ସାମାଜିକ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ଟ୍ରେନରେ ଲାଗିବ ଅତିରିକ୍ତ କୋଚ୍ Debabrat Mohanty Sep 19, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୮/୦୯: ଆଗାମୀ ଦିନରେ ଟ୍ରେନରେ ଯାତ୍ରୀ ଭିଡ଼ ବଢ଼ିବାକୁ ଥିବାରୁ ଭାରତୀୟ ରେଳବାଇ ପକ୍ଷରୁ କିଛି ଟ୍ରେନରେ ଅତିରିକ୍ତ କୋଚ୍ ଲଗାଯିବ। ଏହାଦ୍ୱାରା ଯାତ୍ରୀଙ୍କୁ ଅଧିକ ବର୍ଥ ମିଳିପାରିବ। ଟ୍ରେନ୍ ନମ୍ବର ୧୨୮୩୭ ହାୱଡ଼ା–ପୁରୀ ଏକ୍ସପ୍ରେସ୍ରେ ୨୦ରୁ ୨୫…