Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ମହାପାତ୍ର ନୀଳମଣି ସାହୁଙ୍କର ୪ର୍ଥ ଶ୍ରାଦ୍ଧ ବାର୍ଷିକୀ ପାଳନ

0

ନିରପେକ୍ଷ ଖବର:ତା ୨୫/୦୬ ରାଜେଶ କୁମାର ଲେଙ୍କା(ନିଆଳି):ନିଆଳି ଅଞ୍ଚଳର ଯୋଗଜନ୍ମା ସୁପୁତ୍ର ଓଡ଼ିଶାର ବିଶିଷ୍ଟ ସାହିତ୍ୟକ ୰ମହାପାତ୍ର ନୀଳମଣି ସାହୁ ଯିଏକି ୨୦୧୨ ମସିହା ଜୁନ ୨୫ ତାରିଖରେ ଇହଧାମ ତ୍ୟାଗ କରିଥିଲେ,ତାଙ୍କର ୪ର୍ଥ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଆଜି ରିମା କ୍ରିଏସନ କାର୍ଯ୍ୟାଳୟରେ ପାଳନ ହୋଇଯାଇଛି | ନିଆଳି ଅଞ୍ଚଳର ମନୋରଞ୍ଜନ ଶିଳ୍ପ ଅନୁଷ୍ଠାନ ରିମା କ୍ରିଏସନ ପକ୍ଷରୁ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ଡାକ୍ତର ଚିତ୍ତରଂଜନ ମିଶ୍ର ,ପ୍ରକଳ୍ପ ମୁଖ୍ୟ ପୀତବାସ ସେନାପତି ,ଅବସର ପ୍ରାପ୍ତ ଶିକ୍ଷକ ଯୋଗେନ୍ଦ୍ର ସାହୁ,ରିମା କ୍ରିଏସନ କାର୍ଯ୍ୟ କର୍ତ୍ତା ହେମନ୍ତ ମିଶ୍ର,ପବିତ୍ର ମୋହନ ସାହୁ,ସୁରେଶ ପ୍ରଧାନ,ଟେକନିସିଆନ କର୍ଣ୍ଣ ଦାସ ,ଅଜିତ କାଣ୍ଡି,ସୌମ୍ୟରଂଜନ ଦାସ ଓ ଦେବେନ୍ଦ୍ର ଭୋଇ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି କଳାକାର ଓ ସାହିତ୍ୟକ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ | ନୀଳମଣି ସାହୁ ଙ୍କର ରଚନାବଳୀ ସବୁ କୁ ଆଧାର କରି କଳାତ୍ମକ ଚଳଚିତ୍ର ଓ ଟେଲି ଚଳଚିତ୍ର ସବୁ ନିର୍ମାଣ କରା ଯିବ ବୋଲି ରିମା କ୍ରିଏସନ ର ଅଧ୍ୟକ୍ଷ ଡାକ୍ତର ଚିତ୍ତରଞ୍ଜନ ମିଶ୍ର ଘୋଷଣା କରିଥିଲେ |

Advertising
Mo sapath

Leave A Reply

Your email address will not be published.