ନିଶାଦ୍ରବ୍ୟର ଦୁରୋପଯୋଗ ବିରୁଦ୍ଧରେ ସଚେତନତା :ରାଜ୍ୟ ସରକାର
ଭୁବନେଶ୍ୱର ନିରପେକ୍ଷ ଖବର,୧୮/୦୨/୨୦୧୯ ରାଜ୍ୟରେ ନିଶାଦ୍ରବ୍ୟର ଚାହିଦା ଓ ନିଶାସକ୍ତ ଲୋକଙ୍କ ସଂଖ୍ୟାରେ ହ୍ରାସ ଘଟାଇବା ଉଦ୍ଦେଶ୍ୟରେ ଏକ ବିସ୍ତୃତ ରାଜ୍ୟ କାର୍ଯ୍ୟକାରୀ ଯୋଜନା ପ୍ରଣୟନ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି ।
ଏହା ୨୦୧୯ରୁ ୨୦୨୩ ମଧ୍ୟରେ କାର୍ଯ୍ୟକାରୀ ହେବ ।…
Read More...
Read More...