Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ

ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ ଆଜି ରାଜ୍ୟର ପ୍ରାୟ ସମସ୍ତ ଜିଲାରେ ଆରମ୍ଭ ହୋଇଛି ।

0

ଭବନେଶ୍ୱର: ନିରପେକ୍ଷ ଖବର୧୬ା୦୨ା୨୦୧୯: ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ ଆଜି ରାଜ୍ୟର ପ୍ରାୟ ସମସ୍ତ ଜିଲାରେ ଆରମ୍ଭ ହୋଇଛି । ସାମାଜିକ ଭାବେ ପ୍ରାସଙ୍ଗିକ ବାର୍ତ୍ତା ଏବଂ ଭିଡ଼ିଓ ମାଧ୍ୟମରେ ଜିଲାଗୁଡ଼ିକର ପ୍ରତି କ୍ଷେତ୍ରରେ ଉଜ୍ଜ୍ୱଳା ରଥ ଉପସ୍ଥାପନ କରାଯାଇଥିଲା । ଏହି ଉଜ୍ଜ୍ୱଳା  ରଥ ଓଡ଼ିଶାର ପ୍ରାୟ ସମସ୍ତ ଜିଲାରେ ଗତ ୧ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ସ୍ଥାପିତ କରାଯାଇଛି । ସମଗ୍ର ଦେଶରେ ଆରମ୍ଭ ହୋଇଥିବା ଏହି ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ କାର୍ଯ୍ୟକ୍ରମର ଆଜିର ଦିବସରେ ଝାରଖଣ୍ଡର ମାନ୍ୟବର ରାଜ୍ୟପାଳ ଶ୍ରିମତି ଦ୍ରୌପଦୀ  ମୁର୍ମୂ ଝାରଖଣ୍ଡରୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ୍ୟର ପ୍ରାୟ ସମସ୍ତ ଜିଲାର ହିତାଧିକାରୀମାନଙ୍କ ସହ ସାମିଲ ହୋଇଛନ୍ତି । ଏହି ଉତ୍ସବ ସମୟରେ ଉଜ୍ଜ୍ୱଳା ଏବଂ ସୁରକ୍ଷିତ ଏଲ୍ପିଜି ବ୍ୟବହାର ସମ୍ବନ୍ଧୀୟ ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା । ଆଞ୍ଚଳିକ ଉଜ୍ଜ୍ୱଳା ହିତାଧିକାରୀ ଏବଂ ଉଜ୍ଜ୍ୱଳା ଦିଦିମାନେ ସହଜ ରୋଷେଇ ଦାୟିତ୍ୱ କିପରି ସେମାନଙ୍କ ବ୍ୟକ୍ତିତ୍ୱର ଅନ୍ୟଦିଗ ଗୁଡ଼ିକୁ ଉଦ୍ଭାବନ
କରିବାରେ ସାହାଯ୍ୟ କରିବା ସହ ନୂତନ ଭୂମିକା ନିର୍ବାହ କରିବା ନିମନ୍ତେ କିପରି ସକ୍ଷମ ହୋଇପାରିଛନ୍ତି ସେ ସମ୍ବନ୍ଧୀୟ ଯାତ୍ରା
ବିଷୟରେ ସେମାନଙ୍କ ଅନୁଭୂତି ବାଣ୍ଟିଥିଲେ । ଏଲ୍ପିଜି ସ୍ଥାପନାର ପୂର୍ଣ୍ଣ ପ୍ରଦର୍ଶନ ସହିତ ଏକ ଡେସ୍କ ମଧ୍ୟ ସ୍ଥାପନା କରାଯାଇଥିଲା ; କେୱାଇସି ଫର୍ମ ମଧ୍ୟ ଏଲ୍ପିଜି ବିତରକଙ୍କ  ଦ୍ୱାରା ରଖାଯାଇଥିଲା, ଯାହାଫଳରେ ନୂତନ ଏଲ୍ପିଜି ସଂଯୋଗ ପାଇବା ନିମନ୍ତେ ଇଚ୍ଛୁକ ବ୍ୟକ୍ତି ମଧ୍ୟ ସହଜରେ ପୂର୍ଣ୍ଣ ସୂଚନା ପାଇପାରିବେ ।  ଓଡ଼ିଶାରେ ଏଲ୍ପିଜି ଇକୋ ସିଷ୍ଟମର ପରିବର୍ତ୍ତନ :
୧. ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍ୟୁୱାଇ) ଅନ୍ତର୍ଗତ ସଂଯୋଗ ସଂଖ୍ୟା ବର୍ତ୍ତମାନ ୬ କୋଟି ରୁ ଊଦ୍ଧ୍ୱର୍ ହୋଇସାରିଛି ।
ଅଖିଳ ଭାରତୀୟ ସ୍ତରରେ ଏଲ୍ପିଜି ବ୍ୟବହାର ୨୦୧୪ ରେ ୫୬% ରୁ ବୃଦ୍ଧି ଘଟି ବର୍ତ୍ତମାନ ଏହା ୯୦% ରେ ପହଞ୍ଚିଛି ।
୨. ଉଜ୍ଜ୍ୱଳା, ଏଲ୍ପିଜି ଇକୋସିଷ୍ଟମ ଏବଂ ଓଡ଼ିଶାରେ ସ୍ୱଚ୍ଛ ଇନ୍ଧନ ଚାଳନାର ଗତିକୁ ବଦଳାଇ ଦେଇଛି । ଉଲ୍ଲେଖଯୋଗ୍ୟ ଯେ,
୨୦୧୧ ଜନଗଣନା ଅନୁଯାୟୀ, ଓଡ଼ିଶାରେ କେବଳ ୯.୮ % ପରିବାର ରନ୍ଧନ ଗ୍ୟାସର ଉପଯୋଗ ପ୍ରାଥମିକ ଭାବେ
କେବଳ ରୋଷେଇ କାର୍ଯ୍ୟରେ ବ୍ୟବହାର କରୁଥିଲେ ।
୩. ଏଲ୍ପିଜି ହିତାଧିକାରୀଙ୍କ ସଂଖ୍ୟାରେ ୨୦.୨୨ ଲକ୍ଷ ରୁ (ଜୁନ ୧, ୨୦୧୪ ସୁଦ୍ଧା) ୩ ଗୁଣା ବୃଦ୍ଧି ଘଟି ୭୫ ଲକ୍ଷରେ
ପହଞ୍ଚିପାରିଛି ।
୪. ଏପ୍ରିଲ ୨୦୧୪ ଠାରୁ ୨୦୧୮ ମସିହା ମଧ୍ୟରେ ଓଡ଼ିଶାରେ ଏଲ୍ପିଜି ହିତାଧିକାରୀଙ୍କ ସଂଖ୍ୟାରେ ୩ ଗୁଣା ଅଭିବୃଦ୍ଧି
କେବଳ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଦ୍ୱାରା ସମ୍ଭବ ହୋଇପାରିଛି –ଯେଉଁମାନଙ୍କୁ ଏହି ଏଲ୍ପିଜି ସଂଯୋଗ ପ୍ରାପ୍ତ କରିବା
ନିମନ୍ତେ ଅଧିକ ଅଗ୍ରିମ ଦେବାକୁ ପଡ଼ୁଥିବା ଉକ୍ତ ଅବରୋଧକୁ ଏହା ଦୂର କରିପାରିଛି ।
୫. ଓଡ଼ିଶାରେ ଏଲ୍ପିଜି ସଂଯୋଗୀକରଣ ୧ ଜୁନ, ୨୦୧୪ ଠାରୁ ୨୦% ରୁ ବୃଦ୍ଧି ଘଟି ୧ ଜାନୁୟାରୀ, ୨୦୧୯ ମସିହା
ସୁଦ୍ଧା ୭୦% ରେ ପହଞ୍ଚିଛି ।
୬. ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧିନରେ ପ୍ରଦାନ କରାଯାଇଥିବା ସମୁଦାୟ ସଂଯୋଗ -୩୭ ଲକ୍ଷ (୧.୦୨.୨୦୧୯
ସୁଦ୍ଧା) । ଏଥିମଧ୍ୟରୁ ୧ ଲକ୍ଷ ଇ-ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (୨) ରେ ପ୍ରଦାନ କରାଯାଇଛି (ସମସ୍ତ ବିପିଏଲ୍ କାର୍ଡ଼ହିତାଧିକାରୀଙ୍କ ପାଇଁ ଉର୍ଦ୍ଦିଷ୍ଟ) । ତଫସିଲଭୁକ୍ତ ଜାତି / ଜନଜାତି ଙ୍କ ନିମନ୍ତେ ପ୍ରଦାନ କରାଯାଇଥିବା ସଂଯୋଗ – ୧୮.୪୯
ଲକ୍ଷ ।
୭. ବିତରକଙ୍କ ସଂଖ୍ୟାରେ ଦୁଇଗୁଣା ବୃଦ୍ଧି ଘଟିଛି । ୩୬୭ (ଏପ୍ରିଲ ୨୦୧୪ ରୁ) ୮୬୩ ( ୧ ଫେବୃୟାରୀ, ୨୦୧୯
ସୁଦ୍ଧା) ।
୮. ତଫସିଲଭୁକ୍ତ ଜାତି/ ଜନଜାତି ବିତରକଙ୍କ ସଂଖ୍ୟା ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଇଛି – ସେମାନଙ୍କ ସଂଖ୍ୟା ମଧ୍ୟ
୬୬ (ଜୁନ ୨୦୧୪ ରୁ) ବୃଦ୍ଧି ଘଟି ୧୪୮ (ଅକ୍ଟୋବର, ୨୦୧୮ ସୁଦ୍ଧା)ରେ ପହଞ୍ଚିଛି ।
୯. ଏଲ୍ପିଜି ସିଲିଣ୍ଡର ନିମନ୍ତେ ବଟଲିଂ କ୍ଷମତା ୨ଗୁଣା ବୃଦ୍ଧି ଘଟି ପ୍ରତିବର୍ଷ ୧.୫ କୋଟି ରୁ (ଏପ୍ରିଲ ୨୦୧୬) ପ୍ରତିବର୍ଷ ୩
କୋଟି ସିଲିଣ୍ଡର (ଅକ୍ଟୋବର, ୨୦୧୮) ରେ ପହଞ୍ଚିଛି ।
ଓଡ଼ିଶାର ପ୍ରତି ଘରକୁ ସ୍ୱଚ୍ଛ ଇନ୍ଧନ-ଏଲ୍ପିଜି ସଂଯୋଗ କରିବା ହେଉଛି ଲକ୍ଷ୍ୟ । ଯେହେତୁ ଆମେ ୭୫ ଲକ୍ଷ ପରିବାର ନିକଟରେ
ପହଞ୍ଚି ସାରିଛୁ, ସେଥିପାଇଁ ୩୧ ମାର୍ଚ୍ଚ, ୨୦୧୯ ମଧ୍ୟରେ ୧୦ ଲକ୍ଷ ରୁ୨୦ ଲକ୍ଷ ହିତାଧିକାରୀଙ୍କୁ ଏଥିରେ ଯୋଡ଼ିବା ପାଇଁ ଲକ୍ଷ୍ୟ
ରଖିଛୁ ।
• ସ୍ୱଚ୍ଛ ରନ୍ଧନ ଜାଳେଣୀ ସାର୍ବଜନୀନ ଭାହିତାଧିକାରୀଙ୍କ ପାଇଁ ଉର୍ଦ୍ଦିଷ୍ଟ) । ତଫସିଲଭୁକ୍ତ ଜାତି / ଜନଜାତି ଙ୍କ ନିମନ୍ତେ ପ୍ରଦାନ କରାଯାଇଥିବା ସଂଯୋଗ – ୧୮.୪୯
ଲକ୍ଷ ।
୭. ବିତରକଙ୍କ ସଂଖ୍ୟାରେ ଦୁଇଗୁଣା ବୃଦ୍ଧି ଘଟିଛି । ୩୬୭ (ଏପ୍ରିଲ ୨୦୧୪ ରୁ) ୮୬୩ ( ୧ ଫେବୃୟାରୀ, ୨୦୧୯
ସୁଦ୍ଧା) ।
୮. ତଫସିଲଭୁକ୍ତ ଜାତି/ ଜନଜାତି ବିତରକଙ୍କ ସଂଖ୍ୟା ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଇଛି – ସେମାନଙ୍କ ସଂଖ୍ୟା ମଧ୍ୟ
୬୬ (ଜୁନ ୨୦୧୪ ରୁ) ବୃଦ୍ଧି ଘଟି ୧୪୮ (ଅକ୍ଟୋବର, ୨୦୧୮ ସୁଦ୍ଧା)ରେ ପହଞ୍ଚିଛି ।
୯. ଏଲ୍ପିଜି ସିଲିଣ୍ଡର ନିମନ୍ତେ ବଟଲିଂ କ୍ଷମତା ୨ଗୁଣା ବୃଦ୍ଧି ଘଟି ପ୍ରତିବର୍ଷ ୧.୫ କୋଟି ରୁ (ଏପ୍ରିଲ ୨୦୧୬) ପ୍ରତିବର୍ଷ ୩
କୋଟି ସିଲିଣ୍ଡର (ଅକ୍ଟୋବର, ୨୦୧୮) ରେ ପହଞ୍ଚିଛି ।
ଓଡ଼ିଶାର ପ୍ରତି ଘରକୁ ସ୍ୱଚ୍ଛ ଇନ୍ଧନ-ଏଲ୍ପିଜି ସଂଯୋଗ କରିବା ହେଉଛି ଲକ୍ଷ୍ୟ । ଯେହେତୁ ଆମେ ୭୫ ଲକ୍ଷ ପରିବାର ନିକଟରେ
ପହଞ୍ଚି ସାରିଛୁ, ସେଥିପାଇଁ ୩୧ ମାର୍ଚ୍ଚ, ୨୦୧୯ ମଧ୍ୟରେ ୧୦ ଲକ୍ଷ ରୁ୨୦ ଲକ୍ଷ ହିତାଧିକାରୀଙ୍କୁ ଏଥିରେ ଯୋଡ଼ିବା ପାଇଁ ଲକ୍ଷ୍ୟ
ରଖିଛୁ ।
• ସ୍ୱଚ୍ଛ ରନ୍ଧନ ଜାଳେଣୀ ସାର୍ବଜନୀନ ଭାବେ ଉପଲବ୍ଧ ହେବ
• ସ୍ୱଚ୍ଛ ରନ୍ଧନ ଜାଳେଣୀ ହେଉଛି ସୁଲଭମୂଲ୍ୟଯୁକ୍ତ
• ଏଲ୍ପିଜି ହେଉଛି ବ୍ୟବହାର ନିମନ୍ତେ ସୁରକ୍ଷିତ ଏବଂ ବୀମାଭୁକ୍ତ
ସ୍ୱଚ୍ଛତା ଦିଗରେ ଏକ ଆନ୍ଦୋଳନ
ସ୍ୱଚ୍ଛ ଇନ୍ଧନ ବ୍ୟବହାର ଦିଗରେ ଏହି ଆନ୍ଦୋଳନ ହେଉଛି ଏକ ପ୍ରଗତିଶୀଳ କାର୍ଯ୍ୟ । ସୁରକ୍ଷିତ ଏଲ୍ପିଜି ସଂଚାଳନ ଏବଂ ଏଲ୍ପିଜି
ପଞ୍ଚାୟତଗୁଡ଼ିକ ସୁରକ୍ଷିତ ଏବଂ ନିତ୍ୟ ବ୍ୟବହାର ଦିଗରେ ଯୋଗଦାନ କରୁଛନ୍ତି । ମଧ୍ୟମ ଅବଧିରେ ପେଟ୍ରୋଲିୟମ ମନ୍ତ୍ରଣାଳୟ ଏବଂ
ତୈଳ ବିପଣନ କମ୍ପାନୀଗୁଡ଼ିକ ଯୋଗାଣକ୍ଷେତ୍ର, ସେବାରେ ସୁଧାର, ସୁରକ୍ଷା ଏବଂ ଗୋଷ୍ଠୀ ସମୂହକୁ ସ୍ୱଚ୍ଛ ଇନ୍ଧନର ଉପାଦେୟତା
ବିଷୟରେ ଜ୍ଞାନ ଦେବା ଉପରେ ନିରନ୍ତର ଗୁରୁତ୍ୱ ଦେବା ଆବଶ୍ୟକ । ମହିଳାମାନେ ପାରିବାରିକ ବଜେଟ୍ରେ ନିଜ ପାଇଁ ଏକ ସ୍ଥାନ ନିରୂପଣ କରିବା ଆବଶ୍ୟକ କାରଣ ସ୍ୱଚ୍ଛ ଇନ୍ଧନ ବ୍ୟବହାର କ୍ଷେତ୍ରରେ ମହିଳାମାନଙ୍କୁ ଅଧିକ ଲାଭାର୍ଥୀ ଭାବେ ଦେଖିବାକୁ ମିଳେ । ଏଲ୍ପିଜି ର ଉପଯୋଗକୁ ବଜାୟ ରଖିବା କ୍ଷମତାରେ ସୁଧାର ଆଣିବା ନିମନ୍ତେ ପରିବାରକୁ ଏଲ୍ପିଜି ଉପରେ ଖର୍ଚ୍ଚ ସହିତ ନିଜର ଖର୍ଚ୍ଚକୁ ସଂରକ୍ଷିତ କରିବା ମଧ୍ୟ ଆବଶ୍ୟକ । ସିଭିଲ ସୋସାଇଟୀ ଗ୍ରୂପ ଏବଂ ସ୍ୱୟଂ ସହାୟକ ଦଳ ଗୁଡ଼ିକ ରିଫିଲ କରିବା ନିମନ୍ତେ ଆର୍ଥିକ ସହାୟତା ମଧ୍ୟ କରିପାରିବେ ଏବଂ ମହିଳାମାନଙ୍କୁ ସମୟ ଏବଂ ଅର୍ଥ ସଞ୍ଚୟ ଦିଗରେ ସୁଯୋଗ ସୃଷ୍ଟି କରିବେ । ମହାଶୟା ଏବଂ ମହାଶୟ, ଉଜ୍ଜ୍ୱଳା ଯେ କେବଳ ଚମତ୍କାର ଭାବେ ନିଜ ଉପଭୋକ୍ତାମାନଙ୍କ ଜୀବନ ସରସ ଓ ସୁନ୍ଦରମୟ କରୁଛି ତାହା ନୁହେଁ ମାତ୍ର ଏହା ସୁନିଶ୍ଚିତତା, ବିକାଶ, ପ୍ରେରଣା ଯୋଗାଇବାରେ ମଧ୍ୟ ବେଶ୍ ସହାୟକ ହୋଇଛି । ଆମ ଗାଁ ତଥା ଛୋଟ ସହରମାନଙ୍କରେ ମଧ୍ୟ ଆର୍ôଥକ ଅଭିବୃଦ୍ଧି ନିମନ୍ତେ ବଳିଷ୍ଠ ଭୂମିକା ଗ୍ରହଣ କରିଛି । ଏହା ମହିଳାମାନଙ୍କୁ କରିଛି ଅଧିକ ସଶକ୍ତ । ଏହା ମହିଳାମାନଙ୍କୁ ସେମାନଙ୍କ କ୍ଷମତା ପ୍ରଦର୍ଶନ ଦିଗରେ ମଧ୍ୟ ଅଧିକାର ପ୍ରଦାନ କରିଛି । ଆମେ ଯେତେବେଳେ ମହିଳା ନେତ୍ରୀମାନଙ୍କର ଜୀବନକାହାଣୀ ଶୁଣିଥାଉ, ଆମେ ଭାବୁ ସେମାନଙ୍କ ବିକାଶ ଦିଗରେ ଘରୋଇ ଦାୟିତ୍ୱ ସଞ୍ଚାଳନ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଏକ ସହଜ ରନ୍ଧନ ଜାଳେଣୀ ଘରୋଇ ଦାୟିତ୍ୱକୁ ଆହୁରି ସରଳ କରିପାରିଛି ।ବେ ଉପଲବ୍ଧ ହେବ
• ସ୍ୱଚ୍ଛ ରନ୍ଧନ ଜାଳେଣୀ ହେଉଛି ସୁଲଭମୂଲ୍ୟଯୁକ୍ତ
• ଏଲ୍ପିଜି ହେଉଛି ବ୍ୟବହାର ନିମନ୍ତେ ସୁରକ୍ଷିତ ଏବଂ ବୀମାଭୁକ୍ତ
ସ୍ୱଚ୍ଛତା ଦିଗରେ ଏକ ଆନ୍ଦୋଳନ ସ୍ୱଚ୍ଛ ଇନ୍ଧନ ବ୍ୟବହାର ଦିଗରେ ଏହି ଆନ୍ଦୋଳନ ହେଉଛି ଏକ ପ୍ରଗତିଶୀଳ କାର୍ଯ୍ୟ । ସୁରକ୍ଷିତ ଏଲ୍ପିଜି ସଂଚାଳନ ଏବଂ ଏଲ୍ପିଜି  ପଞ୍ଚାୟତଗୁଡ଼ିକ ସୁରକ୍ଷିତ ଏବଂ ନିତ୍ୟ ବ୍ୟବହାର ଦିଗରେ ଯୋଗଦାନ କରୁଛନ୍ତି । ମଧ୍ୟମ ଅବଧିରେ ପେଟ୍ରୋଲିୟମ ମନ୍ତ୍ରଣାଳୟ ଏବଂ ତୈଳ ବିପଣନ କମ୍ପାନୀଗୁଡ଼ିକ ଯୋଗାଣକ୍ଷେତ୍ର, ସେବାରେ ସୁଧାର, ସୁରକ୍ଷା ଏବଂ ଗୋଷ୍ଠୀ ସମୂହକୁ ସ୍ୱଚ୍ଛ ଇନ୍ଧନର ଉପାଦେୟତା  ବିଷୟରେ ଜ୍ଞାନ ଦେବା ଉପରେ ନିରନ୍ତର ଗୁରୁତ୍ୱ ଦେବା ଆବଶ୍ୟକ ।  ମହିଳାମାନେ ପାରିବାରିକ ବଜେଟ୍ରେ ନିଜ ପାଇଁ ଏକ ସ୍ଥାନ ନିରୂପଣ କରିବା ଆବଶ୍ୟକ କାରଣ ସ୍ୱଚ୍ଛ ଇନ୍ଧନ ବ୍ୟବହାର କ୍ଷେତ୍ରରେ  ମହିଳାମାନଙ୍କୁ ଅଧିକ ଲାଭାର୍ଥୀ ଭାବେ ଦେଖିବାକୁ ମିଳେ । ଏଲ୍ପିଜି ର ଉପଯୋଗକୁ ବଜାୟ ରଖିବା କ୍ଷମତାରେ ସୁଧାର ଆଣିବା  ନିମନ୍ତେ ପରିବାରକୁ ଏଲ୍ପିଜି ଉପରେ ଖର୍ଚ୍ଚ ସହିତ ନିଜର ଖର୍ଚ୍ଚକୁ ସଂରକ୍ଷିତ କରିବା ମଧ୍ୟ ଆବଶ୍ୟକ । ସିଭିଲ ସୋସାଇଟୀ ଗ୍ରୂପ ଏବଂ  ସ୍ୱୟଂ ସହାୟକ ଦଳ ଗୁଡ଼ିକ ରିଫିଲ କରିବା ନିମନ୍ତେ ଆର୍ଥିକ ସହାୟତା ମଧ୍ୟ କରିପାରିବେ ଏବଂ ମହିଳାମାନଙ୍କୁ ସମୟ ଏବଂ ଅର୍ଥ
ସଞ୍ଚୟ ଦିଗରେ ସୁଯୋଗ ସୃଷ୍ଟି କରିବେ । ମହାଶୟା ଏବଂ ମହାଶୟ, ଉଜ୍ଜ୍ୱଳା ଯେ କେବଳ ଚମତ୍କାର ଭାବେ ନିଜ ଉପଭୋକ୍ତାମାନଙ୍କ  ଜୀବନ ସରସ ଓ ସୁନ୍ଦରମୟ କରୁଛି ତାହା ନୁହେଁ ମାତ୍ର ଏହା ସୁନିଶ୍ଚିତତା, ବିକାଶ, ପ୍ରେରଣା ଯୋଗାଇବାରେ ମଧ୍ୟ ବେଶ୍ ସହାୟକ  ହୋଇଛି । ଆମ ଗାଁ ତଥା ଛୋଟ ସହରମାନଙ୍କରେ ମଧ୍ୟ ଆର୍ôଥକ ଅଭିବୃଦ୍ଧି ନିମନ୍ତେ ବଳିଷ୍ଠ ଭୂମିକା ଗ୍ରହଣ କରିଛି । ଏହା ମହିଳାମାନଙ୍କୁ  କରିଛି ଅଧିକ ସଶକ୍ତ । ଏହା ମହିଳାମାନଙ୍କୁ ସେମାନଙ୍କ କ୍ଷମତା ପ୍ରଦର୍ଶନ ଦିଗରେ ମଧ୍ୟ ଅଧିକାର ପ୍ରଦାନ କରିଛି । ଆମେ ଯେତେବେଳେ ମହିଳା ନେତ୍ରୀମାନଙ୍କର ଜୀବନକାହାଣୀ ଶୁଣିଥାଉ, ଆମେ ଭାବୁ ସେମାନଙ୍କ ବିକାଶ ଦିଗରେ ଘରୋଇ ଦାୟିତ୍ୱ  ସଞ୍ଚାଳନ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଏକ ସହଜ ରନ୍ଧନ ଜାଳେଣୀ ଘରୋଇ ଦାୟିତ୍ୱକୁ ଆହୁରି ସରଳ କରିପାରିଛି ।

Mo sapath

Leave A Reply

Your email address will not be published.