Breaking News/ମୁଖ୍ୟ ଖବର:
ଶିକ୍ଷା, ସଚେତନତା ମାଧ୍ୟମରେ ମଧ୍ୟସ୍ଥତା ସଂସ୍କୃତି ସୃଷ୍ଟି କରିବା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱାରୋପରନ୍ଧନ ଗ୍ୟାସ ବ୍ୟବହାର କରୁଛନ୍ତି କି ହେଇ ଯାଆନ୍ତୁ ସାବଧାନ !ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କମ୍ୟୁନିଟି ଟ୍ୟାଙ୍କ ବିକାଶ ସମିତି ପରିଚାଳନା ପରିଷଦର ଦ୍ୱାଦଶ ବୈଠକ ଅନୁଷ୍ଠିତଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା ନେଇ ପ୍ରସ୍ତୁତି ବୈଠକଏନ୍.ଭାସ୍କର ରାଓ ଓ ହିମିରିକାଙ୍କ ଇସ୍ତଫାକଟକ ଜିଲ୍ଲାରେ ରାଜସ୍ୱ ଓ ଭୂଅର୍ଜନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ

୨୬ ଛୁଇଁଲା ମୟୁରଭଞ୍ଜ ପଜିଟିଭ ସଂଖ୍ୟା
ବାରିପଦା(ନିରପେକ୍ଷ ଖବର)ତା-୦୧/୦୬-ଆଜି ମୟୂରଭଞ୍ଜରୁ ୩ଜଣ କରୋନା ପଜିଟିଭ ଚିନ୍ହଟ ହୋଇଛନ୍ତି।ଚିନ୍ହଟ ହୋଇଥିବା ସମସ୍ତେ ତାମିଲନାଡୁ ଫେରନ୍ତା ଅଟନ୍ତି।ଚିନ୍ହଟ ହୋଇଥିବା ପଜିଟିଭି ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ଜଣ ବେତନଟୀ ବ୍ଲକର ହୋଇଥିବା ବେଳେ ଅନ୍ୟ ଜଣେ ଯଶିପୁର ବ୍ଲକର ଅଟନ୍ତି।ସେମାନଙ୍କ…
Read More...
Read More...
ସାମ୍ବାଦିକଙ୍କ ମହତ ପଣିଆ ଜନ୍ମ ଦିନରେ କଲେ ରକ୍ତଦାନ
ବାରିପଦା(ନିରପେକ୍ଷ ଖବର)ତା-୩୧/୦୫-ଜନ୍ମଦିନକୁ ସମସ୍ତେ ଧୁମ୍ଧାମ୍ରେ ପାଳନ କରନ୍ତି ଓ ସାଙ୍ଗସାଥିଙ୍କ ଗହଣରେ ବେଶ୍ ଖୁସି ମନାଇଥାନ୍ତି। କିନ୍ତୁ ଜଣେ ସାମ୍ବାଦିକ ନିଆରା ଢଙ୍ଗରେ ନିଜ ଜନ୍ମ ଦିନକୁ ପାଳିଛନ୍ତି। ସେ ହେଉଛନ୍ତ ଯୁବ ସାମ୍ବାଦିକ ଉଦିତ୍ କୁମାର ପରିଡା । ତାଙ୍କ ଜନ୍ମଦିନରେ…
Read More...
Read More...
ମୟୁରଭଞ୍ଜ ରୁ ନୂଆ ୬ଜଣ କରୋନା ଆକ୍ରାନ୍ତ ଚିନ୍ହଟ।
ବାରିପଦା(ନିରପେକ୍ଷ ଖବର)ତା-୩୧/୦୫-ଆଜି ମୟୁରଭଞ୍ଜରୁ ୬ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି। ଚିନ୍ହଟ ହୋଇଥିବା ୬ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୪ଜଣ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଳେ ଅନ୍ୟ ୨ଜଣ କର୍ଣ୍ଣାଟକ ଫେରନ୍ତା ଅଟନ୍ତି। ଚିନ୍ହଟ ହୋଇଥିବା ୪ଜଣ ପଜିଟିଭି ରାସଗୋବିନ୍ଦପୁର ବ୍ଲକ…
Read More...
Read More...
ଏଣିକି ବାରିପଦାରେ ହେବ କରୋନା ଟେଷ୍ଟ……
ବାରିପଦା(ନିରପେକ୍ଷ ଖବର) ୩୧/୦୫: ମୟୂରଭଞ୍ଜ ବାସୀଙ୍କ ପାଇଁ ଖୁସି ଖବର। ଜିଲ୍ଲାକୁ କରୋନା ଛୁଇଁବାର ଦୀର୍ଘ ଏକ ମାସ ପରେ ବାରିପଦାରେ ଆରମ୍ଭ ହେଲା କରୋନା ସ୍ୱାବ ପରୀକ୍ଷା।ମୟୂରଭଞ୍ଜ ଜିଲ୍ଲାକୁ ଆସୁଥିବା ପ୍ରବାସୀ ମୟୂରଭଞ୍ଜିଆ ଓ କୋଭିଡ-୧୯ ଲକ୍ଷଣ ଦେଖାଯାଉଥିବା ଲୋକମାନଙ୍କର ସ୍ୱାବ ଟେଷ୍ଟ…
Read More...
Read More...
ସବୁଠି ବନ୍ଦେ ଉତ୍କଳ ଜନନୀ
ବାରିପଦା(ନିରପେକ୍ଷ ଖବର)ତା-୩୦/୦୫-କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ଯୋଦ୍ଧା ମାନେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।କୋଭିଡ୍ ଯୁଦ୍ଧରେ ନିଜର ସୁଖ ସ୍ଵାଛନ୍ଦ୍ୟକୁ ତ୍ୟାଗ କରି ସଂକ୍ରମଣକୁ ରୋକିବା ପାଇଁ ଦିନରାତି ଏକ କରିଦେଇଥିବା କୋଭିଡ୍ ଯୋଦ୍ଧାମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଏବଂ…
Read More...
Read More...
ଜୀବନଦୀପ ନସିଂହୋମ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ
ବାରିପଦା ୨୩/୫(ନିରପେକ୍ଷ ଖବର): ଜୀବନଦୀପ ନର୍ସିଂହୋମରେ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଗର୍ଭବତୀଙ୍କ ଅପରେସନ ପାଇଁ ନର୍ସିଂହୋମରେ ଆବଶ୍ୟକୀୟ ସରଞ୍ଜାମ ନ ଥିବା ବେଳେ ଡାକ୍ତରଙ୍କ ଦାୟିତ୍ୱହୀନତା ପାଇଁ ନବଜାତକର ମୃତ୍ୟୁ…
Read More...
Read More...
ପୁଣି ମୟୂରଭଞ୍ଜରୁ ୩ କରୋନା ରୋଗୀ
ବାରିପଦା(ନିରପେକ୍ଷ ଖବର)ତା-୨୧/୦୫-ପୁଣି ମୟୂରଭଞ୍ଜରୁ ୩ କରୋନା ରୋଗୀ ଚିନ୍ହଟ ହୋଇଛନ୍ତି। ଏଥି ସହିତ ମୟୂରଭଞ୍ଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ପହଁଚିଛି।ଚିନ୍ହଟ ୩ଜଣ କରୋନା ପଜିଟିଭିଙ୍କ ମଧ୍ୟରୁ ୨ ଜଣ ବାରିପଦା କ୍ୱରେଣ୍ଟାଇନରେ ଥିବା ବେଳେ ଜଣେ କପ୍ତିପଦା ବ୍ଲକ ଠାକୁରମୁଣ୍ଡା…
Read More...
Read More...
ଅମ୍ପାନ ଉଦ୍ଧାର କାର୍ଯ୍ୟରେ ଯୋଗଦେଲେ ଅନ୍ତର୍ଜାତୀୟ ଖ୍ୟାତ ସମ୍ପନ୍ନ ସମୁଦ୍ର ବୁଡାଳି ସବୀର ବକ୍ସ ଓ ତାଙ୍କ ଟିମ
ଭଦ୍ରକ, ନିରପେକ୍ଷ ଖବର:ତା ୨୦/୦୫ ଆଜି ମହାବାତ୍ୟା ଅମ୍ପନ ଉଦ୍ଧାର କାର୍ଯ୍ୟରେ ଯୋଗଦେଲେ ଅନ୍ତର୍ଜାତୀୟ ଖ୍ୟାତ ସମ୍ପନ୍ନ ସମୁଦ୍ର ବୁଡାଳି ସବୀର ବକ୍ସ ଓ ତାଙ୍କ ଟିମ କିଛି ବନ୍ଧୁଙ୍କ ସହିତ । ମହାବାତ୍ୟା ଅମ୍ପନ ଉଦ୍ଧାର କାର୍ଯ୍ୟରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ରେ ପହଞ୍ଚି, ସେଠାକାର ବାତ୍ୟା…
Read More...
Read More...
ଫୁଲୁଛି ବୁଢ଼ାବଳଙ୍ଗ, ବିପଦସଙ୍କେତ ତଳେ ପାଣି
* ଜିଲ୍ଲାରେ ହାରାହାରି ୨୮.୬୪ ମିମି ବର୍ଷା
* ବେତନଟୀରେ ସର୍ବାଧିକ ୭୮, ବାରିପଦାରେ ୭୫ମିମି
ବାରିପଦା:୨୦/୫(ନିରପେକ୍ଷଖବର)ମହାବାତ୍ୟା ଅମ୍ଫନ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ଆଂଶିକ ପ୍ରଭାବ ପଡିଛି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୭୪୪.୬୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।…
Read More...
Read More...
ସମୟ ଯେତେ ଗଡୁଛି ପବନର ବେଗ ସେତେ ବଢୁଛି।
ଅମ୍ଫନ ପ୍ରଭାବରେ ବର୍ଷା ପବନ ଜାରିବା
ରିପଦା(ନିରପେକ୍ଷ ଖବର)ତା-୨୦/୦୫-ମୟୂରଭଞ୍ଜ ଜିଲାରେ ଅମ୍ଫନ ପ୍ରଭାବ ଅନୁଭୂତ ହୋଇଛି ।ଜୋରରେ ପବନ ବୋହିବା ସାଙ୍ଗକୁ ପ୍ରବଳ ବର୍ଷା ହେଉଛି।ସମୟ ଯେତେ ବଢୁଛି ପବନର ବେଗ ସେତେ ବଢୁଛି। ଅମ୍ପନର ପ୍ରଭାବରେ ମଙ୍ଗଳବାର ରାତିରୁ ଝିପ ଝିପ ବର୍ଷା ହେଉଥିବା…
Read More...
Read More...
ସୁସ୍ଥ ହେଲେ ୪ କରୋନା ରୋଗୀ….
ବାରିପଦା(ନିରପେକ୍ଷ ଖବର)ତା-୧୮/୦୫-ମୟୁରଭଞ୍ଜ ପାଇଁ ଖୁସି ଖବର। ସୁସ୍ଥ ହେଲେ ୪କରୋନା ଆକ୍ରାନ୍ତ। ଏ ବାବଦରେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ଟ୍ୱିଟ କରି ସୂଚନା ଦେଇଛନ୍ତି। ରାଜ୍ୟରେ ଆଜି ମୋଟ ୫୭ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ସେଥି ମଧ୍ୟରେ ମୟୂରଭଞ୍ଜରୁ ୪ ଜଣ ଅଛନ୍ତି । ସୂଚନାଯୋଗ୍ୟ…
Read More...
Read More...
ଶିଶୁ ଅଦଳ ବଦଳ ଘଟଣାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭାଙ୍ଗିଲେ ମହିଳା
*ମେଡିକାଲ ଅଧିକକ୍ଷଙ୍କ ଅପାରଗତା ପାଇଁ ଡିଏନଏ ରିପୋର୍ଟ ଆସିବା ବିଳମ୍ବ ହେଉଥିବା ଅଭିଯୋଗ*
ବାରିପଦା(ନିରପେକ୍ଷ ଖବର)ତା-୧୮/୦୫- ଗତ ୧୧ ତାରିଖରେ ପିଆରଏମ୍ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲରେ ହୋଇଥିବା ଶିଶୁ ଅଦଳ ବଦଳ ଘଟଣାକୁ ନେଇ ଉତ୍ତ୍ୟକ୍ତ ମହିଳାମାନେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ…
Read More...
Read More...
ଭାରରେ ଦୁଇ ପୁଅଙ୍କୁ ବସାଇ ୧୨୦ କିମି ଚାଲିଲା ବାପା
ବାରିପଦା(ନିରପେକ୍ଷଖବର): ତା-୧୬/୫/ ସ୍ନେହ ଓ ମମତା ପାଖରେ କେହି ପ୍ରତିବନ୍ଧକ ସାଜିପାରନ୍ତି ନାହିଁ। ପ୍ରାକୃତିକ ବିପର୍ଯ୍ୟୟ ହେଉ କି ମହାମାରୀ କରୋନାର ଭୟ ସେ ସମ୍ପକରେ କେହି ବି ପାଚେରୀ ହୋଇ ଛିଡ଼ା ହୋଇପାରିବେନି। ସେ ପୁଣି ବାପ ଓ ପୁଅର ସମ୍ପର୍କ। ଲକ ଡାଉନ ସମୟରେ କାମଧନ୍ଦା କିଛି ନ ପାଇ…
Read More...
Read More...
ମୟୂରଭଞ୍ଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧କୁ ଛୁଇଁଲା
ବାରିପଦା(ନିରପେକ୍ଷ ଖବର)ତା-୧୬/୦୫-ମୟୂରଭଞ୍ଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧କୁ ଛୁଇଁଲା।ଜିଲ୍ଲାରେ ୨ଟି ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି।ସୁରତ ପରେ ଏବେ ଜିଲ୍ଲାକୁ ପଶ୍ଚିମବଙ୍ଗ ଫେରନ୍ତା ଚିନ୍ତାର କାରଣ ହୋଇଛନ୍ତି।ଦୁଇ ଜଣ ଚିନ୍ହଟ ପଜିଟିଭିଙ୍କ ମଧ୍ୟରୁ ଜଣେ ସୁରଟ ଫେରନ୍ତା…
Read More...
Read More...
କରୋନା ଯନ୍ତ୍ରଣାରେ ଦାଦନ କାନ୍ଦୁଛି…
ବାରିପଦା(ନିରପେକ୍ଷ ଖବର)ତା-୧୫/୫ -କରୋନା ଯନ୍ତ୍ରଣାରେ କାନ୍ଦୁଛନ୍ତି ଦାଦନ।ଗତ ଦୁଇ ମାସ ହେଲା ଆଖିର ଲୁହ ପାଟିରେ ପିଇ ଘରକୁ ଫେରିବା ବାଟକୁ ଚାହିଁ ବସିଛନ୍ତି। ଯିଏ ଫେରିଛି ସେମାନେ ଅପବାଦ ମୁଣ୍ଡାଉଛନ୍ତି, ଆଉ ଯିଏ ଫେରିପାରୁନାହିଁ ଭୋକ ଉପାସରେ ଦିନ କାଟୁଛନ୍ତି। ମହାମାରୀ କରୋନାର କରାଳ…
Read More...
Read More...
ସେବିକାଙ୍କୁ ସମ୍ବର୍ଦ୍ଧିତ କଲେ ଦେବାଶିଷ୍।
ବାରିପଦା(ନିରପେକ୍ଷ ଖବର)ତା-୧୨/୦୫-ପ୍ରତିବର୍ଷ ମେ ୧୨ ତାରିଖକୁ ଅନ୍ତର୍ଜାତୀୟ ନର୍ସ ଦିବସ ଭାବେ ପାଳନ କରାଯାଏ। ସମାଜରେ ଲୋକମାନଙ୍କୁ ନୀରୋଗ ରଖିବା ଓ ସେମାନଙ୍କ ସେବାକରିବାରେ ନର୍ସମାନଙ୍କ ଭୂମିକା ଅତୁଳନୀୟ। ପ୍ରାକୃତିକ ବିପତ୍ତିଠାରୁ ଆରମ୍ଭ କରି ଯୁଦ୍ଧ, ମହାମାରୀ କିମ୍ବା ଯେକୌଣସି…
Read More...
Read More...
*ମା ପାଇଁ ଦିନଟିଏ*
*ବୃଦ୍ଧାଶ୍ରମରେ ବେସାହାରା ମା କାଟୁଛନ୍ତି ଜୀବନ*
ବାରିପଦା(ନିରପେକ୍ଷ ଖବର)ତା-୧୦/୦୫ ଗୋଟେ ସମୟ ଥିଲା ଯେତେବେଳେ ଆମ ସମାଜରେ ଏକାନ୍ନବର୍ତ୍ତୀ ପରିବାର ପ୍ରଥା ପ୍ରଚଳିତ ଥିଲା, ହେଲେ ଧୀରେ ଧୀରେ ମଣିଷ ଏତେ ଆତ୍ମକୌନ୍ଦ୍ରିକ ହୋଇଗଲା ଯେ ଦାଦା, ବଡବାପା ତ ଦୂରର କଥା ନିଜ ଜନ୍ମ କଲା ବାପା ମା…
Read More...
Read More...
ପଦାକୁ ଆସିଲା ୧୮୮ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି।
ବାରିପଦା(ନିରପେକ୍ଷ ଖବର)ତା-୦୯/୦୫-ମୟୁରଭଞ୍ଜ ଜିଲ୍ଲାରୁ ଚିନ୍ହଟ ହୋଇଥିବା ରାଜ୍ୟର ୧୮୮ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଳ ହିଷ୍ଟ୍ରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ଆକ୍ରାନ୍ତ ଜଣକ କାହା କାହା ସଂସ୍ପର୍ଶରେ ଆସିଛନ୍ତି ତାହାର ପୁରା ତଥ୍ୟ…
Read More...
Read More...
ମୟୁରଭଞ୍ଜରେ ଆଉ ଜଣେ ପଜିଟିଭି ଚିହ୍ନଟ….
ବାରିପଦା(ନିରପେକ୍ଷ ଖବର)ତା-୦୭/୦୫-ମୟୂରଭଞ୍ଜରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ମୟୂରଭଞ୍ଜରେ ପଜିଟିଭଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଗୁରୁବାର ସକାଳେ ମୟୂରଭଞ୍ଜରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।ପ୍ରଥମ ଥର ପାଇଁ ମୟୂରଭଞ୍ଜ ଜିଲ୍ଲାରୁ ୪ ପଜିଟିଭ ଚିହ୍ନଟ…
Read More...
Read More...
କରୋନା ମ୍ୟାପ୍ ରେ ମୟୁରଭଞ୍ଜ……
ବାରିପଦା(ନିରପେକ୍ଷ ଖବର)ତା୦୭/୦୫/ରାଜ୍ୟରେ ଆଜି କରୋନ ମ୍ୟାପରେ ମୟୁରଭଞ୍ଜ ଯୋଡ଼ି ହୋଇଛି ।ଦିନକରେ ୩ଜଣ କରୋନା ରୋଗୀ ଜିଲ୍ଲାରେ ଚିହ୍ନଟ ହୋଇଛି। ଚିନ୍ହଟ ହୋଇଥିବା ରୋଗୀମାନେ ସୁରତ ଫେରନ୍ତା ପ୍ରବାସୀ ବୋଲି ଜଣାପଡ଼ିଛି। ଏ ବାବଦରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଟ୍ୱିଟ୍…
Read More...
Read More...