ରାଜନୀତି ଦୁଇ ଦିନିଆ BJP ବୈଠକ ଶେଷ! ପାରିତ ହେଲା ବଡ଼ ରାଜନୈତିକ ପ୍ରସ୍ତାବ Debabrat Mohanty Sep 7, 2026 0 କଟକ/ଭୁବନେଶ୍ୱର,ନିରପେକ୍ଷ ଖବର: ତା ୦୭/୦୯ ଶେଷ ହେଲା ବିଜେପିର ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂଗଠନ, ଜନକଲ୍ୟାଣକାରୀ ଯୋଜନା ଓ ଆଗାମୀ ରାଜନୈତିକ ରଣନୀତି ଉପରେ ବିସ୍ତୃତ ଆଲୋଚନା ହୋଇଛି।…