Blank space
Blank space
Breaking News/ମୁଖ୍ୟ ଖବର:
ବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତପଠାଣି ସାମନ୍ତ ଜୟନ୍ତୀ ଉପଲକ୍ଷେ କଳାଭୁମି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତଭୁବନେଶ୍ୱର ରେଳ ଷ୍ଟେସନର ପୁନଃ ବିକାଶ କାର୍ଯ୍ୟ ତଦାରଖ ପାଇଁ ଷ୍ଟେସନ ସାମ୍ନାରେ ଅସ୍ଥାୟୀ କ୍ୟାମ୍ପ ଅଫିସ୍ କାର୍ଯ୍ଯ ଆରମ୍ଭ
Blank space

ନୂଆବର୍ଷରୁ କମିଲା ଏଲପିଜି ସିଲିଣ୍ଡର ମୂଲ୍ୟ….

ଅଣସବସିଡ୍ ଏଲପିଜି ମୂଲ୍ୟ ୧୨୧ ଟଙ୍କା ୫୦ ପଇଷା କମ୍ • ଘରୋଇ ସିଲିଣ୍ଡର ପିଛା ୫ ଟଙ୍କା ୯୫ ପଇଷା ମୂଲ୍ୟ ହ୍ରାସ • ଗ୍ରାହକ ମାନଙ୍କୁ ୮୩୮ ଟଙ୍କା ବଦଳରେ ୭୧୬ ଟଙ୍କା ୫୦ ପଇଷା ଦେଇ ସିଲିଣ୍ଡର କିଣିବାକୁ ପଡିବ ଗ୍ରାହକ ମାନଙ୍କୁ ସବସିଡ୍ ମିଳିବା ପରେ ସିଲିଣ୍ଡରର ମୂଲ୍ୟ ୫୦୫ ଟଙ୍କା ୮୩ ପଇଷା ହେବ

0

ଭୁୁବନେଶ୍ୱର,. ନିରପେକ୍ଷ ଖବର:  ଅଣ ସବସିଡ୍ ଯୁକ୍ତ  ଏଲପିଜି ସିଲିଣ୍ଡରର ମୂଲ୍ୟ ଭୁବନେଶ୍ୱର ଠାରେ ଜାନୁଆରୀ ୧  ତାରିଖରୁ  ୧୨୧ ଟଙ୍କା ୫୦ ପଇଷା ସିଲିଣ୍ଡର ମୂଲ୍ୟ ହ୍ରାସ ହୋଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଏଲପିଜି ମୂଲ୍ୟ ହ୍ରାସ ଓ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ବଢିବା କାରଣରୁ ଏହି ମୂଲ୍ୟ ହ୍ରାସ ପାଇଛି ବୋଲି ଇଣ୍ଡିଆନ୍ ଅଏଲ ପକ୍ଷରୁ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ପ୍ରକାଶ କରାଯାଇଛି ।
ଏହି ଅନୁସାରେ ଘରୋଇ ଏଲପିଜି ବ୍ୟବହାର କାରୀଙ୍କୁ ୮୩୮ ଟଙ୍କା ବଦଳରେ ଏଣିକି ୭୧୬ ଟଙ୍କା ଦେବାପାଇଁ ପଡିବ । ଗ୍ରାହକ ମାନଙ୍କୁ ସିଲିଣ୍ଡର କିଣିବା ବେଳେ ୧୨୧ ଟଙ୍କା ୫୦ ପଇଷା କମ୍ ଦେବାକୁ ପଡିବ ।
ଘରୋଇ ସିଲିଣ୍ଡର ସବସିଡ୍ ଯୁକ୍ତ ହୋଇଥିବା କାରଣରୁ ସବସିଡ ପରେ ସିଲିଣ୍ଡର ଉପରେ ୫ ଟଙ୍କା ୯୫ ପଇଷା ଦର କମିବ । ଡିସେମ୍ବର ୨୦୧୮ରେ ସବସିଡ୍ ଯୁକ୍ତ ସିଲିଣ୍ଡରର ମୂଲ୍ୟ ୫୧୧.୭୮ ପଇଷା ଥିବା ବେଳେ ଜାନୁଆରୀ ପହିଲାରୁ ଏହି ମୂଲ୍ୟ ୫୦୫.୮୩ ପଇଷା ରହିବ । ଏହା ବାଦ୍ ଅତିରିକ୍ତ ମୂଲ୍ୟ ସବସିଡ୍ ଆକାରରେ କେନ୍ଦ୍ର ସରକାର ଗ୍ରାହକଙ୍କ ବ୍ୟାଙ୍କ ଖାତାରେ ପ୍ରଦାନ କରୁଛନ୍ତି ।

Mo sapath

Leave A Reply

Your email address will not be published.