ସାମାଜିକ ଭୁବନେଶ୍ୱରରେ KGF ମେଗା କନକ୍ଲେଭ Debabrat Mohanty Mar 28, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୮/୦୩: କଳିଙ୍ଗ ଗୌରବ ଫାଉଣ୍ଡେସନ୍ (KGF) ପକ୍ଷରୁ ଆସନ୍ତା ମାର୍ଚ୍ଚ ୩୦ ତାରିଖରେ “ବିକଶିତ ଭାରତ ଗଠନରେ ମହିଳାଙ୍କ ଭୂମିକା” ବିଷୟରେ ଏକ ମେଗା କନକ୍ଲେଭ୍ ଆୟୋଜିତ ହେବ। କଳିଙ୍ଗ ଗୌରବ ପୁରସ୍କାର ଟ୍ରଷ୍ଟ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଏହି… Read More...
ସାମାଜିକ ବିଶ୍ୱ ଜଳଦିବସରେ ଭୁବନେଶ୍ୱରରେ ମହା ସେବା Debabrat Mohanty Mar 22, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୨ ମାର୍ଚ୍ଚ: ବିଶ୍ୱ ଜଳଦିବସ ଅବସରରେ ସାମାଜିକ ସଂଗଠନ ଜନମଙ୍ଗଳ ପରିଷଦ ପକ୍ଷରୁ ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ଏକ ଜଳଦାନ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପଥଚାରୀମାନଙ୍କୁ ନିୟମିତ ଭାବେ ସ୍ୱଚ୍ଛ ପାନୀୟ ଜଳ… Read More...
ସାମାଜିକ LPG ସମସ୍ୟାକୁ ମୁକାବିଲା ପାଇଁ ସିଟି ଗ୍ୟାସ୍ ଭିତ୍ତିଭୂମି ତ୍ୱରାନ୍ୱିତ Debabrat Mohanty Mar 18, 2026 0 ଭୁବନେଶ୍ୱର, ୧୭ ମାର୍ଚ୍ଚ (ନିରପେକ୍ଷ ଖବର): ବିଶ୍ୱ ଇନ୍ଧନ ବଜାରର ଅସ୍ଥିରତା ଓ ଏଲ୍ପିଜି ଯୋଗାଣ ସମସ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ରାଜ୍ୟରେ ସିଟି ଗ୍ୟାସ୍ ବିତରଣ (CGD) ଭିତ୍ତିଭୂମିକୁ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଲୋକସେବା ଭବନରେ ମୁଖ୍ୟ ଶାସନସଚିବ ଅନୁ… Read More...
ସାମାଜିକ ବ୍ଲୁ ଇକୋନୋମି ସମିଟ୍–୨୦୨୬ରେ ଓଡ଼ିଶାର ବଡ଼ ଘୋଷଣା Debabrat Mohanty Mar 15, 2026 0 ଭୁବନେଶ୍ୱର, ନିରପେକ୍ଷ ଖବର, ତା ୧୫/୦୩ ଗ୍ଲୋବାଲ୍ ବ୍ଲୁ ଇକୋନୋମି ସମିଟ୍–୨୦୨୬ ଅବସରରେ ଓଡ଼ିଶା ସରକାର ନୀଳ ଅର୍ଥନୀତିର ଉନ୍ନୟନ ପାଇଁ ଏକ ଦୂରଦୃଷ୍ଟିମୟ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ରାଜ୍ୟର ସ୍ଥାୟୀ ସାମୁଦ୍ରିକ ଅଭିବୃଦ୍ଧି, ନବସୃଜନ ଓ ଉପକୂଳ ଅଞ୍ଚଳର ସମୃଦ୍ଧିକୁ ତ୍ୱରାନ୍ୱିତ କରିବା… Read More...
ସାମାଜିକ ଡିଜିଟାଲ୍ ଦୁନିଆରେ ଶିଶୁ ଅସୁରକ୍ଷିତ? Debabrat Mohanty Mar 14, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୫/୦୩ ଓଡ଼ିଶା ପୋଲିସ୍ ଓ ୟୁନିସେଫ୍ (UNICEF) ର ମିଳିତ ସହଯୋଗରେ ଶନିବାର ଭୁବନେଶ୍ୱରସ୍ଥିତ ପୋଲିସ୍ ଭବନରେ ‘ଜୁଭେନଟିକା – ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଡିଜିଟାଲ୍ ଦୁନିଆରେ ଶିଶୁମାନେ ସମ୍ମୁଖୀନ… Read More...
ସାମାଜିକ ରିଲାଏନ୍ସ ଗ୍ରୁପ୍କୁ ବଡ଼ ଝଟକା! ED ଜବତ କଲା ୫୮୧ କୋଟିର ସମ୍ପତ୍ତି Debabrat Mohanty Mar 14, 2026 0 ନୂଆଦିଲ୍ଲୀ,ନିରପେକ୍ଷ ଖବର: ତା:୧୪/୦୩ ଅନୀଲ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଗ୍ରୁପ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ବଡ଼ ଝଟକା ଲାଗିଛି। ମନି ଲଣ୍ଡରିଂ ମାମଲାରେ ଇଡି ପକ୍ଷରୁ ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍ (RHFL) ଏବଂ ରିଲାଏନ୍ସ କମର୍ସିଆଲ୍ ଫାଇନାନ୍ସ… Read More...
ସାମାଜିକ ଭୁବନେଶ୍ୱରରେ ବଡ଼ Cyber Fraud ଖୋଲାସା! ୨.୩୫ କୋଟି ଟଙ୍କା ଟ୍ରାନ୍ସାକ୍ସନ୍, ୨ ଗିରଫ Debabrat Mohanty Mar 13, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୩/୦୩ ଭୁବନେଶ୍ୱରରେ ସାଇବର ଠକେଇ ଚକ୍ର ଉପରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। “ସାଇବର କବଚ୍” ଅଭିଯାନ ଅଧୀନରେ ନୟାପଲ୍ଲୀ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ତଦନ୍ତ ସମୟରେ ପାରସ କର ନାମକ ବ୍ୟକ୍ତିଙ୍କ ଆକ୍ସିସ୍ ବ୍ୟାଙ୍କ ଆକାଉଣ୍ଟରେ ଦେଶର… Read More...
ସାମାଜିକ ରୋଟାରୀ କ୍ଲବ୍ ଭୁବନେଶ୍ବର ଆଞ୍ଜେଲା ପକ୍ଷରୁ ମହିଳା ଦିବସ Debabrat Mohanty Mar 13, 2026 0 ଭୁବନେଶ୍ବର,ନିରପେକ୍ଷ ଖବର: ତା ୧୩/୦୩ - ରୋଟାରୀ କ୍ଲବ୍ ଭୁବନେଶ୍ବର ଆଞ୍ଜେଲା ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ହେିଇଯାଇଛି। ଏହି ଅବସରରେ ନାରୀ ସଶକ୍ତିକରଣ ଉପରେ ଗୁରୁତ୍ବ ଦିଆଯିବା ସହ ମହିଳାମାନେ ସମାଜରେ ନିଜକୁ ସୁରକ୍ଷିତ ରଖି ଆଗକୁ… Read More...
Uncategorized ଭୁବନେଶ୍ୱରରେ ଅସ୍ତ୍ର ସହ ୨ ଯୁବକ ଗିରଫ | NH-316 ବାଇପାସରେ ଛିନତାଇ ପ୍ଲାନ୍! Debabrat Mohanty Mar 13, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୨/୦୩ ଭୁବନେଶ୍ୱରରେ ଅସ୍ତ୍ର ସହ ଦୁଇ ଅଭିଯୁକ୍ତଙ୍କୁ ଧରିଲା ପୋଲିସ। ଧୌଳି ଥାନା ଅଧୀନ ଶିଶୁପାଳଗଡ଼ ଗେଟ୍ ନିକଟରେ ପାଟ୍ରୋଲିଂ ସମୟରେ ପୋଲିସ ସନ୍ଦେହଜନକ ଭାବେ ଘୁରୁଥିବା ଦୁଇଜଣଙ୍କୁ କାବୁ କରିଥିଲା। ଧରାପଡ଼ିଥିବା ଅଭିଯୁକ୍ତମାନେ ହେଲେ ସୁଭମ ଚନ୍ଦ୍ର ନାୟକ… Read More...
ରାଜନୀତି ଭୁବନେଶ୍ୱରରେ ଆଇଏଏସ୍ ସ୍ତରରେ ବଡ଼ ଅଦଳବଦଳ Nirapakhya Khabar Mar 12, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୨/୦୩ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ୨୦୧୨ ବ୍ୟାଚ୍ ଆଇଏଏସ୍ ମନୀଷ କୁମାର ଅଗ୍ରୱାଲଙ୍କୁ ରାଜ୍ୟ ସମବାୟ ସୋସାଇଟି… Read More...
ସାମାଜିକ ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ :ଅଲ୍ ଓଡ଼ିଶା କଣ୍ଟ୍ରାକ୍ଟର୍ସ ୱେଲଫେୟାର ଆସୋସିଏସନ୍ Debabrat Mohanty Mar 9, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୯/୦୩/୨୭ ରାଜ୍ୟ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ Prithviraj Harichandanଙ୍କ ସହ ସଫଳ ଆଲୋଚନା ପରେ ଅଲ୍ ଓଡ଼ିଶା କଣ୍ଟ୍ରାକ୍ଟର୍ସ ୱେଲଫେୟାର ଆସୋସିଏସନ୍ (AOCWA) ତାଙ୍କର ୧୪ ଦିନିଆ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି। ପ୍ରାୟ ୭୦ ହଜାର… Read More...
ସାମାଜିକ ଜଟିଳ ଲିଭର ରୋଗୀଙ୍କ ପାଇଁ ଭଗବାନଙ୍କ ଆଶୀର୍ବାଦ ପାଲଟିଛି ମଣିପାଲ୍ ହସ୍ପିଟାଲ Debabrat Mohanty Feb 24, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୪/୦୨ ମଣିପାଲ ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ଏକ ପ୍ରେସ୍ ମିଟ୍ ଆୟୋଜିତ ହୋଇଥିଲା, ଯେଉଁଥିରେ ବର୍ଷାଧିକ କ୍ଲିନିକାଲ୍ ଅନୁଭବ ଓ ଦକ୍ଷତା ଆଧାରିତ ଲିଭର ପ୍ରତ୍ୟାରୋପଣ କ୍ଷେତ୍ରରେ ହସ୍ପିଟାଲର ସ୍ଥାନକୁ ପୁନଃ ଉଲ୍ଲେଖ କରାଯାଇଥିଲା। ଏହି ସମ୍ମିଳନୀରେ… Read More...
ସାମାଜିକ ଯୁଗଶ୍ରୀ ଯୁଗନାରୀ’ ବାର୍ଷିକ ସାରସ୍ୱତ ଓ ସମ୍ବର୍ଦ୍ଧନା ସମାରୋହ-୨୦୨୬ ଅନୁଷ୍ଠିତ Debabrat Mohanty Feb 14, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୨.୨ : ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ୱତ ଓ ସମ୍ବର୍ଦ୍ଧନା ସମାରୋହ-୨୦୨୬ ଓଡ଼ିଶା ସରକାରଙ୍କ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ପତ୍ରିକାର ସମ୍ପାଦିକା ମମତା ମହାପାତ୍ରଙ୍କ… Read More...
ସାମାଜିକ ଡିଜିଟାଲ ମିଡ଼ିଆ ଏଡିଟର ଏବଂ ଓନରସ ଆସୋସିଏସନ ର କାର୍ଯ୍ୟକାରିଣୀ ବୈଠକ Debabrat Mohanty Feb 8, 2026 0 ଭୁବନେଶ୍ୱର, ନିରପେକ୍ଷ ଖବର: ତା ୦୮/୦୨ ଆଜି ଏଡିଟର ଏବଂ ଓନରସ ଆସୋସିଏସନ ଡିଜିଟାଲ ମେଡ଼ିଆ ର ପ୍ରାରମ୍ଭିକ ପର୍ଯ୍ୟାୟରେ ଆସୋସିଏସନ ର ଲୋଗୋ ଉନ୍ମୋଚନ ହୋଇ ଯାଇଅଛି। ଭୁବନେଶ୍ୱର ର ଏକ ଘରୋଇ ହୋଟେଲ ଠାରେ।ଏହି ଅବସରରେ ବରିଷ୍ଠ ସାମ୍ବାଦିକ ସାରଦା ପ୍ରସାଦ କର, ଆଇନଜୀବି ତଥା ଆସୋସିଏସନ ର ଲିଗାଲ… Read More...
ସାମାଜିକ ୟୁରୋକିଡ୍ସ ଆଇଆରସି ଭିଲେଜ୍, ନୟାପଲ୍ଲୀ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ Debabrat Mohanty Jan 25, 2026 0 ଭୁବନେଶ୍ୱର ,ନିରପେକ୍ଷ ଖବର:ତା ୨୫/୦୧ ୟୁରୋକିଡ୍ସ ଆଇଆରସି ଭିଲେଜ୍, ନୟାପଲ୍ଲୀ ସ୍କୁଲ ସ୍ଥାନୀୟ ସ୍ବସ୍ତି ଗ୍ରାଣ୍ଡ ଠାରେ ତାର ପ୍ରଥମ ବାର୍ଷିକ ଉତ୍ସବ ଆୟୋଜନ କରି ଶିଶୁ ଶିକ୍ଷାର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଷ୍ଟୋନ୍କୁ ଚିହ୍ନଟ କରିଥିଲା। ଦୀପ ପ୍ରଜ୍ୱଳନ ସହ… Read More...
ରାଜନୀତି ପଚାରିଲେ ଚାଷୀ, ଉତ୍ତର ରଖିଲେ ମନ୍ତ୍ରୀ Debabrat Mohanty Jan 23, 2026 0 ଭୁବନେଶ୍ଵର,ନିରପେକ୍ଷ ଖବର:ତା ୨୩/୦୧/୨୬ ମତ୍ସ୍ୟ ଚାଷୀ ଓ ପ୍ରାଣିପାଳକଙ୍କ ସମୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ । ତୃଣମୂଳ ସ୍ତରରେ ସେବା ପହଞ୍ଚିବାରେ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଲେ ତୁରନ୍ତ ତାଙ୍କୁ ଜଣାଇବା ପାଇଁ ମାନ୍ୟବର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ… Read More...
ରାଜନୀତି ଆକର୍ଷଣ ବଢାଉଛି ଜୀବନ୍ତ ମତ୍ସ୍ୟ Debabrat Mohanty Jan 23, 2026 0 ଭୁବନେଶ୍ଵର,ନିରପେକ୍ଷ ଖବର ତା: ୨୩/୦୧/୨୬ ଜନତା ମୈଦାନରେ ଆୟୋଜିତ ତିନି ଦିନିଆ ମତ୍ସ୍ୟ ପ୍ରାଣୀ ସମାବେଶରେ ସ୍ଥାନ ପାଇଥିବା ଜୀବନ୍ତ ମତ୍ସ୍ୟ ପ୍ରଦର୍ଶନୀରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି । ଆଧୁନିକ ତଥା ଉନ୍ନତ ପ୍ରଣାଳୀର ମାଛଚାଷ ପ୍ରତି ଚାଷୀଙ୍କ ଆଗ୍ରହ ସୃଷ୍ଟି ପାଇଁ ଏଠାରେ ମାଛ,… Read More...
ରାଜନୀତି ଆକର୍ଷଣର କେନ୍ଦ୍ର ପାଲଟିଛି ବିଶ୍ବର କ୍ଷୁଦ୍ରତମ ଗାଈ- ପୁଙ୍ଗାନୁର Debabrat Mohanty Jan 23, 2026 0 ଭୁବନେଶ୍ବର,ନିରପେକ୍ଷ ଖବର:ତା:୨୩/୦୧/୨୬ ଯଦି ଆପଣଙ୍କୁ କୁହାଯାଏ ଯେ ଏକ ଗୋ ପ୍ରଜାତି ଯାହାର ଶରୀର କ୍ଷୁଦ୍ରତମ କିନ୍ତୁ ଏହାର କ୍ଷୀରର ସ୍ବାଦ କ୍ରିମ୍ ଠାରୁ ବି ଅଧିକ ମିଠା, ଆପଣ ବିଶ୍ବାସ କରିବେ ? କିନ୍ତୁ ଏହା ସତ । ଆମ ଭାରତରେ ହିଁ ରହିଛି ଏଭଳି ପ୍ରଜାତି । ଆନ୍ଧ୍ରପ୍ରଦେଶ ଡେକାନ… Read More...
ସାମାଜିକ ବି.ଜେ.ଇ.ଏମ୍. ସ୍କୁଲରେ ବାର୍ଷିକ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ Debabrat Mohanty Jan 22, 2026 0 ଭୁବନେଶ୍ଵର,ନିରପେକ୍ଷ ଖବର :ତା: ୨୦/୦୧: ରାଜଧାନୀ ଭୁବନେଶ୍ଵରର ସ୍ୱନାମଧନ୍ୟ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ବିଭିନ୍ନ ବିଷୟ ଉପରେ ଆଧାରିତ ପ୍ରକଳ୍ପ ପ୍ରଦର୍ଶନୀ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର… Read More...
ସାମାଜିକ ରାଜ୍ୟର ସମସ୍ତ ଜିଲ୍ଲାରେ ଧାନ ସଂଗ୍ରହ ତ୍ୱରାନ୍ୱିତ Debabrat Mohanty Jan 22, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର:ତା.୨୨/୦୧/୨୬ ଚଳିତ ଖରିଫ ଋତୁରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ତ୍ୱରିତ ଭାବେ ଜାରି ରହିଛି । ଆଜି ସୁଦ୍ଧା, ରାଜ୍ୟର ୬ ଲକ୍ଷ ୯୩ ହଜାର ୯୭ ଜଣ ଚାଷୀଙ୍କଠାରୁ ୩୦ ଲକ୍ଷ ୪୯ ହଜାର ୫୬୦ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି। ଏହି… Read More...