Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

AAO NXTର ଓଟିଟି ଲୋକାର୍ପିତ

ନୂଆ, ପୁରୁଣା ଓଡ଼ିଆ,ତେଲଗୁ,,ତାମିଲ ଓ କନ୍ନଡ଼ ଚଳଚିତ୍ର ଦେଖିବାର ସୁଯୋଗ ସୃଷ୍ଟି କରିଛି

0

AAO TV ର ନୂଆ ଅବତାର AAO NXT, Next to Best

ଭୁବନେଶ୍ୱର, ନିରପେକ୍ଷଖବର:୧୯/୨: କାଲି,ଆଜି ଓ ଆସନ୍ତାକାଲି ସମୟ ସହିତ ତାଳଦେଇ ଆଗେଇ ଚାଲିଛି AAO TV। ଏବେ ଏହି ଟିଭିର ନାମ ପରିପର୍ତ୍ତନ ହୋଇ AAO NXT ନାଁରେ ଆବିର୍ଭାବ ହୋଇଛି। ଦର୍ଶକଙ୍କ ଅକୁଂଣ୍ଠ ଭଲ ପାଇବା AAO NEXTକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଅଗଣିତ ଦର୍ଶକଙ୍କ ମନ ନେଇ ଆଗକୁ ଏହି ୟୁଟୁବ ଚ୍ୟାନେଲ ଆଗେଇ ଚାଲିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ୨୦୨୦ ଫେବୃଆରୀ ୨୯ରେ ପ୍ରଥମ କରି ସ୍ୱାଧୀନ ଅଡିଓ ଭିଜୁଆଲ୍ ଷ୍ଟ୍ରିମ ଆପ ଭାବେ ଓଡିଶା ମନୋରଂଜନ ଶିଳ୍ପରେ ଆରମ୍ଭ ହୋଇଥିଲା  ଏହି ଯାତ୍ରା। ଗୋଟିଏ ବର୍ଷ ଭିତରେ AOO TV କୁ ଏକ ପ୍ରତିଯୋଗୀତାମୂଳକ ଓ ଜାତୀୟ ଓଟିଟି ପ୍ଲାଟଫର୍ମରେ ମାନ୍ୟତା ପାଇପାରିଛି। ଏହି ସଫଳ ରୁପାୟନକୁ ଆପଣଙ୍କ ଗହଣରେ ଆଜି ଲୋକାର୍ପଣ କରାଯାଇଛି। ମୋବାଇଲ ପ୍ଲେ ଷ୍ଟୋରରେ AAO TV ର ନୂଆ ଅବତାର AAO NXT, Next to Best…ଉପଲବ୍ଧ ଅଛି।
AAO NXT ଏମିତି ଏକ ଓଟିଟି ପ୍ଲାଟଫର୍ମ ଯେଉଁଠି ଆମର ଅଗଣିତ ନୂଆ ଓ ପୁରୁଣା ଓଡ଼ିଆ,ତେଲଗୁ,,ତାମିଲ ଓ କନ୍ନଡ଼ ଚଳଚିତ୍ର ଦେଖିବାର ସୁଯୋଗ ସୃଷ୍ଟି କରିଛି। ଖାଲି ଏତିକି ନୁହେଁ ,ମୋବାଇଲରେ ଗୋଟିଏ କ୍ଲିକରେ ଆପଣମାନେ ଦେଖି ପାରିବେ ଆଓ ଅରଜିନାଲ ୱେବ ସିରିଜ। ୪୦ରୁ ଅଧିକ ଦେଶରେ ୬୦୦ରୁ ଅଧିକ କ୍ଷୁଦ୍ର ଚଳଚ୍ଚିତ୍ର, ଆଲବମ ଗୀତ ଓ କିଡ୍ସ କଣ୍ଟେଣ୍ଟ ଦେଖି ହେବ। ଓଟିଟି ଲୋକାର୍ପଣ ଅବସରରେ ଚ୍ୟାନେଲର ସି ଇ ଓ ଗ୍ରାହକଙ୍କ ସୂଚନା ପାଇଁ ଏହି ଆପ ସବସ୍କ୍ରିପସନର ବିଭିନ୍ନ ପ୍ୟାକେଜ ବିଷୟରେ ସୂଚନା ଦେଇଛନ୍ତି। ଏହା ସହ AAO NXT ର ଆଗାମୀ ୱେବ ସିରିଜ କ୍ଲବ -69 ର ପ୍ରଥମ ଅଫିସିଆଲ ଟ୍ରେଲର ରିଲିଜ କରାଯାଇଛି। ଖୁବ ଶୀଘ୍ର AAO NXT ଓଟିଟିରେ କରାଯିବ। ଏହାର ୱାର୍ଲଡ଼ ଡିଜିଟାଲ ପ୍ରିମୀୟମ ସମାଜରେ ବଢ଼ି ଚାଲିଥିବା ସାଇବର କ୍ରାଇମ ଉପରେ ସମ୍ବଳିତ ଏହି ଆଓ ଅରିଜିନାଲ ୱେବ ସିରିଜ ର ସ୍କ୍ରିପ ,ମେକିଂ ,ଭିଏଫଏକ୍ସ ଓ  ଏଡିଟିଂ ଓଡିଶା ମନୋରଞ୍ଜନ ଜଗତରେ ନୂଆ ଇତିହାସ ରଚିବ ବୋଲି ଅନୁଷ୍ଠାନର ସିଇଓ କହିଛନ୍ତି।

Mo sapath

Leave A Reply

Your email address will not be published.