
Sign in
Sign in
Recover your password.
A password will be e-mailed to you.
Breaking News/ମୁଖ୍ୟ ଖବର:
ଗ୍ରାମାଞ୍ଚଳ ଛାତ୍ରୀଙ୍କୁ ବିଜ୍ଞାନ ଓ ବୈଷୟିକ ଶିକ୍ଷାରେ ସଶକ୍ତ କରିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱଡ୍ରୋନ୍ ନିରୀକ୍ଷଣରେ ଅଗ୍ରଣୀ ପୂର୍ବତଟ ରେଳପଥଦେଶୀୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଲେ ରାଜ୍ୟପାଳଓଡ଼ିଆ ଘରର ମହିଳାଙ୍କ ପ୍ରତିଭାକୁ ମିଳିବ ନୂଆ ପରିଚୟ, ଜୀ-ସାର୍ଥକରେ ଆସୁଛି ‘ଗୃହଲକ୍ଷ୍ମୀ’ସ୍ୱଚ୍ଛତା ଅଭିଯାନ ସହ ଯାତ୍ରୀଙ୍କ ସହ ଜନସମ୍ବାଦ ଜାରି ରଖିଛି ପୂର୍ବତଟ ରେଳପଥବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ କିଟ୍-କିସ୍ର ୩୪ ଅଧ୍ୟାପକଅପରାଧୀଙ୍କୁ ଧରିବାକୁ ପୁଲିସର ନୂଆ ପ୍ରସ୍ତୁତିଗୋପବନ୍ଧୁଙ୍କ ଆଦର୍ଶରେ ଗଢ଼ିବ ସମୃଦ୍ଧ ଓଡ଼ିଶା!କିଟ୍ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପ୍ରୟାସ: ପବ୍ଲିକ ସର୍ଭିସ୍ ଆଶାୟୀଙ୍କୁ କୋଚିଂ ସୁବିଧାସ୍ୱାସ୍ଥ୍ୟ ଉପକରଣ କ୍ରୟରେ ବାହ୍ୟ ହସ୍ତକ୍ଷେପକୁ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗର କଡ଼ା ନିର୍ଦ୍ଦେଶକିଟ୍ର ୨୨ତମ ବାର୍ଷିକ ସମାବର୍ତ୍ତନ ଉଦ୍ଯାପିତସମାଜସେବୀ କାବ୍ୟା ପ୍ରିୟା ଧଳଙ୍କୁ ପିଏଚ୍ଡି ଡିଗ୍ରୀକିଟ୍ ଓ କିସ୍ର କାର୍ଯ୍ୟକୁ ଭୁଟାନ ପ୍ରତିନିଧିମଣ୍ଡଳୀଙ୍କ ପ୍ରଶଂସାସୁପୋଷିତ ଓଡ଼ିଶା ଗଠନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀମୟୂରଭଞ୍ଜ ବାଉଁଶ ଚାଷକୁ ‘ପ୍ରମାଣ’ ସାର୍ଟିଫିକେଟ୍ସଂଶୋଧିତ ଏମଏମଡିଆର ଆଇନ ଓଡ଼ିଶାର ସ୍ୱାର୍ଥରେ: ଡା. ସମ୍ବିତ ପାତ୍ରଖଣ୍ଡଗିରି-ଉଦୟଗିରିରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ର ଶୁଭାରମ୍ଭପଦବୀଠାରୁ ବଡ଼ ମାଟିର ଡାକ: ନିଜ ଅଞ୍ଚଳ ପାଇଁ କାବ୍ୟାପ୍ରିୟାଙ୍କ ପ୍ରୟାସଓଡ଼ିଶାରେ ପାଳିତ ହେଲା ବିଶ୍ୱ ପର୍ଯ୍ୟଟନ ଦିବସ ୨୦୨୬ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ: ମନମୋହନ ସାମଲ

Yearly Archives
2026
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୯/୦୪: ଓଡ଼ିଶା ବିଧାନସଭାର ଆସନ୍ତା ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ବୁଧବାର ଲୋକଭବନରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ଭେଟିଥିଲେ।
ଏହି ସାକ୍ଷାତକାରରେ ଏପ୍ରିଲ ୩୦ରେ ଅନୁଷ୍ଠିତ ହେବାକୁ ଥିବା…
ରବୀନ୍ଦ୍ର ମଣ୍ଡପରେ ପାଳିତ ହେଲା ବିଶ୍ୱ ନୃତ୍ୟ ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବାଚସ୍ପତି ସୁରମା ପାଢ଼ୀ
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୯/୦୪ ରାଜଧାନୀର ରବୀନ୍ଦ୍ର ମଣ୍ଡପରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ “ବିଶ୍ୱ ନୃତ୍ୟ ଦିବସ” କାର୍ଯ୍ୟକ୍ରମ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି।
ଏହି ଅବସରରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି…
ଶ୍ରେଷ୍ଠତା ଓ ନବସୃଜନ କ୍ଷେତ୍ରରେ ଓଡ଼ିଶାକୁ ଦୁଇଟି ସମ୍ମାନଜନକ ପୁରସ୍କାର
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୯/୦୪ ଜୟପୁରରେ ଆୟୋଜିତ ପ୍ରତିଷ୍ଠିତ ‘ଗ୍ରେଟ୍ ଇଣ୍ଡିଆନ୍ ଟ୍ରାଭେଲ୍ ବାଜାର’ (GITB)-ରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦୁଇଟି ସମ୍ମାନଜନକ ପୁରସ୍କାର ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛି। ପର୍ଯ୍ୟଟନ ଉନ୍ନୟନ, ନବସୃଜନ ଏବଂ ପ୍ରଚାର ପ୍ରସାର କ୍ଷେତ୍ରରେ ରାଜ୍ୟର…
ରାଜ୍ୟସ୍ତରୀୟ ପୋଲିସ ସନ୍ତରଣ ଓ କ୍ରସ୍ କଣ୍ଟ୍ରି ଚାମ୍ପିୟନସିପ୍-୨୦୨୬
ସମ୍ବଲପୁର,ନିରପେକ୍ଷ ଖବର:ତା ୩୦/୦୪: ସମ୍ବଲପୁର ପୋଲିସ ପକ୍ଷରୁ ଆୟୋଜିତ ୩ୟ ରାଜ୍ୟସ୍ତରୀୟ ପୋଲିସ ସନ୍ତରଣ ଏବଂ କ୍ରସ୍ କଣ୍ଟ୍ରି ଚାମ୍ପିୟନସିପ୍-୨୦୨୬ ଆଜି ଆଡ଼ମ୍ବରପୂର୍ଣ୍ଣ ଭାବେ ଉଦଯାପିତ ହୋଇଯାଇଛି। ଉଦଯାପନୀ ସମାରୋହରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଶ୍ରୀ ଯୋଗେଶ ବାହାଦୁର…
ପଣ୍ଡିତ ଦିନଦୟାଲ ଉପାଧ୍ୟୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬: ମେ’ ୧ରୁ ରାଜ୍ୟର ୩୭ ଜିଲ୍ଲାରେ ଆରମ୍ଭ ହେବ
ଭୁବନେଶ୍ୱର,ନିରପେକ୍ଷ ଖବର: ତା /୨୯/୦୪: ପଣ୍ଡିତ ଦିନଦୟାଲ ଉପାଧ୍ୟୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬ ଅନ୍ତର୍ଗତ ରାଜ୍ୟରେ ଦଳୀୟ କାର୍ଯ୍ୟକର୍ତାମାନଙ୍କୁ ସୁସଂଗଠିତ ଓ ଗୁଣାତ୍ମକ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ମେ’ ୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ୩୭ଟି ସାଂଗଠନିକ ଜିଲ୍ଲାରେ…
୭୧ତମ Doctorate! ଇତିହାସ ରଚିଲେ ସାମନ୍ତ
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୩/୦୪: ପ୍ରଖ୍ୟାତ ଶିକ୍ଷାବିତ୍ ଓ ସମାଜସେବୀ, କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କର୍ଣ୍ଣାଟକ ୟୁନିଭର୍ସିଟି, ଧାରୱାଡ୍ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟର ୭୫ତମ ସମାବର୍ତ୍ତନ ଉତ୍ସବରେ ଆଜି ଏହି…
ସରକାର ବଦଳିଲା, ବଦଳିଲା ନାହିଁ ଢାଞ୍ଚା
ଭୁବନେଶ୍ୱର, ନିରପେକ୍ଷ ଖବର: ତା,୧୭/୦୪ :
ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିଲେ ମଧ୍ୟ ପ୍ରଶାସନିକ ଢାଞ୍ଚାରେ କୌଣସି ପରିବର୍ତ୍ତନ ଦେଖାଯାଇନାହିଁ। ୨୪ ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାର ପରେ ବିଜେପି ନେତୃତ୍ୱରେ ନୂତନ ସରକାର କ୍ଷମତାରେ ଆସିଥିବା ସତ୍ତ୍ୱେ, ପ୍ରଶାସନରେ ପୁରୁଣା…
ନିର୍ବାଚନ ପାଇଁ AAP ର ପ୍ରସ୍ତୁତି ବୈଠକ
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୮/୦୩
ରାଜ୍ୟରେ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଆମ୍ ଆଦ୍ମୀ ପାର୍ଟି ପକ୍ଷରୁ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀରେ ଦଳୀୟ ପଦାଧିକାରୀମାନଙ୍କର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।
ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ରଙ୍କ…
ଭୁବନେଶ୍ୱରରେ KGF ମେଗା କନକ୍ଲେଭ
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୮/୦୩: କଳିଙ୍ଗ ଗୌରବ ଫାଉଣ୍ଡେସନ୍ (KGF) ପକ୍ଷରୁ ଆସନ୍ତା ମାର୍ଚ୍ଚ ୩୦ ତାରିଖରେ “ବିକଶିତ ଭାରତ ଗଠନରେ ମହିଳାଙ୍କ ଭୂମିକା” ବିଷୟରେ ଏକ ମେଗା କନକ୍ଲେଭ୍ ଆୟୋଜିତ ହେବ। କଳିଙ୍ଗ ଗୌରବ ପୁରସ୍କାର ଟ୍ରଷ୍ଟ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି।
ଏହି…
ଇତିହାସ ରଚିଲେ ମୋଦି
ଭୁବନେଶ୍ୱର,ନିରପେକ୍ଷ ଖବର ,୨୪ ମାର୍ଚ୍ଚ:
ଭାରତୀୟ ରାଜନୀତିରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଦେଶର ସର୍ବାଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ଶାସନ ମୁଖ୍ୟ ଭାବେ କାର୍ଯ୍ୟ କରି ଏକ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି। ଗୁଜୁରାଟର ମୁଖ୍ୟମନ୍ତ୍ରୀ…
ବିଶ୍ୱ ଜଳଦିବସରେ ଭୁବନେଶ୍ୱରରେ ମହା ସେବା
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୨ ମାର୍ଚ୍ଚ: ବିଶ୍ୱ ଜଳଦିବସ ଅବସରରେ ସାମାଜିକ ସଂଗଠନ ଜନମଙ୍ଗଳ ପରିଷଦ ପକ୍ଷରୁ ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ଏକ ଜଳଦାନ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପଥଚାରୀମାନଙ୍କୁ ନିୟମିତ ଭାବେ ସ୍ୱଚ୍ଛ ପାନୀୟ ଜଳ…
LPG ସମସ୍ୟାକୁ ମୁକାବିଲା ପାଇଁ ସିଟି ଗ୍ୟାସ୍ ଭିତ୍ତିଭୂମି ତ୍ୱରାନ୍ୱିତ
ଭୁବନେଶ୍ୱର, ୧୭ ମାର୍ଚ୍ଚ (ନିରପେକ୍ଷ ଖବର): ବିଶ୍ୱ ଇନ୍ଧନ ବଜାରର ଅସ୍ଥିରତା ଓ ଏଲ୍ପିଜି ଯୋଗାଣ ସମସ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ରାଜ୍ୟରେ ସିଟି ଗ୍ୟାସ୍ ବିତରଣ (CGD) ଭିତ୍ତିଭୂମିକୁ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଲୋକସେବା ଭବନରେ ମୁଖ୍ୟ ଶାସନସଚିବ ଅନୁ…
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବଡ଼ ସଫଳତା
ଭୁବନେଶ୍ୱର, ୧୭ ମାର୍ଚ୍ଚ (ନିରପେକ୍ଷ ଖବର):
ବିହାରରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନିତିନ ନବୀନଙ୍କୁ ଓଡ଼ିଶା ବିଜେପି ପକ୍ଷରୁ ଅଭିନନ୍ଦନ ଜଣାଯାଇଛି। ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ…
ବ୍ଲୁ ଇକୋନୋମି ସମିଟ୍–୨୦୨୬ରେ ଓଡ଼ିଶାର ବଡ଼ ଘୋଷଣା
ଭୁବନେଶ୍ୱର, ନିରପେକ୍ଷ ଖବର, ତା ୧୫/୦୩ ଗ୍ଲୋବାଲ୍ ବ୍ଲୁ ଇକୋନୋମି ସମିଟ୍–୨୦୨୬ ଅବସରରେ ଓଡ଼ିଶା ସରକାର ନୀଳ ଅର୍ଥନୀତିର ଉନ୍ନୟନ ପାଇଁ ଏକ ଦୂରଦୃଷ୍ଟିମୟ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ରାଜ୍ୟର ସ୍ଥାୟୀ ସାମୁଦ୍ରିକ ଅଭିବୃଦ୍ଧି, ନବସୃଜନ ଓ ଉପକୂଳ ଅଞ୍ଚଳର ସମୃଦ୍ଧିକୁ ତ୍ୱରାନ୍ୱିତ କରିବା…
VTP ମଡେଲ ରଦ୍ଦ କରି ସିଧାସଳଖ ସରକାରୀ ନିଯୁକ୍ତି ଦାବି କଲେ ବୃତ୍ତିଗତ ପ୍ରଶିକ୍ଷକ
ଭୁବନେଶ୍ୱର, ତା. ୧୫/୦୩ (ନିରପେକ୍ଷ ଖବର): ଓଡ଼ିଶାର ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ବୃତ୍ତିଗତ ପ୍ରଶିକ୍ଷକମାନେ (Vocational Trainers) ବର୍ତ୍ତମାନ ଚାଲୁଥିବା Vocational Training Provider (VTP) ପ୍ରଣାଳୀକୁ ତୁରନ୍ତ ରଦ୍ଦ କରି ସିଧାସଳଖ ସରକାରୀ…
୧୨ ରାଶିର ବଡ଼ ଭବିଷ୍ୟବାଣୀ
ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୫/୦୩ ନୂତନ ସପ୍ତାହ ଆରମ୍ଭ ସହିତ ଲୋକମାନେ ନିଜ ଭବିଷ୍ୟତ ସମ୍ପର୍କରେ ଜାଣିବାକୁ ଆଗ୍ରହୀ ହୁଅନ୍ତି। ଏହି ସପ୍ତାହରେ କେଉଁ ରାଶି ପାଇଁ ଶୁଭ ଫଳ ରହିଛି ଓ କେଉଁମାନେ ସତର୍କ ରହିବା ଦରକାର—ସେଥିପାଇଁ ଦେଖନ୍ତୁ ୧୨ ଟି ରାଶିର ସାପ୍ତାହିକ ରାଶିଫଳ।
ମେଷ…
ଡିଜିଟାଲ୍ ଦୁନିଆରେ ଶିଶୁ ଅସୁରକ୍ଷିତ?
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୫/୦୩ ଓଡ଼ିଶା ପୋଲିସ୍ ଓ ୟୁନିସେଫ୍ (UNICEF) ର ମିଳିତ ସହଯୋଗରେ ଶନିବାର ଭୁବନେଶ୍ୱରସ୍ଥିତ ପୋଲିସ୍ ଭବନରେ ‘ଜୁଭେନଟିକା – ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।
ଡିଜିଟାଲ୍ ଦୁନିଆରେ ଶିଶୁମାନେ ସମ୍ମୁଖୀନ…
ତୈଳ ବଜାର ହଳଚଳ
ୱାଶିଂଟନ୍,ନିରପେକ୍ଷ ଖବର: ତା ୧୩/୦୩ ବିଶ୍ୱ ତୈଳ ବଜାରରେ ବଢୁଥିବା ଅସ୍ଥିରତା ମଧ୍ୟରେ ତୈଳ ସଙ୍କଟକୁ ରୋକିବା ପାଇଁ ଆମେରିକା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅସ୍ଥାୟୀ ଭାବରେ ଅନ୍ୟ ଦେଶମାନଙ୍କୁ ରୁଷରୁ ଅଶୋଧିତ ତୈଳ କିଣିବାକୁ ଅନୁମତି ଦିଆଯାଇଛି।
ଆମେରିକୀୟ…
ରିଲାଏନ୍ସ ଗ୍ରୁପ୍କୁ ବଡ଼ ଝଟକା! ED ଜବତ କଲା ୫୮୧ କୋଟିର ସମ୍ପତ୍ତି
ନୂଆଦିଲ୍ଲୀ,ନିରପେକ୍ଷ ଖବର: ତା:୧୪/୦୩ ଅନୀଲ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଗ୍ରୁପ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ବଡ଼ ଝଟକା ଲାଗିଛି। ମନି ଲଣ୍ଡରିଂ ମାମଲାରେ ଇଡି ପକ୍ଷରୁ ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍ (RHFL) ଏବଂ ରିଲାଏନ୍ସ କମର୍ସିଆଲ୍ ଫାଇନାନ୍ସ…
ଭୁବନେଶ୍ୱରରେ ବଡ଼ Cyber Fraud ଖୋଲାସା! ୨.୩୫ କୋଟି ଟଙ୍କା ଟ୍ରାନ୍ସାକ୍ସନ୍, ୨ ଗିରଫ
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୩/୦୩ ଭୁବନେଶ୍ୱରରେ ସାଇବର ଠକେଇ ଚକ୍ର ଉପରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। “ସାଇବର କବଚ୍” ଅଭିଯାନ ଅଧୀନରେ ନୟାପଲ୍ଲୀ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ତଦନ୍ତ ସମୟରେ ପାରସ କର ନାମକ ବ୍ୟକ୍ତିଙ୍କ ଆକ୍ସିସ୍ ବ୍ୟାଙ୍କ ଆକାଉଣ୍ଟରେ ଦେଶର…
