Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତ
Blank space

ମନ୍ତ୍ରୀ ଓ ତାଙ୍କ ମହିଳା ଅତିଥିଙ୍କର ହେଟୋଲ୍ ତାଜ କ୍ରିୀଷ୍ଣାରେ ରହଣି ବ୍ୟବସ୍ଥା କେଉଁ ସଂସ୍ଥା କରିଥିଲା ଖୋଲିଲା ନୂଆ…

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୯.୧୧ – ଗତକାଲି ବିଧାନସଭାରେ କଂଗ୍ରେସ ଦଳର ବିଧାୟକମାନେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଘଟଣାବଳୀର ସତ୍ୟତା ଜାଣିବା ପାଇଁ ଉଦ୍ବେଗ ପ୍ରକାଶ କରିବା ସହିତ ମାନ୍ୟବର ବାଚସ୍ପତି ମହୋଦୟଙ୍କ ପାଖରୁ ଶ୍ରୀ ପାଣିଗ୍ରାହୀଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ…

‘ସର୍ବସାଧାରଣ’ଖବରକାଗଜ ବାର୍ଷିକ ଉତ୍ସବ….

ଭୁବନେଶ୍ୱର,ନିରପେକ୍ଷ ଖବର:୨୮/୧୧/୨୦୧୯ ଆଜି ‘ସର୍ବସାଧାରଣ’ଖବରକାଗଜର ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ପ୍ର. ଗଣେଶୀଲାଲ ଏପରି ବକ୍ତବ୍ୟ ପ୍ରଦାନ କରିଛନ୍ତି । ‘ସର୍ବସାଧାରଣ’ କାର୍ଯର୍୍ୟାଳୟ ପରିସରରେ ଅନୁଷ୍ଠିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ରାଜ୍ୟପାଳ…

ନବନିଯୁକ୍ତ ଅଧ୍ୟାପକଙ୍କ ପାଇଁ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ…

ଭୁବନେଶ୍ୱର,ନିରପେକ୍ଷ ଖବର, ୨୮/୧୧ଶିକ୍ଷା ଦ୍ୱାରା ସମାଜରେ ନୂତନ ସୁଯୋଗ ଓ ସମ୍ଭାବନା ସୃଷ୍ଟି ହୋଇପାରିବ । ତେଣୁ ଶିକ୍ଷକତାକୁ ଏକ ବୃତ୍ତି ନଭାବି ବ୍ରତ ଭାବରେ ଗ୍ରହଣ କରିବାକୁ ପଡ଼ିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର…

‘ପଣ୍ଡିତ ନୀଳକଂଠଙ୍କ ‘ଓଡ଼ିଆ ସାହିତ୍ୟର କ୍ରମପରିଣାମ’ କ୍ଲାସିକ୍‌ ମର୍ଯ୍ୟାଦାର ଗ୍ରନ୍ଥ’

ଭୁବନେଶ୍ୱର ନିରପେକ୍ଷ ଖବର, ୨୭/୧୧/୨୦୧୯ ପ୍ରସିଦ୍ଧ ସାହିତି୍ୟକ, ଶିକ୍ଷାବିତ୍‌, ବାଗ୍ମୀ ପଣ୍ଡିତ ନୀଳକଂଠ ଦାସଙ୍କ ରଚିତ ‘ଓଡ଼ିଆ ସାହିତ୍ୟର କ୍ରମପରିଣାମ’ରେ ସାହିତ୍ୟକୁ ସମାଜ ବିକାଶର ପ୍ରକାଶ ଭାବରେ କଳନା କରାଯାଇଛି । ସମାଜର ଚଳଣି, ଚାହାଣି ଓ ଚମକର ବ୍ୟାଖ୍ୟାନପୂର୍ବକ ସମାଜ ଏବଂ ସଭ୍ୟତାର…

ସୂଚନା ଓ ଲୋକ ସଂପର୍କ ବିଭାଗରେ ସମ୍ବିଧାନ ଦିବସ ପାଳନ ଅବସରରେ ଶପଥ ପାଠ

ଭୁବନେଶ୍ୱର,ନିରପେକ୍ଷ ଖବର: ତା-୨୬.୧୧.୨୦୧୯ ଭାରତର ସମ୍ବିଧାନ ଦିବସ ପାଳନ ଅବସରରେ ଓଡିଶା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସମ୍ବିଧାନ…

ରାଜ୍ୟରେ ବଢିଚାଲିଛି ମହିଳା ଓ ନାବାଳିକା ଦୁଷ୍କର୍ମ

*  ରାଜ୍ୟ ଚାଲିଛି ଫାଶିବାଦୀ ସରକାର * ବିଧାନସଭା ଭିତରେ ସ୍ମିତାରାଣୀ ଦୁଷ୍କର୍ମ ଏବଂ ହତ୍ୟାମାମଲା ପ୍ରସଙ୍ଗରେ ଶାସକ ଦଳ କୌଣସି ଆଲୋଚନା କରାଇନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ * ପୋଲିସ ଏବଂ ଗୃହ ବିଭାଗ ଉଭୟ ମହିଳାଙ୍କୁ ବଳି ପକାଇ ବିଜୁ ଜନତା ଦଳକୁ ସୁରକ୍ଷା ଦେଉଛନ୍ତି * ବିଜେଡିର…

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ୭୦ତମ ସମ୍ବିଧାନ ଦିବସ ପାଳିତ

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୬/୧୧: ଭାରତୀୟ ଜନତାପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ଦ୍ୱାରା ସମ୍ବିଧାନ ଦିବସ ପାଳନର କାର୍ଯ୍ୟକ୍ରମ ରାଜ୍ୟକାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଭାରତର ସମ୍ବିଧାନର ବିଶ୍ୱରେ ରହିଛି ଏକ ସ୍ୱତନ୍ତ୍ର ପରିଚୟ । ଭାରତର ସମ୍ବିଧାନ ବିଶ୍ୱର ସବୁଠୁ ବଡ ଲିଖିତ…

ନୂଆଦିଲ୍ଲୀ ‘ଆଦି ମହୋତ୍ସବ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ..

* ଜନଜାତିଙ୍କ କଲ୍ୟାଣ ପାଇଁ ମୋଦି ସରକାର ପ୍ରତିବଦ୍ଧ * ପ୍ରଧାନମ ଉଜ୍ଜଳା ଯୋଜନାରେ ଜନଜାତି ସବୁଠୁ ଅଧିକ       ଲାଭ ପାଇଛନ୍ତି * ଦେଶକୁ ଆଗକୁ ବଢେଇବାକୁ ହେଲେ ଜଙ୍ଗଲର           ବର୍ଜ୍ୟବସ୍ତୁରୁ ଉର୍ଜା ବାହାର କରିବାକୁ ପଡିବ * ଜନଜାତିଙ୍କ ବିକାଶକୁ ଗୁରୁତ୍ୱ…

୪୦୦ କୋଟିରୁ ଉଦ୍ଧ୍ୱର୍ ଜମି ଦୁର୍ନୀତିକୁ ଘୋଡାଇବା ପାଇଁ ମହାରଥୀ ଏବଂ ଯୁଧିଷ୍ଟିରଙ୍କ ସନ୍ଧି

* ହୁଙ୍କେଇପୁର ଫାର୍ମ୍ ହାଉସ୍ ନିକଟବର୍ତୀ ମୌଜା ପୋଢାଗୁଣ ଓ ପାଣିଦୋଳ ଗ୍ରାମର ବିଭିନ୍ନ ସରକାରୀ ପ୍ଲଟ୍କୁ ନିଜ ଫାର୍ମ ହାଉସରେ ମିଶାଇଛନ୍ତି ପ୍ରଦୀପ ମହାରଥି * ଯୁଧିଷ୍ଟର ସାମନ୍ତରାୟ ପିପିଲିରେ ୩୦୦ କୋଟିରୁ ଉଦ୍ଧ୍ୱର୍ ଜମିକୁ ହଡପ କରିଛନ୍ତି * ଶହ ଶହ ଏକର ସରକାରୀ ଓ ସର୍ବସାଧାରଣକୁ…

ସମାଜ ସେବା ପାଇଁ ତତ୍ପର ଏବେ ଯୁବଗୋଷ୍ଠୀ…

ଭୁବନେଶ୍ୱର,ନିରପେକ୍ଷ ଖବର:୨୫/୧୧ ରାଜଧାନୀରେ ଏବେ ଦେଖିବାକୁ ମିଳୁଛି ବିଭିନ୍ନ ସମୟରେ ସମାଜ ସେବା ପାଇଁ ଆଗକୁ ଆସୁଥିବା ଯୁବ ସଂଘଟନ । ଏହି ଭଳି ଭାବେ ଯଦି ସମସ୍ତ ସମାଜ ସେବୀ ସଂଗଠନ ଅଗକୁ ଆସେ ତେବେ ସମାଜର ଉନ୍ନତିରେ କୋୖଣସି ବାଧା ସୃଷ୍ଟି ହେବନାହିଁ । ପରିବେଶ ସୁରକ୍ଷା ଓ ସ୍ୱଛତାକୁ…

ମହାରାଷ୍ଟ୍ର ରାଜନୀତିରେ ମହାନାଟକର ଶେଷରେ ଅନ୍ତ ହୋଇଛି..

ମୁମ୍ବାଇ,ନିରପେକ୍ଷ ଖବର: ବହୁ ଦିନ ଧରି ମହାରାଷ୍ଟ୍ର ରାଜନୀତିରେ ଚାଲୁଥିବା ମହାନାଟକରେ ଶେଷରେ ଅନ୍ତ ଘଟିଛି। ବହୁ ଅପେକ୍ଷା ପରେ ଶେଷରେ ବିଜେପି-ଏନ୍‌ସିପି ମେଣ୍ଟ ମହାରାଷ୍ଟ୍ରରେ ସରକାର ଗଠନ କରିଛି। ବିଜେପି ନେତା ଦେବେନ୍ଦ୍ର ଫଡ୍‌ନାଭିସ୍‌ ଦ୍ୱିତୀୟ ଥର ଲାଗି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ…

ଶର୍ମାଙ୍କ ବିରୁଦ୍ଧରେ ତଦନ୍ତ ଡ୍ରାମା : ୩ୟ ମହଲା ଇସାରାରେ ହୋଇଛି ମାରିକ୍ ଲୋକପାଳ ରିପୋର୍ଟ ହୋଇଛି ଚୋରି..

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୧.୧୧ – ବିଭିନ୍ନ ସମୟରେ ନବୀନ ପଟ୍ଟନାୟକଙ୍କ ସରକାର ଡି.ଜି. ପୋଲିସମାନଙ୍କ ବିରୁଦ୍ଧରେ ଚଲାଉଥିବା ତଦନ୍ତ କେବଳ ଲୋକ ଦେଖାଣିଆ । ନବୀନ ବାବୁଙ୍କ ସରକାର ଗୋଟିଏ ପଟେ ବରିଷ୍ଠ ଅଭିଯୁକ୍ତ ପୋଲିସ ଅଧିକାରୀମାନଙ୍କୁ ବଂଚାଇବା ପାଇଁ ତଦନ୍ତ ରିପୋର୍ଟକୁ ହଜେଇ…

ଆବାସ ମହାଦୁର୍ନୀତିର ମହାନାୟକ ପ୍ରତାପ ଓ ସେନାପତି ଥିଲେ ସୁବୋଧ :ବିଜେପି

• ସରକାରୀ ଯୋଜନାକୁ ଦଳୀୟ ଭିତିରେ ବାଂଟିବା ପାଇଁ ପଥ ପରିସ୍କାର କଲେ ରାଜ୍ୟ ସରକାର • ତୃତୀୟମହାଲର ଅଣଓଡିଆ ଅଫିସରଙ୍କ ପାଇଁ ବିଜେଡି ଏବେ ଏକ ବିଭାଗ • ମାହାଙ୍ଗାରେ ବିଡିଓ ଥିବା ସୁବୋଧ ଆଚାର୍ଯ୍ୟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ଭୁବନେଶ୍ୱର,ନିରପେକ୍ଷ ଖବର: ତା.୧୯/୧୨:…

ହିଲିଙ୍ଗ୍ ଟଚ୍ ଥେରାପି ସେଣ୍ଟରର ୧୦ମ ବାର୍ଷିକ ଉତ୍ସବ

ଭୂବନେଶ୍ବର,ନିରପେକ୍ଷ ଖବର: ହିଲିଙ୍ଗ୍ ଟଚ୍ ଥେରାପି ସେଣ୍ଟରର ୧୦ମ ବାର୍ଷିକ ଉତ୍ସବ ସ୍ଥାନୀୟ ଏକ ହୋଟେଲରେ ପାଳନ ହୋଇଯାଇଛି।ଏହି ଭବ୍ୟ ଉତ୍ସବରେ ଦିବ୍ୟାଙ୍ଗ ତଥା ମାନସିକ ଭାବେ ଅନଗ୍ରସର ପିଲାଙ୍କୁ ନେଇ ବିଭିନ୍ନ ମୋନରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।ଏହି ଅବସରରେ ସେଣ୍ଟରର ପ୍ରତିଷ୍ଠାତା…

ଗୋବର୍ଦ୍ଧନ ମଠ ଏବଂ ଜଗନ୍ନାଥ ସଂସ୍କୃତିର ଆସ୍ଥାକୁ ପ୍ରହାର କରିଛି କଂଗ୍ରେସ:ବିଜେପି

* ଅଶୋଭନୀୟ ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ନରସିଂହ । * ପୁଜ୍ୟ ଶଙ୍କରାଚାର୍ଯ୍ୟଙ୍କର ଶିକ୍ଷା ଓ ଜାତିକୁ ନେଇ ପ୍ରମାଣ ମାଗିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। * ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପ୍ରତି ଅପଶବ୍ଦ ନରସିଂହ ମିଶ୍ର ଓ କଂଗ୍ରେସ ଦଳର ହିନମନ୍ୟତାର ପରିଚୟ।…

ରାଜ୍ୟର ଅଗ୍ରଣୀ ସଂସ୍ଥା ଜୟ ଓଡ଼ିଶା ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବ…

ଭୁବନେଶ୍ୱର ,ନିରପେକ୍ଷ ଖବର:୧୭/୧୧/୧୯ ଭୁବନେଶ୍ୱର ସ୍ଥିତ ଶହିଦ ନଗର ଦୁର୍ଗା ପୂଜା ମଣ୍ଡପରେ ରାଜ୍ୟର ଅଗ୍ରଣୀ ସଂସ୍ଥା ଜୟ ଓଡ଼ିଶା ସଙ୍ଗଠନ ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜୟ ଓଡିଶା ସଙ୍ଗଠନ ପକ୍ଷରୁ ବିଭିନ୍ନ…

ସାମ୍ବାଦିକ ସୁରକ୍ଷା ବିଧେୟକ ବିଧାନସଭାରେ ଆଗତ ହେଉ…

ଭୁବନେଶ୍ୱର,ନିରପେକ୍ଷ ଖବର:୧୭/୧୧: ଗଣତନ୍ତ୍ରର ଜାଗ୍ରତ ପହରୀ ସାଜିଥିବା ଗଣମାଧ୍ୟମ ଏବେ ଅସୁରକ୍ଷିତ ମାନେକରୁଛନ୍ତି। କାର୍ଯ୍ୟରତ ସାମ୍ବାଦିକମାନେ କେତେବେଳେ ମାଡ ଖାଉଛନ୍ତି ଆଉ କେତେବେଳେ ନେତା ଓ ପୁଞ୍ଜିପତିଙ୍କ ଠାରୁ ଅପମାନିତ ହେଉଛନ୍ତି। ଫଳରେ ଦିନକୁ ଦିନ ସାମ୍ବାଦିକମାନେ ସତ୍ୟ ଖବର…

କଳାଭୂମିରେ ଅଭିନବ କାର୍ଯ୍ୟକ୍ରମ: ‘ଟ୍ରେଜର ହଣ୍ଟ୍‌’

ଭୁବନେଶ୍ୱର, ନିରପେକ୍ଷ ଖବର: ୧୭/୧୧/୨୦୧୯ କଳାଭୂମି-ହସ୍ତଶିଳ୍ପ ସଂଗ୍ରହାଳୟଠାରେ ପିଲାମାନଙ୍କ ପାଇଁ ‘ଟ୍ରେଜର ହଣ୍ଟ୍‌’ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ ପ୍ରତିଯୋଗୀ ଯୋଗଦେଇ ସମୁଦାୟ ୮ଟି ପ୍ରକୋଷ୍ଠ ଟେରାକୋଟା, ପାରମ୍ପରିକ ଚିତ୍ରକଳା, ପଥର ଓ କାଠ ଖୋଦେଇ, ଧାତବ କଳାକୃତି,…

ସୋଆ ବିଶ୍ୱବିଦ୍ୟାଳୟର ଷଷ୍ଠ ସମାବର୍ତନ ଉତ୍ସବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

* ନୂଆ ଯୁଗର ସମସ୍ୟାର ସମାଧାନ ପାଇଁ ନୂଆ ଉପାୟ ଦରକାର * ପରିଶ୍ରମ ମାଧ୍ୟମରେ ଦେଶର ଉନ୍ନତି କାମରେ ଲାଗିବା ନେଇ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଭୁବନେଶ୍ୱର,ନିରପେକ୍ଷ ଖବର:୧୬/୧୧/୨୦୧୯ ଆଜି ଦେଶ ଆଗରେ ଅନେକ ସମସ୍ୟା ରହିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ନୂଆପିଢିଙ୍କୁ ହିଁ…

ମହାନ ସ୍ୱାଧିନତା ସଂଗ୍ରାମୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜନ୍ମ ଜୟନ୍ତୀ …..

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୬.୧୧ - ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାନ ସ୍ୱାଧିନତା ସଂଗ୍ରାମୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବ ଡଃ ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ନଭେମ୍ବର ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ମହାସମାରୋହରେ…
kmaa26.com | 500: Internal server error

Internal server error Error code 500

Visit cloudflare.com for more information.
2025-11-18 12:41:05 UTC
You

Browser

Working
Paris

Cloudflare

Error
kmaa26.com

Host

Working

What happened?

There is an internal server error on Cloudflare's network.

What can I do?

Please try again in a few minutes.