Blank space
Blank space
Breaking News/ମୁଖ୍ୟ ଖବର:
ବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତପଠାଣି ସାମନ୍ତ ଜୟନ୍ତୀ ଉପଲକ୍ଷେ କଳାଭୁମି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତଭୁବନେଶ୍ୱର ରେଳ ଷ୍ଟେସନର ପୁନଃ ବିକାଶ କାର୍ଯ୍ୟ ତଦାରଖ ପାଇଁ ଷ୍ଟେସନ ସାମ୍ନାରେ ଅସ୍ଥାୟୀ କ୍ୟାମ୍ପ ଅଫିସ୍ କାର୍ଯ୍ଯ ଆରମ୍ଭ
Blank space

ହରି ଭାଇ କମେଡି କ୍ଲବ ପକ୍ଷରୁ ସମ୍ମାନିତ ହେଲେ ଦେବେନ୍ଦ୍ର ଦାସ ଓ ସବିତା ମହାନ୍ତି….

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୩/୧୦ ହରି ଭାଇ କମେଡି କ୍ଲବ ଦ୍ୱାରା ଆୟୋଜିତ *ନାଟକ ଶାଢ଼ୀ ହରଣ* ପରିବେଷଣ ହୋଇଥିଲା। ଏଥିରେ ୫୦ ରୁ ଅଧିକ କଳାକାର ଭାଗ ନେଇଥିଲେ। ପ୍ରତ୍ୟେକ ବର୍ଷ ଏହିପରି ଭାବରେ ନିଟକ ପରିବେଷଣ କରିବା ସହ ଯେଉଁ କଳାକାର ମାନେ ଜୀଵନ ସାରା ସାଧନା କରିଛନ୍ତି ସେମାନଙ୍କୁ ପୂଜ୍ୟ ପୂଜାରେ ସମ୍ମାନିତ କରି ସେମାନଙ୍କୁ ସାରା ଜୀବନ ବଞ୍ଚିଥିବା ପର୍ଯ୍ୟନ୍ତ ହରି ଭାଇ କମେଡି କ୍ଲବ ପକ୍ଷରୁ ମାସିକ ୧୦୦୦ ଟଙ୍କା ପେନସନ ପ୍ରଦାନ କରାଯାଉଛି। ପ୍ରତ୍ୟେକ ବର୍ଷ ପରି ଏବର୍ଷ ଲୋକ କଳା ଦାସ କାଠିଆ ଓ ରଙ୍ଗମଞ୍ଚରୁ ଦେବେନ୍ଦ୍ର ଦାସ ଓ ସବିତା ମହାନ୍ତିଙ୍କୁ ସମ୍ମାନିତ କରି ପ୍ରତ୍ୟେକ ମାସ ୧୦୦୦ ଟଙ୍କା ପେନସନ ଦେବାକୁ ସ୍ଥିର କରାଯାଇଛି। ଏଥ୍ ସହିତ ହରିଭାଇ କମେଡି କ୍ଲବ ଏକ ଆକ୍ଟିଙ୍ଗ୍ ସ୍କୁଲ୍ ଜାନୁଆରୀରେ ଖୋଲିବା ପାଇଁ ଯୋଜନା ରଖୁଛି । ପିଲାଠାରୁ ବୟସ୍କ ଲୋକମାନେ ଅଭିନୟ ଶିକ୍ଷା ନେଇପାରିବେ । ଯେଉଁମାନେ ଅଭିନୟ କରିବା ପାଇଁ ଇଚ୍ଛୁକ,ସେମାନେ ଏହି ମୋବାଇଲ୍ : ୬୩୭୧୫୪୦୬୧୪ ରେ ଯୋଗାଯୋଗ କରିପାରିବେ । ନୂତନ କଳାକାର ତିଆରି କରିବା ଲକ୍ଷ୍ୟ ନେଇ ହରିଭାଇ କମେଡି କ୍ଲବ୍ କାମ କରିବ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନାଲକୋ ସି.ଏମ.ଡି ଶ୍ରୀଧର ପାତ୍ର, ଏମ୍ସ ହସ୍ପିଟାଲର ମେଡ଼ିସିନ ସ୍ପେସିଆଲିଷ୍ଟ ସଚ୍ଚିଦାନନ୍ଦ, ଚଳଚିତ୍ର ପ୍ରଯୋଜକ ଆଶିଷ ସିଂହ,ହେଲଥ ଇନ୍ ଟପ୍ ସିଇଓ ଗୌରବ ରାଲାହନ ଓ ଚଳଚିତ୍ର ପ୍ରଯୋଜକ ଡ଼ ଏଲ୍ ଏନ ଅଗ୍ରୱାଲ ଯୋଗଦେଇଥିଲେ। ଏହା ସହ କାର୍ଯ୍ୟକ୍ରମଟୀକୁ ଇଂ ମିଲନ୍ ପାଇକରାୟ ସଂଯୋଜନା କରିଥିଲେ।

Mo sapath

Leave A Reply

Your email address will not be published.