Uncategorized ପିଆରଏମ୍ ହସ୍ପିଟାଲରେ ପୁଣି ଚିକିତ୍ସା ଅଭାବରୁ ରୋଗୀ ମୃତ Biswajit bhuyan/Baripada Nov 29, 2019 0 ବାରିପଦା(ନିରପେକ୍ଷ ଖବର): ତା-୨୯/୧୧/୨୦୧୯: ଚିକିତ୍ସା ଅଭାବରୁ ବାରିପଦା ପିଆରଏମ୍ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ରେ ପୁଣି ରୋଗୀ ମୃତ୍ୟୁ। ଡାକ୍ତରଙ୍କ ବିରୁଦ୍ଧରେ ଏମିତି ସଙ୍ଗିନ ଅଭିଯୋଗ ଆଣିଲେ ମୃତବ୍ୟକ୍ତିଙ୍କ ସମ୍ପର୍କୀୟ। ମୃତ ଶବକୁ ମେଡିକାଲ ର ମୁଖ୍ୟ ଫାଟକ ସମ୍ମୁଖରେ ରଖି ଧାରଣାରେ… Read More...
ସାମାଜିକ ମୟୂରଭଞ୍ଜ ମହୋତ୍ସବର କାର୍ଣ୍ଣିଭାଲ ରୋଡସୋ Biswajit bhuyan/Baripada Nov 26, 2019 0 ବାରିପଦା,ନିରପେକ୍ଷ ଖବର: ବାରିପଦା ରେ ମୟୂରଭଞ୍ଜ ମହୋତ୍ସବ ଆରମ୍ଭ ହେଉଥିବା ବେଳେ ପ୍ରଥମ ଦିନରେ ବାରିପଦା ଜଗନ୍ନାଥ ମନ୍ଦିର ନିକଟରୁ ବିଭିନ୍ନ ପ୍ରକାର ମୟୂରଭଞ୍ଜିଆ ଲୋକନୃତ୍ୟ ବାଦ୍ୟର ତାଳେତାଳେ ଏକ କାର୍ଣ୍ଣିଭାଲ ରୋଡସୋ ଅନୁଷ୍ଠିତ ହୋଇଯାଇଛି । ଏହି ରୋଡସୋକୁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ… Read More...
ସାମାଜିକ ଶୋକାକୁଳ ପରିବେଶରେ ସହିଦ୍ ପୋଲିସ୍ ଅଧିକାରୀ ଙ୍କୁ ଦିଆ ଗଲା ସଲାମୀ.. Biswajit bhuyan/Baripada Nov 19, 2019 0 ବାରିପଦା(ନିରପେକ୍ଷ ଖବର)ତା-୧୯/ନଭେମ୍ବର/୨୦୧୯-ଗତକାଲି ବାରିପଦା ତକତପୁର ସ୍ଥିତ ଉତ୍ତର ଓଡ଼ିଶା ବିଶ୍ବ ବିଦ୍ୟାଳୟ ରାସ୍ତାରେ ମଦୁଆ ଗାଡି ଚାଳକ କୁ ଧରିବା ପାଇଁ ଚେକିଂ ଚାଲିଥିବା ବେଳେ ବାଇକ ଧକ୍କା ରେ ବାରିପଦା ଟାଉନ ଥାନା ସବ ଇନ୍ସପେକ୍ଟର ଦୟାନିଧ ଦାସ ଙ୍କ ମୃତ୍ୟୁ ହୋଇଥିଲା । ସବ… Read More...
ଦୁର୍ଘଟଣା ଗାଡ଼ି ଯାଞ୍ଚ ବେଳେ ବାଇକ୍ ଦୁର୍ଘଟଣା ରେ ଚାଲିଗଲା ପୋଲିସ୍ ଅଧିକାରୀଙ୍କ ଜୀବନ.. Biswajit bhuyan/Baripada Nov 18, 2019 0 ବାରିପଦା(ନିରପେକ୍ଷ ଖବର)ତା-୧୮/ନଭେମ୍ବର/୨୦୧୯-ଗାଡି ଯାଞ୍ଚ ବେଳେ ବାଇକ ଦୁର୍ଘଟଣା ରେ ଚାଲିଗଲା ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲାର ବାରିପଦା ଥାନା ଅଞ୍ଚଳରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା।ଯାହାକୁ ନେଇ ସମଗ୍ର ଜିଲ୍ଲା ସ୍ତବ୍ଧ ହୋଇଯାଇଛି। ମଦୁଆ ବାଇକ… Read More...
ସାମାଜିକ ବାରିପଦା ମୁନିସିପାଲଟି ସଫେଇ କର୍ମଚାରୀକୁଂ ମିଳୁନି ପାରିଶ୍ରମିକ…. Biswajit bhuyan/Baripada Nov 13, 2019 0 ବାରିପଦା (ନିରପେକ୍ଷ ଖବର)ତା-୧୩/ନଭେମ୍ବର/୨୦୧୯-ବାରିପଦା ମୁନିସିପାଲଟି ଅଧିକାରୀ ଓ ଠିକାଦାର ଙ୍କ ମନମୁଖୀ କାର୍ଯ୍ୟ ପାଇଁ ସଫେଇ କର୍ମଚାରୀ ମାନେ ଗୋଟିଏ ମାସର ଦରମା ପାଇ ନଥିବା ଅଭିଯୋଗ ଆଣିଛନ୍ତି। ଏ ନେଇ ମଙ୍ଗଳବାର ଠାରୁ ଶତାଧିକ ସଫେଇ କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଯାରି… Read More...
ସାମାଜିକ ଜମି ବିବାଦକୁ ନେଇ ବୃଦ୍ଧାଙ୍କୁ ହତ୍ୟା….. Biswajit bhuyan/Baripada Nov 1, 2019 0 ବାରିପଦା(ନିରପେକ୍ଷ ଖବର)ତା-୧/ନଭେମ୍ବର/୨୦୧୯-ଜମି ବିବାଦକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ହତ୍ୟା । ଏହି ଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜର କପ୍ତିପଦା ଥାନା ଅଧିନସ୍ଥ ଛାଞ୍ଚୁଣୀଆ ଗାଁରେ। ଦୀର୍ଘଦିନ ଧରି ଜମିବାଡି ବିବାଦକୁ ନେଇ ଛାଞ୍ଚୁଣୀଆ ଗାଁର ସୁଗୁନି ଚାତାରଙ୍କର, ନିଜ ସମ୍ପର୍କୀୟଙ୍କ… Read More...
ସାମାଜିକ ହାତୀ ପିଠିରେ ବସି ବୁଲିବାର ମଜା ନେଇ ପାରିବେ ପର୍ଯ୍ୟଟକ…. Biswajit bhuyan/Baripada Nov 1, 2019 0 ବାରିପଦା(ନିରପେକ୍ଷ ଖବର)ତା-୧/ନଭେମ୍ବର/୨୦୧୯-ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ଶିମିଳିପାଳ ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ।ଏହି ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ ଶୁକ୍ରବାର ସକାଳୁ ରାଜ୍ୟ ତଥା ରାଜ୍ୟ… Read More...
ସାମାଜିକ ସୁବ୍ରତ ଦାସ ସମ୍ମାନିତ ହେଲେ ଅନ୍ତର୍ଜାତୀୟ ଯୁବ ପୁରସ୍କାରରେ…. Biswajit bhuyan/Baripada Oct 13, 2019 0 ବାରିପଦା,ନିରପେକ୍ଷ ଖବର:୧୩/୧୦: ସେବା ହିଁ ପରମ ଧର୍ମ। ଜଣେ ନିଷ୍ଠା ଓ ଆନ୍ତରିକତା ଭାବେ କୋୖଣସି କାମ କଲେ ତାହା ବିଫଳ ଯାଇନି। ଏହାର ଏକ ଜ୍ୱଳନ୍ତ ଉଧାହରଣ ପାଲଟିଛନ୍ତି ବାରିପଦା ସ୍ଥିତ (ତଖତପୁର ଅଞ୍ଚଳର) ପିତା ଦିଲ୍ଲୀପ କୁମାର ଦାସ ଓ ମାତା ଭାରତୀ ଦାସ ଙ୍କ ସୁପୁତ୍ର ସୁବ୍ରତ କୁମାର ଦାସ।… Read More...
ସାମାଜିକ ହଜିଯାଇଛି ମାନବିକତା….. Biswajit bhuyan/Baripada Oct 10, 2019 0 ବାରିପଦା(ନିରପେକ୍ଷ ଖବର)ତା-୧୦/ଅକ୍ଟୋବର/୨୦୧୯: ସତରେ କଣ ମାନବିକତା ହଜିଯାଇଛି। ଆଉ କଣ ମଣିଷ ପଣିଆ ଦେଖାଯାଉନି ..?। ଏମିତି ଅନେକ ପ୍ରଶ୍ନ ଆପଣଙ୍କ ମନ ଭିତରେ ଉଙ୍କି ମାରିବ। ଏମିତି ଏକ ନିଷ୍ଠୁର ଓ ହୃଦୟ ବିଦାରକ ଘଟଣା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ… Read More...
ସାମାଜିକ ପେଟ୍ରୋଲ ପାଇଁ ଅଧାବାଟରେ ଚାଲିଗଲା ପ୍ରସୂତିଙ୍କ ଜୀବନ…. Biswajit bhuyan/Baripada Oct 5, 2019 0 *ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର..... ବାରିପଦା(ନିରପେକ୍ଷ ଖବର)ତା-୫/ଅକ୍ଟୋବର/୨୦୧୯- ମୟୁରଭଞ୍ଜ ଜିଲ୍ଲାରେ ଆଜି ଏମିତି ଏକ ଘଟଣା ଘଟି ଯାଇଛି ତାହା ଜାଣିଲେ ଆପଣଙ୍କୁ ଚକିତ କରିଦେବ। ପେଟ୍ରୋଲ ପାଇଁ ଜଣେ ଗର୍ଭବତୀ ମହିଳାଙ୍କର ଜୀବନକୁ ରକ୍ଷା କରାଯାଇ ପାରିଲା ନାହିଁ। ଆମ୍ବୁଲାନ୍ସରେ… Read More...
ସାମାଜିକ ଛାତ୍ର ବୃତ୍ତି ହଡ଼ପ୍ ମିଥ୍ୟା ଘଟଣା….. Biswajit bhuyan/Baripada Oct 4, 2019 0 ବାରିପଦା,ନିରପେକ୍ଷ ଖବର: ତା-୪/୧୦:ଚିତ୍ରଡା ପାଟପୁର ଠାରେ ଥିବା ଏସିଏସବି ଇଞ୍ଜିନିୟରିଂ କଲେଜରେ ହୋଇଥିବା ଛାତ୍ର ବୃତି ଟଙ୍କା ହଡପ୍ ଘଟଣା ସମ୍ବଦ୍ଧରେ ନିଜର ଭୁଲ୍ ବୁଝି ପାରିଲେ ଛାତ୍ର ମାନେ।ନିଜର ଅଭିଯୋଗ ବିରୁଦ୍ଧରେ ଏକ କ୍ଷମାପତ୍ର ପ୍ରଦାନ କରିଛନ୍ତି । ଗତ ୨୩ ତାରିଖ ଦିନ କିଛି ଛାତ୍ର… Read More...
ସାମାଜିକ ଦିନ ଦ୍ବିପହରରେ ପୋଲିସ ଆଖିରେ ଧୂଳି ଦେଇ ଖସି ଗଲେ ଅଭିଯୁକ୍ତ। Biswajit bhuyan/Baripada Oct 2, 2019 0 ବାରିପଦା (ନିରପେକ୍ଷ ଖବର)ତା୨/ଅକ୍ଟୋବର/୨୦୧୯- ମୟୁରଭଞ୍ଜ ଜିଲ୍ଲାରେ ପୋଲିସ ର ନିଷ୍କ୍ରିୟତା ପଦା ରେ ପଡିଛି।ଦିନ ଦ୍ବିପହରରେ ପୋଲିସ ଆଖିରେ ଧୂଳି ଦେଇ ଅଭିଯୁକ୍ତ ମାନେ ଖସି ଯାଉଛନ୍ତି।ପୋଲିସ ର ଦାୟିତ୍ୱ ହୀନତା ଓ ଅବହେଳା ପାଇଁ ବାରମ୍ବାର ମୟୁରଭଞ୍ଜ ଜିଲ୍ଲାରେ ଏଭଳି ସମସ୍ୟା ଦେଖା ଯାଉଥିଲେ… Read More...
ସାମାଜିକ ଦୁଇ ଦନ୍ତା ହାତୀ ଙ୍କ ଲଢେଇରେ ଛୁଆ ହାତୀ ର ମୃତ୍ୟୁ… Biswajit bhuyan/Baripada Oct 1, 2019 0 ବାରିପଦା(ନିରପେକ୍ଷ ଖବର)୦୧/୧୦/୧୯ ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରାସଗୋବିନ୍ଦପୁର ରେଞ୍ଜ ର ଭାଳୁଘେରା ଜଙ୍ଗଲରେ ଆଜି ଏକ ହାତୀ ଛୁଆ ର ମୃତ ଶରୀର ଉଦ୍ଧାର ହୋଇଛି। ଗତ ସେପ୍ଟେମ୍ବର ମାସ ୨୭ ତାରିଖ ଦିନ ଝାରଖଣ୍ଡ ଦଲମା ଜଙ୍ଗଲରୁ ପ୍ରାୟ ୫୦ ରୁ ଉର୍ଦ୍ଧ ହାତୀ ପଶ୍ଚିମବଙ୍ଗରୁ ଏହି ଜଙ୍ଗଲ ଦେଇ… Read More...
ସାମାଜିକ ଜଙ୍ଗଲ ସୁରକ୍ଷା କମିଟି ର ସଭାପତି କୁ ଜଙ୍ଗଲରେ ଦଳିଦେଲା ଦନ୍ଥା। Biswajit bhuyan/Baripada Oct 1, 2019 0 ବାରିପଦା(ନିରପେକ୍ଷ ଖବର)ତା ୧/ଅକ୍ଟୋବର/୨୦୧୯:ମୟୁରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦାନ୍ତୀଆମୁହାଁ ଗ୍ରାମପଞ୍ଚାୟତ ର ମାଛୁଆ ଜଙ୍ଗଲ ରେ ଦନ୍ଥା ହାତୀ ଆକ୍ରମଣରେ ଜାମୁଗଧା ଗାଁର ଗଜେନ୍ଦ୍ର ମହାନ୍ଥ ଙ୍କ ମୃତ୍ୟୁ ହୋଇଛି। ମୃତବୃଦ୍ଧ ଗଜେନ୍ଦ୍ର ମହାନ୍ତଙ୍କର ବୟସ ୭୫ ବର୍ଷ ବୋଲି ଜଣାଯାଇଛି।ଗଜେନ୍ଦ୍ର… Read More...
ସାମାଜିକ ଆରଟିଓ ଅଫିସ୍ରୁ ୬, ମେଡିକାଲରୁ ୩ ଜଣ ଦଲାଲଙ୍କୁ ଗିରଫ କଲା ବାରିପଦା ଟାଉନ ଥାନା ପୁଲିସ Biswajit bhuyan/Baripada Sep 28, 2019 0 ବାରିପଦା, (ନିରପେକ୍ଷ ଖବର):୨୮/୦୯ ଲୋକମାନଙ୍କର ସରକାର “ମୋ ସରକାର'’ ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ପୁଲିସ୍ ତତ୍ପର ହୋଇଉଠିଛି। ମୟୁରଭଞ୍ଜ ଜିଲ୍ଲାରେ ମୋ ସରକାର’ ଯୋଜନାକୁ ଲୋକଙ୍କ ପାଖରେ ପହଚାଇବାକୁ ଜିଲ୍ଳା ପ୍ରଶାସନ ଅଣ୍ଟା ଭିଡ଼ିଛି । ବିଭିନ୍ନ ସରକାରୀ… Read More...
ସାମାଜିକ ଘରୋଇ ଶିକ୍ଷାନୁଷ୍ଠାନରେ ବନ୍ଧା ପଡିଛି ଛାତ୍ରଛାତ୍ରୀଙ୍କ ଜୀବନ Biswajit bhuyan/Baripada Sep 21, 2019 0 *ଅବ୍ୟବସ୍ଥାରେ ଚାଲିଛି ମୟୁରଭଞ୍ଜ ଜିଲ୍ଲାର ଘରୋଇ ଶିକ୍ଷାନୁଷ୍ଠାନ.... ଅଗ୍ନିଶମ ବିଭାଗରୁ ୧୫ଦିନ ଭିତରେ ଏନଓସି ନ ଆଣିଲେ ଦୃଢକାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଲେ ଅଧିକାରୀ... ବାରିପଦା,(ନିରପେକ୍ଷ ଖବର),୨୧/୯: ମୟୁରଭଞ୍ଜ ଜିଲ୍ଲାରେ ଥିବା ଅଧିକାଂଶ ଘରୋଇ ଶିକ୍ଷାନୁଷ୍ଠାନରେ… Read More...
ସାମାଜିକ ଓଡ଼ିଶା ରାଜସ୍ୱ ସେବା ପ୍ରଶିକ୍ଷାର୍ଥୀଙ୍କ ସହ ମତ ବିନିମୟ କଲେ ମନ୍ତ୍ରୀ ସୁଦାମ ମାରାଣ୍ଡି… Biswajit bhuyan/Baripada Sep 12, 2019 0 ବାରିପଦା,ନିରପେକ୍ଷ ଖବର: ୧୨/୦୯/୨୦୧୯: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ବିଭାଗ ଅଧୀନସ୍ଥ ରାଜସ୍ୱ ଅଧିକାରୀ ତାଲିମ ଅନୁଷ୍ଠାନକୁ ଅଚାନକ ପରିଦର୍ଶନ କରିଛନ୍ତି। ପରିଦର୍ଶନ ଅବସରେ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଅନୁଷ୍ଠାନରେ ଚାଲୁଥିବା ସରକାରଙ୍କର ତାଲିମ ଓ… Read More...
ସାମାଜିକ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦର ଶ୍ରୀଶ୍ରୀ ହରିବଳଦେଵ ଜିଉ ବିଜେ ମନ୍ଦିରର ସମୀକ୍ଷ ବୈଠକରେ ଅଧକ୍ଷତା କଲେ ଆଇନ ମନ୍ତ୍ରୀ… Biswajit bhuyan/Baripada Sep 11, 2019 0 ବାରିପଦା,(ନିରପେକ୍ଷ ଖବର),୧୧/୦୯: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦର ଶ୍ରୀଶ୍ରୀ ହରିବଳଦେଵ ଜିଉ ବିଜେ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ଭୁବନେଶ୍ୱରରେ ଆୟୋଜିତ ଏକ ସମୀକ୍ଷ ବୈଠକରେ ବିହୀତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ଆଇନ ମନ୍ତ୍ରୀ ମାନ୍ୟବର ପ୍ରତାପ ଜେନା ଯୋଗଦେଇ… Read More...
ସାମାଜିକ ମାସା ଆର୍ମି ଉଦ୍ୟମରେ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରେ ସାମିଲ ହେଲା ସାନ୍ତାଳୀ ସାହିତ୍ୟ Biswajit bhuyan/Baripada Sep 5, 2019 0 ବାରିପଦା(ନିରପେକ୍ଷ ଖବର)ତା-୫/ସେପ୍ଟେମ୍ବର/୨୦୧୯: ସ୍ଥାନୀୟ ନଳଗଜାସ୍ଥିତ ଉପେନ୍ଦ୍ରନାଥ ମହାବିଦ୍ୟାଳୟ ସମେତ ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ମହାବିଦ୍ୟାଳୟରେ ସାନ୍ତାଳୀ ସାହିତ୍ୟକୁ ଯୁକ୍ତ ତିନି ପାଠ୍ୟକ୍ରମ ସିଲାବସରେ ସାମିଲ୍ କରାଯାଇଛି। ମୟୁରଭଞ୍ଜ ଜିଲ୍ଲାର ଅଗ୍ରଣୀ… Read More...
ସାମାଜିକ ଦୁନିଆକୁ ଜାଣିବା ପୂର୍ବରୁ ଲିଭିଗଲା ଦୁଇ କୋମଳମତି ଶିଶୁଙ୍କ ଜୀବନ ଦୀପ Biswajit bhuyan/Baripada Sep 3, 2019 0 ବାରିପଦା(ନିରପେକ୍ଷ ଖବର)ତା-୩/ସେପ୍ଟେମ୍ବର/୨୦୧୯- ଦୁନିଆ ବିଷୟରେ ଜାଣିବା ପୂର୍ବରୁ ଦୁଇ କୋମଳମତି ଶିଶୁଙ୍କ ଜୀବନ ଦୀପ ଲିଭିଗଲା। ବାପା ଓ ମାଆ ଡାକ ଶୁଣିବା ପୂର୍ବରୁ ସନ୍ତାନହରା ହୋଇଗଲେ ପିତାମାତା। ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗ୍ରାମରେ ଏଭଳି ଶୋକକୁଳ ପରିବେଶ… Read More...