ଭବନେଶ୍ୱର:ନିରପେକ୍ଷ ଖବର: ପ୍ରେମୀ ଯୁଗଳଙ୍କୁ “ଭାଲେଣ୍ଟାଇନ୍ ଡେ”ରେ ସୁରକ୍ଷା ଦେବା ପାଇଁ କମିଶନରେଟ୍ ପୋଲିସ୍ ୧୪ ଫେବ୍ରୁଆରୀରେ ଟୁଇନ୍ ସିଟିର ସମସ୍ତ ପାର୍କ ଓ ମଲ୍ ରେ କଡ଼ା ପ୍ରହରା ଦେବ। ଏହି ଦିନ ଯଦି କୌଣସି ପ୍ରେମୀ ଯୁଗଳଙ୍କୁ କେହି ହଇରାଣ କରନ୍ତି ତେବେ ତାଙ୍କ ବିରୋଧରେ ଦ୍ରୁର୍ଡ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍ କମିଶନର୍ ଡ଼ ସତ୍ୟଜିତ୍ ମହାନ୍ତି ସୂଚନା ଦେଇଛନ୍ତି।
