ରାଜନୀତି କେନ୍ଦ୍ର କୃଷି ଆଇନ ବିରୋଧରେ ନବନିର୍ମାଣ ଯୁବଛାତ୍ର ସଂଗଠନର ବାଇକ ଶୋଭାଯାତ୍ରା Debabrat Mohanty Dec 5, 2020 0 ଭୁବନେଶ୍ୱର, ନିରପେକ୍ଷ ଖବର(୫/୧୨): ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସଂଗଠନର ରାଜ୍ୟ ସଂଯୋଜକ MD Manwar Alli ଙ୍କ ନେତୃତ୍ୱ ରେ ଶହ ଶହ ଯୁବଛାତ୍ର ଯୋଗ ଦେଇଥିଲେ । ଏନେଇ ଶ୍ରୀ…
ସାମାଜିକ ଦିବ୍ୟାଙ୍ଗଙ୍କ ଯାତ୍ରୀଙ୍କ ସୁବିଧା ପାଇଁ ରାଧାକିଶୋରପୁର ରେଳ ଷ୍ଟେସନରେ ଭୂତଳ ଉପାମାର୍ଗ ଉଦ୍ଘାଟିତ Debabrat Mohanty Dec 5, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର:ତା-୦୫/୧୨ ସୁରକ୍ଷାକୁ ଦୃଷ୍ଟିରେ ଦେଇ ଉଭୟ ରେଳ ଓ ସଡକ ବ୍ୟବହାରକାରୀଙ୍କ ସୁବିଧା ପାଇଁ ରାଧାକିଶୋରପୁର ରେଳ ଷ୍ଟେସନରେ ନୂତନ ଭାବେ ନିର୍ମିତ ଭୂତଳ ଉପାମାର୍ଗ ଉଦ୍ଘାଟିତ ହୋଇଯାଇଛି। ରାଜ୍ୟ ଖାଦ୍ୟ ଯୋଗାଣ ତଥା ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ…
ସାମାଜିକ ଭିନ୍ନକ୍ଷମ ଦିବସରେ ନୂଆପଲ୍ଲୀରେ ଶୀତବସ୍ତ୍ର ବଣ୍ଟନ Debabrat Mohanty Dec 4, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର:୦୪/୧୨ popଆର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସରେ ଶ୍ରୀ ଶ୍ରୀ ମହାବୀର ସାମାଜୀକ ସଂଗଠନର ସାଧାରଣ ସଂପାଦକ ତଥା ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଂପାଦକ ମିଲନ କୁମାର ପାଇକରାୟଙ୍କ ନେତୃତ୍ୱରେ ନୂଆପଲ୍ଲୀରେ ଶୀତବସ୍ତ୍ର ବଣ୍ଟନ କାରାଯାଇଛି। ୱାର୍ଡ ନଂ୩୯…
ସାମାଜିକ ‘ସବୁଜ ଭାରତ ଗୌରବ’ ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ଯୁବ ସାମ୍ବାଦିକ କାହ୍ନୁ ଚରଣ ଶତପଥୀ Debabrat Mohanty Dec 1, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର(୧/୧୨): ‘ସବୁଜ ଭାରତ’ର ଅଷ୍ଟମ ସ୍ୱର୍ଣ୍ଣକ୍ଷେତ୍ର ଉତ୍ସବରେ 'ପ୍ରମେୟ'ର ଯୁବ ସାମ୍ବାଦିକ କାହ୍ନୁ ଚରଣ ଶତପଥୀ ସମ୍ବର୍ଦ୍ଧିତ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ ସ୍ଵଳ୍ପବେତନ ଭୋଗୀ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ଆୟୋଜିତ ଉତ୍ସବରେ ବିଜେଡି ମୁଖପାତ୍ର ଦୁର୍ଗା…
ସାମାଜିକ କରୋନା ସଚେତନତାର ବାର୍ତ୍ତା ବାଣ୍ଟିଲେ ବିଧାୟକ ଅନନ୍ତ ନାରାୟଣ ଜେନା Debabrat Mohanty Nov 30, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର:୩୦/୧୧ ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସମ୍ପାଦକ ତଥା ଶ୍ରୀ ଶ୍ରୀ ମହାବୀର ସାମାଜିକ ସଂଗଠନର ସାଧାରଣ ସମ୍ପାଦକ ମିଲନ କୁମାର ପାଇକରାୟଙ୍କ ନେତୃତ୍ୱରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କର୍ମକର୍ତ୍ତାମାନେ…
ରାଜନୀତି ବି.ଜେ.ଡି ରୁ ବିଦା ହେଲେ ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ Debabrat Mohanty Nov 29, 2020 0 ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୯/୧୧ ସରକାରୀ ଚାକିରୀରୁ ଟଙ୍କାର ପାହାଡ଼ ସୃଷ୍ଟି କରିଥିବା ଅଭୟ ପାଠକଙ୍କ ଭାବି ସମୁଦି ହେବାକୁ ସଜବାଜ ହେଉଥିବା ବିଜେଡିର ବରିଷ୍ଠ ନେତା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି ଆଜି ଦଳରୁ ବିଦା କରିଛି । ଶ୍ରୀ ପାଣିଗ୍ରାହୀ ହେଉଛନ୍ତି ଗୋପାଳପୁର…
ସାମାଜିକ ଚାକିରୀ ହରାଇ କରିବୁ କଣ ! Debabrat Mohanty Nov 28, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୮/୧୧ କୋଭିଡ଼ ସମୟରେ ଜୀବନକୁ ବାଜି ଲଗାଇ କରୋନା ରୋଗୀଙ୍କ ଚିକିତ୍ସା କଲୁ। ଘରଦ୍ୱାର ପରିବାର ଲୋକଙ୍କୁ ଛାଡି ଦିନ ରାତି ନିଷ୍ଠାର ସହ କାମ କରିଛୁ। ହେଲେ ଏବେ ସରକାର ଆମକୁ ଛଟେଇ କରୁଛନ୍ତି। ଏବେ ଚାକିରୀ ହରାଇ କଣ କରିବୁ। ପରିବାର ପ୍ରତିପୋଷଣ କେମିତି ହେବ।…
ରାଜନୀତି ମିଳିତ ମଂଚର ଧର୍ମଘଟ ଡାକରାକୁ ସମର୍ଥନ ଦେଲା କଂଗ୍ରେସ Debabrat Mohanty Nov 21, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୦.୧୧ କେନ୍ଦ୍ର ବିଜେପି ସରକାର ଶ୍ରମିକମାନଙ୍କ ସ୍ୱାର୍ଥକୁ ଅଣଦେଖା କରି ସଂସଦରେ ଆଣିଥିବା ଶ୍ରମକୋର୍ଡକୁ ବାତିଲ, କୃଷକ ବିରୋଧି ଆଇନ୍ ଏବଂ ରାଷ୍ଟ୍ରୀୟ ସଂପତିକୁ ଘରୋଇକରଣ କରିବା ବିରୋଧରେ ଆସନ୍ତା ତା ୨୬.୧୧.୨୦୨୦ ରିଖ ଦିନ ୬ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ…
ସାମାଜିକ ପରିଚୟ ଫାଉଣ୍ଡେସନର ‘ନାଇନ୍ ଦେବୀସ୍’ Debabrat Mohanty Nov 21, 2020 0 ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୧/୧୧ ଦଶହରା ଓ ଦୀପାବଳି ଅବସରରେ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ପ୍ରେରଣାଦାୟୀ ବକ୍ତୃତା ‘ନାଇନ୍ ଦେବୀସ୍’ ଅନୁଷ୍ଠିତ ହୋଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ରୋଜାଲିନ ପାଟ୍ଟଶାଣୀ ମିଶ୍ରଙ୍କ ସଂଯୋଜନାରେ ଭର୍ଚୁଅ।।ଲ ଟକ୍ ସୋ ଆୟୋଜିତ ହୋଇଥିଲା । ବିଭିନ୍ନ…
ସାମାଜିକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନବ ଉତ୍କଳର ନିର୍ମାତା ଡଃ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ Debabrat Mohanty Nov 21, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୧.୧୧ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନବ ଉତ୍କଳର ନିର୍ମାତା ଡଃ. ହରେକୃଷ୍ଣ ମହତାବଙ୍କର ୧୨୧ତମ ପୂଣ୍ୟଜନ୍ମତିଥି ରାଜ୍ୟସ୍ତରୀୟ ଡଃ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ କମିଟି ପକ୍ଷରୁ ଲୋୟର ପିଏମଜି ଏବଂ ଏକାମ୍ର ନିବାସରେ ପାଳିତ ହୋଇଯାଇଛି । ଏହି କମିଟିର…
ରାଜନୀତି ସ୍କୁଲ ଖୋଲିବା ନେଇ ଫିଟୁନି ବାଟ Debabrat Mohanty Nov 21, 2020 0 ଭୁବନେଶ୍ୱର, ନିରପେକ୍ଷ ଖବର :ତା ୨୧/୧୧ ୟୁପି ସ୍କୁଲ ବନ୍ଦ ନେଇ ବାଚସ୍ପତିଙ୍କ ରୁଲିଂ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ଦେଇଛନ୍ତି । ସ୍କୁଲ ବନ୍ଦ କରିବା ନୁହେଁ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି । ରାଜ୍ୟରେ ୭ ହଜାର ୭…
ସାମାଜିକ ଡାକ୍ତର ଅଭୟ ପଟ୍ଟନାୟକ ଙ୍କୁ ‘ ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡସ୍ ପକ୍ଷରୁ ସମ୍ମାନିତ Alok Lenka Oct 5, 2020 0 ନିରପେକ୍ଷ ଖବର (କଟକ): ଅକ୍ଟୋବର ୨୦୨୦ ମାନବାଧିକାର ରକ୍ଷାକାରୀ ଡାକ୍ତର ଅଭୟ ରଞ୍ଜନ ପଟ୍ଟନାୟକ ଚଳିତ ବର୍ଷ ର ଏକ ମର୍ଯ୍ୟାଦା ଜନକ ସମ୍ମାନ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି।ସମାଜରେ ସଚେତନତା ସୃଷ୍ଟି କରି ଅନେକ ଅମୂଲ୍ୟ ଜୀବନ ବଞ୍ଚେଇ ଛନ୍ତି। କରୋନା ମହାମାରୀ ସମୟରେ ଦୃଷ୍ଟାନ୍ତମୂଳକ…
ରାଜନୀତି ହାଥରସ୍ ଘଟଣାରେ ଉତର ପ୍ରଦେଶ ସରକାରଙ୍କ ବରଖାସ୍ତ ଦାବି କଲା ପିସିିସି ଅନୁସୂଚିତ ଜାତି ବିଭାଗ Debabrat Mohanty Oct 5, 2020 0 ଭୁବନେଶ୍ୱର ନିରପେକ୍ଷ ଖବର:ତା ୦୫.୧୦ - ଉତର ପ୍ରଦେଶ ରାଜ୍ୟର ହାଥରସ୍ ଗ୍ରାମର ଅନୁସୂଚିତ ଜାତି ବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ କେନ୍ଦ୍ର ନରେନ୍ଦ୍ର ମୋଦି ସରକାର ଓ ଉତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଦୋଷୀକୁ ଦଣ୍ଡ ଦେବା ପରିବର୍ତେ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରିବା…
ସାମାଜିକ ‘ଲାସାସା’ ସଂଗଠନ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ Alok Lenka Oct 5, 2020 0 କଟକ, ନିରପେକ୍ଷ ଖବର:ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ ଲାସାସା ସାମାଜିକ ସଂଗଠନ ପକ୍ଷରୁ ପାଳିତ ହୋଇଯାଇଛି।ସାମାଜିକ ଦୁରତ୍ଵ ଓ ଗୋଷ୍ଠୀ କୈନ୍ଦ୍ରିକ କୁ ରକ୍ଷା କରି ବୃକ୍ଷ ରୋପଣ ଓ ବିଶୋଧନ କାର୍ଯ୍ୟକ୍ରମ କରାଯାଇଥିଲା। ସଙ୍କରପର ସ୍ଥିତ ଶ୍ରୀ ରାମ ମନ୍ଦିର ପ୍ରାଙ୍ଗଣ ରେ ବୃକ୍ଷ…
ସାମାଜିକ ସରସ୍ଵତୀ କଳା ପରିଷଦ ତରଫରୁ କରୋନା ଯୋଦ୍ଧା ସମ୍ମାନ Alok Lenka Oct 5, 2020 0 କଟକ,ନିରପେକ୍ଷ ଖବର:କଳା, ସାହିତ୍ୟ, ସଂସ୍କୃତିର ଜୟଗାନ କରୁଥିବା ମହତ ଅନୁଷ୍ଠାନ "ସରସ୍ୱତୀ କଳା ପରିଷଦ" କଳାବିହାର,କନ୍ଦରପୁର,କଟକ ପକ୍ଷରୁ କରୋନା ମହାମାରୀ ଭଳି ସମାଜର ଦୁର୍ଦିନରେ ଅହରହ ଦେଶ, ଜାତି ପାଇଁ ନିସ୍ୱାର୍ଥପର ଭାବରେ କାର୍ଯ୍ୟ କରୁଥିବା ପ୍ରଶାସନ ଅଧିକାରୀ,ଅଶାକର୍ମୀ,ଅଙ୍ଗନବାଡି…
ସାମାଜିକ କଟକ:ପରିବା ବଜାରରେ ନିଆଁ Alok Lenka Sep 29, 2020 0 ନିରପେକ୍ଷ ଖବର:(କଟକ):ତା ୩୦/୦୯ କୃଷି ଭିତ୍ତିକ ଜିଲ୍ଲାରେ ଏବେ ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଏହାର ପ୍ରଭାବ ସିଧା ସଳଖ ଖାଉଟି ଙ୍କ ଉପରେ ପଡିଛି । ଲୋକମାନେ ପରିବା କିଣିବାକୁ ଗଲା ବେଳେ ଏହାର ଦର ଶୁଣି ଏକ ପ୍ରକାର ଛାନିଆଁ ହୋଇଥିବା ଦେଖିବାକୁ ମିଳିଛି ।କୋରନା କଟକଣା କଠୋର ସମୟରେ…
ସାମାଜିକ ପାନୀୟ ଜଳ ପ୍ରକଳ୍ପ ଅଚଳ Alok Lenka Sep 29, 2020 0 ନିରପେକ୍ଷ ଖବର(ନିଆଳି):ତା ୨୯/୦୯ ଗ୍ରାମାଞ୍ଚଳ ଗୁଡିକରେ ଲୋକ ମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲାଗି ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ତୃଣମୂଳ ସ୍ତରରେ ଯୋଜନା ଗୁଡିକର ସଠିକ ଭାବରେ କାର୍ଯ୍ୟକାରୀ ହେଉ ନଥିବା ଦେଖିବାକୁ ମିଳିଛି ଫଳରେ ପାନୀୟ ଜଳ ପ୍ରକଳ୍ପ ପାଇଁ ବ୍ୟୟ…
ସାମାଜିକ ସରକାରି ଯୋଜନା କାହା ପାଇଁ ? Alok Lenka Sep 5, 2020 0 *ବିକାଶ ରାସ୍ତାରେ ଓଡିଶା ଆଗକୁ ଆଗକୁ ଚାଲିଛି ତଥାପି ବିକାଶ ପାଖରେ ପହଞ୍ଚିବାକୁ ଆହୁରି ଯେମିତି ଅନେକ ବାଟ ବାକି ରହିଛି.... (ନିଆଳି):ନିରପେକ୍ଷ ଖବର : ବିଭିନ୍ନ ସ୍ଥାନରେ ଫେଲ୍ ମାରିଛି ଆବାସ ଯୋଜନା।ଆବାସ ଯୋଜନାରେ ସରକାର ଘରଟିଏ ଯୋଗାଇ ଦେଉ ନାହାନ୍ତି । ଏଭଳି ଏକ ଅଭାବନିୟ ଘଟଣା…
ସାମାଜିକ ବହୁଚର୍ଚ୍ଚିତ ଶିଶୁ ଅଦଳ ବଦଳ ଘଟଣା Biswajit bhuyan/Baripada Sep 3, 2020 0 * ମାଆ ରଇବାରୀଙ୍କ କୋଳକୁ ଫେରିବା ପାଇଁ ମାନ୍ୟବର କୋର୍ଟଙ୍କ ରାୟ ବାରିପଦା(ନିରପେକ୍ଷ ଖବର) ତା-୦୩/୦୯- ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଶିଶୁ ଅଦଳ ବଦଳ ଘଟଣା ସାମ୍ନାକୁ ଆସିଥିଲା। ମାଆ ନିଜର ଜନ୍ମିତ ଶିଶୁକୁ ପାଇବାକୁ ୪ ମାସ ଧରି ନ୍ୟାୟିକ ସଂଘର୍ଷ ପରେ…
ଦୁର୍ଘଟଣା ୟୁରିଆ ଖାଇ ଚାରି ଶିଶୁ ଗୁରୁତ୍ୱର Biswajit bhuyan/Baripada Sep 2, 2020 0 ବାରିପଦା(ନିରପେକ୍ଷ ଖବର) ତା-୦୩/୦୯-ମୟୁରଭଞ୍ଜ ଜିଲା, ବଡ଼ସାହି ବ୍ଲକ ଅଞ୍ଚଳରେ ଅଘଟଣ ଘଟିଛି। ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଅନ୍ତର୍ଗତ ପ୍ରତାପପୁର ପଞ୍ଚାୟତର ବଡପଦା ଗ୍ରାମରେ ଗୋଟିଏ ପରିବାରର ୪ ଜଣ ଶିଶୁ ଫୁଡ୍ ପଏଜନର ଶିକାର ହୋଇଛନ୍ତି।ସୂଚନା ଅନୁଯାୟୀ, ଜଗନ୍ନାଥ ନାଏକ ଓ ଭାଇ ସରୋଜ…