ରାଜନୀତି ପ୍ରକାଶ ଡାଙ୍ଗଙ୍କୁ ବିଜେଡିର ଯୁଗ୍ମ ସମ୍ପାଦକ ଦାୟିତ୍ୱ Biswajit bhuyan/Baripada Aug 21, 2020 0 ବାରିପଦା(ନିରପେକ୍ଷ ଖବର) ତା-୨୧/୦୮-ବିଜେଡି ସଂଗଠନର ପୁନର୍ବିନ୍ୟାସ ଜାରି ରହିଛି। ଦଳର ସଙ୍ଗଠନକୁ ଆହୁରି ମଜବୁତ କରିବା ପାଇଁ ଦଳର ସାଙ୍ଗଠନିକ ପଦ ପଦବୀର ପୁନର୍ଗଠନ କରାଯାଇଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫ ଜଣଙ୍କୁ ଦଳର ସମ୍ପାଦକ ଓ ୪୧ ଜଣଙ୍କୁ ଯୁଗ୍ମ ସମ୍ପାଦକ…
ସାମାଜିକ ପ୍ରକାଶ ପାଇଲା ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ Biswajit bhuyan/Baripada Aug 19, 2020 0 ବାରିପଦା(ନିରପେକ୍ଷ ଖବର) ତା-୧୯/୦୮-ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ)ପକ୍ଷରୁ ଯୁକ୍ତ ୨ ବାଣିଜ୍ୟର ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ବହୁ ଘାତ ପ୍ରତିଘାତ ମଧ୍ୟରେ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିଥିବା ବେଳେ ରେଜଲ୍ଟ ମଧ୍ୟ ବେଶ୍ ଉତ୍ସାହଜନକ ରହିଛି।…
ସାମାଜିକ ଧାର୍ଯ ଲକ୍ଷ୍ୟ ଠାରୁ ବହୁ ଦୂରରେ ସୂବର୍ଣ୍ଣର୍ରେଖା ବୃହତ ଜଳସେଚନ ପ୍ରକଳ୍ପ Biswajit bhuyan/Baripada Aug 18, 2020 0 ବାରିପଦା (ନିରପେକ୍ଷ ଖବର) ତା୧୮/୦୮-ଓଡିଶାର ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ବୃହତ ଜଳ ସେଚନ ପ୍ରକଳ୍ପ ସୂବର୍ଣ୍ଣର୍ରେଖା ଜଳସେଚନ ପ୍ରକଳ୍ପ ଦୀର୍ଘ ବର୍ଷ ହେଲା ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଆସୁଥିବା ବେଳେ ଅଦ୍ୟାବଧି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ…
ସାମାଜିକ କରୋନା ସମୟରେ ରାଜ କରୁଛନ୍ତି ଗଞ୍ଜେଇ ବେପାରୀ Biswajit bhuyan/Baripada Aug 17, 2020 0 ବାରିପଦା(ନିରପେକ୍ଷ ଖବର)ତା-୧୭/୦୮-କରୋନା ସମୟରେ ଲୋକେ ଖାଇବାକୁ ପାଉନାହାନ୍ତି କିନ୍ତୁ ଚୋରା ଗଞ୍ଜେଇ ବେପାରୀଙ୍କ ବେପାର କମୁନି।ସାଧାରଣ ଜନତା ବରଂ ମରନ୍ତୁ କିନ୍ତୁ ଆମେ ବେପାର କରିବୁ। ରାତା ରାତି କୋଟିପତି ହେବାର ନିଶା ପାଇଁ ଗଞ୍ଜେଇ ନିଶାକୁ ଏହି ଚୋରା ବେପାରୀ ମାନେ ଆପଣେଇ ନେଇଛନ୍ତି।…
ସାମାଜିକ ସ୍ୱାଧୀନତାର ୭୪ ବର୍ଷ ପରେ ବି ଏମିତି ଏକ ଗାଁ ଅଛି ଯେଉଁ ଗାଁ କୁ ଯିବାକୁ ରାସ୍ତା ନାହିଁ…. Alok Lenka Aug 15, 2020 0 କଟକ, ନିରପେକ୍ଷ ଖବର:ତା ୧୫/୦୮/୨୦୨୦ ଏମିତି ଏକ ଗାଁ ଅଛି ଯେଉଁ ଗାଁ କୁ ଯିବାକୁ ରାସ୍ତାଟିଏ ନାହିଁ। ନାଉଗାଁ ବ୍ଲକ୍ ର ବ୍ରାହ୍ମଣୀ ଗାଁ ଯେଉଁ ଗାଁ କୁ ଯିବାକୁ ରାସ୍ତାଟିଏ ନାହିଁ। ଏହି ଗାଁର ଲୋକେ ବର୍ଷାଦିନେ ଗାଁ ଭିତରେ ବନ୍ଦୀ ହୋଇ ରହୁଛନ୍ତି।ନେତା,ମନ୍ତ୍ରୀ, ପ୍ରଶାସନ କେହି ବି ଏହି…
ସାମାଜିକ ୭୪ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ Biswajit bhuyan/Baripada Aug 15, 2020 0 ବାରିପଦା(ନିରପେକ୍ଷ ଖବର)ତା-୧୫/ଅଗଷ୍ଟ/୨୦୨୦- ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଠାରେ ପାଳିତ ହୋଇଥିବା ଏହି ସ୍ୱାଧୀନ ଭାରତର ୭୪ତମ ସ୍ୱାଧୀନତା ଦିବସରେ ପର୍ଯ୍ୟଟନ,ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ଜ୍ୟୋତି…
ସାମାଜିକ ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ Biswajit bhuyan/Baripada Aug 14, 2020 0 ବାରିପଦା(ନିରପେକ୍ଷ ଖବର) ତା-୧୪/୦୮-ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ। ଏ କଥା କହିବାର କାରଣ କଣ ଆପଣମାନେ ଜାଣିଛନ୍ତି ତ ! ଆମେ କହୁଛୁ ମୟୁରଭଞ୍ଜ ଜିଲ୍ଲାର ବିଜେଡି ନେତାଙ୍କର ମହାମାରୀ କରୋନା ସଂକ୍ରମଣ ରୋକିବାର ପ୍ରୟାସ କଥା । ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ…
ସାମାଜିକ ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ Biswajit bhuyan/Baripada Aug 12, 2020 0 ବାରିପଦା(ନିରପେକ୍ଷ ଖବର) ତା-୧୨/୦୮-ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ)ପକ୍ଷରୁ ଯୁକ୍ତ ୨ ବିଜ୍ଞାନର ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ଚଳିତବର୍ଷ ଉତ୍ତର ଓଡ଼ିଶା ଜୋନର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାସ ହାର ୭୧.୭ ପ୍ରତିଶତ ରହିଛି।ତେବେ ପ୍ରକାଶ ପାଇଥିବା…
ସାମାଜିକ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ନିମନ୍ତେ ଓଡିଶା ହାଇକୋର୍ଟରେ ଜନସ୍ବାର୍ଥ ମାମଲା Alok Lenka Aug 8, 2020 0 ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୮/୦୮ରାଜ୍ୟରୁ ଅସାମ୍ବିଧାନିକ ଚୁକ୍ତିଭିତ୍ତିକ ପ୍ରଥାର ମୁଳୋତ୍ପାଟନ ନିମନ୍ତେ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ପକ୍ଷରୁ ଓଡିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ (PIL) ମୋକଦ୍ଦମା ରୁଜୁ କରାଯାଇଛି । ନିୟମିତ ନିଯୁକ୍ତି ପ୍ରକ୍ରିୟାରେ ଆସି…
ରାଜନୀତି ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା Biswajit bhuyan/Baripada Aug 6, 2020 0 ବାରିପଦା(ନିରପେକ୍ଷ ଖବର) ତା-୦୬/୦୮- ବାଲି ଓ ମୋରୋମ ମାଫିଆ ମାନେ ଏବେ ଶାସକ ଦଳ ନେତା ମନ୍ତ୍ରୀ ପ୍ରସାଶନିକ ଅଧିକାରୀଙ୍କୁ ହାତେଇ କୋଟି କୋଟି ଟଙ୍କାର ଲଘୁ ଖଣିିଜ ଦ୍ରବ୍ୟ ଚୋରା ଚାଲାଣ କରି ମୁନାଫା କମାଉଛନ୍ତି।ସାରା ଜିଲ୍ଲାରେ ଏହିଭଳି ଚାଲିଥିବା ବେଆଇନ କାର୍ଯ୍ୟକୁ ବିରୋଧ କରି ଆଜି…
ସାମାଜିକ କରୋନା ଯୋଦ୍ଧାଙ୍କ ଉଦ୍ଧେଶ୍ୟରେ ନିରବ ପ୍ରାର୍ଥନା Biswajit bhuyan/Baripada Aug 6, 2020 0 ବାରିପଦା(ନିରପେକ୍ଷ ଖବର)ତା-୦୫/୦୮-କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ଯୋଦ୍ଧା ମାନେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।କୋଭିଡ୍ ଯୁଦ୍ଧରେ ନିଜର ସୁଖ ସ୍ଵାଛନ୍ଦ୍ୟକୁ ତ୍ୟାଗ କରି ସଂକ୍ରମଣକୁ ରୋକିବା ପାଇଁ ଦିନରାତି ଏକ କରିଦେଇଥିବା କୋଭିଡ୍ ଯୋଦ୍ଧାମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଏବଂ…
ସାମାଜିକ ଅଭିନେତା ବିଜୟ ମହାନ୍ତି ଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ Alok Lenka Jul 31, 2020 0 ନିଆଳି,ନିରପେକ୍ଷ ଖବର:ତା ୩୦/୦୭ ନିଆଳି ର ମନୋରଞ୍ଜନ ଶିଳ୍ପାନୁଷ୍ଠାନ 'ରିମା କ୍ରିଏସନ' ର ଟୋଲା ଗୋପୀନାଥ ପୁର ଗ୍ରାମ ସ୍ଥିତ ପ୍ରକଳ୍ପ ଠାରେ ଓଡ଼ିଶାର ସୁଦକ୍ଷ ଅଭିନେତା ତଥା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ସ୍ବର୍ଗତ ବିଜୟ ମହାନ୍ତି ଙ୍କ ର ଏକା ଦଶାହ ଉପଲକ୍ଷେ ବିଭିନ୍ନ…
Uncategorized ବ୍ରାଉନ ସୁଗାର ବ୍ୟବସାୟୀକୁ ୪ ଦିନିଆ ରିମାଣ୍ଡରେ ନେଲା ଏସ.ଟି.ଏଫ ଟିମ୍ Biswajit bhuyan/Baripada Jul 20, 2020 0 ବାରିପଦା(ନିରପେକ୍ଷ ଖବର) ତା-୨୦/୦୭-ଏସଟିଏଫ ଦ୍ୱାରା ଧରାପଡ଼ି ଗିରଫ କରାଯାଇଥିବା ବ୍ରାଉନ ସୁଗାର ବ୍ୟବସାୟୀକୁ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା ଦୈରାଜଜଙ୍କ କୋର୍ଟରେ ହାଜର କରାଯାଇଛି।ଗିରଫ ଅଭିଯୁକ୍ତ ବାରିପଦା ଚିପଟ ଅସ୍ତିଆ ଅଂଚଳର ସେକ ଆସିଫଙ୍କୁ ଏସ ଟି ଏଫ ର ସ୍ୱତନ୍ତ୍ର ଟିମ୍ ବାରିପଦା…
ସାମାଜିକ କରୋନାକୁ ହରାଇଲେ ହାବିଲଦାର…. Biswajit bhuyan/Baripada Jul 20, 2020 0 ବାରିପଦା(ନିରପେକ୍ଷ ଖବର) ତା-୨୦/୦୭-କରୋନାକୁ ହରାଇଲେ ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନାର ହାବିଲଦାର କାରୁହରୀ ମାଝୀ। ଗତ ମେ ମାସ ୨୧ ତାରିଖରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। କରୋନା ଯୋଦ୍ଧା ଭାବେ କାର୍ଯ୍ୟରତ ଥିବା ସମୟରେ କାରୁହରୀ ମାଝୀ ମହାମାରୀ କରୋନାରେ ସଂକ୍ରମଣ ହୋଇଥିଲେ ।…
Uncategorized ୩ କିଲୋରୁ ଅଧିକ ବ୍ରାଉନ ସୁଗାର ଜବତ, ଜଣେ ଗିରଫ Biswajit bhuyan/Baripada Jul 19, 2020 0 ବାରିପଦା (ନିରପେକ୍ଷ ଖବର)ତା-୧୯/୭- ସାରା ରାଜ୍ୟରେ ବ୍ରାଉନ ସୁଗାର ଭଳି ମାରାତ୍ମକ ନିସା କାରବାର ଦିନକୁ ଦିନ ବଢିଚାଲିଥିବା ବେଲେ ଏହାର କବଳରେ ଯୁବ ସମାଜ କବଳିତ ହୋଇ ନିଜ ହସିଲା ସୁଖ ଶାନ୍ତିର ପରିବାରକୁ ନଷ୍ଟ କରୁଛନ୍ତି। ଏଥି ସହିତ ଏହାର ପ୍ରଭାବରେ ମଧ୍ୟ ବହୁ ଅପରାଧିକ ମାମଲା ବଢିବାର…
ସାମାଜିକ ପିଆରଏମରେ ରାପିଡ ଆଣ୍ଟିଜେନ ଟେଷ୍ଟ ଆରମ୍ଭ Biswajit bhuyan/Baripada Jul 18, 2020 0 ବାରିପଦା(ନିରପେକ୍ଷ ଖବର)ତା-୧୮/୦୭-ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ରାପିଡ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହୋଇଯାଇଛି।ପୂର୍ବରୁ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ଏହି ପରୀକ୍ଷଣ ସେବା ଆରମ୍ଭ ହୋଇଯାଇଥିବା ବେଳେ ଗତ ଶୁକ୍ରବାର ଠାରୁ ଏଠାରେ ଆରମ୍ଭ…
ସାମାଜିକ ପୁଅ ବୋହୁ ସାଜିଲେ ବଇରି Biswajit bhuyan/Baripada Jul 13, 2020 0 ଉଦ୍ଧାର କଲେ ଦେବାଶିଷ... ବାରିପଦା(ନିରପେକ୍ଷ ଖବର)ତା-୧୩/୦୭-ପୁଅ ବୋହୁ ସାଜିଲେ ବଇରି। ବୃଦ୍ଧ ଅବସ୍ଥାରେ ପୁଅ ବୋହୁଙ୍କ ନିର୍ଯ୍ୟାତନା ସହି ନ ପାରି ଘର ଛାଡିଥିଲେ ଦମ୍ପତି। ଦୀର୍ଘ ଆଠ ବର୍ଷ ଧରି ଏକ ଜରି ଛପର ଘରେ ସେମାନେ ଜୀବନ କାଟୁଥିଲେ। ମୋରୋଡା ବ୍ଲକ ଅଞ୍ଚଳରେ ଏଭଳି ଦୁଃଖଦ ଘଟଣା…
ଦୁର୍ଘଟଣା ଏମିତି ବି ଆସେ ମୃତ୍ୟୁ Biswajit bhuyan/Baripada Jul 13, 2020 0 ବାରିପଦା(ନିରପେକ୍ଷ ଖବର)ତା-୧୩/୦୭-ଏମିତି ବି ମୃତ୍ୟୁ ଆସିଥାଏ,ଶୁଣିଲେ ବି ଆପଣ ଆଶ୍ଚର୍ଯ୍ୟ ହେବେ! ଏମିତି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଝାରପୋଖରୀଆ ଥାନା ଅଞ୍ଚଳରେ। ଜିଲ୍ଲା ଦେଇ ଯାଇଥିବା ୪୯ନମ୍ବର ଜାତୀୟ ରାଜପଥରେ ୩ କିମି ଦୂର ଜାଲଦା ନିକଟସ୍ଥ ଏକ ଢାବାରେ…
ସାମାଜିକ ଆଉ ନାହାଁନ୍ତି ମୟୁରଭଞ୍ଜ ରାଜମାତା … Biswajit bhuyan/Baripada Jul 13, 2020 0 ବାରିପଦା(ନିରପେକ୍ଷ ଖବର)ତା-୧୩/୦୭- ମୟୁରଭଞ୍ଜ ରାଜଵଂଶରେ ଆଉ ଏକ ପିଢ଼ିର ଅବସାନ ଘଟିଛି।ପ୍ରଜାବତ୍ସଳ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ପରଲୋକ ହୋଇଯାଇଛି।ତାଙ୍କ ବିୟୋଗରେ ସାରା ମୟୁରଭଞ୍ଜ ସ୍ତବ୍ଧ ପାଲଟିଯାଇଛି। ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କ ସେ ଥିଲେ…
ସାମାଜିକ ସାମାଜିକ ଦୂରତା ବରଂ ଚୁଲିକି ଯାଉ ଆମେ କିନ୍ତୁ ଆମର ପ୍ରଚାର କରିବୁ Biswajit bhuyan/Baripada Jul 6, 2020 0 *ତୁମେ କଲେ ଲିଳା, ଆମେ କଲେ କିଳା ବାରିପଦା(ନିରପେକ୍ଷ ଖବର)ତା-୦୬/୦୭-ସାମାଜିକ ଦୂରତା ସବୁ ଚୁଲିକୁ ଯାଉ। ଆମର କଣ ଗଲା। ଆମେ ପରା ନେତା। ଆମେ ଆଇନ ତିଆରି କରୁଛୁ , ଯାହା ଇଛା ତାହା କରିବୁ। ମନା କିଏ କରିବ ? କରୋନା ପାଇଁ ସାରା ଦେଶ କାନ୍ଦୁଥିବା ବେଳେ ମୟୁରଭଞ୍ଜ ନେତାମାନେ…