Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଭୁବନେଶ୍ୱର ଟାକ୍ସବାର ତରଫରୁ ଶହିଦ୍ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

0

ଭୁବନେଶ୍ୱର: ନିରପେକ୍ଷ ଖବର :ତା୧୬.୦୨.୨୦୧୯: ଟାକ୍ସବାର ଆସୋସିଏସନ ଆନୁକୂଲ୍ୟରେ ଆଜି କାଶ୍ମୀର୍ର ପୁଲ୍ୱାମା ଠାରେ ପ୍ରାଣବଳୀ ଦେଇଥିବା ବୀର ସହିଦ୍ ଯବାନ୍ ମାନଙ୍କ  ଅମର ଆତ୍ମାର ସଦ୍ଗତି ନିମନ୍ତେ  ଏକ ଶ୍ରଦ୍ଧାଞ୍ଜଳୀ ସଭା  ଆସୋସିଏସନ ହଲ୍ ରେ  ଅନୁୁୁଷ୍ଠିତ ହୋଇଯାଇଛି  ଏହି ସଭାରେ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ସି.ଆର.ପି.ଏଫ୍ ର ବୀର ଯବାନ୍ ମାନଙ୍କ ପ୍ରତି ୨ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ସଙ୍ଗେ ସଙ୍ଗେ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସମଗ୍ର ଦେଶବାସୀ ଏକଜୁଟ୍ ହୋଇ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦକୁ ଦୃଢ ବିରୋଧ କରିବାକୁ ମତବ୍ୟକ୍ତ କରିଥିଲେ ବରିଷ୍ଠ ଆଇନ୍ଜୀବି ବିମଳାନନ୍ଦନ ମହାପାତ୍ର । ଦେଶର ଅଖଣ୍ଡତା ଓ ସାର୍ବଭୈାମତ୍ୱ ପ୍ରତି  ବିପଦ ସୃଷ୍ଟି କରୁଥିବା କୈାଣସି ଶକ୍ତିକୁ ବରଦାସ୍ତ କରାଯିବ ନାହିଁଁ ଏବଂ ଦଳମତ  ନିର୍ବିଶେଷରେ ସମସ୍ତେ ଏକଜୁଟ୍ ହୋଇ ଏଭଳି ଘୃଣ୍ୟ କାମ କରୁଥିବା ଓ ଏହାକୁ ପ୍ରୋତ୍ସାହନ  ଦେଉଥିବା ବ୍ୟକ୍ତି ବିଶେଷଙ୍କୁ କଡା ଜବାବ ଦେବାକୁ ସଭାରେ ମତ ପ୍ରକାଶ ପାଇଥିଲା। ଆତଙ୍କବାଦର ଭାଷା ବୁଝୁଥିବା ଓ କହୁଥିବା ଦେଶକୁ ତାହାରି  ଭାଷାରେ ବୁଝେଇବାର ସମୟ  ଉପନୀତ ହୋଇଛି ଏବଂ ଏଥିପାଇଁ ଆମେ ସମସ୍ତେ ଦେଶର ପ୍ରତ୍ୟେକ ସୁରକ୍ଷା କର୍ମୀଙ୍କ ସହିତ  ଏକଜୁଟ୍ ହୋଇ ଠିଆ ହୋଇଛୁ ବୋଲି ମତ ପ୍ରକାଶ କରିଥିଲେ ସଭାରେ ଉପସ୍ଥିତ ଥିବା ସମସ୍ତ ସଭ୍ୟ । ଏହି ସଭାରେ ସଭାପତି ଦେବବ୍ରତ ଜେନା , ଉପସଭାପତି  ପ୍ରଶାନ୍ତ ଶତପଥି , ସମ୍ପାଦକ ନୀଳକଣ୍ଠ ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ ଓ ଶେଷରେ ସହିଦ୍  ଯବାନ୍ ମାନଙ୍କ ଉଦ୍ଦେଷ୍ୟରେ ଦୀପ ଦାନ କରାଯାଇଥିଲା ।

Mo sapath

Leave A Reply

Your email address will not be published.