Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଭୁବନେଶ୍ୱରରେ ଖୋଲିଲା ଉତ୍କଳମ୍ରିତା’ ଷ୍ଟୋର….

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୩/୧୦ ଆଜି ଭୁବନେଶ୍ୱର ସ୍ଥିତ ଶହୀଦ୍ ନଗର ପ୍ଲଟ ନମ୍ବର-୬୫୦ ଠାରେ ସାବତ ଏକ୍ସପୋର୍ଟସ୍ ପ୍ରାଇଭେଟ ଲିମିଟେଡ୍’ ଯାହା ଏକ ଅଗ୍ରଣୀ ହସ୍ତତନ୍ତ ସଂସ୍ଥା ଭାବେ ପରିଚିତ, ୨୦୧୫ ମସିହାରେ ଡକ୍ଟର ଅନୀତା ସାବତ ଏବଂ ଅମ୍ରିତା ସାବତଙ୍କର ପ୍ରଚେଷ୍ଟାରେ ନିଜର ସପ୍ତମ ବର୍ଷରେ ପଦାର୍ପଣ କରିଛି । ଏହି ସଂସ୍ଥାଟି ଓଡ଼ିଶାର କଳା,ଭାସ୍କର୍ଯ୍ୟ, ଐତିହ୍ୟ ଓ ସାହିତ୍ୟର ନିଖୁଣ
ହସ୍ତତନ୍ତ କାମକୁ ଉତ୍କଳମ୍ରିତା’ ଷ୍ଟୋର ମାଧ୍ୟମରେ ନିଜର ଅକ୍ଳାନ୍ତ ପରିଶ୍ରମ ଲଗାଇ,  ବୁଣାକାର ଭାଇ ଭଉଣୀମାନଙ୍କର ପରିବାର ଏବଂ ଓଡ଼ିଶା ପାଇଁ ଗର୍ବ ଓ ଗୌରବ । ଭାରତ ଓ ଆର୍ନ୍ତଜାତୀୟ ସ୍ତରରେ ସମସ୍ତ
ହସ୍ତତନ୍ତ କାମକୁ ନେଇ ‘ଉତ୍କଳମ୍ରିତା’ ସାରା ବିଶ୍ଵରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି , ଆମେ ଓଡିଶାର
ଐତିହ୍ୟକୁ ସୂତାରେ ନିର୍ମିତ କରି ବିଭିନ୍ନ ପ୍ରକାର ପାଟ୍ଟ, କଟନ ଶାଢୀରେ ପରିଲକ୍ଷିତ ‘ଉତ୍କଳମ୍ବିତା’ ପରିବାର ତରଫରୁ ଉକ୍ତ ଷ୍ଟୋରରେ  ଓଡ଼ିଶାର ସମସ୍ତ ଜନସାଧାରଣ ଆସି ବୁଲି ଦେଖିପାରିବେ  କେମିତି ଭାବରେ ଗୋଟିଏ ବୁଣାକାର ତା’ର ହାତରେ ଆମ ଐତିହ୍ୟ ପରମ୍ପରାର ନିଖୁଣ ଚିତ୍ରଟି ଶାଢୀ ମାଧ୍ୟମରେବୁଣିଥାଏ ତାହା ଦେଖିପାରିବେ, ଏହା ସହିତ ଆମେ ଏକ ସତନ୍ତ୍ର ଓଡିଶା ହସ୍ତତନ୍ତ GI (Geographical Indication) ଷ୍ଟୋର ପ୍ରଥମଥର ପାଇଁ ଭୁବନେଶ୍ବରରେ।ଏହି କାର୍ଯ୍ୟକ୍ରମରେ ଆକାଶ ଦାସ ନାୟକ (ଅଧ୍ୟକ୍ଷ, ମୋ କଲେଜ),  ଶାଶ୍ଵତ ଯୋଶୀ ମହୋଦୟ, (ଆର୍ନ୍ତଜାତୀୟ ନୃତ୍ୟ ଶିଳ୍ପୀ), ଶ୍ରୀ ଅରୁଣ କୁମାର ସାବତ ଏବଂ ବୁଣାକାର ଭାଇ ଭଉଣୀମାନେ ଉପସ୍ଥିତ ହୋଇ ଉକ୍ତ କାର୍ଯ୍ୟକ୍ରମଟିକୁ ଉଦ୍‌ଘାଟନ କରିଥିଲେ ।

Mo sapath

Leave A Reply

Your email address will not be published.