
Sign in
Sign in
Recover your password.
A password will be e-mailed to you.
Breaking News/ମୁଖ୍ୟ ଖବର:
ଖଣ୍ଡଗିରି-ଉଦୟଗିରିରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ର ଶୁଭାରମ୍ଭପଦବୀଠାରୁ ବଡ଼ ମାଟିର ଡାକ: ନିଜ ଅଞ୍ଚଳ ପାଇଁ କାବ୍ୟାପ୍ରିୟାଙ୍କ ପ୍ରୟାସଓଡ଼ିଶାରେ ପାଳିତ ହେଲା ବିଶ୍ୱ ପର୍ଯ୍ୟଟନ ଦିବସ ୨୦୨୬ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ: ମନମୋହନ ସାମଲପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ସରକାରଙ୍କ ପ୍ରୟାସ ପ୍ରଶଂସନୀୟ: ମନମୋହନ ସାମଲଅଚ୍ୟୁତ ସାମନ୍ତଙ୍କୁ ଏକାଧିକ ଅନ୍ତର୍ଜାତୀୟ ସମ୍ମାନଓଡ଼ିଆ ପିଜିଟି ଶିକ୍ଷକଙ୍କ ପାଇଁ ପାଞ୍ଚ ଦିନିଆ ତାଲିମ୍ କର୍ମଶାଳାର ଆୟୋଜନମଧ୍ୟପ୍ରଦେଶ ସଡ଼କ ଦୁର୍ଘଟଣାରେ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁଅପରେସନ ନାର୍କୋସ୍: ନିଶାଦ୍ରବ୍ୟ ଚାଲାଣ ରୋକିବାକୁ ପୂର୍ବତଟ ରେଳପଥର ଅଭିଯାନ ଜୋରଦାରକେପ୍ଟାଉନ୍ରେ ଓଡ଼ିଶା ବାଚସ୍ପତିଗେଟବଲ୍ ୟୁନିଅନ୍ ନାମ ଓ ଲୋଗୋ ବ୍ୟବହାର ନେଇ ଅଭିଯୋଗନିବେଶ ନେଇ ତେଜିଲା ରାଜନୀତି: ବିଜେଡିକୁ ଟାର୍ଗେଟ୍ କଲେ ସତ୍ୟବ୍ରତ ପଣ୍ଡାମୁଖ୍ୟମନ୍ତ୍ରୀଙ୍କ ଦୁଇ ବଙ୍ଗଳାରେ ୩.୩୧ କୋଟି ଖର୍ଚ୍ଚ!ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ଟ୍ରେନରେ ଲାଗିବ ଅତିରିକ୍ତ କୋଚ୍ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିନରେ କିଟ୍ ଓ କିସ୍ ପକ୍ଷରୁ ନିଆରା ପଦକ୍ଷେପଅମ୍ବାନୀ ପରିବାରର ଗଣେଶ ପୂଜାରେ ଅଚ୍ୟୁତ ସାମନ୍ତRAC ନାଁରେ ଯାତ୍ରୀଙ୍କ ଅସୁବିଧା ନେଇ ଅଭିଯୋଗଗାନ୍ଧିଜୀଙ୍କ ଚିନ୍ତା ଓ ଉକ୍ତି ଯୁଗବ୍ୟାପୀ: କ୍ରିଷ୍ଣା ମହାନ୍ତିକଟକ ରେଳ ଷ୍ଟେସନ ଆଧୁନିକୀକରଣ:ଦୁଇ ମେମୁ ଟ୍ରେନର ଚଳାଚଳରେ ପରିବର୍ତ୍ତନଦୁଇ ଦିନିଆ BJP ବୈଠକ ଶେଷ! ପାରିତ ହେଲା ବଡ଼ ରାଜନୈତିକ ପ୍ରସ୍ତାବ

Yearly Archives
2020
ବାରିପଦା(ନିରପେକ୍ଷ ଖବର)ତା-୦୫/୦୭-ନଦୀବନ୍ଧରେ ଗାଧୋଇବା ବେଳେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ ଘଟିଛି।ଏହି ଭଳି ଅଭାବନୀୟ ଘଟଣା ଘଟିଯାଇଛି ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଖୁଣ୍ଟା ବ୍ଲକର ଡୁକୁରା ଗ୍ରାମରେ।ରବିବାର ମଧ୍ୟାହ୍ନ ସମୟରେ ଘର ନିକଟରେ ଥିବା ଏକ ନଦୀବନ୍ଧରେ ଗାଧୋଇବା ପାଇଁ…
ବିପଦ ବେଳ ର ବନ୍ଧୁ ହିଁ ପ୍ରକୁତ ବନ୍ଧୁ
ଭୁବନେଶ୍ୱର, ନିରପେକ୍ଷ ଖବର: ତା ୦୪/୦୭ କରୋନା ଭଳି ମହାମାରୀ ସମୟରେ ଅସହାୟ ମାନଙ୍କୁ ସହାୟତା ର ହାତ ବଢ଼ାଇଛି ଆର୍ ଏନ୍ ଆର୍ ଏଯ୍ୟୁକେସନାଲ୍ ଆଣ୍ଡ ଚ୍ୟାରିଟିବୁଲ୍ ଟ୍ରଷ୍ଟ ।। ଗତ ୩ ତାରିଖ ଦିନ ଦିବ୍ୟ ଜ୍ୟୋତି ସେବା ଆଶ୍ରମରେ ଖାଦ୍ୟ ଏବଂ ହାଇଯେନିକ୍ କିଟ୍ ବଣ୍ଟନ କରି ସାମାଜିକ ମୂଲ୍ୟବୋଧ…
ସଟଡାଉନରେ ମାଲକାନଗିରି ଶୁନଶାନ ….
ମାଲକାନଗିରି,ନିରପେକ୍ଷ ଖବର:ତା ୦୪/୦୭: ସଟଡାଉନରେ ମାଲକାନଗିରି ଜିଲ୍ଲାରେ ଗଡ଼ିଲାନି ଗାଡି। ଦୋକାନ ବଜାର ସବୁ ବନ୍ଦ। ଚାରିଆଡେ ଖାଲି ଶୁନଶାନ।କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ବିଶେଷ କରି ମାଲକାନଗିରି ମ୍ୟୁନିସିପାଲଟିରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।…
ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ସପ୍ତାହାନ୍ତ ସଟଡାଉନ।
ବାରିପଦା(ନିରପେକ୍ଷ ଖବର) ତା-୦୪/୦୭-ମୟୁରଭଞ୍ଜ ଜିଲ୍ଲାରେ ଜୁଲାଇ ଶେଷ ପର୍ଯ୍ୟନ୍ତ ସପ୍ତାହାନ୍ତ ସଟଡାଉନ ଘୋଷଣା କରାଯାଇଛି। ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି।ଏବେ ଜିଲ୍ଲାରେ ମୋଟ ୨୫୩ ଆକ୍ରାନ୍ତ ହୋଇଛନ୍ତି।
ସଂକ୍ରମଣ ପ୍ରତିହତ କରିବା ପାଇଁ ରାଜ୍ୟ…
ପୁଣି ୧୦ ଆକ୍ରାନ୍ତ ଚିନ୍ହଟ
ବାରିପଦା(ନିରପେକ୍ଷ ଖବର)ତା-୦୩/୦୭-ମୟୂରଭଞ୍ଜ ଜିଲ୍ଲାରୁ କିଛି ଦିନ ହେବ ପ୍ରତିଦିନ କରୋନା ଆକ୍ରାନ୍ତ ଚିନ୍ହଟ ହେବାରେ ଲାଗିଛନ୍ତି।ଶୁକ୍ରବାର ପୁଣି ୧୦ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ ଯୋଗେ ସୂଚନା ପ୍ରଦାନ କରାଯାଇଛି।ଚିନ୍ହଟ ୧୦ ଜଣକ ମଧ୍ୟରୁ ୫ଜଣ…
ଜନ୍ମ ଦିନରେ ଶହୀଦ ପରିବାରକୁ ଭେଟିଲେ ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ
ବାରିପଦା(ନିରପେକ୍ଷ ଖବର)ତା-୨୮/୦୬-ଜନ୍ମ ମାଟି ଛାଡ଼ି କର୍ମ ଭୂମିରେ ନିରାଡ଼ମ୍ବର ଭାବେ ଜନ୍ମଦିନ ପାଳିଲେ ମୟୂରଭଞ୍ଜ ଜିଲ୍ଲା ବିଜୁଜନତା ଦଳର ପର୍ଯ୍ୟବେକ୍ଷକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ଦଳୀୟ ସଂଗଠନ ସୁଦୃଢ ପାଇଁ ରବିବାର ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି ପ୍ରଣବ ପ୍ରକାଶ…
ମହାପାତ୍ର ନୀଳମଣି ସାହୁଙ୍କର ୪ର୍ଥ ଶ୍ରାଦ୍ଧ ବାର୍ଷିକୀ ପାଳନ
ନିରପେକ୍ଷ ଖବର:ତା ୨୫/୦୬ ରାଜେଶ କୁମାର ଲେଙ୍କା(ନିଆଳି):ନିଆଳି ଅଞ୍ଚଳର ଯୋଗଜନ୍ମା ସୁପୁତ୍ର ଓଡ଼ିଶାର ବିଶିଷ୍ଟ ସାହିତ୍ୟକ ୰ମହାପାତ୍ର ନୀଳମଣି ସାହୁ ଯିଏକି ୨୦୧୨ ମସିହା ଜୁନ ୨୫ ତାରିଖରେ ଇହଧାମ ତ୍ୟାଗ କରିଥିଲେ,ତାଙ୍କର ୪ର୍ଥ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଆଜି ରିମା କ୍ରିଏସନ କାର୍ଯ୍ୟାଳୟରେ…
ଉତ୍କଳ ବିକାଶ ପରିଷଦ” ପକ୍ଷରୁ ବିଶୋଧନ କାର୍ଯ୍ୟକ୍ରମ
ନିରପେକ୍ଷ ଖବର:ତା ୨୫/୦୬ ରାଜେଶ କୁମାର ଲେଙ୍କା (କଟକ): ସାମାଜିକ ସଂଗଠନ "ଉତ୍କଳ ବିକାଶ ପରିଷଦ" କଟକ ପକ୍ଷରୁ ସଦର ବ୍ଲକର ବିଭିନ୍ନ ଅଞ୍ଚଳ ଯଥା ଆୟତପୁର ବଜାର, କୈବର୍ତ୍ୟ ସାହି,ବ୍ରାହ୍ମଣ ସାହି,ଶବର ସାହି ,ଶୁକ୍ଲ ସାହି,ବ୍ରାହ୍ମଣବାଡ(କ),ମହାପ୍ରଭୁ ନଗେଶ୍ୱରନାଥ ମନ୍ଦିର ପରିସର,କନକ…
ପୋଲିସ ଅଫିସର ଙ୍କୁ ସରକାରଙ୍କ ଅଣଦେଖା କାହିଁକି ?
**୧୫ ହଜାର ରେ ୧୮ ଘଂଟା କାମ କରୁଛନ୍ତି ପୋଲିସ ଏ.ଏସ.ଆଇ, ୯ ହଜାର ରେ ଖଟୁଛନ୍ତି କନେଷ୍ଟବଳ**
ନିରପେକ୍ଷ ଖବର:ତା ୨୩/୦୬ (ରାଜେଶ କୁମାର ଲେଙ୍କା) (କଟକ):ସରକାରଙ୍କ ତରଫରୁ ବାରମ୍ବାର ପ୍ରଚାର ଓ ପ୍ରସାର କରାଯାଉଛି କରୋନା ଯୋଦ୍ଧାଙ୍କୁ ସମ୍ମାନ ଓ ସହଯୋଗ କରିବା ପାଇଁ,କିନ୍ତୁ ବାସ୍ତବରେ…
ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ନନ୍ଦୁରାମ
ବାରିପଦା(ନିରପେକ୍ଷ ଖବର)ତା-୧୯/୦୬-ବନ୍ଦେ ମାତରମ୍,ଭାରତ ମାତା କି ଜୟ,ଶହୀଦ ନନ୍ଦୁରାମ ଅମର ରହେ ଅମର ରହେ ଏମିତି ନାରାରେ ପ୍ରକମ୍ପିତ ହୋଇଥିଲା ପୂରା ପରିବେଶ।ଲୁହ ଛଳ ଛଳ ଆଖରେ ଶହ ଶହ ଦେଶ ପ୍ରେମୀ ସହିଦ ନନ୍ଦୁରାମଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇ ବିଦାୟ ଦେଇଥିଲେ।
ପୂର୍ବ ଲଦାଖର ଗଲୱାନରେ…
କନ୍ଦରପୁରରେ ଯୁବ ସମାଜସେବୀ ସାଜିଲେ କରୋନା ଯୋଦ୍ଧା,ବିଶୋଧନ କଲେ ସମସ୍ତେ ଅଞ୍ଚଳ
ନିରପେକ୍ଷ ଖବର:ରାଜେଶ କୁମାର ଲେଙ୍କା (କଟକ): କଳା,ସାହିତ୍ୟ, ସଂସ୍କୃତିର ଜୟଗାନ କରୁଥିବା ମହତ ଅନୁଷ୍ଠାନ "ସରସ୍ୱତୀ କଳା ପରିଷଦ" କଳାବିହାର,କନ୍ଦରପୁର,କଟକ ପକ୍ଷରୁ କରୋନା ମହାମାରୀ ଭଳି ସମାଜର ଦୁର୍ଦିନରେ ଅହରହ ଦେଶ, ଜାତି ପାଇଁ ନିସ୍ୱାର୍ଥପର ଭାବରେ କାର୍ଯ୍ୟ କରୁଥିବା ଦେଶ ସେବକ…
ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ସେବାୟତଙ୍କ ଦ୍ୱାରା ମନ୍ଦିର ପରିସରରେ ଯଥାବିଧି ନୀତିକାନ୍ତି ସହ ରଥକାର୍ଯ୍ୟ ହେବ ସମ୍ପନ୍ନ
ବାରିପଦା(ନିରପେକ୍ଷ ଖବର)ତା-୧୭/୦୬-ମହାପ୍ରଭୁ ଜଗନ୍ନାଥଙ୍କ ମାନବୀୟ ଲୀଳା ବିଚିତ୍ର। ଭାବ ଦଉଡିରେ ବନ୍ଧା ଭାବଗ୍ରାହୀଙ୍କ ରଥଯାତ୍ରା ନେଇ ଅଗଣିତ ଭକ୍ତ ଚିନ୍ତିତ।ବର୍ତ୍ତମାନ ସମୟରେ ରଥଯାତ୍ରାରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଜନ ଗହଳିକୁ କିଭଳି ରୋକାଯାଇପାରିବ ତାହା ପ୍ରମୁଖ ଆହ୍ୱାନ…
ଭାରତ-ଚୀନ ରକ୍ତାକ୍ତ ସଂଘର୍ଷରେ ଶହୀଦ ହେଲେ ରାଇରଙ୍ଗପୁର ମାଟିର ପୁଅ
ବାରିପଦା(ନିରପେକ୍ଷ ଖବର) ତା-୧୭/୦୬-ଦେଶ ମତୃକାର ସେବା ପାଇଁ ତିଳେ ମାତ୍ର ପଛଘୁଞ୍ଚା ନଦେଇ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି।ପୂର୍ବ ଲଦାଖ ଅନ୍ତର୍ଗତ ଗଲଓ୍ବାନ୍ ଉପତ୍ୟକାରେ ଭାରତ-ଚାଇନା ସେନା ମଧ୍ୟରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ।ଭାରତୀୟ ସେନା ଏହାର ପାଲଟା ଜବାବ ମଧ୍ୟ…
ପ୍ରେମୀ ଯୁଗଳଙ୍କ ଗଛରେ ଝୁଲି ଆତ୍ମହତ୍ୟା
ବାରିପଦା(ନିରପେକ୍ଷ ଖବର)ତା-୧୫/୦୬-ପ୍ରେମୀ ଯୁଗଳ ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି।ଏହି ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଗତିଲତା ଗ୍ରାମ ଅଞ୍ଚଳରେ। ସେହି ଗ୍ରାମ ନିକଟରେ ଥିବା ଏକ ଗଛରୁ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତ ଶରୀର ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର…
ଡାହାଣୀ ସନ୍ଦେହରେ ହତ୍ୟା…
ବାରିପଦା(ନିରପେକ୍ଷ ଖବର)ତା-୧୫/୦୬-ଆଧୁନିକ ସମାଜରେ ଏବେ ମଧ୍ୟ ଅନେକ କୁସଂସ୍କାର ବଞ୍ଚିରହିଛି। ଏହାଯୋଗୁ ବେଳେବେଳେ ମୂଲ୍ୟବାନ ଜୀବନ ଚାଲିଯାଉଛି।ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାରେ।ଜିଲ୍ଲାର ଖୁଣ୍ଟା ଥାନା ଅନ୍ତର୍ଗତ କରକଚିଆ ଗ୍ରାମରେ ଡାହାଣୀ ସନ୍ଦେହରେ ଏହି…
ନିଆଳିରେ ୨ୟ ସପ୍ତାହ ସଟଡାଉନ ସଫଳ…
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୪/୦୬ ରାଜେଶ କୁମାର ଲେଙ୍କା(ନିଆଳି): କରୋନା ପାଇଁ ସରକାର ଜୁନ ମାସର ଶେଷ ପର୍ଯ୍ୟନ୍ତ ଶନିବାର ଓ ରବିବାର ୨ଦିନ ସଟଡାଉନ ଘୋଷଣା କରିଛନ୍ତି |ଏହି କ୍ରମରେ ସଟଡାଉନ ନିଆଳି ଅଂଚଳରେ ସମ୍ପୂର୍ଣ ସଫଳ ହୋଇଛି |ଦେଶରେ ମହାମାରୀ କରୋନା ମାଡି ଚାଲୁଥିବା ବେଳେ…
ଜିଲ୍ଲାରୁ ନୂଆ ୧୩ ଆକ୍ରାନ୍ତ ଚିନ୍ହଟ,ସୁସ୍ଥ ହେଲେ ୧୦
ବାରିପଦା(ନିରପେକ୍ଷ ଖବର)ତା-୧୪/୦୬-ରବିବାର ପହିଲି ରଜରେ ଜିଲ୍ଲାରୁ ପୁଣି ୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏଥି ମଧ୍ୟରୁ ୮ଜଣ ସଙ୍ଗରୋଧ କେନ୍ଦ୍ରରେ ହୋଇଥିବା ବେଳେ ୫ଜଣ ସ୍ଥାନୀୟ ଅଞ୍ଚଳର ଅଟନ୍ତି।ବାଙ୍ଗିରିପୋଷି, ରରୁଆ,ଗୋପବନ୍ଧୁନଗର, ବଡ଼ସାହିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିନ୍ହଟ…
ଶତକ ଛୁଇଁବାକୁ ଆଉ ଏକ ବାକି
ବାରିପଦା(ନିରପେକ୍ଷ ଖବର)ତା-୧୨/୦୬-ଜିଲ୍ଲାରେ ଧୀରେ ଧୀରେ କୋରୋନା ତାର କାୟା ବିସ୍ତାର କରିବାରେ ଲାଗିଛି।ଆକ୍ରାନ୍ତଙ୍କ ସଂଖ୍ୟା ଶତକ ଛୁଇଁବାକୁ ମାତ୍ର ଗୋଟିଏ ବାକି ରହିଛି। ଶୁକ୍ରବାର ପୁଣି ମୟୁରଭଞ୍ଜରେ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ଥିଲେ…
ଭିଜିଲାନ୍ସ ଜାଲରେ ମୟୁରଭଞ୍ଜ ଜିଲ୍ଲା ପଶୁସମ୍ପଦ ଅଧିକାରୀ
ବାରିପଦା(ନିରପେକ୍ଷ ଖବର)ତା-୧୨/୦୬-ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପଶୁସମ୍ପଦ ବିଭାଗ ଅଧିକାରୀ ଭିଜିଲାନ୍ସ ଜାଲରେ। ସରକାରୀ ଗାଡ଼ିରେ ଭୂବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ବେତନଟୀ ନିକଟରେ ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ ଚଢ଼ାଉ କରିଥିଲେ। ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପଶୁସମ୍ପଦ ବିଭାଗ…
ଆଇ.ଏସ୍.ଓ ମାନ୍ୟତା ପାଇବାରେ ଦେଶର ସର୍ବପ୍ରଥମ ରାଜ୍ୟ ଓଡ଼ିଶା
* ଆଦିବାସୀ ହଷ୍ଟେଲ ନିମନ୍ତେ ଆଇ.ଏସ୍.ଓ ମାନ୍ୟତା ପାଇବାରେ ଓଡ଼ିଶା ଦେଶର ସର୍ବପ୍ରଥମ ରାଜ୍ୟ
* ଓଡ଼ିଶାର ୪୪ଟି ଆଦିବାସୀ ହଷ୍ଟେଲକୁ ଆଇ.ଏସ୍.ଓ ୯୦୦୧ : ୨୦୧୫ ମାନ୍ୟତା ପ୍ରଦାନ
* ମିଶନ ସୁବିଦ୍ୟାର ଅଂଶ ଭାବେ ମାନ୍ୟତା ପାଇବା ପରେ ଶିକ୍ଷାର ମାନ ଓ ଗୁଣବତ୍ତାର ମୂଲ୍ୟାଙ୍କନ
* ପ୍ରଥମ…
