
Sign in
Sign in
Recover your password.
A password will be e-mailed to you.
Breaking News/ମୁଖ୍ୟ ଖବର:
ସରକାର ବଦଳିଲା, ବଦଳିଲା ନାହିଁ ଢାଞ୍ଚାନିର୍ବାଚନ ପାଇଁ AAP ର ପ୍ରସ୍ତୁତି ବୈଠକଭୁବନେଶ୍ୱରରେ KGF ମେଗା କନକ୍ଲେଭଇତିହାସ ରଚିଲେ ମୋଦିବିଶ୍ୱ ଜଳଦିବସରେ ଭୁବନେଶ୍ୱରରେ ମହା ସେବାLPG ସମସ୍ୟାକୁ ମୁକାବିଲା ପାଇଁ ସିଟି ଗ୍ୟାସ୍ ଭିତ୍ତିଭୂମି ତ୍ୱରାନ୍ୱିତବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବଡ଼ ସଫଳତାବ୍ଲୁ ଇକୋନୋମି ସମିଟ୍–୨୦୨୬ରେ ଓଡ଼ିଶାର ବଡ଼ ଘୋଷଣାVTP ମଡେଲ ରଦ୍ଦ କରି ସିଧାସଳଖ ସରକାରୀ ନିଯୁକ୍ତି ଦାବି କଲେ ବୃତ୍ତିଗତ ପ୍ରଶିକ୍ଷକ୧୨ ରାଶିର ବଡ଼ ଭବିଷ୍ୟବାଣୀଡିଜିଟାଲ୍ ଦୁନିଆରେ ଶିଶୁ ଅସୁରକ୍ଷିତ?ତୈଳ ବଜାର ହଳଚଳରିଲାଏନ୍ସ ଗ୍ରୁପ୍କୁ ବଡ଼ ଝଟକା! ED ଜବତ କଲା ୫୮୧ କୋଟିର ସମ୍ପତ୍ତିଭୁବନେଶ୍ୱରରେ ବଡ଼ Cyber Fraud ଖୋଲାସା! ୨.୩୫ କୋଟି ଟଙ୍କା ଟ୍ରାନ୍ସାକ୍ସନ୍, ୨ ଗିରଫପୁରୀ ବେଳାଭୂମିରେ “Fit India Carnival” ମାର୍ଚ୍ଚ 21ରୁ 3 ଦିନିଆ ବଡ଼ କାର୍ଯ୍ୟକ୍ରମଟୋକିଓରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ କମାଲ !ପଞ୍ଚସଖା ଶିକ୍ଷା ସେତୁ ବୈଠକ: ୨୩ ଜିଲ୍ଲାରେ ୯ କୋଟି ଟଙ୍କାର ୮୯୬ ପ୍ରକଳ୍ପ ମଞ୍ଜୁରରୋଟାରୀ କ୍ଲବ୍ ଭୁବନେଶ୍ବର ଆଞ୍ଜେଲା ପକ୍ଷରୁ ମହିଳା ଦିବସଭୁବନେଶ୍ୱରରେ ଅସ୍ତ୍ର ସହ ୨ ଯୁବକ ଗିରଫ | NH-316 ବାଇପାସରେ ଛିନତାଇ ପ୍ଲାନ୍!ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଆନ୍ଦୋଳନ ତୀବ୍ରତର ହେବ

Yearly Archives
2021
ଭୁବନେଶ୍ୱର,ନିରପେକ୍ଷ ଖବର: (୨୨/୦୨) ଟେକ୍ସମୋ ପମ୍ପ ପକ୍ଷରୁ ନୂଆ ଏକ ଡିଷ୍ଟ୍ରିବ୍ୟୁଟର ପଏଣ୍ଟ ହରିଓମ୍ ଆଗ୍ରୋଟେକ୍ କୁ ପ୍ରଦାନ କରାଯାଇଛି। ଏହି ଡିଷ୍ଟ୍ରିବ୍ୟୁଟର ପଏଣ୍ଟ ଭୁବନେଶ୍ୱର ଲଷ୍ମୀସାଗର ଅଞ୍ଚଳରେ ଖୋଲା ଯାଇଛି। ଗ୍ରାହକଙ୍କ ସୁବିଧା ନିମନ୍ତେ ଟେକ୍ସମୋ ପମ୍ପର ସମସ୍ତ ଜିନିଷ ଗୋଟିଏ…
ଓଡ଼ିଶାକୁ ଆସିଲା ନୂଆ ଟାଟା ସଫାରୀ
ଭୁବନେଶ୍ୱର, ନିରପେକ୍ଷଖବର:(୨୨/୦୨): ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ପ୍ରବେଶ କଲା ନୂଆ ଟାଟା ସଫାରୀ। ଟାଟା ମୋଟର୍ସ ପକ୍ଷରୁ ସାମନ୍ତରାପୁରସ୍ଥିତ ଡିଅନ ଅଟୋମୋଟିଭ ସୋରୁରେ ନୂଆ ଟାଟା ସଫାରୀ ଉନ୍ମୋଚନ ହୋଇଯାଇଛି। ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ମୁଖ୍ୟ ଅତିଥି ଭାବେ…
ଭୂବନେଶ୍ୱରରେ ପହଂଚିଲା ଶହୀଦ ଶଶାଙ୍କ ଶେଖର ସାମଲଙ୍କ ପାର୍ଥୀବ ଶରୀର
ଭୁବନେଶ୍ୱର,ନିରପେକ୍ଷ ଖବର:ତା.୨୧/୦୨: ଓଡିଆ ଯବାନ ଶଶାଙ୍କ ଶେଖର ସାମଲ ଲଦ୍ଦାଖଠାରେ ସ୍ଥଳସେନାରେ କାର୍ଯ୍ୟରତ ଅବସ୍ଥାରେ ଶହୀଦ ହୋଇଛନ୍ତି । ଯାଜପୁର ଜିଲ୍ଲା ବଡଚଣା ଅନ୍ତର୍ଗତ କ୍ଷେତ୍ରପାଳ ଗ୍ରାମନିବାସୀ ଶହୀଦ ସାମଲଙ୍କ ପାର୍ଥୀବ ଶରୀର ଆଜି ବିମାନ ଯୋଗେ ଭୂବନେଶ୍ୱରଠାରେ ପହଂଚିବା ପରେ…
ଆସିଲା ନୂଆ ପାଥୋଲାବ “କ୍ୟୁରୋସିଓ”
ଭୁବନେଶ୍ୱର, ନିରପେକ୍ଷ ଖବର:(୨୧/୨): ଆଚାର୍ଯ୍ୟବିହାର ନିକଟରେ #Dr LaLଙ୍କ ପାଥୋଲାବର ଏକ ଶାଖା ଆଜି ଉଦଘାଟନ ହୋଇଛି। ଯାହାର ନାମ ' କ୍ୟୁରୋସିଓ' ରହିଛି। ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ନେହାଂଶୁ ପାଲ କହିଲେ, ରାଜଧାନୀରେ ରହୁଥିବା ବୟସ୍କ ରୋଗୀମାନଙ୍କୁ ଏହି ପାଥୋଲାବରେ…
ଉନ୍ମୋଚନ ହେଲା ଗୀତ ”ଫଗୁଣରେ ଫଗୁଣ ମୁଁ ଦେଇଛି ସିନ୍ଦୁର”
ଭୁବନେଶ୍ୱର, ନିରପେକ୍ଷ ଖବର: (୨୧/୦୨): ସଙ୍ଗୀତଜ୍ଞ ଜ୍ୟୋତିର୍ମୟୀଙ୍କ ଜନ୍ମଦିନ ଅବସରରେ ଉନ୍ମୋଚିତ ହୋଇଯାଇଛି ଗୀତ 'ଫଗୁଣରେ ଫଗୁଣ'। ଏହି ଗୀତରେ ଜ୍ୟୋତିର୍ମୟୀ ନାୟକ ନିଜେ କଣ୍ଠ ଦାନ କରିଛନ୍ତି। ଉନ୍ମୋଚନ କାର୍ଯ୍ୟକ୍ରମରେ କଳିଙ୍ଗ ଯୁବ ସେନା ପରିବାରର ସାମାଜିକ କାର୍ଯ୍ୟକର୍ତାଙ୍କୁ…
AAO NXTର ଓଟିଟି ଲୋକାର୍ପିତ
AAO TV ର ନୂଆ ଅବତାର AAO NXT, Next to Best
ଭୁବନେଶ୍ୱର, ନିରପେକ୍ଷଖବର:୧୯/୨: କାଲି,ଆଜି ଓ ଆସନ୍ତାକାଲି ସମୟ ସହିତ ତାଳଦେଇ ଆଗେଇ ଚାଲିଛି AAO TV। ଏବେ ଏହି ଟିଭିର ନାମ ପରିପର୍ତ୍ତନ ହୋଇ AAO NXT ନାଁରେ ଆବିର୍ଭାବ ହୋଇଛି। ଦର୍ଶକଙ୍କ ଅକୁଂଣ୍ଠ ଭଲ ପାଇବା AAO NEXTକୁ ଏକ…
ବିଶ୍ୱ ଅର୍ଥନୀତିର ପୁନଃଉଦ୍ଧାର ପାଇଁ ତୈଳ ଉତ୍ପାଦନକୁ ସ୍ୱାଭାବିକ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…
* ତୈଳ ଉତ୍ପାଦନକାରୀ ରାଷ୍ଟ୍ର ମାନଙ୍କୁ ତୈଳ ଉତ୍ପାଦନ ବୃଦ୍ଧି କରିବାକୁ ନିବେଦନ
* ଉତ୍ପାଦନକାରୀ ତଥା ଉପଭୋକ୍ତା ଦେଶର ସାମୂହିକ ସ୍ୱାର୍ଥରେ ତୈଳ ଦର ଯୁକ୍ତିଯୁକ୍ତ ହେବା ଉଚିତ୍
* ପୂର୍ବରୁ ହେଉଥିବା ତୈଳ ଉତ୍ପାଦନର ପରିମାଣରେ ବର୍ତମାନ ହ୍ରାସ ପାଇଛି…
ଆସନ୍ତାକାଲି ବିଧାନସଭା ଅଧିବେଶନରେ ରାଜ୍ୟର ବିଭିନ୍ନ ସମସ୍ୟା ସହ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଉପରେ ସରକାରଙ୍କୁ…
ଭୁବନେଶ୍ୱର,ନିରପେକ୍ଷ ଖବର:ତା.୧୭/୦୨: ଆସନ୍ତାକାଲି ବିଧାନସଭା ବଜେଟ ଅଧିବେଶନରେ ମଣ୍ଡିରୁ ଧାନ ନଉଠିବା, ମାହାଙ୍ଗା କ୍ୱାଡ୍ରପଲ ମର୍ଡର ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ସୀମା ବିବାଦ, ପିଏମ ଆବାସ ଘୋଟାଲା ମୁଖ୍ୟ ପ୍ରସଙ୍ଗ ହେବ । ଏହା ସହ ରାଜ୍ୟରେ ମହିଳା ସୁରକ୍ଷା, ବେରୋଜଗାର,…
ତାମିଲନାଡୁରେ ୩୨,୭୦୦ କୋଟିର ତୈଳ ଓ ଗ୍ୟାସ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଲୋକାର୍ପିତ ମହତ୍ୱକାଂକ୍ଷୀ ପ୍ରକଳ୍ପ ତାମିଲନାଡୁକୁ ବିଶୋଧନାଗାରର ପେଣ୍ଠସ୍ଥଳି କରିବ ଧର୍ମେନ୍ଦ୍ର ପ୍ରଧାନ
ମୁକ୍ତାକାଶ ପାଠାଗାରରେ ସରସ୍ୱତୀ ପୂଜା
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୬/୦୨ ରାଜଧାନୀ ବୌଦ୍ଧିକ ସମାବେଶ ଆନୁକୂଲ୍ୟରେ ମହାତ୍ମା ଗାନ୍ଧି ମାର୍ଗ ରାଜାଛକ ସ୍ଥିତ ମୁକ୍ତାକାଶ ପାଠାଗାରରେ ବାଗ୍ଦେବୀ ମା''ସରସ୍ୱତୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଉପଦେଷ୍ଟା ପ୍ରଦ୍ୟୁମ୍ନ ଶତପଥୀଙ୍କ ତତ୍ତ୍ୱାବଧାନରେ ଏହି ପୂଜା ଅନୁଷ୍ଠିତ…
ବୁଣାକାର ପରିବାରର ମହିଳାଙ୍କୁ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ସହାୟତା ପ୍ରଦାନ
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୫/୦୨ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ଟେକ୍ ମହେନ୍ଦ୍ରା ଫାଉଣ୍ଡେସନ୍ ସହଯୋଗରେ କୋଭିଡ୍ - ୧୯ ମହାମାରୀ ସମୟରେ ଅଧିକ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ଦିଆଯାଇଛି । ଆଠଗଡ଼ ନିକଟସ୍ଥ ମାଣିଆବନ୍ଧ ଗ୍ରାମରେ ଥିବା ବୁଣାକାର ପରିବାରର ୫୦୦ ମହିଳାଙ୍କୁ ସହାୟତା…
ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଲୁଲୁ ମହାପାତ୍ରଙ୍କ ଜୟନ୍ତୀ ପାଳନ
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୪.୦୨ - ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ତରଫରୁ ଦିବଗଂତ କଂଗ୍ରେସ ନେତା ଶ୍ରୀଯୁକ୍ତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ)ଙ୍କ ୫୭ତମ ଜନ୍ମଦିବସ ପାଳନ କରାଯାଇଅଛି । ସ୍ଥାନୀୟ ୟୁନିଟ୍ ୯ ସ୍ଥିତ ଲୋହିଆ ଏକାଡେମୀ ସମ୍ମିଳନୀ କକ୍ଷରେ ସ୍ମୃତି…
ଦେଶର ପ୍ରଥମ ସିଏନ୍ଜି ଟ୍ରାକ୍ଟର ଶୁଭାରମ୍ଭ
ନୂଆଦିଲ୍ଲୀ/ଭୁବନେଶ୍ୱର:ନିରପେକ୍ଷ ଖବର, ତା ୧୪/୦୨ ଦେଶର ପ୍ରଥମ ସିଏନ୍ଜି ଟ୍ରାକ୍ଟର ଶୁଭାରମ୍ଭ ହେବା ଫଳରେ ଚାଷୀମାନେ ନିଜ ଆୟକୁ ବୃଦ୍ଧି କରିବା ସହ ଗ୍ରାମାଂଚଳରେ ରୋଜଗାର ମଧ୍ୟ ବଢିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି କ୍ରମେ ଲକ୍ଷ୍ୟ ରଖାଯାଇଥିବା ଦେଶରେ ପ୍ରଦୂଷଣର…
ଭୁବନେଶ୍ୱର ରନ୍ୱେ ୱିକ୍ କର୍ପୋରେଟ୍ ଆଇକନ୍ ଆୱାର୍ଡ଼ ଦ୍ୱିତୀୟ ସଂସ୍କରଣ ଅନୁଷ୍ଠିତ
ଭୁବନେଶ୍ୱର:ନିରପେକ୍ଷ ଖବର,ତା ୧୪/୦୨ ପ୍ରିଲ୍ୟୁଡ଼୍, ଆକ୍ଡ଼ିକ୍ସନ୍ ଏବଂ ଫ୍ୟାସନ୍ ମ୍ୟାନେଜ୍ମେଣ୍ଟର ମିଳିତ ସହଯୋଗରେ ଭୁବନେଶ୍ୱର ରନ୍ୱେ ୱିକ୍ର ଚତୁର୍ଥ ସଂସ୍କରଣ ଓ କର୍ପୋରେଟ୍ ଆଇକନ୍ ଆୱାର୍ଡ଼ର ଦ୍ୱିତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛଅ ଜଣ ଡ଼ିଜାଇନ୍ର ନିଜର…
ଆୟକର ଫ୍ରେଣ୍ଡସ ସୋସାଇଟିର ବାର୍ଷିକ ଅଧିବେଶନ
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୯/୦୨ ଆୟକର ଫ୍ରେଣ୍ଡସ ସୋସାଇଟିର ବାର୍ଷିକ ଅଧିବେଶନ ଆଜି ତେଲେଙ୍ଗାପେଣ୍ଠରେ ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ଅଧିବେଶନରେ ଶତାଧିକ ସଭ୍ୟ ଯୋଗଦାନ କରିଥିଲେ । ଏହି ସୋସାଇଟିରେ ଆୟକର ବିଭାଗର ଅନେକ ଅବସରପ୍ରାପ୍ତ କର୍ମଚାରୀ ଓ କାର୍ଯ୍ୟରତ କର୍ମଚାରୀ ସଭ୍ୟ…
ଲେବର କୋଡ଼ ବିରୁଦ୍ଧରେ ପୁଣି ଆନ୍ଦୋଳନ
ଭୁବନେଶ୍ୱର, ନିରପେକ୍ଷଖବର:ତା ୦୩/୦୨
ଲେବର କୋଡ଼ ବିରୁଦ୍ଧରେ ପୁଣି ଆନ୍ଦୋଳନ କଲେ କେନ୍ଦ୍ରୀୟ ଶ୍ରମିକ ସଂଗଠନ। କେନ୍ଦ୍ରୀୟ ଶ୍ରମିକ ସଂଗଠନ (ଆଇ.ଏନ୍.ଟି.ୟୁ.ସି.,ଏଚ.ଏମ୍.ଏସ୍.,ଏ.ଆଇ.ଟି.ୟୁ.ସି.,ସି.ଆଇ.ଟି.ୟୁ.,ଏ.ଆଇ.ୟୁ.ଟି.ୟୁ.ସି.,ଏ.ଆଇ.ସି.ସି.ଟି.ୟୁ.,ଟି.ୟୁ.ସି.ସି., ସେୱା) ମାନଙ୍କ…
ଶିଶୁ ଓ ମହିଳାଙ୍କ ବିରୁଦ୍ଧରେ ଅପରାଧ ରୋକିବା ପାଇଁ ଖୋଲିଲା ସ୍ବତନ୍ତ୍ର ଶାଖା
ଭୁବନେଶ୍ୱର:ନିରପେକ୍ଷ ଖବର,ତା ୨୫/୦୧/୨୧ ମହିଳା ଓ ଶିଶୁମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲିଛି ଏକ ଶାଖା। ଅପରାଧକୁ ରୋକିବା ଏବଂ ଅଭିଯୋଗର ଉଚିତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ରାଜ୍ୟ ପୁଲିସରେ ଏକ ସ୍ବତନ୍ତ୍ର ଶାଖା…
ଆସ ରାଜୁ ଭାଇ ପରି ହେବା
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୮/୦୧/୨୧,
ଅସହାୟଙ୍କ ମୁହଁରେ ହସ ଫୁଟାଇ ରାଜ କିଶୋର ନାୟକ(ରାଜୁ ଭାଇ) ସମସ୍ତଙ୍କ ହୃଦୟ ଜିଣିଛନ୍ତି। ଜଣେ ଅସହାୟ ବାପାର ସେ ଆଶାବାଡି ସାଜିଛନ୍ତି। ଭୋକ ଉପାସରେ ଦିନ କାଟୁଥିବା ଅସହାୟ ଓ ଭିକାରୀଙ୍କ ମୁହଁରେ ଆହାର ଦେଉଛନ୍ତି। ମେଡିକାଲରେ ଛଟପଟ ହେଉଥିବା…
ପ୍ରଥମ ସୁରଜିତ ମେମୋରିଆଲ ବ୍ୟାଡ଼ମିଣ୍ଟନ ଟୁର୍ନାମେଣ୍ଟ ଉଦଘାଟିତ
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୮/୦୧/୨୧ ଭି. ଏସ. ଏସ. ନଗର ସ୍ଥିତ ଡି. ଏଲ. କଲୋନୀ ଠାରେ ପ୍ରଥମ ସୁରଜିତ ମେମୋରିଆଲ ବ୍ୟଡମିଣ୍ଟନ ଟୁର୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହାକୁ ପ୍ରଫେସର ଡ଼. ଜୟନ୍ତ କୁମାର ପରିଡା ମୁଖ୍ୟଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଟୁର୍ଣାମେଣ୍ଟରେ ଡି.…
ୟଥ୍ ଫର୍ ଆକ୍ସନ୍ {YouthForAction}ର ପ୍ରଥମ ବନ୍ଧୁ ମିଳନ ଉତ୍ସବ
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୨/୦୧/୨୧ ୟୁଥ୍ ଫର୍ ଆକ୍ସନ୍ {YouthForAction}ର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏକାମ୍ର ନିର୍ବାଚନ ମଣ୍ଡଳୀ ଜାଗମରl ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଯୋଗ ଦେଇଥିଲେ। ଏହି ଅବସରରେ ସାଂସଦ ଷଡ଼ଙ୍ଗୀ…
