Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଟ୍ରେନ ଲାଇନରେ ଶୋଇଥିବା ବେଳେ ଟ୍ରେନ ଚଢ଼ିଗଲା….

ଜଣେ ଯୁବକଙ୍କ କଟିଲା ଦୁଇ ଗୋଡ଼..

0

ବାରିପଦା, ନିରପେକ୍ଷ ଖବର:ଟ୍ରେନ ଲାଇନରେ ଶୋଇଥିବା ବେଳେ ଚଢ଼ିଗଲା ଟ୍ରେନ। ଫଳରେ ଜଣେ ଲୋକକୁ ଦୁଇଟି ଗୋଡ଼ ହରାଇବାକୁ ପଡିଛି। ଭଂଜପୁର ଷ୍ଟେସନରୁ ବାଲେଶ୍ବର ଏକ ପାସେଞ୍ଜର ଟ୍ରେନ ଯାଉଥିବା ବେଳେ ବାଘଡା ରୋଡ଼ ମଝିରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ ଡ୍ରାଇଭର ଆଖୀ ସାମ୍ନାରେ ଏହି ଦୁର୍ଘଟଣା ଘଟିଥିବାରୁ ଡ୍ରାଇଭର ଟ୍ରେନଟିକୁ ଅଟକାଇ ଆହତ ଯୁବକଙ୍କୁ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରିଥିଲେ।ଡ୍ରାଇଭରଙ୍କ ଏଭଳି ମାନବିକତା ପାଇଁ ସମସ୍ତେ ତାଙ୍କୁ ଧନ୍ୟବାଦ ଦେଉଛନ୍ତି। ମଙ୍ଗଳବାର ରାତି ୩.୧୫ ମିନିଟି ସମୟରେ ଭଂଜପୁରରୁ ବାଲେଶ୍ୱର ଯାଉଥିଲା ଟ୍ରେନ। ଏହି ସମୟରେ ଟ୍ରେନ ତଳେ ପଡିଯାଇ ଥିଲେ ଜଣେ ବ୍ଯକ୍ତି ତାଙ୍କର ଦୁଇଟି ଗୋଡ଼ କଟି ଜିିବାରୁ ସବୁଦିନ ପାଇଁ ପଙ୍ଗୁ ହୋଇଯାଇଛନ୍ତି। ଗୁରୁତର ବ୍ଯକ୍ତି ଜଣକ ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନଥାନା ଅଧୀନ ଭୁଗୁଡ଼ାକଟା ଅଞ୍ଚଳର ଚିତ୍ତରଞ୍ଜନ ହାତୀ ବୋଲି ଜଣାପଡିଛି। ତେବେ ଟ୍ରେନ୍ ବାରିପଦା ପହଞ୍ଚିବା ପୂର୍ବରୁ ବାଘଡ଼ା ରୋଡ ନିକଟସ୍ଥ ଏହି ଦୁର୍ଘଟଣା ଘଟିଥିଲେ। ଫଳରେ ଟ୍ରେନ୍ ଚକା ତଳେ ତାଙ୍କର ଦୁଇ ଗୋଡ ରହିଯାଇଥିଲା। ଗୁରୁତର ଅବସ୍ଥାରେ ବ୍ଯକ୍ତି ଜଣକୁ ଉଦ୍ଧାର କରି ଚିକିତ୍ସା ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Mo sapath

Leave A Reply

Your email address will not be published.