
Sign in
Sign in
Recover your password.
A password will be e-mailed to you.
Breaking News/ମୁଖ୍ୟ ଖବର:
ଜନସେବାର ଅନନ୍ୟ ପ୍ରତୀକ ବୀରେନ ମିତ୍ରଙ୍କ ୧୦୯ତମ ଜୟନ୍ତୀ ଓ ସମ୍ବିଧାନ ଦିବସ ପାଳିତ ।କିଟ୍ ଓ କିସ୍ରେ ଇସ୍ରାଏଲର ୨୦ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ୟୁ.ୟୁ. ଲଳିତଙ୍କ କିଟ୍ ଓ କିସ୍ ପରିଦର୍ଶନପୂର୍ବ ତଟ ରେଳପଥ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତଏକତା, ଅଖଣ୍ଡତା ଓ ଦେଶପ୍ରେମର ବାର୍ତ୍ତା ସହ ପାଳିତ ହୋଇଛି ରାଷ୍ଟ୍ରୀୟ ଏକତା ଦିବସ।ବନ୍ୟାଜଳରେ ଫସିଛନ୍ତି ଶତାଧିକ ଓସିଏସ୍ ପରୀକ୍ଷାର୍ଥୀ, ପରୀକ୍ଷା ପରିଚାଳନା ନେଇ ସରକାରଙ୍କୁ ବିଜେଡିର ସମାଲୋଚନାକିଟ୍ ଓ ଆଇଜିଏନ୍ସିଏ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତଆସନ୍ତା କାଲି ବିଜେଡି ର ଉଚ୍ଚ ସ୍ତରୀୟ ପ୍ରତିନଧି ଦଳ କୋଟିଆ ଗସ୍ତ କରିବJourney from Nayagarh to Bhubaneswarଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜମୋହନ ରାମଆମେରିକା ସିନେଟର ଓ ମେୟରଙ୍କ କିଟ୍-କିସ୍ ପରିଦର୍ଶନପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ନେତୃତ୍ୱ ପାଇଁ ଡ. କାବ୍ୟା ପ୍ରିୟା ଧଳଙ୍କୁ ‘ଟାଇମ୍ସ ପାୱାର ଓମେନ୍ ଆଇକନ୍ ଆୱାର୍ଡ-୨୦୨୬’କିମ୍ସରେ ପ୍ରଥମ କର୍ନିଆ ପ୍ରତିରୋପଣ ସଫଳ, ୩ ବର୍ଷ ପରେ ଫେରୁଛି ଦୃଷ୍ଟିଶକ୍ତିଗ୍ରାମାଞ୍ଚଳ ଛାତ୍ରୀଙ୍କୁ ବିଜ୍ଞାନ ଓ ବୈଷୟିକ ଶିକ୍ଷାରେ ସଶକ୍ତ କରିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱଡ୍ରୋନ୍ ନିରୀକ୍ଷଣରେ ଅଗ୍ରଣୀ ପୂର୍ବତଟ ରେଳପଥଦେଶୀୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଲେ ରାଜ୍ୟପାଳଓଡ଼ିଆ ଘରର ମହିଳାଙ୍କ ପ୍ରତିଭାକୁ ମିଳିବ ନୂଆ ପରିଚୟ, ଜୀ-ସାର୍ଥକରେ ଆସୁଛି ‘ଗୃହଲକ୍ଷ୍ମୀ’ସ୍ୱଚ୍ଛତା ଅଭିଯାନ ସହ ଯାତ୍ରୀଙ୍କ ସହ ଜନସମ୍ବାଦ ଜାରି ରଖିଛି ପୂର୍ବତଟ ରେଳପଥବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ କିଟ୍-କିସ୍ର ୩୪ ଅଧ୍ୟାପକ

ଭିନ୍ନକ୍ଷମ ସପ୍ତାହ ଅବସରରେ ରେଡ଼୍ ସ୍ୱସ୍ତିକ୍ ପକ୍ଷରୁ ଆମ୍ବୁଲାନ୍ସ ସେବା ଲୋକାର୍ପିତ
* ୧୦ ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ଓ ୧୫ ଜଣ ଶ୍ରବଣ ବାଧିତଙ୍କୁ ନିଶୁଳ୍କ ଶ୍ରବଣ ଯନ୍ତ୍ର ପ୍ରଦାନ ।
* ସଚେତନତାର ବାର୍ତ୍ତା ବାଣ୍ଟିଲେ ବାଇକର୍ସ ଆସୋସିଏସନ୍ ଓ ଏକାମ୍ର କାନନ ୱାଲ୍କର୍ସ କ୍ଲବ ।
ଭୁବନେଶ୍ୱର,ନିରପେକ୍ଷ ଖବର:୧୨/୧୨ ଦେଶର ଅଗ୍ରଣୀ ସମାଜସେବା ପ୍ରତିଷ୍ଠାନ ରେଡ଼୍…
ତୋର ମୋର କଟି” ଚଳଚ୍ଚିତ୍ର ର ଅଡିଓ ଲୋକାର୍ପିତ
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୨/୧୨ ଝିଲିକ ମୋସନ୍ ପିକ୍ଚର୍ସ ର ତୃତୀୟ ଅବଦାନ "ତୋର ମୋର କଟି" ଚଳଚ୍ଚିତ୍ର ର ଅଡିଓ ଲୋକାର୍ପିତ ଉତ୍ସବ ଆଜି ଭୁବନେଶ୍ୱର ର ଏକ ତାରକା ହୋଟେଲ ରେ ଅନୁଷ୍ଠିତ ହୋଇଯାଇଛି l ଅଭିନେତ୍ରୀ ରୁ ପ୍ରଯୋଜିକା ସାଜିଥିବା ଝିଲିକ ଭଟ୍ଟାଚାର୍ଯ୍ୟ ଏହି ଅବସରରେ ଓଡ଼ିଆ…
ଜୀ ସାର୍ଥକ ଫିଲ୍ମସର ନୂଆ ସିନେମା ‘ପୋଲିସ୍ ବାବୁ’ ର ଅଡିଓ ରିଲିଜ୍*
ଭୁବନେଶ୍ୱର, ନିରପେକ୍ଷ ଖବର ତା.୧୧/୧୨ ଗତ ଆଠ ତାରିଖ ସନ୍ଧ୍ୟାରେ ଜୀ-ସାର୍ଥକ ଫିଲ୍ମସ ର ନୂଆ ଚଳଚ୍ଚିତ୍ର "ପୋଲିସ ବାବୁ" ର ଅଡିଓ ରିଲିଜ୍ ଭୁବନେଶ୍ୱର ର ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି l ଏହି ଚଳଚ୍ଚିତ୍ର ରେ ଥିବା ତିନିଟି ଯାକ ଗୀତ ଶ୍ରୋତା ଙ୍କ ମନକୁ ଛୁଇଁଲା ଭଳି ହୋଇଛି l ଆଜି…
ଆଇ.ଏମ୍.ଏସ୍.ର ଜାତୀୟ ସେବା ଯୋଜନା ବିଭାଗ ଦ୍ୱାରା ବିଶ୍ୱ ମାନାବାଧିକାର ଦିବସ ପାଳିତ
ଭୁବନେଶ୍ୱର,ନିରପେକ୍ଷ ଖବର :୧୦/୧୨ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ର ଜାତୀୟ ସେବା ଯୋଜନା ବିଭାଗ ଆନୁକୁଲ୍ୟରେ ଆଜି ଆଚାର୍ଯ୍ୟ ବିହାର ସ୍ଥିତ ସାଇନ୍ସ ପାର୍କ ବିଜୁ ଆଦର୍ଶ କଲୋନୀଠାରେ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ
ଇନ୍ଷ୍ଟିଚ୍ୟୁଟ୍ର ଜାତୀୟ ସେବା…
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ପ୍ରୟାସ ସିଙ୍ଗଲ ୱିଣ୍ଡୋ ସଦସ୍ୟ ସି.ଏଫ.ଏ.ଆର ଙ୍କ ମିଳିତ ସହଯୋଗରେ ବିଶ୍ବ ଏଡ୍ସ…
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୨/୧୨ ଜିଲ୍ଲା ଆଇନ ସେବା ପ୍ରାଧ୍ଵକରଣ ଏବଂ ପ୍ରୟାସ ସିଙ୍ଗଲ ୱିଣ୍ଡୋ ଫୋରମ ସଦସ୍ୟ ସି.ଏଫ.ଏ.ଆର ଙ୍କ ମିଳିତ ସହଯୋଗରେ ବିଶ୍ବ ଏଡ୍ ଦିବସ ସହିଦ ନଗର (ୱାର୍ଡ ନମ୍ବର ୪୧) ରେ ପାଳିତ ହୋଇଥିଲା। ଚଳିତ ବର୍ଷ ବିଶ୍ବ ଏଡସ ଦିବସ ପାଳନ କରିବାର ବିଷୟ ବସ୍ତୁ ଥିଲା…
ମିଡ଼ିଆ ମହାକୁମ୍ଭ ଉଦ୍ଘାଟିତ
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୨/୧୧ ଆମର ଦୈନଦିନ ଜୀବନର ସାଂସ୍କୃତିକ ଅଭ୍ୟାସ ବିସ୍ତାର କରିବାରେ ଗଣମାଧ୍ୟମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହା ଆମ ସଂସ୍କୃତିର ଆଦର୍ଶ ଏବଂ ମୂଲ୍ୟବୋଧକୁ ପ୍ରତିଫଳିତ କରିବା ସହ ଆମର ପସନ୍ଦକୁ ବ୍ୟାପକ କରିଛି | ଗଣମାଧ୍ୟମ ସୂଚନା ପ୍ରବାହ ସହିତ…
ବଲିଉଡ୍ ତାରକା ସଲ୍ମାନ ଖାନ୍ଙ୍କ ଷ୍ଟାଇଲିଷ୍ଟ୍ ତଥା ଚର୍ଚ୍ଚିତ ଫେସନ୍ ଡିଜାଇନର ଆସ୍ଲେ ରେବେଲୋଙ୍କ…
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୨/୧୧ ଚର୍ଚ୍ଚିତ ଫେସନ୍ ଡିଜାଇନ୍ ଏବଂ ବଲିଉଡ୍ ତାରକା ସଲମାନ ଖାନ୍ଙ୍କ ଷ୍ଟାଇଲିଷ୍ଟ୍ ଆସ୍ଲେ ରେବେଲୋ ଆଇ.ଏନ୍.ଆଇ.ଏଫ୍.ଡି ଭୁବନେଶ୍ୱର ପରିଦର୍ଶନ କରି ଏକ ସ୍ୱତନ୍ତ୍ର ଡିଜାଇନ୍ କର୍ମଶାଳାରେ ଅଂଶଗ୍ରହଣ କରିବା ସହ ଆଇଏନ୍ଆଇଏଫ୍ଡିର ଡିଜାଇନ…
ଡ୍ରିମର୍ସ ପ୍ଲାନେଟ୍ ଅର୍ଗାନାଇଜେସନ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି ମିଷ୍ଟର, ମିସ୍ ଏବଂ ମିସେସ୍ ଇଣ୍ଡିଆ କସ୍ମୋ…
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୮/୧୧/୨୨ ଆଜି ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଏକ ଅନ୍ତର୍ଜାତୀୟସ୍ତରର ସୁନ୍ଦରୀ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତା ଭୁବନେଶ୍ୱର ସ୍ଥିତ ହୋଟେଲ ଏକ୍ସିଲେନସିରେ ଆୟୋଜିତ ହୋଇଯାଇଛି । ଯୁବପିଢୀଙ୍କୁ ନୂତନ ସୁଯୋଗ ଦେବା ସହ ସେମାନଙ୍କ…
ବି.ଜେ.ଇ.ଏମ୍. ସ୍କୁଲରେ ଶିଶୁଦିବସ ମହାସମାରୋହରେ ପାଳିତ
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୪/୧୧/୨୨ ଭୁବନେଶ୍ୱରର ସ୍ୱନାମଧନ୍ୟ ବକ୍ସି
ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କ ୧୩୩ତମ ଜନ୍ମଦିବସ ଲପଲକ୍ଷେ ଶିଶୁଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…
ପୂର୍ବତଟ ରେଳପଥ ପରିଚାଳିତ ଫୁଲୱାରୀ ସ୍କୁଲରେ ଶିଶୁ ଦିବସ ପାଳନ …
ଭୁବନେଶ୍ୱର, ନିରପେକ୍ଷ ଖବର :ତା ୧୪/୧୧ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ପରିଚାଳିତ ଫୁଲୱାରୀ ବିଦ୍ୟାଳୟ ଠାରେ ଆଜି ଶିଶୁ ଦିବସ ପାଳନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଇକୋରୋ ର ସଭାପତି ଶ୍ରୀମତୀ ରାଧା ସୁନକର ସଂଗଠନର ଅନ୍ୟ ସଦସ୍ୟ ମାନଙ୍କ ଉପସ୍ଥିତିରେ…
ଆଇସିଏଲ ଫିନକର୍ପ ପକ୍ଷରୁ ଓଡ଼ିଶାରେ ୧୩ଟି ତୂତନ ଶାଖା ଉଦ୍ଘାଟିତ
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୨/୧୧ ଭାରତରେ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏନବିଏଫସି, ଆଇସିଏଲ ଫିନକର୍ପ ବର୍ତମାନ ଓଡ଼ିଶାରେ ୧୩ଟି ନୂତନ ଶାଖାର ଶୁଭାରମ୍ଭ କରିଛି । ଏହା ସହିତ ରାଜ୍ୟରେ ଏହାର ମୋଟ ଶାଖା ସଂଖ୍ୟା ୩୫ରେ ପହଂଚିଛି । ଗତ ଅଗଷ୍ଟରେ ଆଇସିଏଲ ଫିନକର୍ପ ଓଡ଼ିଶାରେ ଏହାର…
ଭାରତ ପାଇଁ ଗର୍ବ ଆଣିଛନ୍ତି ଓଡ଼ିଶା ଝିଅ ସିଧିକ୍ଷା ପ୍ରିୟଦର୍ଶିନୀ….
ଭୁବନେଶ୍ୱର, ନିରପେକ୍ଷ ଖବର: ଦୁବାଇ ଠାରେ ଆୟୋଜିତ ଜୁନିଅର ମଡେର୍ଣ୍ଣ ଇଣ୍ଟରନ୍ୟାସନାଲ୍ କଣ୍ଟେଷ୍ଟ ରେ ୨ୟ ର ନର୍ସ ଅଫ ପାଇବାରେ ସଫଳ ହୋଇଛନ୍ତି ସିଧିକ୍ଷା ପ୍ରିୟଦର୍ଶିନୀ । ୨୦୨୧ ରେ ଓଡ଼ିଶା ଫେସନ ଭିଲ୍ଲା ଦ୍ବାରା ଆୟୋଜିତ ରାଜ୍ୟ ସ୍ତରୀୟ ମଡ଼େଲ କଣ୍ଟେଷ୍ଟ ଓଡ଼ିଶା ଜୁନିଅର ଟପ୍ ମଡ଼େଲ୍ସ…
ଜୟଦେବ ଭବନରେ ଦୁଇଦିନିଆ କଳା ପ୍ରଦର୍ଶନୀ
ଭୁବନେଶ୍ୱର,ନିରପେକ୍ଷ ଖବର :ତା ୧୦/୧୧ ଜାତୀୟ ତଥା ଆନ୍ତର୍ଜାତିକ ବଜାରରେ ଓଡ଼ିଶାର କଳାକାରମାନଙ୍କ କଳାର ପ୍ରଚାର ପ୍ରସାର ତଥା ସେମାନଙ୍କ ଜୀବନ
ଧାରଣ ମାନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ସୁଯୋଗ ସୃଷ୍ଟି କରିବା ପାଇଁ ‘ ଉଇ-୯ ଟ୍ରଷ୍ଟ’ ପକ୍ଷରୁ ୨ଦିନ ଧରି କଳା
ପ୍ରଦର୍ଶନୀ ଚାଲିଥିଲା । ଓଡ଼ିଆ…
ବଲିଉଡ ଡ୍ୟାନ୍ସ ଆଇକନ ଶକ୍ତିମୋହନ ଓଡିଶା ଝିଅଙ୍କୁ ଆଗକୁ ନେବାପାଇଁ ଆରମ୍ଭ କରିବେ ଘୁଂଗରୁ
ପ୍ରତିଯୋଗିତାରେ ଯେଉଁମାନେ ଭଗନେବାକୁ ଚାହୁଁଛନ୍ତି ସେମାନେ 9938220888 ହ୍ଵାଟ୍ସଆପ ନମ୍ବରରେ ଯୋଗାଯୋଗ କରିବାକୁ ବେଟି ବଚାଓ ବେଟି ପଢ଼ାଓ ଦେଶକୋ ଆଗେ ବଢ଼ାଓ, ଓଡ଼ିଶାର ଆବାହକ ଆଦିଶା ମହାନ୍ତି ଅନୁରୋଧ କରିଛନ୍ତି l
ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ‘ଖୁସିୟୋଁ କା ତ୍ୟୋହାର’ ପୁରସ୍କାର ବିତରଣ ଉତ୍ସବ
*୧୫ ଗ୍ରାହକଙ୍କୁ ସୁନା ମୁଦ୍ରା, ୪୫ ଜଣଙ୍କୁ ରୂପା ମୁଦ୍ରା ପ୍ରଦାନ
୧୭ତମ ସିନିୟର ସୁପର ୭ କ୍ରିକେଟ୍ : ଓଡିଶା ଦଳର ଉତ୍ତର ପ୍ରଦେଶ ଯାତ୍ରା
ଭୁବନେଶ୍ବରନିରପେକ୍ଷ ଖବର :ତା ୦୭/୧୧ ଉତ୍ତର ପ୍ରଦେଶରେ ଚଳିତ ମାସ ୧୦ରୁ ହେଵାକୁ ଯାଉଥିବା ୧୭ତମ ସିନିୟର ସୁପର ୭ କ୍ରିକେଟ୍ ଜାତୀୟ ଚାମ୍ପିଅନସିପ୍ ରେ ଯୋଗ ଦେବା ପାଇଁ ଓଡ଼ିଶାର ୧୩ ଜଣିଆ ଦଳ ଆଜି ଦିନ ୧୨ଟାରେ ନନ୍ଦନ କାନନ ଏକ୍ସପ୍ରେସରେ ଯାତ୍ରା କରିଛନ୍ତି ।
ଏହି ଚମ୍ପିଆନସିପ୍ ରେ…
ଦାନ ଲକ୍ଷ୍ମୀ : ଆଇ.ସି.ସି ମହିଳା ଉଦ୍ୟୋଗୀ ପରିଷଦ ଓ ଜୟ ଓଡ଼ିଶାର ଏକ ନିଆରା ପ୍ରୟାସ
ଭୁବନେଶ୍ୱର,ନିରପେକ୍ଷ ଖବର :ତା ୦୬/୧୧ ଆଇ.ସି.ସି ମହିଳା ଉଦ୍ୟୋଗୀ ପରିଷଦ, ଜୟ ଓଡ଼ିଶା ଓ ଭୁବନେଶ୍ୱର କ୍ଲବ ସହଯୋଗର ଭୁବନେଶ୍ୱରର ନାଗରିକଙ୍କ ପାଇଁ ଅବ୍ୟହୃତ ଘରୋଇ ସାମଗ୍ରୀ ଦାନ କରିବା ପାଇଁ ଦାନ ଲକ୍ଷ୍ମୀ ଏକ ସ୍ୱତନ୍ତ୍ର ପଦକ୍ଷେପ ଆରମ୍ଭ କରାଯାଇଛି । ଭୁବନେଶ୍ୱର କ୍ଲବରେ ଏହି ପଦକ୍ଷେପର…
UBEAU Advanced Aesthetics announces its collaboration with Celebrity Brow Artist, Suman Jalaf from…
Bhubaneswar, Nirapakhya Khabar:Dt 02/11/22 UBÊAU,, Odisha’s 1st premium skincare clinic invited to Bhubaneswar for the first time, famous London based brow expert Suman Jalaf as part of its collaboration program with her brand Brow Magician…
ରେଳ ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ସମ୍ପାଦନର କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ଟ୍ରେନ୍…
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୨/୧୧/୨୨ ଟିଟିଲାଗଡ-ସମ୍ବଲପୁର ରେଳ ମାର୍ଗରେ ସିକିର-ବଡମାଲ ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ସମ୍ପାଦନର କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ଟ୍ରେନ୍ ସେବା ପ୍ରଭାବିତ ହେବ |
ଟ୍ରେନର ବାତିଲ୍:
• 08317/08318…
ପର୍ଯ୍ୟଟନ ମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୨ ପ୍ରଦର୍ଶନୀ ଉଦ୍ଘାଟିତ
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୯/୧୦ ଓଡ଼ିଶାର ମାନ୍ୟବର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ ଏବଂ ପର୍ଯ୍ୟଟନ ମନ୍ତ୍ରୀ, ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପାତ୍ର ଆଜି ଓଡ଼ିଶା ଟ୍ରାଭେଲ ବଜାର ୨୦୨୨ର ପ୍ରଦର୍ଶନୀକୁ ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ…
