Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଉତ୍କଳ ବିକାଶ ପରିଷଦ” ପକ୍ଷରୁ ବିଶୋଧନ କାର୍ଯ୍ୟକ୍ରମ

0

ନିରପେକ୍ଷ ଖବର:ତା ୨୫/୦୬ ରାଜେଶ କୁମାର ଲେଙ୍କା (କଟକ): ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” କଟକ ପକ୍ଷରୁ ସଦର ବ୍ଲକର ବିଭିନ୍ନ ଅଞ୍ଚଳ ଯଥା ଆୟତପୁର ବଜାର, କୈବର୍ତ୍ୟ ସାହି,ବ୍ରାହ୍ମଣ ସାହି,ଶବର ସାହି ,ଶୁକ୍ଲ ସାହି,ବ୍ରାହ୍ମଣବାଡ(କ),ମହାପ୍ରଭୁ ନଗେଶ୍ୱରନାଥ ମନ୍ଦିର ପରିସର,କନକ ଦୁର୍ଗା ମନ୍ଦିର ପରିସର,ନାରାୟଣ ମନ୍ଦିର ପରିସର ଆଦି ବିଭିନ୍ନ ସ୍ଥାନରେ ମହାମରୀ କରୋନା ଭୁତାଣୁ ସଂକ୍ରମଣ ରୋକିବାରେ ବିଶୋଧନ କାର୍ଯ୍ୟକ୍ରମ କରାଯାଇଛି ! ଏହି ମହତ ସେବାକାର୍ଯ୍ୟରେ ପରିଷଦର କର୍ମକର୍ତ୍ତା ବଳରାମ ନାୟକ, ସଞ୍ଜୟ ସାହୁ,ସଞ୍ଜୟ ସେଠୀ, କୃଷ୍ଣଚନ୍ଦ୍ର ବେହେରା,ଶିବପ୍ରସାଦ ବେହେରା, ଆବୁଲି ବେହେରା, ସୁଶାନ୍ତ ସେଠୀ, ପିଣ୍ଟୁ ନାୟକ, ନଗେନ୍ଦ୍ର ବେହେରା, ସୋନୁ ବେହେରା, ଖିତିଶ ଶୁକ୍ଲ, ମନୋରଞ୍ଜନ ସେଠୀ, ପ୍ରକାଶ ମିଶ୍ର,ଵିଜୟ ନାୟକ,ନିରଞ୍ଜନ ରାଉଳ,କୃଷକ ନେତା ଦେବୀ ପ୍ରସାଦ ପତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ! ପରିଷଦର ଏହିପରି ସେଵା କାର୍ଯ୍ୟକୁ ସାଧରଣରେ ଉଚ୍ଚ ପ୍ରସଂଶା କରାଯାଇଛି ! ସମାଜର ଦୁର୍ଦିନରେ, ବିଭିନ୍ନ ସମସ୍ୟାରେ ସେବାକାର୍ଯ୍ୟ ଜାରି ରହିବ,ଏଥିପାଇଁ ସମସ୍ତେ ଏକତାବଦ୍ଧ ଭାବରେ ସହଯୋଗ କରିବାକୁ ପରିଷଦର ସଭାପତି ସମାଜସେବୀ ଇଂ.ପ୍ରକାଶ ସେଠୀ ନିବେଦନ କରିଛନ୍ତି !

Advertising
Mo sapath

Leave A Reply

Your email address will not be published.