
Sign in
Sign in
Recover your password.
A password will be e-mailed to you.
Breaking News/ମୁଖ୍ୟ ଖବର:
ଇତିହାସ ରଚିଲେ ମୋଦିବିଶ୍ୱ ଜଳଦିବସରେ ଭୁବନେଶ୍ୱରରେ ମହା ସେବାLPG ସମସ୍ୟାକୁ ମୁକାବିଲା ପାଇଁ ସିଟି ଗ୍ୟାସ୍ ଭିତ୍ତିଭୂମି ତ୍ୱରାନ୍ୱିତବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବଡ଼ ସଫଳତାବ୍ଲୁ ଇକୋନୋମି ସମିଟ୍–୨୦୨୬ରେ ଓଡ଼ିଶାର ବଡ଼ ଘୋଷଣାVTP ମଡେଲ ରଦ୍ଦ କରି ସିଧାସଳଖ ସରକାରୀ ନିଯୁକ୍ତି ଦାବି କଲେ ବୃତ୍ତିଗତ ପ୍ରଶିକ୍ଷକ୧୨ ରାଶିର ବଡ଼ ଭବିଷ୍ୟବାଣୀଡିଜିଟାଲ୍ ଦୁନିଆରେ ଶିଶୁ ଅସୁରକ୍ଷିତ?ତୈଳ ବଜାର ହଳଚଳରିଲାଏନ୍ସ ଗ୍ରୁପ୍କୁ ବଡ଼ ଝଟକା! ED ଜବତ କଲା ୫୮୧ କୋଟିର ସମ୍ପତ୍ତିଭୁବନେଶ୍ୱରରେ ବଡ଼ Cyber Fraud ଖୋଲାସା! ୨.୩୫ କୋଟି ଟଙ୍କା ଟ୍ରାନ୍ସାକ୍ସନ୍, ୨ ଗିରଫପୁରୀ ବେଳାଭୂମିରେ “Fit India Carnival” ମାର୍ଚ୍ଚ 21ରୁ 3 ଦିନିଆ ବଡ଼ କାର୍ଯ୍ୟକ୍ରମଟୋକିଓରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ କମାଲ !ପଞ୍ଚସଖା ଶିକ୍ଷା ସେତୁ ବୈଠକ: ୨୩ ଜିଲ୍ଲାରେ ୯ କୋଟି ଟଙ୍କାର ୮୯୬ ପ୍ରକଳ୍ପ ମଞ୍ଜୁରରୋଟାରୀ କ୍ଲବ୍ ଭୁବନେଶ୍ବର ଆଞ୍ଜେଲା ପକ୍ଷରୁ ମହିଳା ଦିବସଭୁବନେଶ୍ୱରରେ ଅସ୍ତ୍ର ସହ ୨ ଯୁବକ ଗିରଫ | NH-316 ବାଇପାସରେ ଛିନତାଇ ପ୍ଲାନ୍!ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଆନ୍ଦୋଳନ ତୀବ୍ରତର ହେବଭୁବନେଶ୍ୱରରେ ଆଇଏଏସ୍ ସ୍ତରରେ ବଡ଼ ଅଦଳବଦଳବିଜେଡିକୁ ବଡ଼ ଝଟକାରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ :ଅଲ୍ ଓଡ଼ିଶା କଣ୍ଟ୍ରାକ୍ଟର୍ସ ୱେଲଫେୟାର ଆସୋସିଏସନ୍

Yearly Archives
2022
ଭୁବନେଶ୍ୱର,ନିରପେକ୍ଷ ଖବର :ତା ୧୦/୧୧ ଜାତୀୟ ତଥା ଆନ୍ତର୍ଜାତିକ ବଜାରରେ ଓଡ଼ିଶାର କଳାକାରମାନଙ୍କ କଳାର ପ୍ରଚାର ପ୍ରସାର ତଥା ସେମାନଙ୍କ ଜୀବନ
ଧାରଣ ମାନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ସୁଯୋଗ ସୃଷ୍ଟି କରିବା ପାଇଁ ‘ ଉଇ-୯ ଟ୍ରଷ୍ଟ’ ପକ୍ଷରୁ ୨ଦିନ ଧରି କଳା
ପ୍ରଦର୍ଶନୀ ଚାଲିଥିଲା । ଓଡ଼ିଆ…
ବଲିଉଡ ଡ୍ୟାନ୍ସ ଆଇକନ ଶକ୍ତିମୋହନ ଓଡିଶା ଝିଅଙ୍କୁ ଆଗକୁ ନେବାପାଇଁ ଆରମ୍ଭ କରିବେ ଘୁଂଗରୁ
ପ୍ରତିଯୋଗିତାରେ ଯେଉଁମାନେ ଭଗନେବାକୁ ଚାହୁଁଛନ୍ତି ସେମାନେ 9938220888 ହ୍ଵାଟ୍ସଆପ ନମ୍ବରରେ ଯୋଗାଯୋଗ କରିବାକୁ ବେଟି ବଚାଓ ବେଟି ପଢ଼ାଓ ଦେଶକୋ ଆଗେ ବଢ଼ାଓ, ଓଡ଼ିଶାର ଆବାହକ ଆଦିଶା ମହାନ୍ତି ଅନୁରୋଧ କରିଛନ୍ତି l
ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ‘ଖୁସିୟୋଁ କା ତ୍ୟୋହାର’ ପୁରସ୍କାର ବିତରଣ ଉତ୍ସବ
*୧୫ ଗ୍ରାହକଙ୍କୁ ସୁନା ମୁଦ୍ରା, ୪୫ ଜଣଙ୍କୁ ରୂପା ମୁଦ୍ରା ପ୍ରଦାନ
୧୭ତମ ସିନିୟର ସୁପର ୭ କ୍ରିକେଟ୍ : ଓଡିଶା ଦଳର ଉତ୍ତର ପ୍ରଦେଶ ଯାତ୍ରା
ଭୁବନେଶ୍ବରନିରପେକ୍ଷ ଖବର :ତା ୦୭/୧୧ ଉତ୍ତର ପ୍ରଦେଶରେ ଚଳିତ ମାସ ୧୦ରୁ ହେଵାକୁ ଯାଉଥିବା ୧୭ତମ ସିନିୟର ସୁପର ୭ କ୍ରିକେଟ୍ ଜାତୀୟ ଚାମ୍ପିଅନସିପ୍ ରେ ଯୋଗ ଦେବା ପାଇଁ ଓଡ଼ିଶାର ୧୩ ଜଣିଆ ଦଳ ଆଜି ଦିନ ୧୨ଟାରେ ନନ୍ଦନ କାନନ ଏକ୍ସପ୍ରେସରେ ଯାତ୍ରା କରିଛନ୍ତି ।
ଏହି ଚମ୍ପିଆନସିପ୍ ରେ…
ଦାନ ଲକ୍ଷ୍ମୀ : ଆଇ.ସି.ସି ମହିଳା ଉଦ୍ୟୋଗୀ ପରିଷଦ ଓ ଜୟ ଓଡ଼ିଶାର ଏକ ନିଆରା ପ୍ରୟାସ
ଭୁବନେଶ୍ୱର,ନିରପେକ୍ଷ ଖବର :ତା ୦୬/୧୧ ଆଇ.ସି.ସି ମହିଳା ଉଦ୍ୟୋଗୀ ପରିଷଦ, ଜୟ ଓଡ଼ିଶା ଓ ଭୁବନେଶ୍ୱର କ୍ଲବ ସହଯୋଗର ଭୁବନେଶ୍ୱରର ନାଗରିକଙ୍କ ପାଇଁ ଅବ୍ୟହୃତ ଘରୋଇ ସାମଗ୍ରୀ ଦାନ କରିବା ପାଇଁ ଦାନ ଲକ୍ଷ୍ମୀ ଏକ ସ୍ୱତନ୍ତ୍ର ପଦକ୍ଷେପ ଆରମ୍ଭ କରାଯାଇଛି । ଭୁବନେଶ୍ୱର କ୍ଲବରେ ଏହି ପଦକ୍ଷେପର…
UBEAU Advanced Aesthetics announces its collaboration with Celebrity Brow Artist, Suman Jalaf from…
Bhubaneswar, Nirapakhya Khabar:Dt 02/11/22 UBÊAU,, Odisha’s 1st premium skincare clinic invited to Bhubaneswar for the first time, famous London based brow expert Suman Jalaf as part of its collaboration program with her brand Brow Magician…
ରେଳ ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ସମ୍ପାଦନର କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ଟ୍ରେନ୍…
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୨/୧୧/୨୨ ଟିଟିଲାଗଡ-ସମ୍ବଲପୁର ରେଳ ମାର୍ଗରେ ସିକିର-ବଡମାଲ ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ସମ୍ପାଦନର କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ଟ୍ରେନ୍ ସେବା ପ୍ରଭାବିତ ହେବ |
ଟ୍ରେନର ବାତିଲ୍:
• 08317/08318…
ପର୍ଯ୍ୟଟନ ମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୨ ପ୍ରଦର୍ଶନୀ ଉଦ୍ଘାଟିତ
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୯/୧୦ ଓଡ଼ିଶାର ମାନ୍ୟବର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ ଏବଂ ପର୍ଯ୍ୟଟନ ମନ୍ତ୍ରୀ, ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପାତ୍ର ଆଜି ଓଡ଼ିଶା ଟ୍ରାଭେଲ ବଜାର ୨୦୨୨ର ପ୍ରଦର୍ଶନୀକୁ ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ…
ସୁପର ୭ କ୍ରିକେଟ୍ : ଓଡିଶା ଦଳ ଘୋଷଣା
ଭୁବନେଶ୍ବର,ନିରପେକ୍ଷ ଖବର : ଉତ୍ତର ପ୍ରଦେଶରେ ନଭେମ୍ବର ୧୦ରୁ ୧୭ତମ ସିନିୟର ସୁପର ୭ କ୍ରିକେଟ୍ ଜାତୀୟ ଚାମ୍ପିଅନସିପ୍ ଆୟୋଜନ ହେବାକୁ ଯାଉଛି । ଏଥିରେ ଭାଗନେଵା ପାଇଁ ଓଡ଼ିଶା ସୁପର ୭ କ୍ରିକେଟ୍ ସଂଘ ପକ୍ଷରୁ ୧୩ ଜଣିଆ ପୁରୁଷ ଦଳ ଘୋଷଣା କରାଯାଇଛି।
ଦଳରେ କୋଚ୍ ସନ୍ତୋଷ କୁମାର ଗୌଡ଼…
ଅକ୍ଟୋବର ୨୮ରୁ ୩-ଦିନିଆ ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୨
ଭୁବନେଶ୍ୱର,ନିରପେକ୍ଷ ଖବର : ଡୋମେଷ୍ଟିକ୍ ଓ ବିଦେଶୀ ଟୁର ଅପରେଟରମାନଙ୍କ ମଧ୍ୟରେ ଓଡ଼ିଶାର ପ୍ରସାର କରିବା ଲାଗି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଶିଳ୍ପ ସଂଘ ଫିକିର ମିଳିତ ସହଯୋଗରେ ଅକ୍ଟୋବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ଓଡ଼ିଶା…
ଇସ୍ରୋ/ଏନ୍ଏସ୍ଆଇଏଲ୍ ଦ୍ୱାରା ୩୬ଟି ୱାନ୍ୱେବ୍ ସାଟେଲାଇଟ୍ର ସଫଳ ଉତ୍କ୍ଷେପଣ
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୫/୧୦ ୱାନ୍ୱେବ୍ ପକ୍ଷରୁ ଆଜି ଭାରତର ଶ୍ରୀହରିକୋଟାଠାରେ ସତିଶ ଧୱନ୍ ସ୍ପେଶ୍ ସେଂଟର୍ (ଏସ୍ଡିଏସ୍ସି-ଏସ୍ଏଚ୍ଏଆର୍)ରୁ ନ୍ୟୁସ୍ପେଶ୍ ଇଣ୍ଡିଆ ଲିମିଟେଡ୍ (ଏନ୍ଏସ୍ଆଇଏଲ୍) ଦ୍ୱାରା ଶୁଭାରମ୍ଭ କରାଯାଇଥିବା ୩୬ଟି ସାଟେଲାଇଟ୍ର ସଫଳ ନିୟୋଜନକୁ ନିଶ୍ଚିତ କରାଯାଇଛି ।…
ହରି ଭାଇ କମେଡି କ୍ଲବ ପକ୍ଷରୁ ସମ୍ମାନିତ ହେଲେ ଦେବେନ୍ଦ୍ର ଦାସ ଓ ସବିତା ମହାନ୍ତି….
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୩/୧୦ ହରି ଭାଇ କମେଡି କ୍ଲବ ଦ୍ୱାରା ଆୟୋଜିତ *ନାଟକ ଶାଢ଼ୀ ହରଣ* ପରିବେଷଣ ହୋଇଥିଲା। ଏଥିରେ ୫୦ ରୁ ଅଧିକ କଳାକାର ଭାଗ ନେଇଥିଲେ। ପ୍ରତ୍ୟେକ ବର୍ଷ ଏହିପରି ଭାବରେ ନିଟକ ପରିବେଷଣ କରିବା ସହ ଯେଉଁ କଳାକାର ମାନେ ଜୀଵନ ସାରା ସାଧନା କରିଛନ୍ତି ସେମାନଙ୍କୁ…
ଭୁବନେଶ୍ୱର ରନ୍ୱେ ୱିକ୍ ଓ ଓଡ଼ିଶା ଫ୍ୟାସନ୍ ଆଣ୍ଡ୍ ଲାଇଫ୍ ଷ୍ଟାଇଲ୍ ଆୱାର୍ଡ଼
ଓଡ଼ିଶା ଫ୍ୟାସନ୍ ଆଣ୍ଡ୍ ଲାଇଫ୍ ଷ୍ଟାଇଲ୍ ଆୱାର୍ଡ଼ରେ ସମ୍ମାନିତ ହେଲେ ୧୬ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷ....
ଭୁବନେଶ୍ୱରରେ ଖୋଲିଲା ଉତ୍କଳମ୍ରିତା’ ଷ୍ଟୋର….
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୩/୧୦ ଆଜି ଭୁବନେଶ୍ୱର ସ୍ଥିତ ଶହୀଦ୍ ନଗର ପ୍ଲଟ ନମ୍ବର-୬୫୦ ଠାରେ ସାବତ ଏକ୍ସପୋର୍ଟସ୍ ପ୍ରାଇଭେଟ ଲିମିଟେଡ୍' ଯାହା ଏକ ଅଗ୍ରଣୀ ହସ୍ତତନ୍ତ ସଂସ୍ଥା ଭାବେ ପରିଚିତ, ୨୦୧୫ ମସିହାରେ ଡକ୍ଟର ଅନୀତା ସାବତ ଏବଂ ଅମ୍ରିତା ସାବତଙ୍କର ପ୍ରଚେଷ୍ଟାରେ ନିଜର ସପ୍ତମ…
କେନ୍ଦ୍ରୀୟ ଆୟୁର୍ବେଦ ଅନୁସନ୍ଧାନ ସଂସ୍ଥାନ ଭୁବନେଶ୍ବର ପକ୍ଷରୁ ସପ୍ତମ ଆୟୁର୍ବେଦ ଦିବସ ପାଳନ …
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୩/୧୦ ଚଳିତ ବର୍ଷ ଆୟୁଷ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗର ସହଯୋଗରେ ଏହାକୁ ପାଳନ କରୁଛି ଯାହା ଦ୍ବାରା ଦେଶର ପ୍ରତ୍ୟେକ ବ୍ୟକ୍ତି 3Js – ଜନ ସନ୍ଦେଶ, ଜନ ଭାଗିଦାରୀ ଏବଂ ଜନ ଆନ୍ଦୋଳନ ଲକ୍ଷ୍ୟରେ ପାରମ୍ପାରିକ ଔଷଧ ପ୍ରଣାଳୀ…
୨୫ତମ କଳିଙ୍ଗ ପୁସ୍ତକ ମେଳା-୨୦୨୨
♦ ୨୫ତମ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାଗୋହ ପାଳନ ହେବ...
* ଆସନ୍ତା ଅକ୍ଟୋବର ୨୮ ତାରିଖ ରୁ ନଭେମ୍ବର ୬ ତାରିଖ ୨୦୨୨ ପର୍ଯ୍ୟନ୍ତ ଚାଲିବ
• ଓଡ଼ିଆ ସାହିତ୍ୟର ୧୧ ଗୋଟି ବିଭାଗରେ ଦିଆଯିବ 'ୟୁର୍ମେନ୍ଦ୍ର ମିଶ୍ର ସ୍ମୃତି ସ୍ମାରକୀ ସମ୍ମାନ'
♦ ମହିଳା ମାନଙ୍କ ଦ୍ବାରା…
Bhubaneswar Runway Week and Odisha Fashion & Lifestyle Awards
16 Eminent personalities honoured with Odisha Fashion and Lifestyle Awards.
ଵିଶାଳ ରକ୍ତ ଦାନ ଶିବିର
ଭୁବନେଶ୍ବର,ନିରପେକ୍ଷ ଖବର :ତା ୧୮/୧୦ ଆଜି ରସୁଲଗଡ଼ ଦୁର୍ଗା ମଣ୍ଡପ ନିକଟରେ ମା ବାସନ୍ତୀ ଦୁର୍ଗା ମିନି ଟ୍ରକ ଆସୋସିଏସନ ଓ ଓଡ଼ିଶା ମୋ ପରିବାର ମିଳିତ ଆନୁକୁଲ୍ୟରେ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଆୟୋଜନ ହୋଇଯାଇଛି। ଏହି ଶିବିରକୁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି…
ସନସାଇନ ହସ୍ପିଟାଲ ଭୁବନେଶ୍ବରରେ ସ୍ନାୟୁ ରୋଗ ଓ ଚିକିତ୍ସା ଅଗ୍ରଗତି ଆଲୋଚନା ଚକ୍ର
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୬/୧୦ ଆଜି ଭୁବନେଶ୍ବର ଲକ୍ଷ୍ମୀସାଗର ସ୍ଥିତ ଥିବା ସନସାଇନ୍ ହସ୍ପିଟାଲରେ ନାଗରିକମାନଙ୍କୁ ଅନ୍ତର୍ଜାତୀୟ ମାନର ସ୍ୱାସ୍ଥ୍ୟ ସେବା ସୁଲଭ ମୁଲ୍ୟରେ ଯୋଗାଇ ଦେବାକୁ ପ୍ରତିବଦ୍ଧ । ଏହାସହ ଓଡ଼ିଶାର ପ୍ରଥମ ପସନ୍ଦର ଡାକ୍ତରଖାନା ହେବା ପାଇଁ ଦ୍ରୁତ ଗତିରେ ଅଗ୍ରଗତି…
