ସାମାଜିକ ରାସ୍ତା ନିର୍ମାଣ ପାଇଁ ଦାବିପତ୍ର ଦେଲେ ୱାଲିଗଞ୍ଜବାସୀ…. Biswajit bhuyan/Baripada Jul 26, 2019 0 ନିରପେକ୍ଷ ଖବର(ବାରିପଦା)ତା୨୬/ଜୁଲାଇ/ ୨୦୧୯: ରାସ୍ତାରେ ଜମି ରହୁଛି ଆଣ୍ଠୁଏ ଲେଖାଏଁ ବର୍ଷା ପାଣି । ବର୍ଷା ଦିନରେ ରାସ୍ତାରେ ଯିବାଆସିବା କରିବା ସମ୍ଭବପର ହେଉନି। ଏପରିକି ରୋଗୀ ଯିବା ପାଇଁ ଆମ୍ବୁଲାନ୍ସ ଆସିବା ମଧ୍ୟ ସମ୍ଭବ ନୁହେଁ। ଏହା ହେଉଛି ବାରିପଦା ପୌରପରିଷଦ ଅନ୍ତର୍ଗତ ଥିବା ୩…
ସାମାଜିକ ଆଜି ବି ମାନବିକତା ବଞ୍ଚିଛି….. Biswajit bhuyan/Baripada Jul 26, 2019 0 ନିରପେକ୍ଷ ଖବର(ବାରିପଦା)ତା-୨୬/ଜୁଲାଇ/୨୦୧୯-ସରକାରୀ ବାବୁଙ୍କ କ୍ଷେତ୍ରରେ ଥିବା ଜନତାଙ୍କ ଭାବଧାରା କୁ ବଦଳାଇ ଦେଲେ ଜଣେ ସରକାରୀ ବାବୁ।ଏକ ଅସହାୟ ବୃଦ୍ଧା ମହିଳା ଜଣଙ୍କୁ ଉଦ୍ଧାର କରି ପହଞ୍ଚାଇଥିଲେ ବୃଦ୍ଧାଶ୍ରମରେ। ମୟୁରଭଞ୍ଜ ଜିଲ୍ଲା ବାରିପଦା ଠାରେ ଦେଖିବାକୁ ମିଳିଛି ଏଭଳି ଏକ ଉଦାହରଣ…
ସାମାଜିକ ସୀମାନ୍ତ ମହାବିଦ୍ୟାଳୟରେ ଛାତ୍ର ଉତ୍ତେଜନା….. Biswajit bhuyan/Baripada Jul 25, 2019 0 ନିରପେକ୍ଷ ଖବର(ବାରିପଦା)ତା-୨୫/ଜୁଲାଇ/୨୦୧୯-ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରୀଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟରେ +୩ ଦ୍ବିତୀୟ ବର୍ଷ ଚତୁର୍ଥ ସେମିଷ୍ଟାରର ପରୀକ୍ଷା ଆରମ୍ଭ ହୋଇଯାଇଥିଲା ବେଳେ ଦ୍ବିତୀୟ ଦିନ ପରୀକ୍ଷା ନଦେଇ ପାରିବାକୁ କେନ୍ଦ୍ର କରି ଆଜି…
ସାମାଜିକ ଡିବିରି ରୁ ଅଗ୍ନିକାଣ୍ଡ : ୩ ଗୁରୁତର …. Biswajit bhuyan/Baripada Jul 25, 2019 0 ବାରିପଦା (ନିରପେକ୍ଷ ଖବର)ତା-୨୫/ଜୁଲାଇ/୨୦୧୯- ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।ମୟୁରଭଂଜ ଜିଲ୍ଲାର ଶରତ ଥାନା ଅନ୍ତର୍ଗତ କୁଟୁରିଆ ଗ୍ରାମର ମାନି ଦେଓଗାଁ, ଶାନ୍ତି ଦେଓଗାଁ ଓ ଚିର୍ପି ପୂର୍ତ୍ତି ଲାଇନ କଟିଯିବାପରେ ଡିବିରି ଜଳାଇ ତେଲ ଢାଳୁଥିବା ବେଳେ ଘରେ ଥିବା ଏକ…
Uncategorized ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର.. Biswajit bhuyan/Baripada Jul 25, 2019 0 ବାରିପଦା(ନିରପେକ୍ଷ ଖବର)ତା-୨୫/ଜୁଲାଇ/୨୦୧୯: ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳରେ ଏକ ଝୁଲନ୍ତା ଅବସ୍ଥାରେ ମୃତ୍ୟଦେହ ଉଦ୍ଧାର ହୋଇଛି। ଏପରି ଏକ ଦୁଃଖନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅଧିନରେ ଥିବା ନାଗଭାଣ ଗ୍ରାମରେ। ମୃତକ ଜଣକ ହେଲେ ସେହି…
ସାମାଜିକ ବାଇକରେ ଲିଫ୍ଟ ଦେବା ବାହାନାରେ ଜଂଗଲରେ ଯୁବତୀକୁ ବଳାତ୍କାର… Biswajit bhuyan/Baripada Jul 25, 2019 0 ବାରିପଦା,ନିରପେକ୍ଷ ଖବର:୨୪/୦୭/୨୦୧୯: ଆଜି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜଣେ ଯୁବତୀକୁ ବଳାତ୍କାର କରିଥିବା ଅଭିଯୁକ୍ତକୁ ୭ ବର୍ଷ ଜେଲ ଦଣ୍ଡ ସହିତ ୫ ହଜାର ଟଙ୍କା ଜୋରିମାନା ଏବଂ ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି ସ୍ୱତନ୍ତ୍ର ଫାଷ୍ଟଟ୍ରାକ କୋର୍ଟର ବିଚାରପତି ଶାନ୍ତନୁ…
ସାମାଜିକ ଆଶ୍ଚର୍ଯ୍ୟ ହେଲେ ବି ସତ…. Biswajit bhuyan/Baripada Jul 23, 2019 0 ବାରିପଦା:(ନିରପେକ୍ଷ ଖବର)୨୩/ଜୁଲାଇ/୨୦୧୯:ଆଶ୍ଚର୍ଯ୍ୟ ହେଲେ ବି ଘଟଣାଟି ସତ୍ୟ। ନାଗରାଜଙ୍କ କୁକୁଡ଼ା ଶିକାର। ଗତକାଲି ଏଭଳି ଏକ ଭୟଭୀତ ଘଟଣା ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଗୌଡ଼ରାମା ପଞ୍ଚାୟତ କୁଳିପାଳ ଗ୍ରାମରେ ଘଟିଯାଇଛି। କୁଳିପାଳ ଗ୍ରାମର କଟିଆ ପ୍ରଧାନଙ୍କ ଘରେ ଦେଖିବାକୁ…
Uncategorized ଦୁର୍ଘଟଣା ସ୍ଥାନରେ ୧୦୮ ଆମ୍ବୁଲାନସ୍ ପହଁଚି ପାରିଲାନି.. Biswajit bhuyan/Baripada Jul 22, 2019 0 ବାରିପଦା: ନିରପେକ୍ଷ ଖବର ୨୨/୦୭/୨୦୧୯: ମୟୁରଭଞ୍ଜ ଜିଲ୍ଲାର ଝାରପୋଖରୀଆ ଥାନା ଅନ୍ତର୍ଗତ ଧାଙ୍ଗୁଡିଶୋଳ ଛକ ନିକଟରେ ଆଜି ଦିନ ୧୧ଟା ସମୟରେ ଏକ ସଡକ ଦୂର୍ଘଟଣା ଘଟିଯାଇଛି । ସୂଚନା ଅନୁସାରେ ସାରସକଣାର ଖେକରା ଧଳ ନିଜ ବମ୍ବେଛକରୁ ବାରିପଦା ପଟେ ଯାଉଥିବା ସମୟରେ ଧାଙ୍ଗୁଡିଶୋଳ ଛକ ନିକଟରେ…
ସାମାଜିକ ମେଡିକାଲରେ ମଦୁଆଙ୍କ ଉତ୍ପାତ… Biswajit bhuyan/Baripada Jul 21, 2019 0 *ତିନି ମଦୁଆଙ୍କୁ ଗିରଫ କଲା ପୋଲିସ୍..... ବାରିପଦା,ନିରପେକ୍ଷ ଖବର:୨୧/୭/୨୦୧୯,ମୟୂରଭଞ୍ଜ ଜିଲ୍ଲାର ଉଦଳା ଉପଖଣ୍ଡ ମେଡିକାଲରେ ନିଶାଗ୍ରସ୍ତ ଯୁବକ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ମଦୁଆ ମାନେ ମେଡିକାଲର ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିବା ସହିତ ହସ୍ପିଟାଲ ପରିସରକୁ ଭଙ୍ଗାରୁଜା କରିଛନ୍ତି।…
ବ୍ୟବସାୟ ବାରିପଦାରେ ଚାଲୁ ରହିଛି ରାଜସ୍ଥାନ ମହୋତ୍ସବ… Biswajit bhuyan/Baripada Jul 19, 2019 0 ବାରିପଦା,ନିରପେକ୍ଷ ଖବର:ତା ୧୯/୭/୨୦୧୯(ଶୁକ୍ରବାର) ବାରିପଦା କଲେଜ ପଡିଆରେ ତା ୫/୭/୧୯ ରିଖ ଠାରୁ ଆନ୍ତରାଜ୍ୟ ହସ୍ତତନ୍ତ ବସ୍ତ୍ର ଓ ହସ୍ତଶିଳ୍ପ ଦ୍ରବ୍ୟର ପ୍ରଦର୍ଶନୀ ଏବଂ ବିକ୍ରୟ ନିମନ୍ତେ ଆରମ୍ଭ ହୋଇଥିବା ରାଜସ୍ଥାନ ମହୋସବ ଚାଲୁ ରହିଅଛି। ବାରିପଦା ଭଳି ଏକ ସୌଖିନ ସହରରେ ବିଭିନ୍ନ…
Uncategorized ପାଟକୁରାରେ ପୁଲିସର ବର୍ବର କାଣ୍ଡ…. Biswajit bhuyan/Baripada Jul 18, 2019 0 ବାରିପଦା, ନିରପେକ୍ଷ ଖବର(୧୮/ଜୁଲାଇ/୨୦୧୯)-କେନ୍ଦ୍ରାପଡ଼ା ଜିଲ୍ଳାର ପାଟକୁରାରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୁଲିସର ଦୁର୍ବ୍ୟବହାର ବିରୋଧରେ ମୟୁରଭଞ୍ଜର ସାମ୍ବାଦିକମାନେ ମିଳିତ ହୋଇ ଜିଲ୍ଲାପାଳଙ୍କ ଅଫିସ ସମ୍ବୁଖରେ ପ୍ରତିବାଦ ସଭା କରିଛନ୍ତି।ପାଟକୁରାରେ ପୁଲିସର ବର୍ବର…
Uncategorized ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ……. Biswajit bhuyan/Baripada Jul 18, 2019 0 ବାରିପଦା,ନିରପେକ୍ଷ ଖବର:(୧୮/ଜୁଲାଇ/୨୦୧୯) ଭିଜିଲାନ୍ସ ଜାଲରେ ପଡିଲେ ମୟୁରଭଞ୍ଜ ଜିଲ୍ଲାର ସହକାରୀ ଯନ୍ତ୍ରୀ। ବାରିପଦାସ୍ଥିତ ଖୁଦ୍ରଜଳସେଚନ ବିଭାଗରେ କାର୍ଯ୍ୟରତ ଥିବା ଏହି ସହକାରୀ ଯନ୍ତ୍ରୀ ଜଣଙ୍କ ହେଲେ ହୃଦେଶ୍ୱର ବେହେରା ବାରିପଦାରେ ଥିବା ତାଙ୍କ ନିଜ ଘର, ଭୁବନେଶ୍ୱରରେ ଥିବା ଫ୍ଲାଟ…
Uncategorized ହୋଟେଲରେ ଜଣେ ଯୁବକର ସନ୍ଧେହ ଜନକ ମୃତ୍ୟୁ Biswajit bhuyan/Baripada Jul 16, 2019 0 ବାରିପଦା,ନିରପେକ୍ଷ ଖବର:୧୬/ଜୁଲାଇ ୨୦୧୯(ମଙ୍ଗଳବାର)- ସ୍ଥାନୀୟ ଏକ ହୋଟେଲରୁ ଜଣେ ଯୁବକର ସନ୍ଧେହ ଜନକ ଭାବେ ମୃତ ଦେହ ଉଦ୍ଧାର ହୋଇଛି। ବାରିପଦା ଟାଉନ ଥାନା ପୁଲିସ୍ ଏହି ମୃତ ଦେହକୁ ଉଦ୍ଧାର କରିଛି। ମଙ୍ଗଳବାର ଅପରାହ୍ନ 2ଟା ସମୟରେ ବାରିପଦା ସହର ମଧ୍ୟ ଭାଗରେ ଥିବା ଅପର୍ଣ୍ଣା ହୋଟେଲରୁ ଏକ…
Uncategorized ଡ଼ମ୍ପର ଧକ୍କାରେ ଚାଲିଗଲା ଦୁଇ ଜୀବନ Biswajit bhuyan/Baripada Jul 16, 2019 0 ବାରିପଦା, ନିରପେକ୍ଷତା ଖବର:୧୬/ଜୁଲାଇ/୨୦୧୯( ସୋମବାର): ଡ଼ମ୍ପର ଧକ୍କାରେ ଚାଲିଗଲା ଦୁଇ ଜୀବନ। ଏବେବି ତିନି ଗୁରୁତର ହସ୍ପିଟାଲରେ ମୃତ୍ୟୁ ସହ ଲଢେ଼ଇ କରୁଛନ୍ତି। ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ନମ୍ବର ଜାତୀୟ ରାଜପଥ ଆଗରିଆ ହନୁମାନ ମନ୍ଦିର ନିକଟରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା…
ସାଂସ୍କୃତିକ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀ ହରିବଳଦେଵ ଜୀଉଙ୍କ ବାହୁଡା ଯାତ୍ରା ଶାନ୍ତିଶୃଙ୍ଖଳାର ସହ… Biswajit bhuyan/Baripada Jul 15, 2019 0 ବିରିପଦା, ନିରପେକ୍ଷ ଖବର:୧୪/ଜୁଲାଇ/୨୦୧୯,(ରବିବାର) ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀ ହରିବଳଦେଵ ଜୀଉଙ୍କ ବାହୁଡା ଯାତ୍ରା ରୀତିନୀତି ଅନୁସାରେ ଶାନ୍ତିଶୃଙ୍ଖଳାର ସହ ସମ୍ପୂର୍ଣ୍ଣ ହୋଇଯାଇଛି। ବିଶେଷକରି ପରମ୍ପରା ଅନୁଯାୟୀ ବାରିପଦାରେ ଦେବୀ ସୁଭଦ୍ରାଙ୍କ ରଥ କେବଳ ମହିଳାମାନେ…
ସାମାଜିକ ପିଆରଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସଫେଇ କର୍ମଚାରମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ.. Biswajit bhuyan/Baripada Jul 13, 2019 0 ବାରିପଦା,୧୨/୦୭(ନିରପେକ୍ଷ ଖବର): ପିଆରଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୁର୍ତ ହୋଇଛି। ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ତିନି ଦିନ ହେଲା ମେଡ଼ିକାଲ ପରିସରରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିଲା। ଫଳରେ…
ସାଂସ୍କୃତିକ ବାରିପଦାରେ ଶ୍ରୀ ଶ୍ରୀ ହରିବଳଦେଵ ଜୀଉ କଁ ସୁନାବେଶ… Biswajit bhuyan/Baripada Jul 12, 2019 0 ବାରିପଦା,ନିରପେକ୍ଷ ଖବର :୧୨,ଜୁଲାଇ,୨୦୧୯(ଶୁକ୍ରବାର): ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରେ ଶ୍ରୀଶ୍ରୀ ହରିବଳଦେଵ ଜୀଉ କଁ ମାଉସୀ ମା’ ମନ୍ଦିରରେ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ଚତୁର୍ଦ୍ଧା ମୁରତି ଆଡ଼ପମଣ୍ଡପ ବେଦିରେ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। କଥିତ ଅଛି ଆଜିର…
ସାମାଜିକ ପିଆରଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସଫେଇ କର୍ମଚାରମାନଙ୍କ ପୁଣି କାର୍ଯ୍ୟବନ୍ଦ ଆନ୍ଦୋଳନ.. Biswajit bhuyan/Baripada Jul 12, 2019 0 ବାରିପଦା,ନିରପେକ୍ଷ ଖବର:: ପିଆରଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସଫେଇ କର୍ମଚାରୀମାନଙ୍କୁ ଉପଯୁକ୍ତ ଦରମା ଦିଆଯାଉନଥିବା ଅଭିଯୋଗ କରି ମେଡିକାଲ ପରିସରରେ ସଫେଇ କରୁଥିବା କର୍ମଚାରୀମାନେ ପୁଣି କାର୍ଯ୍ୟବନ୍ଦ ଆନ୍ଦୋଳନର ଡାକରା ଦେଇଛନ୍ତି । ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ…
Uncategorized ଟ୍ରେନ ଲାଇନରେ ଶୋଇଥିବା ବେଳେ ଟ୍ରେନ ଚଢ଼ିଗଲା…. Biswajit bhuyan/Baripada Jul 10, 2019 0 ବାରିପଦା, ନିରପେକ୍ଷ ଖବର:ଟ୍ରେନ ଲାଇନରେ ଶୋଇଥିବା ବେଳେ ଚଢ଼ିଗଲା ଟ୍ରେନ। ଫଳରେ ଜଣେ ଲୋକକୁ ଦୁଇଟି ଗୋଡ଼ ହରାଇବାକୁ ପଡିଛି। ଭଂଜପୁର ଷ୍ଟେସନରୁ ବାଲେଶ୍ବର ଏକ ପାସେଞ୍ଜର ଟ୍ରେନ ଯାଉଥିବା ବେଳେ ବାଘଡା ରୋଡ଼ ମଝିରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ ଡ୍ରାଇଭର ଆଖୀ ସାମ୍ନାରେ ଏହି ଦୁର୍ଘଟଣା…
Uncategorized ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଟଣା ସମ୍ପୂର୍ଣ୍ଣ.. Biswajit bhuyan/Baripada Jul 6, 2019 0 ବାରିପଦା, ନିରପେକ୍ଷ ଖବର:୬/ଜୁଲାଇ/୨୦୧୯, ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀ ହରିବଳଦେଵ ଜୀଉଙ୍କ ରଥଯାତ୍ରା ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି। ବିଶେଷକରି ବାରିପଦାରେ ଦେବୀ ସୁଭଦ୍ରାଙ୍କ ରଥ କେବଳ ମହିଳାମାନେ ଟାଣିବାର ସୁଯୋଗ ପାଇଥାନ୍ତି। ଯାହା ବିଶ୍ୱରେ ଏଭଳି…