ସାମାଜିକ ସାମ୍ବାଦିକଙ୍କ ମହତ ପଣିଆ ଜନ୍ମ ଦିନରେ କଲେ ରକ୍ତଦାନ Biswajit bhuyan/Baripada May 31, 2020 0 ବାରିପଦା(ନିରପେକ୍ଷ ଖବର)ତା-୩୧/୦୫-ଜନ୍ମଦିନକୁ ସମସ୍ତେ ଧୁମ୍ଧାମ୍ରେ ପାଳନ କରନ୍ତି ଓ ସାଙ୍ଗସାଥିଙ୍କ ଗହଣରେ ବେଶ୍ ଖୁସି ମନାଇଥାନ୍ତି। କିନ୍ତୁ ଜଣେ ସାମ୍ବାଦିକ ନିଆରା ଢଙ୍ଗରେ ନିଜ ଜନ୍ମ ଦିନକୁ ପାଳିଛନ୍ତି। ସେ ହେଉଛନ୍ତ ଯୁବ ସାମ୍ବାଦିକ ଉଦିତ୍ କୁମାର ପରିଡା । ତାଙ୍କ ଜନ୍ମଦିନରେ… Read More...
ସାମାଜିକ ମୟୁରଭଞ୍ଜ ରୁ ନୂଆ ୬ଜଣ କରୋନା ଆକ୍ରାନ୍ତ ଚିନ୍ହଟ। Biswajit bhuyan/Baripada May 31, 2020 0 ବାରିପଦା(ନିରପେକ୍ଷ ଖବର)ତା-୩୧/୦୫-ଆଜି ମୟୁରଭଞ୍ଜରୁ ୬ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି। ଚିନ୍ହଟ ହୋଇଥିବା ୬ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୪ଜଣ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଳେ ଅନ୍ୟ ୨ଜଣ କର୍ଣ୍ଣାଟକ ଫେରନ୍ତା ଅଟନ୍ତି। ଚିନ୍ହଟ ହୋଇଥିବା ୪ଜଣ ପଜିଟିଭି ରାସଗୋବିନ୍ଦପୁର ବ୍ଲକ… Read More...
ସାମାଜିକ ଏଣିକି ବାରିପଦାରେ ହେବ କରୋନା ଟେଷ୍ଟ…… Biswajit bhuyan/Baripada May 31, 2020 0 ବାରିପଦା(ନିରପେକ୍ଷ ଖବର) ୩୧/୦୫: ମୟୂରଭଞ୍ଜ ବାସୀଙ୍କ ପାଇଁ ଖୁସି ଖବର। ଜିଲ୍ଲାକୁ କରୋନା ଛୁଇଁବାର ଦୀର୍ଘ ଏକ ମାସ ପରେ ବାରିପଦାରେ ଆରମ୍ଭ ହେଲା କରୋନା ସ୍ୱାବ ପରୀକ୍ଷା।ମୟୂରଭଞ୍ଜ ଜିଲ୍ଲାକୁ ଆସୁଥିବା ପ୍ରବାସୀ ମୟୂରଭଞ୍ଜିଆ ଓ କୋଭିଡ-୧୯ ଲକ୍ଷଣ ଦେଖାଯାଉଥିବା ଲୋକମାନଙ୍କର ସ୍ୱାବ ଟେଷ୍ଟ… Read More...
ସାମାଜିକ ସବୁଠି ବନ୍ଦେ ଉତ୍କଳ ଜନନୀ Biswajit bhuyan/Baripada May 30, 2020 0 ବାରିପଦା(ନିରପେକ୍ଷ ଖବର)ତା-୩୦/୦୫-କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ଯୋଦ୍ଧା ମାନେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।କୋଭିଡ୍ ଯୁଦ୍ଧରେ ନିଜର ସୁଖ ସ୍ଵାଛନ୍ଦ୍ୟକୁ ତ୍ୟାଗ କରି ସଂକ୍ରମଣକୁ ରୋକିବା ପାଇଁ ଦିନରାତି ଏକ କରିଦେଇଥିବା କୋଭିଡ୍ ଯୋଦ୍ଧାମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଏବଂ… Read More...
ସାମାଜିକ ଜୀବନଦୀପ ନସିଂହୋମ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ Biswajit bhuyan/Baripada May 23, 2020 0 ବାରିପଦା ୨୩/୫(ନିରପେକ୍ଷ ଖବର): ଜୀବନଦୀପ ନର୍ସିଂହୋମରେ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଗର୍ଭବତୀଙ୍କ ଅପରେସନ ପାଇଁ ନର୍ସିଂହୋମରେ ଆବଶ୍ୟକୀୟ ସରଞ୍ଜାମ ନ ଥିବା ବେଳେ ଡାକ୍ତରଙ୍କ ଦାୟିତ୍ୱହୀନତା ପାଇଁ ନବଜାତକର ମୃତ୍ୟୁ… Read More...
ସାମାଜିକ ପୁଣି ମୟୂରଭଞ୍ଜରୁ ୩ କରୋନା ରୋଗୀ Biswajit bhuyan/Baripada May 21, 2020 0 ବାରିପଦା(ନିରପେକ୍ଷ ଖବର)ତା-୨୧/୦୫-ପୁଣି ମୟୂରଭଞ୍ଜରୁ ୩ କରୋନା ରୋଗୀ ଚିନ୍ହଟ ହୋଇଛନ୍ତି। ଏଥି ସହିତ ମୟୂରଭଞ୍ଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ପହଁଚିଛି।ଚିନ୍ହଟ ୩ଜଣ କରୋନା ପଜିଟିଭିଙ୍କ ମଧ୍ୟରୁ ୨ ଜଣ ବାରିପଦା କ୍ୱରେଣ୍ଟାଇନରେ ଥିବା ବେଳେ ଜଣେ କପ୍ତିପଦା ବ୍ଲକ ଠାକୁରମୁଣ୍ଡା… Read More...
ସାମାଜିକ ଫୁଲୁଛି ବୁଢ଼ାବଳଙ୍ଗ, ବିପଦସଙ୍କେତ ତଳେ ପାଣି Biswajit bhuyan/Baripada May 20, 2020 0 * ଜିଲ୍ଲାରେ ହାରାହାରି ୨୮.୬୪ ମିମି ବର୍ଷା * ବେତନଟୀରେ ସର୍ବାଧିକ ୭୮, ବାରିପଦାରେ ୭୫ମିମି ବାରିପଦା:୨୦/୫(ନିରପେକ୍ଷଖବର)ମହାବାତ୍ୟା ଅମ୍ଫନ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ଆଂଶିକ ପ୍ରଭାବ ପଡିଛି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୭୪୪.୬୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।… Read More...
ସାମାଜିକ ସମୟ ଯେତେ ଗଡୁଛି ପବନର ବେଗ ସେତେ ବଢୁଛି। Biswajit bhuyan/Baripada May 20, 2020 0 ଅମ୍ଫନ ପ୍ରଭାବରେ ବର୍ଷା ପବନ ଜାରିବା ରିପଦା(ନିରପେକ୍ଷ ଖବର)ତା-୨୦/୦୫-ମୟୂରଭଞ୍ଜ ଜିଲାରେ ଅମ୍ଫନ ପ୍ରଭାବ ଅନୁଭୂତ ହୋଇଛି ।ଜୋରରେ ପବନ ବୋହିବା ସାଙ୍ଗକୁ ପ୍ରବଳ ବର୍ଷା ହେଉଛି।ସମୟ ଯେତେ ବଢୁଛି ପବନର ବେଗ ସେତେ ବଢୁଛି। ଅମ୍ପନର ପ୍ରଭାବରେ ମଙ୍ଗଳବାର ରାତିରୁ ଝିପ ଝିପ ବର୍ଷା ହେଉଥିବା… Read More...
ସାମାଜିକ ସୁସ୍ଥ ହେଲେ ୪ କରୋନା ରୋଗୀ…. Biswajit bhuyan/Baripada May 18, 2020 0 ବାରିପଦା(ନିରପେକ୍ଷ ଖବର)ତା-୧୮/୦୫-ମୟୁରଭଞ୍ଜ ପାଇଁ ଖୁସି ଖବର। ସୁସ୍ଥ ହେଲେ ୪କରୋନା ଆକ୍ରାନ୍ତ। ଏ ବାବଦରେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ଟ୍ୱିଟ କରି ସୂଚନା ଦେଇଛନ୍ତି। ରାଜ୍ୟରେ ଆଜି ମୋଟ ୫୭ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ସେଥି ମଧ୍ୟରେ ମୟୂରଭଞ୍ଜରୁ ୪ ଜଣ ଅଛନ୍ତି । ସୂଚନାଯୋଗ୍ୟ… Read More...
ସାମାଜିକ ଶିଶୁ ଅଦଳ ବଦଳ ଘଟଣାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭାଙ୍ଗିଲେ ମହିଳା Biswajit bhuyan/Baripada May 18, 2020 0 *ମେଡିକାଲ ଅଧିକକ୍ଷଙ୍କ ଅପାରଗତା ପାଇଁ ଡିଏନଏ ରିପୋର୍ଟ ଆସିବା ବିଳମ୍ବ ହେଉଥିବା ଅଭିଯୋଗ* ବାରିପଦା(ନିରପେକ୍ଷ ଖବର)ତା-୧୮/୦୫- ଗତ ୧୧ ତାରିଖରେ ପିଆରଏମ୍ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲରେ ହୋଇଥିବା ଶିଶୁ ଅଦଳ ବଦଳ ଘଟଣାକୁ ନେଇ ଉତ୍ତ୍ୟକ୍ତ ମହିଳାମାନେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ… Read More...
ସାମାଜିକ ଭାରରେ ଦୁଇ ପୁଅଙ୍କୁ ବସାଇ ୧୨୦ କିମି ଚାଲିଲା ବାପା Biswajit bhuyan/Baripada May 16, 2020 0 ବାରିପଦା(ନିରପେକ୍ଷଖବର): ତା-୧୬/୫/ ସ୍ନେହ ଓ ମମତା ପାଖରେ କେହି ପ୍ରତିବନ୍ଧକ ସାଜିପାରନ୍ତି ନାହିଁ। ପ୍ରାକୃତିକ ବିପର୍ଯ୍ୟୟ ହେଉ କି ମହାମାରୀ କରୋନାର ଭୟ ସେ ସମ୍ପକରେ କେହି ବି ପାଚେରୀ ହୋଇ ଛିଡ଼ା ହୋଇପାରିବେନି। ସେ ପୁଣି ବାପ ଓ ପୁଅର ସମ୍ପର୍କ। ଲକ ଡାଉନ ସମୟରେ କାମଧନ୍ଦା କିଛି ନ ପାଇ… Read More...
ସାମାଜିକ ମୟୂରଭଞ୍ଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧କୁ ଛୁଇଁଲା Biswajit bhuyan/Baripada May 16, 2020 0 ବାରିପଦା(ନିରପେକ୍ଷ ଖବର)ତା-୧୬/୦୫-ମୟୂରଭଞ୍ଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧କୁ ଛୁଇଁଲା।ଜିଲ୍ଲାରେ ୨ଟି ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି।ସୁରତ ପରେ ଏବେ ଜିଲ୍ଲାକୁ ପଶ୍ଚିମବଙ୍ଗ ଫେରନ୍ତା ଚିନ୍ତାର କାରଣ ହୋଇଛନ୍ତି।ଦୁଇ ଜଣ ଚିନ୍ହଟ ପଜିଟିଭିଙ୍କ ମଧ୍ୟରୁ ଜଣେ ସୁରଟ ଫେରନ୍ତା… Read More...
ସାମାଜିକ କରୋନା ଯନ୍ତ୍ରଣାରେ ଦାଦନ କାନ୍ଦୁଛି… Biswajit bhuyan/Baripada May 15, 2020 0 ବାରିପଦା(ନିରପେକ୍ଷ ଖବର)ତା-୧୫/୫ -କରୋନା ଯନ୍ତ୍ରଣାରେ କାନ୍ଦୁଛନ୍ତି ଦାଦନ।ଗତ ଦୁଇ ମାସ ହେଲା ଆଖିର ଲୁହ ପାଟିରେ ପିଇ ଘରକୁ ଫେରିବା ବାଟକୁ ଚାହିଁ ବସିଛନ୍ତି। ଯିଏ ଫେରିଛି ସେମାନେ ଅପବାଦ ମୁଣ୍ଡାଉଛନ୍ତି, ଆଉ ଯିଏ ଫେରିପାରୁନାହିଁ ଭୋକ ଉପାସରେ ଦିନ କାଟୁଛନ୍ତି। ମହାମାରୀ କରୋନାର କରାଳ… Read More...
ସାମାଜିକ ରଙ୍ଗିଲା ପୋଲିସ୍ ବାବୁ ରାକେଶ ଶେଷରେ ଆଇନ୍ ଜାଲରେ ଧରା ପଡ଼ିଲେ। Mahanagar May 14, 2020 0 ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୪/୦୫ ରଙ୍ଗିଲା ପୋଲିସ୍ ବାବୁ ଶେଷରେ ଆଇନ୍ ଜାଲରେ ଧରା ପଡ଼ିଲେ। ଭଲପାଇବା, ଧୋକା ଓ ଠକେଇ ମାମଲାରେ ଫେରାର ଥିବା କ୍ୟାପିଟାଲ ଥାନାର ନିଲମ୍ବିତ ପୋଲିସ୍ ସବ୍-ଇନସ୍ପେକ୍ଟର ରାକେଶ ସାମଲ ଆଇନ୍ ଜାଲରେ ଧରାପଡ଼ିଲେ। ରାଉରକେଲା ପୁଲିସ୍ ର ସହଯୋଗରେ କମିଶନରେଟ… Read More...
ସାମାଜିକ ସେବିକାଙ୍କୁ ସମ୍ବର୍ଦ୍ଧିତ କଲେ ଦେବାଶିଷ୍। Biswajit bhuyan/Baripada May 12, 2020 0 ବାରିପଦା(ନିରପେକ୍ଷ ଖବର)ତା-୧୨/୦୫-ପ୍ରତିବର୍ଷ ମେ ୧୨ ତାରିଖକୁ ଅନ୍ତର୍ଜାତୀୟ ନର୍ସ ଦିବସ ଭାବେ ପାଳନ କରାଯାଏ। ସମାଜରେ ଲୋକମାନଙ୍କୁ ନୀରୋଗ ରଖିବା ଓ ସେମାନଙ୍କ ସେବାକରିବାରେ ନର୍ସମାନଙ୍କ ଭୂମିକା ଅତୁଳନୀୟ। ପ୍ରାକୃତିକ ବିପତ୍ତିଠାରୁ ଆରମ୍ଭ କରି ଯୁଦ୍ଧ, ମହାମାରୀ କିମ୍ବା ଯେକୌଣସି… Read More...
ସାମାଜିକ *ମା ପାଇଁ ଦିନଟିଏ* Biswajit bhuyan/Baripada May 9, 2020 0 *ବୃଦ୍ଧାଶ୍ରମରେ ବେସାହାରା ମା କାଟୁଛନ୍ତି ଜୀବନ* ବାରିପଦା(ନିରପେକ୍ଷ ଖବର)ତା-୧୦/୦୫ ଗୋଟେ ସମୟ ଥିଲା ଯେତେବେଳେ ଆମ ସମାଜରେ ଏକାନ୍ନବର୍ତ୍ତୀ ପରିବାର ପ୍ରଥା ପ୍ରଚଳିତ ଥିଲା, ହେଲେ ଧୀରେ ଧୀରେ ମଣିଷ ଏତେ ଆତ୍ମକୌନ୍ଦ୍ରିକ ହୋଇଗଲା ଯେ ଦାଦା, ବଡବାପା ତ ଦୂରର କଥା ନିଜ ଜନ୍ମ କଲା ବାପା ମା… Read More...
ସାମାଜିକ ପଦାକୁ ଆସିଲା ୧୮୮ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି। Biswajit bhuyan/Baripada May 9, 2020 0 ବାରିପଦା(ନିରପେକ୍ଷ ଖବର)ତା-୦୯/୦୫-ମୟୁରଭଞ୍ଜ ଜିଲ୍ଲାରୁ ଚିନ୍ହଟ ହୋଇଥିବା ରାଜ୍ୟର ୧୮୮ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଳ ହିଷ୍ଟ୍ରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ଆକ୍ରାନ୍ତ ଜଣକ କାହା କାହା ସଂସ୍ପର୍ଶରେ ଆସିଛନ୍ତି ତାହାର ପୁରା ତଥ୍ୟ… Read More...
ସାମାଜିକ ମୟୁରଭଞ୍ଜରେ ଆଉ ଜଣେ ପଜିଟିଭି ଚିହ୍ନଟ…. Biswajit bhuyan/Baripada May 7, 2020 0 ବାରିପଦା(ନିରପେକ୍ଷ ଖବର)ତା-୦୭/୦୫-ମୟୂରଭଞ୍ଜରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ମୟୂରଭଞ୍ଜରେ ପଜିଟିଭଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଗୁରୁବାର ସକାଳେ ମୟୂରଭଞ୍ଜରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।ପ୍ରଥମ ଥର ପାଇଁ ମୟୂରଭଞ୍ଜ ଜିଲ୍ଲାରୁ ୪ ପଜିଟିଭ ଚିହ୍ନଟ… Read More...
ସାମାଜିକ କରୋନା ମ୍ୟାପ୍ ରେ ମୟୁରଭଞ୍ଜ…… Biswajit bhuyan/Baripada May 7, 2020 0 ବାରିପଦା(ନିରପେକ୍ଷ ଖବର)ତା୦୭/୦୫/ରାଜ୍ୟରେ ଆଜି କରୋନ ମ୍ୟାପରେ ମୟୁରଭଞ୍ଜ ଯୋଡ଼ି ହୋଇଛି ।ଦିନକରେ ୩ଜଣ କରୋନା ରୋଗୀ ଜିଲ୍ଲାରେ ଚିହ୍ନଟ ହୋଇଛି। ଚିନ୍ହଟ ହୋଇଥିବା ରୋଗୀମାନେ ସୁରତ ଫେରନ୍ତା ପ୍ରବାସୀ ବୋଲି ଜଣାପଡ଼ିଛି। ଏ ବାବଦରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଟ୍ୱିଟ୍… Read More...
ସାମାଜିକ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ହେଲା ବାହାଘର। Biswajit bhuyan/Baripada May 5, 2020 0 ବାରିପଦା(ନିରପେକ୍ଷ ଖବର)ତା-୦୫/୦୫-ବାହାଘରରେ ପଡିଛି କରୋନା ପ୍ରଭାବ।ଲକ ଡାଉନ ଯୋଗୁଁ ମନ୍ଦିର କିମ୍ବା ମଣ୍ଡପରେ ବିବାହ ନିମନ୍ତେ ଅନୁମତି ନ ମିଳିବାରୁ ରାଇରଙ୍ଗପୁର ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟରେ ବାହାଘର ସମ୍ପାଦନା ହେଲା। ନା ବାଜା ନା ରୋଷଣୀ ନା ବରଯାତ୍ରୀ ନିରାଡମ୍ବର ଭାବେ… Read More...