
Sign in
Sign in
Recover your password.
A password will be e-mailed to you.
Breaking News/ମୁଖ୍ୟ ଖବର:
ଜୀ-ସାର୍ଥକରେ ମେଗା ମୁଭି ପ୍ରିମିୟର ‘ଜଗା ପରି ଭାଇ ଜଗତେ ନାହିଁବନ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କ ଉପରୁ କୃଷି ଋଣ ଛାଡ଼ କରାଯାଉଜୀ-ସାର୍ଥକରେ ‘ଜଗା ପରି ଭାଇ ଜଗତେ ନାହିଁ’ର ୱାର୍ଲଡ ଟେଲିଭିଜନ ପ୍ରିମିୟର ୨୩ ଅଗଷ୍ଟରେଅମିତ ଶାହଙ୍କୁ ଭେଟିଲେ ଓଡ଼ିଶା ନେତା, ଝାରସୁଗୁଡ଼ା ରାଜନୀତି ନେଇ ହେଲା ଆଲୋଚନାନୂଆଦିଲ୍ଲୀ ଗସ୍ତରେ ଖାଦ୍ୟ ଯୋଗାଣ ମନ୍ତ୍ରୀIIMT Bhubaneswar Hosts Expert Talk on AI-Powered Research Tools, Techniques and Best Practicesଲୋକାୟୁକ୍ତ ନିଯୁକ୍ତିରେ ୨ ବର୍ଷ ବିଳମ୍ବ! ମନ୍ତ୍ରୀଙ୍କୁ ଘେରିଲା ବିଜେଡିଜୀ ସାର୍ଥକ’ରେ ପ୍ରଥମ ଥର ପାଇଁ ସୁପରହିଟ ଓଡ଼ିଆ ଚଳଚ୍ଚିତ୍ର ଦେଖନ୍ତୁ ‘ଡଟ୍ପେନ୍’ ।Oriom Group Enters Odisha’s Real Estate Sector with Launch of Oriom Realtyରେଳ ସୁରକ୍ଷା ଓ ବିକାଶର ଦାୟିତ୍ୱ ଏବେ ଭିକ୍ଟର ଜୋସେଫଙ୍କ କାନ୍ଧରେହଟାତ୍ ଇସ୍ତଫା ଦେଲେ ଭୁବନେଶ୍ୱର DCPOdisha Clinches 20 Medals at 11th Senior National Minigolf Championship 2025-26ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ବିରୋଧରେ ସାଇବର ଥାନାରେ ଏତଲାଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ପ୍ରଶ୍ନ, ଅନିୟମିତତା ଅଭିଯୋଗଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେଲେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନସାମ୍ବାଦିକ ସୁରକ୍ଷା ଆଇନ୍ ଓ ପେନସନ ଦାବିକୁ ନେଇ IJU ପକ୍ଷରୁ ଜୋରଦାର ଉଠିଲା ସ୍ୱରବିଜେଡିର କଡା ସମାଲୋଚନା : ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ କଡ଼ା ସୁରକ୍ଷା, ୩୦ ପ୍ଲାଟୁନ୍ ଫୋର୍ସ ମୁତୟନଇପିଏଫଓର ବଡ଼ ଅପଡେଟ୍। ଏଣିକି ଏଟିଏମ ଓ ୟୁପିଆଇ ମାଧ୍ୟମରେ ପିଏଫ୍ ଟଙ୍କା ଉଠାଇପାରିବେ !ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

ଉତ୍କଳ ବିଶ୍ଵବିଦ୍ୟାଳୟରେ କରୋନା ସଚେତନତା ଅଭିଯାନ
ଭୁବନେଶ୍ବର,ନିରପେକ୍ଷ ଖବର:ତା ୨୨/୦୪ କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ଵବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏଟ୍ ୟୁନିଟ୍, ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ) ପକ୍ଷରୁ ବାଣୀବିହାର କ୍ୟାମ୍ପସ ମଧ୍ୟରେ ଏକ କରୋନା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ସବିତା…
ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦିକା ଦେବସ୍ମିତା ଦାସଙ୍କ ନେତୃତ୍ବରେ ୭୫ ୟୁନିଟ୍ ରକ୍ତ ସଂଗ୍ରହ
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୮/୦୪ ଆଜି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଦେବସ୍ମିତା ଦାସଙ୍କ ନେତୃତ୍ବରେ ଆୟୋଜିତ ରକ୍ତଦାନ ଶିବିରରେ ୭୫ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଏହି ରକ୍ତଦାନ…
ହାଇଦାର ଫେରାର୍ ଘଟଣାରେ ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି? ପ୍ରକାଶ ମିଶ୍ର
* ହାଇଦରକୁ ଖସାଇଦେବା ଷଡଯନ୍ତ୍ରରେ ଜେଲ୍ କର୍ତୁପକ୍ଷ, ମେଡିକାଲ କତୃପକ୍ଷ ଏବଂ ପୁଲିସର ହାତ ରହିଛି
* ହାଇଦର ଭଳି ଦୁର୍ଦ୍ଦାନ୍ତ ଅପରାଧୀକୁ କାହିଁକି ବାରମ୍ବାର କଟକ ଅଣାଯାଉଥିଲା ?
* ହାଇଦର ପ୍ରତି ରାଜ୍ୟ ସରକାର କାହିଁକି ସମ୍ବଦେନଶୀଳ ହେଉଥିଲେ?
* ହାଇଦରକୁ କିଏ କ୍ୟାବିନ ଯୋଗାଇଥିଲା…
ଏସ୍ପ୍ଲାନେଡ୍ରେ ଖୋଲିଲା ଆମାଜନ୍’ର ଇଜି ସେଲ୍ କର୍ପୋରେଟ୍ ଅଫିସ ‘‘କୁଚୁ କେୟାର”
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୯/୦୪ ବର୍ତ୍ତମାନ ଡିଜିଟାଲ ଯୁଗରେ ଅନ୍ଲାଇନ୍ ସେବା ପ୍ରତି ଲୋକଙ୍କ ମଧ୍ୟରେ ବିଶେଷ ଆଗ୍ରହ ପରିଲକ୍ଷିତ ହେଉଛି । ଓଡ଼ିଶାରେ ମଧ୍ୟ ଅନ୍ଲାଇନ୍ ସେବାର ଚାହିଦା ବୃଦ୍ଧି ପାଉଥିଲେ ହେଁ ସବୁ ଅଞ୍ଚଳରେ ଏହି ସୁବିଧା ପହଞ୍ଚି ପାରୁନି । ଅନ୍ଲାଇନ୍ ଜରିଆରେ ଲୋକଙ୍କ…
ଇନ୍ଫୋସିଟିରେ ମିଡ଼୍ଟାଉନ୍ ବର୍ଣ୍ଣ ଜିମ୍ ଟ୍ରେନିଂ ସେଣ୍ଟର ଉଦ୍ଘାଟିତ
ଭୂବନେଶ୍ୱର,ନିରପେକ୍ଷ ଖବର :ତା ୦୬/୦୪ ପଟିଆ ଇନ୍ଫୋସିଟି ଛକରେ ମିଡ଼୍ ଟାଉନ୍ ବର୍ଣ୍ଣ ଟ୍ରେନିଂ ସେଣ୍ଟର ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ପୂର୍ବତନ ଆୟକର କମିଶନର ଶରତ କୁମାର ଦାସ, ଶ୍ରୀ ପ୍ରକାଶ ଜେନା (ଲାୟନ୍ସ କ୍ଳବ, ପୂର୍ବତନ ଗଭର୍ନର), ଲୋହିତାକ୍ଷ ପଟ୍ଟନାୟକ…
ଭୁବନେଶ୍ୱର ସ୍ୱସ୍ତି ପ୍ରିମୀୟମ ଠାରେ ଖୋଲିଲା ମେକ୍ ମାଇଁ ବିଉଟି
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୩/୦୪ ଭୁବନେଶ୍ୱରର ସ୍ୱସ୍ତି ପ୍ରିମୀୟମ ଠାରେ ମେକ୍ ମାଇଁ ବିଉଟି ର ଉଦ୍ଘାଟନ ହୋଇଯାଇଛ।ଯେଉଁଥିରେ ମହିଳା ଓ ପୁରୁଷଙ୍କ ସୌନ୍ଦର୍ଯ୍ୟ କରଣ ପାଇଁ ସମସ୍ତ ପ୍ରକାରର ଆବଶ୍ୟକ ସେବା ଏବେ ଗୋଟିଏ ସ୍ଥାନରେ ମିଳିପାରିବ। ଏହି ସେଳୁନ୍ ସମ୍ପୂର୍ଣ୍ଣ ହାଇଜେନିକ୍ ସେବା…
ଗାୟିକା ନା ନାୟିକା
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୨/୦୪ ଏଲ୍ ଏ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ହେଉଛି ଓଡ଼ିଆ ଚଳଚିତ୍ର "ଗାୟିକା ନା ନାୟିକା" ଜଣେ ଗାୟିକା ର ସଙ୍ଘର୍ଷ ମୟ ଜୀବନ ଓ ଗୋଟିଏ ସୁଖୀ ପରିବାର ଉପରେ ଆଧାରିତ କାହାଣୀ,ଏହି ଚଳଚିତ୍ରରେ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ନିଜ ଜୀବନକୁ ବାଜି ଲଗେଇ…
ବୃଦ୍ଧି ପାଇଥିବା ବିଦ୍ୟୁତ ଦର ପ୍ରତ୍ୟାହାର ନହେଲେ ରାଜରାସ୍ତାରେ ଆନ୍ଦୋଳନ କରିବ କଂଗ୍ରେସ
ଭୁବନେଶ୍ୱର,ନିରପେକ୍ଷ ଖବର ତା ୩୦/୦୩ ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ବିଜେଡ଼ି ସରକାର ଉପରେ ବର୍ଷିଛନ୍ତି ସେ କହିଛନ୍ତି ୨୦୧୬ର ଅପରିଣାମଦର୍ଶୀ ବିମୁଦ୍ରାୟନ ପରେପରେ କୋଭିଡ-୧୯ର…
ଆନନ୍ଦ ଉତ୍ସାହର ସହ ଶେଷ ହେଲା ପ୍ରଥମ ଭର୍ଚୁଆଲ ‘ଅନ୍ତର୍ଜାତୀୟ ଓଡ଼ିଶା ପର୍ବ -୨୦୨୧
ନୂଆଦିଲ୍ଲୀ,ଭୁବନେଶ୍ୱର, ନିରପେକ୍ଷ ଖବର ୨୮/୦୩: ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବିଶ୍ୱ ଦରବାରରେ ପରିଚିତ କରାଇବା ନିମନ୍ତେ ଓଡ଼ିଆ ସମାଜ, ନୂଆଦିଲ୍ଲୀ ପକ୍ଷରୁ ପ୍ରଥମର ଥର ପାଇଁ ଭର୍ଚୁଆଲ ପ୍ଲାଟଫର୍ମରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ଓଡ଼ିଶା ପର୍ବ -୨୦୨୧ ଆଜି ସଫଳତାର ସହ ସମାପ୍ତ…
ଲଭ୍ ଇଉ ଜାନୁ …
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୪/୦୩ ତନ୍ମୟ ପ୍ରଡକ୍ସନ୍ ବ୍ୟାନର ପ୍ରଥମ ଅବଦାନ ଓଡିଆ ଚଳଚ୍ଚିତ୍ର “ଲଭ୍ ଇଉ ଜାନୁ ” ଶୁଭ ମହୁରତ୍ ହୋଇଯାଇଛି।ଏହି ସିନେମା ଏକ ରୋମାଂଚକ ଭରା ପ୍ରେମ କାହାଣୀ ଉପରେ ଆଧାରିତ ଯେଉଁଥିରେ ପ୍ରେମକୁ ଏକ ସ୍ବତନ୍ତ୍ର ସ୍ଥାନ ଦିଆଯାଇଛି କାହାଣୀରେ ମନୋରଞ୍ଜନ ସହ…
ଓଏ ଗିଟାର ଚଳଚ୍ଚିତ୍ରର ଏକ ଗ୍ରାଣ୍ଡ ଟ୍ରେଲର ଶୁଭାରମ୍ଭ
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୪/୦୩ ଓଏ ଗିଟାର ଚଳଚ୍ଚିତ୍ର ଭୁବନେଶ୍ୱରରେ ଏସପ୍ଲାନେଡ ୱାନ ମଲରେ ଏକ ଗ୍ରାଣ୍ଡ ଟ୍ରେଲର ଲଞ୍ଚ ହୋଇଯାଇଛି। ଏଥିରେ ଚଳଚ୍ଚିତ୍ରର କାଷ୍ଟ ଏବଂ ପ୍ରଡ୍ୟୁସର ବି ଚନ୍ଦ୍ରପ୍ରିୟା ସୁବୁଧୀ ଉପସ୍ଥିତି ଥିଲେ। ଏହି ଅବସରରେ ଶ୍ରୀ ସୁବୁଦୀ କହିଛନ୍ତି, “ଓଏ ଗିଟାର" ଏକ…
ପ୍ରଥମ ଥର ଭର୍ଚୁଆଲ ପ୍ଲାଟଫର୍ମରେ ହେବ ଅନ୍ତର୍ଜାତୀୟ ଓଡିଶା ପର୍ବ-୨୦୨୧
ନୂଆଦିଲ୍ଲୀ,ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୩/୦୩ ପୁଣି ଥରେ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ଓଡିଶା ପର୍ବ । ଚଳିତ ବର୍ଷ ଏହି ବିଶାଳ ସାଂସ୍କୃତିକ କାର୍ଯ୍ୟକ୍ରମ ଏକ ସ୍ୱତନ୍ତ୍ର ରୂପରେ, ଚମତ୍କାର ଢଙ୍ଗରେ ନୂଆ ଉତ୍କଣ୍ଠା ଓ ଉତ୍ସାହ ନେଇ ଆସୁଛି । କୋଭିଡ୍ ୧୯ ଗାଇଡଲାଇନ୍କୁ ଦୃଷ୍ଟିରେ…
ରାଜଧାନୀ ବୌଦ୍ଧିକ ସମାବେଶ ତରଫରୁ ଜଳ ସେବାର ଶୁଭାରମ୍ଭ
ଭୁବନେଶ୍ୱର,ନିରପେକ୍ଷ ଖବର:ତା: ୨୩/୦୩ ମହାତ୍ମାଗାନ୍ଧୀ ମାର୍ଗ (ରାଜା ଛକ)ଠାରେ ରାଜଧାନୀ ବୌଦ୍ଧିକ ସମାବେଶ ଆନୁକୁଲ୍ୟରେ ମୁକ୍ତାକାଶ ପାଠାଗାର ପରିସରରେ ସମାବେଶର ଉପଦେଷ୍ଟା ଶ୍ରୀଯୁ୍କ୍ତି ପ୍ରଦ୍ୟୁମ୍ନ କୁମାର ସତପଥିଙ୍କ ଦ୍ୱାରା ଆନୁଷ୍ଠାନିକ ଭାବରେ ଜଳସେବା ଉଦ୍ଘାଟିତ ହୋଇଯାଇଛି। ଏହି …
ନୀଳାଚଳ ଇସ୍ପାତ୍ ନିଗମର ଘରୋଇ କରଣ ପରିବର୍ତ୍ତେ ଏକ ସରକାରୀ ଉଦ୍ୟାଗରେ ମିଶ୍ରଣ ହେଉ
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୬/୦୩: ଓଡ଼ିଶାର କଳିଙ୍ଗନଗର ଠାରେ ଥିବା ଏକମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମର ଘରୋଇ କରଣ ପରିବର୍ତ୍ତେ କୌଣସି ଏକ ସରକାରୀ ଉଦ୍ୟାଗ ସହ ମିଶ୍ରଣ କରି କାରଖାନା ଚାଲୁ କରିବାକୁ ଦାବି ହୋଇଛି। ଏନେଇ ଆଜି ଶତାଧିକ କର୍ମଚାରୀ ଓ ଶ୍ରମିକ…
ସାଂସ୍କୃତିକ କନ୍ କ୍ଲେଭ୍ ”ଓଡ଼ିଆ ଅସ୍ମିତା’’
ଭୁବନେଶ୍ବର,ନିରପେକ୍ଷ ଖବର:ତା ୧୪/୦୩ ସାଂସ୍କୃତିକ ଅନୁଷ୍ଠାନ 'ଓଡ଼ିଶା କଲ୍ଚରାଲ୍ ସର୍କଲ୍' ପକ୍ଷରୁ ଆଜି ହୋଟେଲ ସ୍ୱସ୍ତି ପ୍ରିମିୟରେ ଏକ ନିଆରା ସାଂସ୍କୃତିକ କନ୍ କ୍ଲେଭ୍ 'ଓଡ଼ିଆ ଅସ୍ମିତା’ ଆୟୋଜିତ ହୋଇଯାଇଛି । ଓଡ଼ିଶାର ସ୍ୱାଭିମାନକୁ ଉଜ୍ଜୀବିତ କରିବା ସହ ଆମ ମାଟିର ଗର୍ବ, ଗୌରବକୁ…
ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସରେ ଓଡ଼ିଆ ଭାଷା ଆମର ଅସ୍ମିତା ଉପରେ ସଚେତନତା
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୧/୦୩ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସରେ ମହାତ୍ମାଗାନ୍ଧୀ ମାର୍ଗରେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି। ଓଡ଼ିଆ ଭାଷା ହେଉଛି ଆମର ଅସ୍ମିତା ଏବଂ ଓଡ଼ିଆ ଭାଷା ସମ୍ପର୍କରେ ବିଶ୍ଵବ୍ୟାପୀ ବ୍ୟାପକ…
ଜେଇଇ ମେନ୍ ରେ ଆକାଶ ଛାତ୍ରଛାତ୍ରୀଙ୍କ ଦମଦାର ପ୍ରଦର୍ଶନ
ଭୁବନେଶ୍ୱର,ନିରପେକ୍ଷ ଖବର ତା:୦୯/୦୩ ଚଳିତବର୍ଷ ଜେଇ ମେନ୍ ପରୀକ୍ଷାରେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି ଆକାଶ ଇନ୍ଷ୍ଟିଚ୍ୟୁଟ୍ ଛାତ୍ରଛାତ୍ରୀ । ଭୁବନେଶ୍ବର ଆକାଶ ଆଇଆଇଟି, ଜେଇଇର ଛାତ୍ର ଗୌତମ ଦାସ ୯୯.୯୯୯ ପରେଣ୍ଟାଇଲ ରଖି ଓଡ଼ିଶା ଟପର ହୋଇପାରିଛନ୍ତି । ନ୍ୟାସନାଲ୍ ଟେଷ୍ଟିଙ୍ଗ୍…
ମନ ବୁଝେନା ଇସ୍କ ବିନା
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୯/୦୩ ସ୍ୱପ୍ନାରାଣୀ ବ୍ୟାନର ଦୂତୀୟ ଅବଦାନ ଓଡିଆ ଚଳଚ୍ଚିତ୍ର “ମନ ବୁଝେନା ଇସ୍କ ବିନା" ଶୁଭ ମହୁରତ୍ ହୋଇଯାଇଛି। ଏହି ସିନେମା ଏକ ତ୍ରିକୋଣୀୟ ପ୍ରେମ କାହାଣୀ ଉପରେ ଆଧାରିତ ଯେଉଁଥିରେ ପ୍ରେମକୁ ଏକ ସ୍ବତନ୍ତ୍ର ସ୍ଥାନ ଦିଆଯାଇଛି କାହାଣୀରେ ମନୋରଞ୍ଜନ ସହ…
ଓଡିଆ ଚଳଚ୍ଚିତ୍ର “ତୁମେ ମୋ ଶଙ୍ଖା ତୁମୋ ମୋ ସିନ୍ଦୂର”ର ଥିଏଟ୍ରିକାଲ୍ ରିଲିଜ୍
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୯/୦୩ ଭୁବନେଶ୍ୱର ସ୍ଥିତ ଏକ ହୋଟେଲ ପରିସରରେ ଓଡ଼ିଆ ଚଳଚ୍ଚିତ୍ର “ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୁର”ର ଥିଏଟ୍ରିକାଲ୍ ରିଲିଜ୍ ଡେଟ୍ ଘୋଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଚଳଚ୍ଚିତ୍ରର ପ୍ରଯୋଜକ ବଦ୍ରିନାଥ ପଟ୍ଟନାୟକ, ନିର୍ଦ୍ଦେଶକ…
ଆସନ୍ତା ମାର୍ଚ୍ଚ ୨୭ରେ ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୩/୦୩ ମାର୍ଚ୍ଚ ୨୭ ତାରିଖରେ ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ । ଏଥି ପାଇଁ ଓକିଲ ସଂଘର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ସୁଦାମ ଚରଣ ଦାସଙ୍କୁ ମନୋନିତ କରାଯାଇଛି। ଶ୍ରୀ ସୁଦାମ ଚରଣ ଦାସଙ୍କ ସୂଚନା ଅନୁଯାୟୀ ରାଜ୍ୟ ଆଇନଜୀବୀ ପରିଷଦ ଦ୍ବାରା ରାଜ୍ୟରେ…
