ନିରପେକ୍ଷ ଖବର: ପାରିବାରିକ ମୂଲ୍ୟବୋଧ, ଭାବନା ଓ ନିଚ୍ଛକ ମନୋରଞ୍ଜନକୁ ନେଇ ଦର୍ଶକଙ୍କ ପାଇଁ ଭିନ୍ନ ସ୍ୱାଦର କାହାଣୀ ଭେଟି ଦେଇଆସୁଥିବା ଓଡ଼ିଶାର ଅଗ୍ରଣୀ ମନୋରଞ୍ଜନ ଚ୍ୟାନେଲ୍ ଜୀ-ସାର୍ଥକ ଏବେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ନେଇଆସୁଛି ଏକ ହୃଦୟସ୍ପର୍ଶୀ ଓଡ଼ିଆ ଚଳଚ୍ଚିତ୍ର।…
ଅମିତ ଶାହଙ୍କୁ ଭେଟିଲେ ଓଡ଼ିଶା ନେତା, ଝାରସୁଗୁଡ଼ା ରାଜନୀତି ନେଇ ହେଲା ଆଲୋଚନା
ନୂଆଦିଲ୍ଲୀ: ନିରପେକ୍ଷ ଖବର :୧୪/୦୮ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କୁ ଗୁରୁବାର ନୂଆଦିଲ୍ଲୀରେ ଭେଟିଛନ୍ତି ଓଡ଼ିଶାର ଜଣେ ବରିଷ୍ଠ ନେତା। ଏହି ସାକ୍ଷାତକାର ସମୟରେ ଓଡ଼ିଶାର ସାମ୍ପ୍ରତିକ ରାଜନୈତିକ ସ୍ଥିତି ସହ ଝାରସୁଗୁଡ଼ାର ରାଜନୈତିକ ପରିସ୍ଥିତିକୁ ନେଇ ଉଭୟଙ୍କ ମଧ୍ୟରେ…
ନୂଆଦିଲ୍ଲୀ ଗସ୍ତରେ ଖାଦ୍ୟ ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୧/୦୮/୨୬: ଓଡ଼ିଶାର ଧାନ ସଂଗ୍ରହ ବ୍ୟବସ୍ଥା ଏବଂ ସାଧାରଣ ବଣ୍ଟନ ପ୍ରଣାଳୀକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କେନ୍ଦ୍ର ସରକାର ସହ ଆଲୋଚନା କରିଛନ୍ତି। ଦୁଇ ଦିନିଆ ନୂଆଦିଲ୍ଲୀ…
IIMT Bhubaneswar Hosts Expert Talk on AI-Powered Research Tools, Techniques and Best Practices
Bhubaneswar, Nirapakhya Khabar August 13, 2026: The Interscience Institute of Management and Technology (IIMT), Bhubaneswar, organised an insightful expert talk on “AI-Powered Research Tools, Techniques and Best Practices” on Thursday,…
