Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ସମାଜ ସେବା ପାଇଁ ତତ୍ପର ଏବେ ଯୁବଗୋଷ୍ଠୀ…

0

ଭୁବନେଶ୍ୱର,ନିରପେକ୍ଷ ଖବର:୨୫/୧୧ ରାଜଧାନୀରେ ଏବେ ଦେଖିବାକୁ ମିଳୁଛି ବିଭିନ୍ନ ସମୟରେ ସମାଜ ସେବା ପାଇଁ ଆଗକୁ ଆସୁଥିବା ଯୁବ ସଂଘଟନ । ଏହି ଭଳି ଭାବେ ଯଦି ସମସ୍ତ ସମାଜ ସେବୀ ସଂଗଠନ ଅଗକୁ ଆସେ ତେବେ ସମାଜର ଉନ୍ନତିରେ କୋୖଣସି ବାଧା ସୃଷ୍ଟି ହେବନାହିଁ । ପରିବେଶ ସୁରକ୍ଷା ଓ ସ୍ୱଛତାକୁ ଦୃଷ୍ଟିରେ ରଖି ସହିଦ ନଗର ୟୁଥ୍ ଆସୋସିଏସନ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ(କ) ପଡ଼ିଆ ସଫେଇ କାର୍ଯ୍ୟ କରାଯାଇଥିଲା। ଏଥିରେ ଆସୋସିଏସନ ସଭାପତି ଦୀପକ ବେହେରା,ସମ୍ପାଦକ ଆଶିଷ୍ ଜେନା,ସ୍ବୟଂମ ନାୟକ ଏବଂ ସୌମ୍ୟରଞ୍ଜନ ଦାସ ନେତୃତ୍ୱ ନେଇଥିବେଳେ ଅନ୍ୟୁନ ୫୦ ରୁ ଅଧିକ ସଭ୍ୟ ସାମିଲ ହୋଇଥିଲେ। ସକାଳ ୮ଟା ରୁ ଦିନ ୧୧ଟା ପର୍ଯ୍ୟନ୍ତ ଏହି ସଫେଇ କାର୍ଯ୍ୟ କରାଯାଇଥିଲା।ପରେ ବିଏମ୍ ସି ଗାଡ଼ି ଅଣାଯାଇ ଅଳିଆ ଗୁଡ଼ିକ ନିଆଯାଇଥିଲା। ଆସୋସିଏସନ ପକ୍ଷରୁ ଏହି ପ୍ରୟାସ ଗତ କିଛି ବର୍ଷ ଧରି ଚଳେଇ ଆସୁଥିବା ବେଳେ ଆଗକୁ ମଧ୍ଯ ଏପରି କାର୍ଯ୍ୟ ଜରି ରହିବ ବୋଲି ଆସୋସିଏସନ ସଭାପତି କହିଛନ୍ତି ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

 

Mo sapath

Leave A Reply

Your email address will not be published.