ସାମାଜିକ ଓଡ଼ିଶା ଫାର୍ମାସିଷ୍ଟ୍ ସେବାସଂଘର ନୂତନ କାର୍ଯ୍ୟ କାର୍ତ୍ତାଙ୍କ ଶପଥ ଗ୍ରହଣ… Mahanagar Feb 25, 2020 0 ଭୁବନେଶ୍ୱର, ନିରପେକ୍ଷ ଖବର:ତା:୨୩/୦୨/୨୦୨୦ ଉତ୍କଳ ସାମ୍ବାଦିକ ଭବନରେ ଓଡ଼ିଶା ଫାର୍ମାସିଷ୍ଟ୍ ସେବାସଙ୍ଘର ନୂତନ କାର୍ଯ୍ୟକାର୍ତ୍ତାଙ୍କ ଶପଥ ଗ୍ରହଣ ରବିବାର ସଂଘ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଦୀପ କୁମାର ପାଢୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି।ସଭାପତି ଭାବେ ନବୀନ କୁମାର ମହାପାତ୍ର,… Read More...
ସାମାଜିକ ସରକାର ମୋତେ ରୋଜଗାର ଦିଅ…. Biswajit bhuyan/Baripada Feb 23, 2020 0 ବାରିପଦା(ନିରପେକ୍ଷ ଖବର)ତା-୨୩/୦୨/୨୦୨୦-ଏବେ ରାଜ୍ୟରେ ଦିନକୁଦିନ ବେକାରୀ ସମସ୍ୟା ଉତ୍କୋଟ ରୂପ ଧାରଣ କରିଲାଣି।ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଏଥିପ୍ରତି ଦୃଷ୍ଟି ନଦେବାକୁ ନେଇ ବିଭିନ୍ନ ଦଳ ପକ୍ଷରୁ ବାରମ୍ବାର ଆନ୍ଦୋଳନ ହୋଇ ଆସୁଛି।ଦିନକୁ ଦିନ ରାଜ୍ୟରେ କଳକାରଖାନ ଲୋପ ପାଉଥିବା ବେଳେ… Read More...
ସାମାଜିକ ନିଶାସକ୍ତ ଅବସ୍ଥାରେ କର୍ତ୍ତବ୍ୟ ରତ ପୋଲିସର ଉନ୍ମତ କାଣ୍ଡ। Biswajit bhuyan/Baripada Feb 14, 2020 0 ବାରିପଦା(ନିରପେକ୍ଷ ଖବର)ତା-୧୪/୦୨/୨୦୨୦-ନିଶାସକ୍ତ ଅବସ୍ଥାରେ କର୍ତ୍ତବ୍ୟ ରତ ପୋଲିସଙ୍କର ଉନ୍ମତ କାଣ୍ଡ । ଏହି ଭଳି ଘଟଣା ଦେଖିବାକୁ ମିଲିଛି ମୟୁରଭଂଜ ଜିଲ୍ଲା ବଡ଼ସାହି ଥାନା ହିଙ୍ଗୁଳା ଯାତ୍ରାରେ ।ଏହି ଅଞ୍ଚଳରେ ଏହା ଏକ ବଡ଼ ପର୍ବ ହୋଇଥିବାରୁ ହିଙ୍ଗୁଳା ଯାତ୍ରାରେ ମା" ଙ୍କ ଦର୍ଶନ ଓ… Read More...
ସାମାଜିକ ବାରିପଦା ରେଞ୍ଜରୁ ହାତୀ ଦାନ୍ତ ଉଦ୍ଧାର Biswajit bhuyan/Baripada Feb 13, 2020 0 ବାରିପଦା୧୩/୨(ନିରପେକ୍ଷ ଖବର): ବାରିପଦା ଜଙ୍ଗଲ ରେଞ୍ଜ ଅଧିନରେ ଯାଉଥିବା ଟିଟିଆ ଛକ ଠାରେ ସାଧାରଣ ଗାଡିଚେକିଂ ସମୟରେ ଓଡି ୧୧ ୫୨୮୦ ନମ୍ବର ର ଏକ ଅଟୋ ରୁ ଦୁଇଟି ହାତୀ ଦାନ୍ତ ଉଦ୍ଧାର ହେବା ସହିତ ୫ ଜଣ ଯୁବକ ଗିରଫ ହୋଇଛନ୍ତି। ବାରିପଦା ଜଙ୍ଗଲ ରେଞ୍ଜ ଅଫିସ୍ ହାଜତରେ ତାକୁ ରଖାଯାଇଛି ।… Read More...
ସାମାଜିକ ବାରିପଦାରେ ଧରା ପଡିଲା ନକଲି ତେଲ କାରବାର। Biswajit bhuyan/Baripada Feb 13, 2020 0 ବାରିପଦା(ନିରପେକ୍ଷ ଖବର)ତା-୧୩/୦୨-ବାରିପଦା ସହର ଭିତରେ ଚାଲିଛି ଚୋରା ତେଲ କାରବାର। ନକଲି ତେଲ ବିକ୍ରି କରୁଥିବା ବେଳେ ଜଣେ ଅଭିଯୁକ୍ତ ବ୍ୟବସାୟୀକୁ ଗିରଫ କରିଛି ବାରିପଦା ଟାଉନ ଥାନା ପୁଲିସ। ଅଭିଯୁକ୍ତ ପାଖରୁ ଦୁଇ ଲିଟର ନକଲି ସୋରିଷ ତେଲ ଜବତ କରାଯାଇଛି। ଏଥିସହିତ ବ୍ୟବସାୟୀ… Read More...
ସାମାଜିକ ସ୍କୁଲ୍ ଛାତ୍ରଙ୍କ କାଠ ବୋହାଇବା ଭିଡିଓ ଭାଇରାଲ । Biswajit bhuyan/Baripada Jan 29, 2020 0 ବାରିପଦା(ନିରପେକ୍ଷ ଖବର)ତା-୨୯/ଜାନୁଆରୀ/୨୦୨୦-ସରକାରଙ୍କ ନିର୍ଦ୍ଧେଶକୁ ଖାତିର କରୁ ନାହାଁନ୍ତି ଶିକ୍ଷକ। ସର୍ବଶିକ୍ଷା ଅଭିଯାନକୁ ଦଳିମକଚି ଦେଉଛନ୍ତି। ବିଦ୍ୟାଳୟରେ ପାଠ ପଢ଼ା ବ୍ୟତୀତ ଅନ୍ୟ କୋୖଣସି କାର୍ଯ୍ୟରେ ଛାତ୍ରଛାତ୍ରୀମାନଙ୍କୁ ନିୟୋଜନ ନ କରାଇବା ପାଇଁ ଗଣ ଶିକ୍ଷା ରୋକଠୋକ ମନା ବି… Read More...
ସାମାଜିକ ଭଗବାନଙ୍କ ଭରଷାରେ ପିଆରଏମ୍ ମେଡିକାଲର ରୋଗୀ Biswajit bhuyan/Baripada Jan 24, 2020 0 ଶିଶୁକୁ ନିଜେ ମା ଅକ୍ସଞ୍ଜେନ ଦେଉଥିବା ଭିଡ଼ିଓ ଭାଇରାଲ। ବାରିପଦା(ନିରପେକ୍ଷ ଖବର)ତା-୨୫/୦୧/୨୦୨୦-ପିଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ହେବା ପରେ ମୟୁରଭଞ୍ଜ ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଥିଲା। ଜିଲ୍ଲାବାସୀଙ୍କ ସବୁ ଦୁଃଖ ଲାଘବ ହେଲା ଭଳି ଲାଗୁଥିଲା। ହେଲେ ଲୋକଙ୍କର ଦୁଃଖ ଦୂର… Read More...
ସାମାଜିକ ଶିକ୍ଷକଙ୍କୁ ଛାତ୍ର ମାଲିସ କରୁଥିବାର ଭିଡିଓ ଭାଇରାଲ୍ । Biswajit bhuyan/Baripada Jan 24, 2020 0 ବାରିପଦା(ନିରପେକ୍ଷ ଖବର)ତା-୨୪/୦୧-ଜଣେ ଶିକ୍ଷକଙ୍କୁ ଛାତ୍ରମାନେ ମାଲିସ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।ତେବେ ଉକ୍ତ ଭିଡ଼ିଓଟି ଦୁଇଦିନ ପୂର୍ବରୁ ଭାଇରଲ ହେବା ପରେ ବିଦ୍ୟାଳୟ, ଗ୍ରାମବାସୀ ଓ ଅବିଭାବକଙ୍କ ମହଲରେ ଉତ୍ତେଜନା ଦେଖାଦେଇଛି। ସୂଚନା ଅନୁଯାୟୀ ଏହି ସୋସିଆଲ… Read More...
ସାମାଜିକ ଯୁବ ଦିବସରେ ରକ୍ତଦାନ କଲା ମା’ବାସନ୍ତୀ ସ୍ବେଚ୍ଛାସେବୀ ଯୁବ ସଙ୍ଗଠନ Nirapakhya Khabar Jan 15, 2020 0 ଏବିସିଟି ରସାଳପୁର ଚମ୍ପିଆନ୍ .... Read More...
ସାମାଜିକ ଶିମିଳିପାଳରେ ବରଫ ବର୍ଷା…. Biswajit bhuyan/Baripada Jan 13, 2020 0 ବାରିପଦା(ନିରପେକ୍ଷ ଖବର)ତା-୧୩/ଜାନୁଆରୀ/୨୦୨୦-ରାଜ୍ୟକୁ ପୁଣି ଫେରିଛି ଶୀତ ।ଶୀତ ର ପ୍ରକୋପରୁ ସାରା ଓଡିଶା ବର୍ତ୍ତି ପାରୁନାହିଁ । ପ୍ରବଳ ଜାଡରେ ଥରୁଛି ଓଡିଶା । ଆଂଚଳିକ ପାଣିପାଗ ବିଭାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶାର ବିଭିନ୍ନ ସ୍ଥାନ ମାନଙ୍କ ରେ ଥଣ୍ଡା… Read More...
ସାମାଜିକ ଅନ୍ତସତ୍ତ୍ଵା ନାବାଳିକା ଝିଅର ଦୁଃଖ କହିଲେ ସରୁନି, କିଏ ବୁଝିବ ତାଙ୍କ କଥା? Biswajit bhuyan/Baripada Jan 5, 2020 0 ବାରିପଦା(ନିରପେକ୍ଷ ଖବର)ତା-୫/ଜାନୁଆରୀ/୨୦୨୦-ପାଣି ପିଇବା ବାହାନାରେ ଆସି ସମ୍ପର୍କୀୟ ନାବାଳିକା ଭଉଣୀକୁ ଦୁଷ୍କର୍ମ କରି ଅଭିଯୁକ୍ତ ଭାଇ ଜେଲ ଯାଇଛି। ହେଲେ ଦୁଷ୍କର୍ମରେ ଶିକାର ହୋଇଥିବା ଭଉଣୀ ଆଉ ତାର ପରିବାର ମୁଣ୍ଡରେ ଲାଗିଥିବା କଳଙ୍କର ଟୀକା ପିଛା ଛାଡିନି। ସମ୍ପକୀୟ ଭାଇ ଦ୍ୱାରା… Read More...
ସାମାଜିକ ନିରଞ୍ଜନ ସେଠୀ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ହେଲେ । Nirapakhya Khabar Jan 3, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର :ତା-୨.୧.୨୦୨୦ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ତଥା ଯୁଗ୍ମ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ନିରଞ୍ଜନ ସେଠୀଙ୍କର ନିର୍ଦ୍ଦେଶକ(ବୈଷୟିକ) ପଦବୀକୁ ପଦନ୍ନୋତି ହୋଇଛି । ଶ୍ରୀ ସେଠୀ ତାଙ୍କର ୩୦ ବର୍ଷ କାର୍ଯ୍ୟକାଳ… Read More...
ସାମାଜିକ ବାପା-ମାଆ ଛେଉଣ୍ଡ ପିଲାଙ୍କ ମଧ୍ୟରେ ନୂତନ ବର୍ଷ ପାଳିଲେ ହେଲପିଙ୍ଗ୍ ଫ୍ୟାମିଲି… Biswajit bhuyan/Baripada Jan 2, 2020 0 ବାରିପଦା (ନିରପେକ୍ଷ ଖବର) ତା ୨/ଜାନୁଆରୀ/୨୦୧୯-ନୂଆ ବର୍ଷ ୨୦୨୦ର ପ୍ରଥମ ଦିନକୁ ସ୍ମରଣୀୟ ରଖିବା ପାଇଁ ‘ହେଲପିଙ୍ଗ ଫ୍ୟାମିଲି ନାମରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଭିନବ ଉପାୟରେ ନୂତନ ବର୍ଷର ପ୍ରଥମ ଦିନଟିକୁ ପାଳନ କରିଛି । ସ୍ଥାନୀୟ ତଖତପୁର ସ୍ଥିତ ‘ଆଦୃତା ଶିଶୁ ସଦନ’ରେ ଥିବା ବାପ-ମାଆ… Read More...
ସାମାଜିକ ଦେଖନ୍ତୁ ବିରଳ କଙ୍କଡା….. Biswajit bhuyan/Baripada Jan 2, 2020 0 ବାରିପଦା (ନିରପେକ୍ଷ ଖବର)ତା-୦୨/ଜାନୁଆରୀ/୨୦୨୦: ବିରଳ ପ୍ରଜାତିର ସାମୁଦ୍ରିକ କଙ୍କଡା ଉଦ୍ଧାର ହୋଇଛି।ଆଜି ବାରିପଦା ସହରର ସାପ୍ତାହିକ ହାଟରେ ପଶ୍ଚିମବଙ୍ଗ ରାଜ୍ୟ ବର୍ଦ୍ଧମାନ ଅଞ୍ଚଳର ସୁନିଲ ବିଶ୍ବାସ ଏହି କଙ୍କଡ଼ା ବିକ୍ରି କରୁଥିବା ବେଳେ ଧରା ପଡିଛି। କଙ୍କଡାଟି ବିଲୁପ୍ତ ପ୍ରଜାତିର ଅଶ୍ବ… Read More...
ସାମାଜିକ ବରଦା ଦାସଙ୍କୁ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ପଦବୀକୁ ପଦନ୍ନୋତି Nirapakhya Khabar Jan 1, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା-୧.୧.୨୦୨୦ ଆଜି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ତଥା ଉପ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ବରଦା ପ୍ରସନ୍ନ ଦାସ ବିଭାଗୀୟ ପଦନ୍ନୋତି ପାଇ ଯୁଗ୍ମ ନିର୍ଦ୍ଦେଶକ ପଦରେ ନିଯୁକ୍ତି ହୋଇଛନ୍ତି । ଶ୍ରୀ ଦାସ ତାଙ୍କର ୩୫ ବର୍ଷ… Read More...
ସାମାଜିକ ପୁରୀଠାରେ ଇଣ୍ଡିଆନ ଅଏଲ୍ ପକ୍ଷରୁ ନିର୍ମିତ ସର୍ବସାଧାରଣ ପାଠାଗାର ଉଦଘାଟନ କଲେ କେନ୍ଦ୍ର ପେଟ୍ରୋଲିଅମ ଓ ପ୍ରାକୃତିକ… Nirapakhya Khabar Jan 1, 2020 0 ପୁରୀ,ନିରପେକ୍ଷ ଖବର, ୩୧-୧୨-୨୦୧୯ପୁରୀ ୱାଟର ୱାର୍କ୍ସ ରୋଡ଼ସ୍ଥିତ ମହୋଦଧି ମହାବୀର କ୍ଲବଠାରେ ଭାରତୀୟ ତୈଳ ନିଗମ ବା ଇଣ୍ଡିଆନ ଅଏଲ୍ ର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଅନ୍ତର୍ଗତ ଜ୍ଞାନୋଦୟ ଯୋଜନାରେ ଜନସାଧାରଣଙ୍କ ନିମନ୍ତେ ନିର୍ମିତ ଏକ ପାଠାଗାର କେନ୍ଦ୍ର ପେଟ୍ରୋଲିଅମ ଓ ପ୍ରାକୃତିକ… Read More...
ସାମାଜିକ ସହରରେ ବୁଲୁଛି ଭିକାରୀ ଧରା ଗାଡି… Biswajit bhuyan/Baripada Dec 31, 2019 0 ବାରିପଦା(ନିରପେକ୍ଷଖବର)ତା୩୧/ଡ଼ିସେମ୍ବର/୨୦୧୯:କିଏ ମନ୍ଦିର ତୋଳି ପୂର୍ଣ୍ଣ ଅର୍ଜନ କରୁଛନ୍ତି ତ ଆଉ କିଏ ଦାନ କରି। ପୁଣି କିଏ ଅନାଥ ଓ ଭିନ୍ନକ୍ଷମ ପିଲାଙ୍କୁ ଆଶ୍ରୟ ଦେଇ ପୂର୍ଣ୍ଣୟ ଅର୍ଜନ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ଶୀତ କାକରରେ ଜୀବନ ବିତାଉଥିବା ଭିକାରୀମାନଙ୍କୁ ଆଶ୍ରୟ… Read More...
ସାମାଜିକ କୋଣାର୍କ ଇଂଟରପ୍ରିଟେସେନ ସେଂଟର ବୁଲିଲେ କେନ୍ଦ୍ରମନ୍ତ୍ରୀ Nirapakhya Khabar Dec 30, 2019 0 * ରାଜ୍ୟରେ ଉଚ୍ଚସ୍ତରର ପର୍ଯ୍ୟଟନ ସ୍ଥଳ ବନାଇବା ସମସ୍ତଙ୍କ ଦାୟିତ୍ୱ କୋଣାର୍କ,ନିରପେକ୍ଷ ଖବର: ଡିସେମ୍ବର ୩୦ – ଓଡିଶାରେ ପର୍ଯ୍ୟଟନ ବଢାଇବା ସମସ୍ତଙ୍କ ଦାୟିତ୍ୱ । ପୁରୀ, କୋଣାର୍କ, ଚିଲିକା ସବୁ ଅଂଚଳକୁ ମିଶାଇ ପର୍ଯ୍ୟଟକମାନଙ୍କ ପାଇଁ ଏକ ଉଚ୍ଚସ୍ତରର ପର୍ଯ୍ୟଟନ ସ୍ଥଳ ବନାଇବା ପାଇଁ… Read More...
ସାମାଜିକ ମହିଳା ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ମୟୁରଭଞ୍ଜ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକଙ୍କ ବିକ୍ଷୋଭ । Biswajit bhuyan/Baripada Dec 29, 2019 0 ବାରିପଦା(ନିରପେକ୍ଷ ଖବର)ତା-୨୯/ଡ଼ିସେମ୍ବର/୨୦୧୯- କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଥିବା ବେଳେ ଗତ କାଲି ପୁଣି ଖବର ସଂଗ୍ରହ ପାଇଁ ଆସିଥିବା ଜଣେ ମହିଳା ସାମ୍ବାଦିକଙ୍କୁ ଏସ୍ପ୍ଲାନେଡ୍ ମଲରେ ମରଣାନ୍ତକ ଆକ୍ରମଣ ହୋଇଛି। ସାମ୍ବାଦିକଙ୍କ ପ୍ରତି ହୋଇଥିବା ଆକ୍ରମଣ… Read More...
ସାମାଜିକ ଭୁବନେଶ୍ୱର ଏମ୍ସରେ ବାଜପେୟୀଙ୍କ ପ୍ରତିମୂର୍ତି ଲୋକାର୍ପଣ ସହ ବିଭିନ୍ନ ରୋଗୀ ସୁବିଧାର ଶିଳାନ୍ୟାସ-ଉଦଘାଟନ Nirapakhya Khabar Dec 25, 2019 0 *ଓଡିଶା ପାଇଁ ଏମ୍ସ ବାଜପେୟୀଙ୍କ ଅବଦାନ - ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱର ,ନିରପେକ୍ଷ ଖବର: ୨୫/୧୨/୧୯ – ଓଡିଶା ପାଇଁ ଭୁବନେଶ୍ୱର ଏମ୍ସ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଥିଲା ବୋଲି ବୁଧବାର ଭୁବନେଶ୍ୱର ଏମ୍ସ ମେଡିକାଲ ପରିସରରେ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣାଙ୍ଗ… Read More...