ଭୁବନେଶ୍ୱର,ନିରପେକ୍ଷ ଖବର:ତା ୩୦/୦୪ ଇପିଏଫଓର ବଡ଼ ଅପଡେଟ୍। ଏଣିକି ଏଟିଏମ ଓ ୟୁପିଆଇ ମାଧ୍ୟମରେ ପିଏଫ୍ ଟଙ୍କା ଉଠାଇବାକୁ ମିଳିପାରେ ସୁବିଧା। EPFO 3.0 ଅନୁଯାୟୀ, ସଦସ୍ୟମାନେ ବାଲାନ୍ସର ୭୫ ପ୍ରତିଶତ ପର୍ଯ୍ୟନ୍ତ ରାଶି ସହଜରେ ଉଠାଇପାରିବେ।
ସେପଟେ ଅଟୋ ସେଟେଲମେଣ୍ଟ ସୀମା ୧ ଲକ୍ଷରୁ ବଢ଼ି ୫ ଲକ୍ଷ ହୋଇଥିବା ସୂଚନା। ଏଥିରେ କ୍ଲେମ୍ ଶୀଘ୍ର ସେଟେଲ୍ ହେବ।

ଆଉ ଏକ ବଡ଼ ଖବର, EPS-95 ପେନସନ ସର୍ବନିମ୍ନ ରାଶି ୭,୫୦୦ କରିବାକୁ ପ୍ରସ୍ତାବ ଚର୍ଚ୍ଚାରେ ରହିଛି।
ସେହିପରି, ୮.୨୫ ପ୍ରତିଶତ ସୁଧ ରାଶି ମଧ୍ୟ ଖାତାକୁ ଜମା ହେବାକୁ ଅପେକ୍ଷା। ଇପିଏଫଓ ସଦସ୍ୟଙ୍କ ପାଇଁ ଏହାକୁ ବଡ଼ ରାହତ ବୋଲି

