Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ମିସେସ୍‌ ଓ ମିସ୍ ଇଣ୍ଡିଆ ଗ୍ଳୋବାଲ କଣ୍ଟେଷ୍ଟ ୨୦୨୧

ଓଡ଼ିଶାରେ ପ୍ରଥମ ଥର ପାଇଁ ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ଆୟୋଜନ ହେବାକୁ ଯାଉଛି ମିସେସ୍‌ ଓ ମିସ୍ ଇଣ୍ଡିଆ ଗ୍ଳୋବାଲ କଣ୍ଟେଷ୍ଟ ୨୦୨୧...

0

ଭୁବନେଶ୍ୱର, ନିରପେକ୍ଷ ଖବର: ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର ର ହୋଟେଲ କେଶରି ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଯାଇଛି ।ଯେଉଁଥିରେ ମିସେସ୍‌ ଓ ମିସ୍ ଇଣ୍ଡିଆ ଗ୍ଳୋବାଲ କଣ୍ଟେଷ୍ଟ ଓଡ଼ିଶାରେ ପ୍ରଥମ ଥର ପାଇଁ !ହେବାକୁ ଯାଉଥିବାରୁ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା । ମିସେସ୍‌ ଓ ମିସ୍ ଇଣ୍ଡିଆ ଗ୍ଳୋବାଲ ପ୍ରଥମ ଥର ପାଇଁ ଓଡ଼ିଶାରେ ହେବ। ନଭେମ୍ବର ୨୫ ଓ ୨୬ ରେ କୋଣାର୍କ ର ଓପନ୍ ଅଡିଟୋରିୟମ ରେ ଏହି ପ୍ରତିଯୋଗିତା ହେବାକୁ ଯାଉଛି। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଥମେ ସ୍ଵାଗତ ଭାଷଣ ନେସନାଲ ପ୍ରେସିଡେଣ୍ଟ ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଇଣ୍ଡିଆ ର ଏମ.ଡି ସିଗ୍ନେଚର ଆଟେୟାର୍ସ ସଂଗିତା ମହାପାତ୍ର ତାଙ୍କର ସ୍ଵାଗତଭାଷାଣ ରଖିଥିଲେ। ଏହାପରେ ବରିଷ୍ଠ ଦଇତାପତି ରାମଦାସ ମହାପାତ୍ର ଯିଏକି ଚେୟାରମ୍ୟାନ ଅଫ ସ୍ମୃତିର ଓଡ଼ିଶା ତାଙ୍କର ଆଶ୍ରିବାଦ ବଚନ ଦେଇଥିଲେ ।ପରେ ଶ୍ରୀଯୁକ୍ତ ବିନୋଦ କୁମାର ପଣ୍ଡା ଯିଏକି ଏକ୍ସ-ଆଡିସ୍‌ନାଲ ସେକ୍ରେଟାରି ଗମେଣ୍ଟ ଅଫ ଓଡ଼ିଶା ଏସ ସି/ଏସ ଟି ଡିପାର୍ଟମେଣ୍ଟ ଆଡଭାଇଜର ସ୍ମୃତିର ଓଡ଼ିଶା ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ । ତାଙ୍କ ପରେ ସ୍ମୃତିର ଓଡ଼ିଶା ଷ୍ଟେଟ ପ୍ରେସିଡେଣ୍ଟ ଓ ଜିନେତ୍ ଆପରାଲ ଷ୍ଟୁଡିଓ ର ଏମ.ଡି ଜାହିଦ୍ ଅହମଦ୍‌ ତାଙ୍କର ଅଭିଭାଷଣ ରଖିଥିଲେ। ପରେ ଷ୍ପଟ୍ ଲାଇଟ୍ ଏଣ୍ଟରଟେଇନମେଣ୍ଟ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଚନ୍ଦର କୁମାର ଚାନ୍ଦୁଲ୍ୟା ଯିଏକି ଇଭେଣ୍ଟ ରପାଟନର ରହିଛନ୍ତି । ମିସେସ୍‌ ଓ ମିସ୍ ଇଣ୍ଡିଆ ଗ୍ଳୋବାଲ କଣ୍ଟେଷ୍ଟ ର ସେ ତାଙ୍କର ପ୍ରୋଗ୍ରାମ ଉପରେ ମତ ରଖିଥିଲେ । ଡ଼ ଚିଦାତ୍ମିକା ଖୁଟୁଆ ଆଡ଼ଭାଇଜର ଟୁ ସ୍ମୃତିର ଓଡ଼ିଶା ଏହି ପ୍ରୋଗ୍ରାମ ଉପରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଗଣମାଧ୍ୟମ ମାନଙ୍କୁ ଅବଗତ କରାଇଥିଲେ। ଯିଏକି ସୁଶୃତ ହସ୍ପିଟାଲ ଆଣ୍ଡ ପ୍ରାଇଭେଟ ଲିମିଟେଡ ହସ୍ପିଟାଲ ପାଟନର ହିସାବରେ ଘୋଷଣାା କରିଥିଲେ। ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟର ଜେନେରାଲ ସେକ୍ରେଟାରି ଫାଉଣ୍ଡିଙ୍ଗ ମେମ୍ବର ପ୍ରୋଗ୍ରାମ ର ଡିଟେଲ୍‌ସ୍‌ ଉପରେ ଅବଗତ କରିବା ସହ ସମସ୍ତଙ୍କୁ ପରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମିଳନିରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।

Mo sapath

Leave A Reply

Your email address will not be published.