Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ହରି ଭାଇ କମେଡି କ୍ଲବ ପକ୍ଷରୁ ସମ୍ମାନିତ ହେଲେ ଦେବେନ୍ଦ୍ର ଦାସ ଓ ସବିତା ମହାନ୍ତି….

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୩/୧୦ ହରି ଭାଇ କମେଡି କ୍ଲବ ଦ୍ୱାରା ଆୟୋଜିତ *ନାଟକ ଶାଢ଼ୀ ହରଣ* ପରିବେଷଣ ହୋଇଥିଲା। ଏଥିରେ ୫୦ ରୁ ଅଧିକ କଳାକାର ଭାଗ ନେଇଥିଲେ। ପ୍ରତ୍ୟେକ ବର୍ଷ ଏହିପରି ଭାବରେ ନିଟକ ପରିବେଷଣ କରିବା ସହ ଯେଉଁ କଳାକାର ମାନେ ଜୀଵନ ସାରା ସାଧନା କରିଛନ୍ତି ସେମାନଙ୍କୁ ପୂଜ୍ୟ ପୂଜାରେ ସମ୍ମାନିତ କରି ସେମାନଙ୍କୁ ସାରା ଜୀବନ ବଞ୍ଚିଥିବା ପର୍ଯ୍ୟନ୍ତ ହରି ଭାଇ କମେଡି କ୍ଲବ ପକ୍ଷରୁ ମାସିକ ୧୦୦୦ ଟଙ୍କା ପେନସନ ପ୍ରଦାନ କରାଯାଉଛି। ପ୍ରତ୍ୟେକ ବର୍ଷ ପରି ଏବର୍ଷ ଲୋକ କଳା ଦାସ କାଠିଆ ଓ ରଙ୍ଗମଞ୍ଚରୁ ଦେବେନ୍ଦ୍ର ଦାସ ଓ ସବିତା ମହାନ୍ତିଙ୍କୁ ସମ୍ମାନିତ କରି ପ୍ରତ୍ୟେକ ମାସ ୧୦୦୦ ଟଙ୍କା ପେନସନ ଦେବାକୁ ସ୍ଥିର କରାଯାଇଛି। ଏଥ୍ ସହିତ ହରିଭାଇ କମେଡି କ୍ଲବ ଏକ ଆକ୍ଟିଙ୍ଗ୍ ସ୍କୁଲ୍ ଜାନୁଆରୀରେ ଖୋଲିବା ପାଇଁ ଯୋଜନା ରଖୁଛି । ପିଲାଠାରୁ ବୟସ୍କ ଲୋକମାନେ ଅଭିନୟ ଶିକ୍ଷା ନେଇପାରିବେ । ଯେଉଁମାନେ ଅଭିନୟ କରିବା ପାଇଁ ଇଚ୍ଛୁକ,ସେମାନେ ଏହି ମୋବାଇଲ୍ : ୬୩୭୧୫୪୦୬୧୪ ରେ ଯୋଗାଯୋଗ କରିପାରିବେ । ନୂତନ କଳାକାର ତିଆରି କରିବା ଲକ୍ଷ୍ୟ ନେଇ ହରିଭାଇ କମେଡି କ୍ଲବ୍ କାମ କରିବ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନାଲକୋ ସି.ଏମ.ଡି ଶ୍ରୀଧର ପାତ୍ର, ଏମ୍ସ ହସ୍ପିଟାଲର ମେଡ଼ିସିନ ସ୍ପେସିଆଲିଷ୍ଟ ସଚ୍ଚିଦାନନ୍ଦ, ଚଳଚିତ୍ର ପ୍ରଯୋଜକ ଆଶିଷ ସିଂହ,ହେଲଥ ଇନ୍ ଟପ୍ ସିଇଓ ଗୌରବ ରାଲାହନ ଓ ଚଳଚିତ୍ର ପ୍ରଯୋଜକ ଡ଼ ଏଲ୍ ଏନ ଅଗ୍ରୱାଲ ଯୋଗଦେଇଥିଲେ। ଏହା ସହ କାର୍ଯ୍ୟକ୍ରମଟୀକୁ ଇଂ ମିଲନ୍ ପାଇକରାୟ ସଂଯୋଜନା କରିଥିଲେ।

Mo sapath

Leave A Reply

Your email address will not be published.