ସାମାଜିକ କରୋନା ଯୋଦ୍ଧାଙ୍କ ଉଦ୍ଧେଶ୍ୟରେ ନିରବ ପ୍ରାର୍ଥନା Biswajit bhuyan/Baripada Aug 6, 2020 0 ବାରିପଦା(ନିରପେକ୍ଷ ଖବର)ତା-୦୫/୦୮-କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ଯୋଦ୍ଧା ମାନେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।କୋଭିଡ୍ ଯୁଦ୍ଧରେ ନିଜର ସୁଖ ସ୍ଵାଛନ୍ଦ୍ୟକୁ ତ୍ୟାଗ କରି ସଂକ୍ରମଣକୁ ରୋକିବା ପାଇଁ ଦିନରାତି ଏକ କରିଦେଇଥିବା କୋଭିଡ୍ ଯୋଦ୍ଧାମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଏବଂ…
Uncategorized ବ୍ରାଉନ ସୁଗାର ବ୍ୟବସାୟୀକୁ ୪ ଦିନିଆ ରିମାଣ୍ଡରେ ନେଲା ଏସ.ଟି.ଏଫ ଟିମ୍ Biswajit bhuyan/Baripada Jul 20, 2020 0 ବାରିପଦା(ନିରପେକ୍ଷ ଖବର) ତା-୨୦/୦୭-ଏସଟିଏଫ ଦ୍ୱାରା ଧରାପଡ଼ି ଗିରଫ କରାଯାଇଥିବା ବ୍ରାଉନ ସୁଗାର ବ୍ୟବସାୟୀକୁ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା ଦୈରାଜଜଙ୍କ କୋର୍ଟରେ ହାଜର କରାଯାଇଛି।ଗିରଫ ଅଭିଯୁକ୍ତ ବାରିପଦା ଚିପଟ ଅସ୍ତିଆ ଅଂଚଳର ସେକ ଆସିଫଙ୍କୁ ଏସ ଟି ଏଫ ର ସ୍ୱତନ୍ତ୍ର ଟିମ୍ ବାରିପଦା…
ସାମାଜିକ କରୋନାକୁ ହରାଇଲେ ହାବିଲଦାର…. Biswajit bhuyan/Baripada Jul 20, 2020 0 ବାରିପଦା(ନିରପେକ୍ଷ ଖବର) ତା-୨୦/୦୭-କରୋନାକୁ ହରାଇଲେ ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନାର ହାବିଲଦାର କାରୁହରୀ ମାଝୀ। ଗତ ମେ ମାସ ୨୧ ତାରିଖରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। କରୋନା ଯୋଦ୍ଧା ଭାବେ କାର୍ଯ୍ୟରତ ଥିବା ସମୟରେ କାରୁହରୀ ମାଝୀ ମହାମାରୀ କରୋନାରେ ସଂକ୍ରମଣ ହୋଇଥିଲେ ।…
Uncategorized ୩ କିଲୋରୁ ଅଧିକ ବ୍ରାଉନ ସୁଗାର ଜବତ, ଜଣେ ଗିରଫ Biswajit bhuyan/Baripada Jul 19, 2020 0 ବାରିପଦା (ନିରପେକ୍ଷ ଖବର)ତା-୧୯/୭- ସାରା ରାଜ୍ୟରେ ବ୍ରାଉନ ସୁଗାର ଭଳି ମାରାତ୍ମକ ନିସା କାରବାର ଦିନକୁ ଦିନ ବଢିଚାଲିଥିବା ବେଲେ ଏହାର କବଳରେ ଯୁବ ସମାଜ କବଳିତ ହୋଇ ନିଜ ହସିଲା ସୁଖ ଶାନ୍ତିର ପରିବାରକୁ ନଷ୍ଟ କରୁଛନ୍ତି। ଏଥି ସହିତ ଏହାର ପ୍ରଭାବରେ ମଧ୍ୟ ବହୁ ଅପରାଧିକ ମାମଲା ବଢିବାର…
ସାମାଜିକ ପିଆରଏମରେ ରାପିଡ ଆଣ୍ଟିଜେନ ଟେଷ୍ଟ ଆରମ୍ଭ Biswajit bhuyan/Baripada Jul 18, 2020 0 ବାରିପଦା(ନିରପେକ୍ଷ ଖବର)ତା-୧୮/୦୭-ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ରାପିଡ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହୋଇଯାଇଛି।ପୂର୍ବରୁ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ଏହି ପରୀକ୍ଷଣ ସେବା ଆରମ୍ଭ ହୋଇଯାଇଥିବା ବେଳେ ଗତ ଶୁକ୍ରବାର ଠାରୁ ଏଠାରେ ଆରମ୍ଭ…
ସାମାଜିକ ପୁଅ ବୋହୁ ସାଜିଲେ ବଇରି Biswajit bhuyan/Baripada Jul 13, 2020 0 ଉଦ୍ଧାର କଲେ ଦେବାଶିଷ... ବାରିପଦା(ନିରପେକ୍ଷ ଖବର)ତା-୧୩/୦୭-ପୁଅ ବୋହୁ ସାଜିଲେ ବଇରି। ବୃଦ୍ଧ ଅବସ୍ଥାରେ ପୁଅ ବୋହୁଙ୍କ ନିର୍ଯ୍ୟାତନା ସହି ନ ପାରି ଘର ଛାଡିଥିଲେ ଦମ୍ପତି। ଦୀର୍ଘ ଆଠ ବର୍ଷ ଧରି ଏକ ଜରି ଛପର ଘରେ ସେମାନେ ଜୀବନ କାଟୁଥିଲେ। ମୋରୋଡା ବ୍ଲକ ଅଞ୍ଚଳରେ ଏଭଳି ଦୁଃଖଦ ଘଟଣା…
ଦୁର୍ଘଟଣା ଏମିତି ବି ଆସେ ମୃତ୍ୟୁ Biswajit bhuyan/Baripada Jul 13, 2020 0 ବାରିପଦା(ନିରପେକ୍ଷ ଖବର)ତା-୧୩/୦୭-ଏମିତି ବି ମୃତ୍ୟୁ ଆସିଥାଏ,ଶୁଣିଲେ ବି ଆପଣ ଆଶ୍ଚର୍ଯ୍ୟ ହେବେ! ଏମିତି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଝାରପୋଖରୀଆ ଥାନା ଅଞ୍ଚଳରେ। ଜିଲ୍ଲା ଦେଇ ଯାଇଥିବା ୪୯ନମ୍ବର ଜାତୀୟ ରାଜପଥରେ ୩ କିମି ଦୂର ଜାଲଦା ନିକଟସ୍ଥ ଏକ ଢାବାରେ…
ସାମାଜିକ ଆଉ ନାହାଁନ୍ତି ମୟୁରଭଞ୍ଜ ରାଜମାତା … Biswajit bhuyan/Baripada Jul 13, 2020 0 ବାରିପଦା(ନିରପେକ୍ଷ ଖବର)ତା-୧୩/୦୭- ମୟୁରଭଞ୍ଜ ରାଜଵଂଶରେ ଆଉ ଏକ ପିଢ଼ିର ଅବସାନ ଘଟିଛି।ପ୍ରଜାବତ୍ସଳ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ପରଲୋକ ହୋଇଯାଇଛି।ତାଙ୍କ ବିୟୋଗରେ ସାରା ମୟୁରଭଞ୍ଜ ସ୍ତବ୍ଧ ପାଲଟିଯାଇଛି। ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କ ସେ ଥିଲେ…
ସାମାଜିକ ସାମାଜିକ ଦୂରତା ବରଂ ଚୁଲିକି ଯାଉ ଆମେ କିନ୍ତୁ ଆମର ପ୍ରଚାର କରିବୁ Biswajit bhuyan/Baripada Jul 6, 2020 0 *ତୁମେ କଲେ ଲିଳା, ଆମେ କଲେ କିଳା ବାରିପଦା(ନିରପେକ୍ଷ ଖବର)ତା-୦୬/୦୭-ସାମାଜିକ ଦୂରତା ସବୁ ଚୁଲିକୁ ଯାଉ। ଆମର କଣ ଗଲା। ଆମେ ପରା ନେତା। ଆମେ ଆଇନ ତିଆରି କରୁଛୁ , ଯାହା ଇଛା ତାହା କରିବୁ। ମନା କିଏ କରିବ ? କରୋନା ପାଇଁ ସାରା ଦେଶ କାନ୍ଦୁଥିବା ବେଳେ ମୟୁରଭଞ୍ଜ ନେତାମାନେ…
ସାମାଜିକ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ Biswajit bhuyan/Baripada Jul 5, 2020 0 ବାରିପଦା(ନିରପେକ୍ଷ ଖବର)ତା-୦୫/୦୭-ନଦୀବନ୍ଧରେ ଗାଧୋଇବା ବେଳେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ ଘଟିଛି।ଏହି ଭଳି ଅଭାବନୀୟ ଘଟଣା ଘଟିଯାଇଛି ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଖୁଣ୍ଟା ବ୍ଲକର ଡୁକୁରା ଗ୍ରାମରେ।ରବିବାର ମଧ୍ୟାହ୍ନ ସମୟରେ ଘର ନିକଟରେ ଥିବା ଏକ ନଦୀବନ୍ଧରେ ଗାଧୋଇବା ପାଇଁ…
ସାମାଜିକ ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ସପ୍ତାହାନ୍ତ ସଟଡାଉନ। Biswajit bhuyan/Baripada Jul 4, 2020 0 ବାରିପଦା(ନିରପେକ୍ଷ ଖବର) ତା-୦୪/୦୭-ମୟୁରଭଞ୍ଜ ଜିଲ୍ଲାରେ ଜୁଲାଇ ଶେଷ ପର୍ଯ୍ୟନ୍ତ ସପ୍ତାହାନ୍ତ ସଟଡାଉନ ଘୋଷଣା କରାଯାଇଛି। ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି।ଏବେ ଜିଲ୍ଲାରେ ମୋଟ ୨୫୩ ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମଣ ପ୍ରତିହତ କରିବା ପାଇଁ ରାଜ୍ୟ…
ସାମାଜିକ ପୁଣି ୧୦ ଆକ୍ରାନ୍ତ ଚିନ୍ହଟ Biswajit bhuyan/Baripada Jul 3, 2020 0 ବାରିପଦା(ନିରପେକ୍ଷ ଖବର)ତା-୦୩/୦୭-ମୟୂରଭଞ୍ଜ ଜିଲ୍ଲାରୁ କିଛି ଦିନ ହେବ ପ୍ରତିଦିନ କରୋନା ଆକ୍ରାନ୍ତ ଚିନ୍ହଟ ହେବାରେ ଲାଗିଛନ୍ତି।ଶୁକ୍ରବାର ପୁଣି ୧୦ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ ଯୋଗେ ସୂଚନା ପ୍ରଦାନ କରାଯାଇଛି।ଚିନ୍ହଟ ୧୦ ଜଣକ ମଧ୍ୟରୁ ୫ଜଣ…
ସାମାଜିକ ଜନ୍ମ ଦିନରେ ଶହୀଦ ପରିବାରକୁ ଭେଟିଲେ ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ Biswajit bhuyan/Baripada Jun 28, 2020 0 ବାରିପଦା(ନିରପେକ୍ଷ ଖବର)ତା-୨୮/୦୬-ଜନ୍ମ ମାଟି ଛାଡ଼ି କର୍ମ ଭୂମିରେ ନିରାଡ଼ମ୍ବର ଭାବେ ଜନ୍ମଦିନ ପାଳିଲେ ମୟୂରଭଞ୍ଜ ଜିଲ୍ଲା ବିଜୁଜନତା ଦଳର ପର୍ଯ୍ୟବେକ୍ଷକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ଦଳୀୟ ସଂଗଠନ ସୁଦୃଢ ପାଇଁ ରବିବାର ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି ପ୍ରଣବ ପ୍ରକାଶ…
ସାମାଜିକ ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ନନ୍ଦୁରାମ Biswajit bhuyan/Baripada Jun 19, 2020 0 ବାରିପଦା(ନିରପେକ୍ଷ ଖବର)ତା-୧୯/୦୬-ବନ୍ଦେ ମାତରମ୍,ଭାରତ ମାତା କି ଜୟ,ଶହୀଦ ନନ୍ଦୁରାମ ଅମର ରହେ ଅମର ରହେ ଏମିତି ନାରାରେ ପ୍ରକମ୍ପିତ ହୋଇଥିଲା ପୂରା ପରିବେଶ।ଲୁହ ଛଳ ଛଳ ଆଖରେ ଶହ ଶହ ଦେଶ ପ୍ରେମୀ ସହିଦ ନନ୍ଦୁରାମଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇ ବିଦାୟ ଦେଇଥିଲେ। ପୂର୍ବ ଲଦାଖର ଗଲୱାନରେ…
ସାମାଜିକ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ସେବାୟତଙ୍କ ଦ୍ୱାରା ମନ୍ଦିର ପରିସରରେ ଯଥାବିଧି ନୀତିକାନ୍ତି ସହ ରଥକାର୍ଯ୍ୟ ହେବ ସମ୍ପନ୍ନ Biswajit bhuyan/Baripada Jun 17, 2020 0 ବାରିପଦା(ନିରପେକ୍ଷ ଖବର)ତା-୧୭/୦୬-ମହାପ୍ରଭୁ ଜଗନ୍ନାଥଙ୍କ ମାନବୀୟ ଲୀଳା ବିଚିତ୍ର। ଭାବ ଦଉଡିରେ ବନ୍ଧା ଭାବଗ୍ରାହୀଙ୍କ ରଥଯାତ୍ରା ନେଇ ଅଗଣିତ ଭକ୍ତ ଚିନ୍ତିତ।ବର୍ତ୍ତମାନ ସମୟରେ ରଥଯାତ୍ରାରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଜନ ଗହଳିକୁ କିଭଳି ରୋକାଯାଇପାରିବ ତାହା ପ୍ରମୁଖ ଆହ୍ୱାନ…
ସାମାଜିକ ଭାରତ-ଚୀନ ରକ୍ତାକ୍ତ ସଂଘର୍ଷରେ ଶହୀଦ ହେଲେ ରାଇରଙ୍ଗପୁର ମାଟିର ପୁଅ Biswajit bhuyan/Baripada Jun 17, 2020 0 ବାରିପଦା(ନିରପେକ୍ଷ ଖବର) ତା-୧୭/୦୬-ଦେଶ ମତୃକାର ସେବା ପାଇଁ ତିଳେ ମାତ୍ର ପଛଘୁଞ୍ଚା ନଦେଇ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି।ପୂର୍ବ ଲଦାଖ ଅନ୍ତର୍ଗତ ଗଲଓ୍ବାନ୍ ଉପତ୍ୟକାରେ ଭାରତ-ଚାଇନା ସେନା ମଧ୍ୟରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ।ଭାରତୀୟ ସେନା ଏହାର ପାଲଟା ଜବାବ ମଧ୍ୟ…
Uncategorized ପ୍ରେମୀ ଯୁଗଳଙ୍କ ଗଛରେ ଝୁଲି ଆତ୍ମହତ୍ୟା Biswajit bhuyan/Baripada Jun 15, 2020 0 ବାରିପଦା(ନିରପେକ୍ଷ ଖବର)ତା-୧୫/୦୬-ପ୍ରେମୀ ଯୁଗଳ ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି।ଏହି ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଗତିଲତା ଗ୍ରାମ ଅଞ୍ଚଳରେ। ସେହି ଗ୍ରାମ ନିକଟରେ ଥିବା ଏକ ଗଛରୁ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତ ଶରୀର ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର…
ଦୁର୍ଘଟଣା ଡାହାଣୀ ସନ୍ଦେହରେ ହତ୍ୟା… Biswajit bhuyan/Baripada Jun 15, 2020 0 ବାରିପଦା(ନିରପେକ୍ଷ ଖବର)ତା-୧୫/୦୬-ଆଧୁନିକ ସମାଜରେ ଏବେ ମଧ୍ୟ ଅନେକ କୁସଂସ୍କାର ବଞ୍ଚିରହିଛି। ଏହାଯୋଗୁ ବେଳେବେଳେ ମୂଲ୍ୟବାନ ଜୀବନ ଚାଲିଯାଉଛି।ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାରେ।ଜିଲ୍ଲାର ଖୁଣ୍ଟା ଥାନା ଅନ୍ତର୍ଗତ କରକଚିଆ ଗ୍ରାମରେ ଡାହାଣୀ ସନ୍ଦେହରେ ଏହି…
ସାମାଜିକ ଜିଲ୍ଲାରୁ ନୂଆ ୧୩ ଆକ୍ରାନ୍ତ ଚିନ୍ହଟ,ସୁସ୍ଥ ହେଲେ ୧୦ Biswajit bhuyan/Baripada Jun 14, 2020 0 ବାରିପଦା(ନିରପେକ୍ଷ ଖବର)ତା-୧୪/୦୬-ରବିବାର ପହିଲି ରଜରେ ଜିଲ୍ଲାରୁ ପୁଣି ୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏଥି ମଧ୍ୟରୁ ୮ଜଣ ସଙ୍ଗରୋଧ କେନ୍ଦ୍ରରେ ହୋଇଥିବା ବେଳେ ୫ଜଣ ସ୍ଥାନୀୟ ଅଞ୍ଚଳର ଅଟନ୍ତି।ବାଙ୍ଗିରିପୋଷି, ରରୁଆ,ଗୋପବନ୍ଧୁନଗର, ବଡ଼ସାହିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିନ୍ହଟ…
ସାମାଜିକ ଶତକ ଛୁଇଁବାକୁ ଆଉ ଏକ ବାକି Biswajit bhuyan/Baripada Jun 12, 2020 0 ବାରିପଦା(ନିରପେକ୍ଷ ଖବର)ତା-୧୨/୦୬-ଜିଲ୍ଲାରେ ଧୀରେ ଧୀରେ କୋରୋନା ତାର କାୟା ବିସ୍ତାର କରିବାରେ ଲାଗିଛି।ଆକ୍ରାନ୍ତଙ୍କ ସଂଖ୍ୟା ଶତକ ଛୁଇଁବାକୁ ମାତ୍ର ଗୋଟିଏ ବାକି ରହିଛି। ଶୁକ୍ରବାର ପୁଣି ମୟୁରଭଞ୍ଜରେ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ଥିଲେ…