Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ପିଆରଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସଫେଇ କର୍ମଚାରମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ..

*କଳାତାଲିକାଭୂକ୍ତ ହୋଇପାରେ ସୁମିତ ସିକୁରୀଟି ସଂସ୍ଥା.. *ସଫେଇ କର୍ମଚାରୀଙ୍କୁ ସମର୍ଥନ ଜଣାଇ ଧାରଣା ଦେଲା ଭଞ୍ଜ ସେନା...

0

 ବାରିପଦା,୧୨/୦୭(ନିରପେକ୍ଷ ଖବର): ପିଆରଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୁର୍ତ ହୋଇଛି। ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ତିନି ଦିନ ହେଲା ମେଡ଼ିକାଲ ପରିସରରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିଲା। ଫଳରେ ପୁର୍ତ୍ତିଗନ୍ଧମୟ ପରିବେଶରେ ରୋଗୀମାନେ ନାହି ଥିବା ଅସୁବିଧାରେ ସମ୍ମୁଖିନ ହେଉଥିଲେ। ସଫେଇ କର୍ମଚାରୀଙ୍କୁ ସମର୍ଥନ ଜଣାଇ ଭଞ୍ଜ ସେନା ଧାରଣା ଦେଇଥିଲା। ଏହାପରେ ପିଆରଏମ ମେଡିକାଲର ଅଧୀକ୍ଷକ ଓ ବାରିପଦା ଟାଉନ ଥାନାଧିକାରୀ ଉପସ୍ଥିତ ରହି ଆନ୍ଦୋଳଙ୍କାରୀଙ୍କୁ ବୁଝାସୁଝା କରିଥିଲେ। ମେଡିକାଲ ପରିସରକୁ ସଫେଇ କରିବାକୁ ଟେଣ୍ଡର ନେଇଥିବା ଠିକା ସଂସ୍ଥାକୁ କଳାତାଲିକାଭୂକ୍ତ କରିବାକୁ ପ୍ରତିଶୃତି ଦେବା ପରେ ସଫେଇ କର୍ମଚାରୀମାନେ ସଫେଇ କାର୍ଯ୍ୟରେ ଯୋଗ ଦେଇଥିଲେ। ମେଡିକାଲ ପରିସରକୁ ସଫାସୁତୁରା ରଖିବା ପାଇଁ ଠିକା ନେଇଥିବା ସଂସ୍ଥା ଏହି ସଫେଇ କର୍ମଚାରୀମାନଙ୍କୁ ଠିକ୍ ସମୟରେ ଏବଂ ପରିଶ୍ରମ ଅନୁସାରେ ଦରମା ଦେଉ ନଥିବା ଅଭିଯୋଗ ହୋଇଥିଲା। ମେଡିକାଲ କର୍ତ୍ତୃପକ୍ଷଙ୍କ ବାହୁଛାୟା ତଳେ ରହି ସୁମିତି ସିକୁରୀଟି ସଂସ୍ଥା ଗରିବ ଖଟିଖିଆ ସଫେଇ କର୍ମଚାରୀମାନଙ୍କୁ ଲୁଟ କରୁଥିଲା ବୋଲି ଭଞ୍ଜ ସେନା ପକ୍ଷରୁ କୁହାଯାଇଥିଲା। ସେଥିପାଇଁ ମେଡିକାଲ ଅଧୀକ୍ଷକ ସୁମିତ ସିକୁରୀଟି ସଂସ୍ଥା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେବାପରେ ସଫେଇ କର୍ମଚାରୀମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିବା ଜଣାପଡ଼ିଛି।    ।ପିଆରଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୁର୍ତ ହୋଇଛି। ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ତିନି ଦିନ ହେଲା ମେଡ଼ିକାଲ ପରିସରରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିଲା। ଫଳରେ ପୁର୍ତ୍ତିଗନ୍ଧମୟ ପରିବେଶରେ ରୋଗୀମାନେ ନାହି ଥିବା ଅସୁବିଧାରେ ସମ୍ମୁଖିନ ହେଉଥିଲେ। ସଫେଇ କର୍ମଚାରୀଙ୍କୁ ସମର୍ଥନ ଜଣାଇ ଭଞ୍ଜ ସେନା ଧାରଣା ଦେଇଥିଲା। ଏହାପରେ ପିଆରଏମ ମେଡିକାଲର ଅଧୀକ୍ଷକ ଓ ବାରିପଦା ଟାଉନ ଥାନାଧିକାରୀ ଉପସ୍ଥିତ ରହି ଆନ୍ଦୋଳଙ୍କାରୀଙ୍କୁ ବୁଝାସୁଝା କରିଥିଲେ। ମେଡିକାଲ ପରିସରକୁ ସଫେଇ କରିବାକୁ ଟେଣ୍ଡର ନେଇଥିବା ଠିକା ସଂସ୍ଥାକୁ କଳାତାଲିକାଭୂକ୍ତ କରିବାକୁ ପ୍ରତିଶୃତି ଦେବା ପରେ ସଫେଇ କର୍ମଚାରୀମାନେ ସଫେଇ କାର୍ଯ୍ୟରେ ଯୋଗ ଦେଇଥିଲେ। ମେଡିକାଲ ପରିସରକୁ ସଫାସୁତୁରା ରଖିବା ପାଇଁ ଠିକା ନେଇଥିବା ସଂସ୍ଥା ଏହି ସଫେଇ କର୍ମଚାରୀମାନଙ୍କୁ ଠିକ୍ ସମୟରେ ଏବଂ ପରିଶ୍ରମ ଅନୁସାରେ ଦରମା ଦେଉ ନଥିବା ଅଭିଯୋଗ ହୋଇଥିଲା। ମେଡିକାଲ କର୍ତ୍ତୃପକ୍ଷଙ୍କ ବାହୁଛାୟା ତଳେ ରହି ସୁମିତି ସିକୁରୀଟି ସଂସ୍ଥା ଗରିବ ଖଟିଖିଆ ସଫେଇ କର୍ମଚାରୀମାନଙ୍କୁ ଲୁଟ କରୁଥିଲା ବୋଲି ଭଞ୍ଜ ସେନା ପକ୍ଷରୁ କୁହାଯାଇଥିଲା। ସେଥିପାଇଁ ମେଡିକାଲ ଅଧୀକ୍ଷକ ସୁମିତ ସିକୁରୀଟି ସଂସ୍ଥା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେବାପରେ ସଫେଇ କର୍ମଚାରୀମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିବା ଜଣାପଡ଼ିଛି।

Mo sapath

Leave A Reply

Your email address will not be published.