
Sign in
Sign in
Recover your password.
A password will be e-mailed to you.
Breaking News/ମୁଖ୍ୟ ଖବର:
ଗ୍ରାମାଞ୍ଚଳ ଛାତ୍ରୀଙ୍କୁ ବିଜ୍ଞାନ ଓ ବୈଷୟିକ ଶିକ୍ଷାରେ ସଶକ୍ତ କରିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱଡ୍ରୋନ୍ ନିରୀକ୍ଷଣରେ ଅଗ୍ରଣୀ ପୂର୍ବତଟ ରେଳପଥଦେଶୀୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଲେ ରାଜ୍ୟପାଳଓଡ଼ିଆ ଘରର ମହିଳାଙ୍କ ପ୍ରତିଭାକୁ ମିଳିବ ନୂଆ ପରିଚୟ, ଜୀ-ସାର୍ଥକରେ ଆସୁଛି ‘ଗୃହଲକ୍ଷ୍ମୀ’ସ୍ୱଚ୍ଛତା ଅଭିଯାନ ସହ ଯାତ୍ରୀଙ୍କ ସହ ଜନସମ୍ବାଦ ଜାରି ରଖିଛି ପୂର୍ବତଟ ରେଳପଥବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ କିଟ୍-କିସ୍ର ୩୪ ଅଧ୍ୟାପକଅପରାଧୀଙ୍କୁ ଧରିବାକୁ ପୁଲିସର ନୂଆ ପ୍ରସ୍ତୁତିଗୋପବନ୍ଧୁଙ୍କ ଆଦର୍ଶରେ ଗଢ଼ିବ ସମୃଦ୍ଧ ଓଡ଼ିଶା!କିଟ୍ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପ୍ରୟାସ: ପବ୍ଲିକ ସର୍ଭିସ୍ ଆଶାୟୀଙ୍କୁ କୋଚିଂ ସୁବିଧାସ୍ୱାସ୍ଥ୍ୟ ଉପକରଣ କ୍ରୟରେ ବାହ୍ୟ ହସ୍ତକ୍ଷେପକୁ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗର କଡ଼ା ନିର୍ଦ୍ଦେଶକିଟ୍ର ୨୨ତମ ବାର୍ଷିକ ସମାବର୍ତ୍ତନ ଉଦ୍ଯାପିତସମାଜସେବୀ କାବ୍ୟା ପ୍ରିୟା ଧଳଙ୍କୁ ପିଏଚ୍ଡି ଡିଗ୍ରୀକିଟ୍ ଓ କିସ୍ର କାର୍ଯ୍ୟକୁ ଭୁଟାନ ପ୍ରତିନିଧିମଣ୍ଡଳୀଙ୍କ ପ୍ରଶଂସାସୁପୋଷିତ ଓଡ଼ିଶା ଗଠନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀମୟୂରଭଞ୍ଜ ବାଉଁଶ ଚାଷକୁ ‘ପ୍ରମାଣ’ ସାର୍ଟିଫିକେଟ୍ସଂଶୋଧିତ ଏମଏମଡିଆର ଆଇନ ଓଡ଼ିଶାର ସ୍ୱାର୍ଥରେ: ଡା. ସମ୍ବିତ ପାତ୍ରଖଣ୍ଡଗିରି-ଉଦୟଗିରିରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ର ଶୁଭାରମ୍ଭପଦବୀଠାରୁ ବଡ଼ ମାଟିର ଡାକ: ନିଜ ଅଞ୍ଚଳ ପାଇଁ କାବ୍ୟାପ୍ରିୟାଙ୍କ ପ୍ରୟାସଓଡ଼ିଶାରେ ପାଳିତ ହେଲା ବିଶ୍ୱ ପର୍ଯ୍ୟଟନ ଦିବସ ୨୦୨୬ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ: ମନମୋହନ ସାମଲ

ଦାବି ପୂରଣ ହେବା ଆଗରୁ ଧାରଣା ସ୍ଥଳରେ ଚାଲିଗଲା ଶିକ୍ଷକଙ୍କ ଜୀବନ
ଭୁବନେଶ୍ୱର(ନିରପେକ୍ଷ ଖବର)ତା-୩/ଡ଼ିସେମ୍ବର/୨୦୧୯- ନିଜରହକ୍ ପାଇଁ ଲଢ଼େଇ କରୁ କରୁ ଚାଲିଗଲା ଜୀବନ। ଧାରଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଲା।ମୃତାହତ ହେଇଥିବା ଶିକ୍ଷକ ଜଣଙ୍କ ହେଲେ ମୟୁରଭଞ୍ଜ ଜିଲ୍ଲାର ନିରଞ୍ଜନ ବାରିକ୍। ରାଜ୍ୟରେ ଦୀର୍ଘ ଦିନ ହେବ ଶିକ୍ଷକମାନେ ବିଭିନ୍ନ ଆନ୍ଦୋଳନ…
ଡ଼ିଏମୟୁ ଟ୍ରେନ ରେ ଲାଗିଲା ନିଆଁ…..
ବାରିପଦା(ନିରପେକ୍ଷ ଖବର)-ତା-୩/ଡ଼ିସେମ୍ବର/୨୦୧୯-ବାଙ୍ଗିରିପୋଷିରୁ ବାଲେଶ୍ୱର ଅଭିମୁଖେ ଯିବାକୁ ଥିବା ଡ଼ିଏମୟୁ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଅପରାହ୍ନ ୧:୧୦ ରେ ଛାଡିବା ପରିବର୍ତ୍ତେ ବାଙ୍ଗିରିପୋଷିରେ ଅଟକି ରହିଛି। ଡ଼ିଏମୟୁ ଟ୍ରେନ ରେ ଯିବାକୁ ଥିବା ଯାତ୍ରୀମାନେ ଘଣ୍ଟା…
ରାଇରଙ୍ଗପୁର କଲେଜ ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା ପରେ ଝାରପୋଖରିଆ ଆଇଆଇସିଙ୍କୁ ନିଲମ୍ବିତ କଲେ ପୋଲିସ ଡିଜି…
ବାରିପଦା(ନିରପେକ୍ଷ ଖବର)ତା-୦୨/୧୧-ଛାତ୍ରୀ ନିବାସ ରୁ ଅଧ୍ୟାପିକାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣାରେ ଗତକାଲି ତଦନ୍ତକାରୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଆଜି ଝାରପୋଖରିଆ ଆଇ ଆଇ ସିଙ୍କୁ ନିଲମ୍ବିତ କରିଛନ୍ତି ଡିଜିପି। ଗତ ଅକ୍ଟୋବର ୩୦ ତାରିଖରେ ଅଧ୍ୟାପିକା ଜଣଙ୍କ…
ଅଭିଯୋଗ କାର୍ଯ୍ୟକ୍ଷମ ନହବାରୁ ମହିଳା ଅଧ୍ୟାପିକାଙ୍କ ଆତ୍ମହତ୍ୟା ।
ବାରିପଦା(ନିରପେକ୍ଷ ଖବର)ତା-୧/ଡ଼ିସେମ୍ବର/୨୦୧୯-ଛାତ୍ରୀ ନିବାସ ରୁ ଅଧ୍ୟାପିକାଙ୍କ ଝୁଲନ୍ତା ଅବସ୍ଥା ରେ ମୃତ ଦେହ ଉଦ୍ଧାର ହେବାପରେ କାର୍ଯ୍ୟାନୁଷ୍ଠାନ। ଝାରପୋଖରିଆ IIC ଶରତ ମହାଳିକଙ୍କୁ SP ଅଫିସକୁ ବଦଳି ସହିତ କେସର ତଦନ୍ତକାରି ଅଫିସର ପ୍ରଶାନ୍ତ ସ୍ବାଇଁକୁ ସସପେଣ୍ଡ କଲେ ଜିଲ୍ଲା…
ମୟୂରଭଞ୍ଜ ପ୍ରେସକ୍ଲବର ପୁର୍ନଗଠନ ଓ ନୂତନ କର୍ମକର୍ତ୍ତା ଚୟନ।
ବାରିପଦା (ନିରପେକ୍ଷ ଖବର) ତା ୨୯/୧୧/୨୦୧୯- ଆଜି ମୟୂରଭଞ୍ଜ ପ୍ରେସକ୍ଲବର ଏକ ବୈଠକ ବାରିପଦା ଷ୍ଟାଡିୟମ ସଭାଗୃହରେ କ୍ଲବର ସମ୍ପାଦକ ସତ୍ୟଜିତ ସୋମଙ୍କ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଛପା ଓ ବୈଦ୍ୟୁତିକ ଗଣ ମାଧ୍ୟମର ଜିଲ୍ଲା ପ୍ରତିନିଧି ମାନେ ଯୋଗଦେଇ ପୂର୍ବରୁ ଗଠିତ ହୋଇ…
ପିଆରଏମ୍ ହସ୍ପିଟାଲରେ ପୁଣି ଚିକିତ୍ସା ଅଭାବରୁ ରୋଗୀ ମୃତ
ବାରିପଦା(ନିରପେକ୍ଷ ଖବର): ତା-୨୯/୧୧/୨୦୧୯: ଚିକିତ୍ସା ଅଭାବରୁ ବାରିପଦା ପିଆରଏମ୍ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ରେ ପୁଣି ରୋଗୀ ମୃତ୍ୟୁ। ଡାକ୍ତରଙ୍କ ବିରୁଦ୍ଧରେ ଏମିତି ସଙ୍ଗିନ ଅଭିଯୋଗ ଆଣିଲେ ମୃତବ୍ୟକ୍ତିଙ୍କ ସମ୍ପର୍କୀୟ। ମୃତ ଶବକୁ ମେଡିକାଲ ର ମୁଖ୍ୟ ଫାଟକ ସମ୍ମୁଖରେ ରଖି ଧାରଣାରେ…
ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମିଥ୍ୟା ଉତ୍ତର ପ୍ରସଙ୍ଗ
ବାରିପଦା(ନିରପେକ୍ଷ ଖବର)ତା-୨୮/ନଭେମ୍ବର/୨୦୧୯-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣର ବିଭାଗୀୟ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ପ୍ରଦତ୍ତ ଉତ୍ତର ମିଥ୍ୟା ଜାଣି ବିଧାନସଭା ବାଚସ୍ପତିଙ୍କ ଜରିଆରେ ବଡ଼ସାହି ବିଧାୟକ ସନାତନ ବିଜୁଳି ବିଶେଷ ଅଧିକାର କ୍ଷୂର୍ଣ୍ଣ ପ୍ରସ୍ତାବ(ପ୍ରିଭିଲେଜ ମୋସନ) ନୋଟିସ ଆଗତ…
ପୁଣି ଚର୍ଚ୍ଚାରେ ବିଜେଡ଼ି ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ରମ…
ବାରିପଦା(ନିରପେକ୍ଷ ଖବର)ତା-୨୮/ନଭେମ୍ବର/୨୦୧୯-ରାଜ୍ୟସଭା ଶୀତକାଳୀନ ଅଧୀବେଶନରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ରୋପ-ୱେ ନିର୍ମାଣ ଏବଂ ପର୍ଯ୍ୟଟନ ବିକାଶ ପାଇଁ ଆଜି ପୁଣି ଦାବି କଲେ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବମ। ବାଚସ୍ପତିଙ୍କ ଧ୍ୟାନ ଆକର୍ଷଣ କରି କରି ଶ୍ରୀମତୀ…
ମୟୂରଭଞ୍ଜ ମହୋତ୍ସବର କାର୍ଣ୍ଣିଭାଲ ରୋଡସୋ
ବାରିପଦା,ନିରପେକ୍ଷ ଖବର: ବାରିପଦା ରେ ମୟୂରଭଞ୍ଜ ମହୋତ୍ସବ ଆରମ୍ଭ ହେଉଥିବା ବେଳେ ପ୍ରଥମ ଦିନରେ ବାରିପଦା ଜଗନ୍ନାଥ ମନ୍ଦିର ନିକଟରୁ ବିଭିନ୍ନ ପ୍ରକାର ମୟୂରଭଞ୍ଜିଆ ଲୋକନୃତ୍ୟ ବାଦ୍ୟର ତାଳେତାଳେ ଏକ କାର୍ଣ୍ଣିଭାଲ ରୋଡସୋ ଅନୁଷ୍ଠିତ ହୋଇଯାଇଛି । ଏହି ରୋଡସୋକୁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ…
ବିଜେପିରେ ସାମିଲ ହେଲେ ପାଟଣାଗଡର ପ୍ରମୁଖ ବିଜେଡି ନେତୃବୃନ୍ଦ….
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୧/୧୧: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବିଧାନସଭାର ବିଜେଡି ଦଳର ପ୍ରମୁଖ ନେତୃବୃନ୍ଦମାନେ ଆଜି ବିଜେପିରେ ଯୋଗ ଦେଇଛନ୍ତି ।ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ରଙ୍କ…
ଜଗଦ୍ଧାତ୍ରୀ ମେଳାରେ ଜମୁଛି ବେପାର…..
ବାରିପଦା(ନିରପେକ୍ଷ ଖବର)ତା-୨୧/ନଭେମ୍ବର/୨୦୧୯: ମୟୁରଭଞ୍ଜ ଜିଲ୍ଲାର ସବୁଠୁଁ ବଡ଼ ମେଳା ଭାବେ ପରିଚୟ ସୃଷ୍ଟି କରିଥିବା ଜଗଦ୍ଧାତ୍ରୀ ମେଳା ଆଜି ୧୦ମ ଦିନରେ ପହଁଚିଛି। ଏହି ମେଳା ଯେତେ ସରିସରି ଆସୁଛି, ଦର୍ଶକଙ୍କ ଭିଡ଼ ସେତେ ବଢ଼ିବାରେ ଲାଗିଛି।ଆଜି ବାରିପଦା ଜଗଦ୍ଧାତ୍ରୀ ମେଳାର ୧୦ମ…
ଶୋକାକୁଳ ପରିବେଶରେ ସହିଦ୍ ପୋଲିସ୍ ଅଧିକାରୀ ଙ୍କୁ ଦିଆ ଗଲା ସଲାମୀ..
ବାରିପଦା(ନିରପେକ୍ଷ ଖବର)ତା-୧୯/ନଭେମ୍ବର/୨୦୧୯-ଗତକାଲି ବାରିପଦା ତକତପୁର ସ୍ଥିତ ଉତ୍ତର ଓଡ଼ିଶା ବିଶ୍ବ ବିଦ୍ୟାଳୟ ରାସ୍ତାରେ ମଦୁଆ ଗାଡି ଚାଳକ କୁ ଧରିବା ପାଇଁ ଚେକିଂ ଚାଲିଥିବା ବେଳେ ବାଇକ ଧକ୍କା ରେ ବାରିପଦା ଟାଉନ ଥାନା ସବ ଇନ୍ସପେକ୍ଟର ଦୟାନିଧ ଦାସ ଙ୍କ ମୃତ୍ୟୁ ହୋଇଥିଲା । ସବ…
ଗାଡ଼ି ଯାଞ୍ଚ ବେଳେ ବାଇକ୍ ଦୁର୍ଘଟଣା ରେ ଚାଲିଗଲା ପୋଲିସ୍ ଅଧିକାରୀଙ୍କ ଜୀବନ..
ବାରିପଦା(ନିରପେକ୍ଷ ଖବର)ତା-୧୮/ନଭେମ୍ବର/୨୦୧୯-ଗାଡି ଯାଞ୍ଚ ବେଳେ ବାଇକ ଦୁର୍ଘଟଣା ରେ ଚାଲିଗଲା ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲାର ବାରିପଦା ଥାନା ଅଞ୍ଚଳରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା।ଯାହାକୁ ନେଇ ସମଗ୍ର ଜିଲ୍ଲା ସ୍ତବ୍ଧ ହୋଇଯାଇଛି। ମଦୁଆ ବାଇକ…
ଗୃହ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଅଚାନକ ସତ୍ୟବାଦୀ ଥାନା ପରିଦର୍ଶନ..
ଭୁବନେଶ୍ୱର,ନିରପେକ୍ଷ ଖବର: ୧୫/୧୧/ ୨୦୧୯
ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ, ଗୃହ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଆଜି ସତ୍ୟବାଦୀ ଥାନା ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ ମନ୍ତ୍ରୀ ପ୍ରଥମେ ଥାନା ବାହାରେ ଲାଗିଥିବା ‘ମୋ ସରକାର’ ବୋର୍ଡ ଦେଖିଥିଲେ । ପରେ…
ବାରିପଦା ମୁନିସିପାଲଟି ସଫେଇ କର୍ମଚାରୀକୁଂ ମିଳୁନି ପାରିଶ୍ରମିକ….
ବାରିପଦା (ନିରପେକ୍ଷ ଖବର)ତା-୧୩/ନଭେମ୍ବର/୨୦୧୯-ବାରିପଦା ମୁନିସିପାଲଟି ଅଧିକାରୀ ଓ ଠିକାଦାର ଙ୍କ ମନମୁଖୀ କାର୍ଯ୍ୟ ପାଇଁ ସଫେଇ କର୍ମଚାରୀ ମାନେ ଗୋଟିଏ ମାସର ଦରମା ପାଇ ନଥିବା ଅଭିଯୋଗ ଆଣିଛନ୍ତି। ଏ ନେଇ ମଙ୍ଗଳବାର ଠାରୁ ଶତାଧିକ ସଫେଇ କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଯାରି…
ଦିଲ୍ଲୀର ବିଜ୍ଞାନଭାବନରେ ସର୍ବଶ୍ରେଷ୍ଠ ମନ୍ତ୍ରୀ ଭାବେ ପୁରସ୍କୃତ ହେଲେ ମନ୍ତ୍ରୀ ପ୍ରତାପ ଜେନା…
ନୂଆଦିଲ୍ଲୀ(ନିରପେକ୍ଷ ଖବର)୦୯/୧୧/୨୦୧୯ ନୂଆଦିଲ୍ଲୀର ବିଜ୍ଞାନଭବନ ଠାରେ ଆୟୋଜିତ ଏକ ଉତ୍ସବରେ ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ, ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କୁ ଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ଦିଆଯାଇଛି ।
ନୂଆଦିଲ୍ଲୀଠାରେ ବିଜ୍ଞାନଭବନରେ ଆୟୋଜିତ ଏହି…
ଜମି ବିବାଦକୁ ନେଇ ବୃଦ୍ଧାଙ୍କୁ ହତ୍ୟା…..
ବାରିପଦା(ନିରପେକ୍ଷ ଖବର)ତା-୧/ନଭେମ୍ବର/୨୦୧୯-ଜମି ବିବାଦକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ହତ୍ୟା । ଏହି ଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜର କପ୍ତିପଦା ଥାନା ଅଧିନସ୍ଥ ଛାଞ୍ଚୁଣୀଆ ଗାଁରେ। ଦୀର୍ଘଦିନ ଧରି ଜମିବାଡି ବିବାଦକୁ ନେଇ ଛାଞ୍ଚୁଣୀଆ ଗାଁର ସୁଗୁନି ଚାତାରଙ୍କର, ନିଜ ସମ୍ପର୍କୀୟଙ୍କ…
ହାତୀ ପିଠିରେ ବସି ବୁଲିବାର ମଜା ନେଇ ପାରିବେ ପର୍ଯ୍ୟଟକ….
ବାରିପଦା(ନିରପେକ୍ଷ ଖବର)ତା-୧/ନଭେମ୍ବର/୨୦୧୯-ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ଶିମିଳିପାଳ ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ।ଏହି ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ ଶୁକ୍ରବାର ସକାଳୁ ରାଜ୍ୟ ତଥା ରାଜ୍ୟ…
ବିଭାଗୀୟ ସ୍ଥାୟୀ କମିଟି-୩ଙ୍କର ସପ୍ତମ ବୈଠକ…
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୯/୧୦/୨୦୧୯ରିଖ ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ଙ୍କର ସପ୍ତମ ବୈଠକ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି ।ବିଧାନସଭା ପ୍ରକୋଷ୍ଠ ନଂ ୫୪ରେ ଅନୁଷ୍ଠିତ ଏହି କମିଟି ବୈଠକରେ ପୂର୍ତ୍ତ ବିଭାଗର କାର୍ଯ୍ୟାବଳୀ ସଂପର୍କରେ…
ସାମ୍ବିଧାନିକ ପଦବୀର ମର୍ଯ୍ୟାଦାହାନୀ କରିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା:ମହିଳା ମୋର୍ଚ୍ଚା
ଭୁବନେଶ୍ୱର,ନିରପେକ୍ଷ ଖବର:ତା.୨୮/୧୦: ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦ ଏକ ସାମ୍ବିଧାନିକ ପଦ । ଏହା ବିଜୁ ଜନତା ଦଳର ଏକ ରାଜନୈତିକ ପଦବି ନୁହେଁ । ଯାଜପୁରରେ ସ୍ମିତାରାଣି ବିଶ୍ୱାଳଙ୍କୁ ବଳାକ୍ରାର କରାଯାଇ ହତ୍ୟା କରାଯିବା ପରେ ମହିଳା କମିଶନ ପ୍ରଥମେ ଚୁପ ରହିବା ଏବଂ ପରେ ନିରପେକ୍ଷ…
