ସାମାଜିକ ପେଟ୍ରୋଲ ପାଇଁ ଅଧାବାଟରେ ଚାଲିଗଲା ପ୍ରସୂତିଙ୍କ ଜୀବନ…. Biswajit bhuyan/Baripada Oct 5, 2019 0 *ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର..... ବାରିପଦା(ନିରପେକ୍ଷ ଖବର)ତା-୫/ଅକ୍ଟୋବର/୨୦୧୯- ମୟୁରଭଞ୍ଜ ଜିଲ୍ଲାରେ ଆଜି ଏମିତି ଏକ ଘଟଣା ଘଟି ଯାଇଛି ତାହା ଜାଣିଲେ ଆପଣଙ୍କୁ ଚକିତ କରିଦେବ। ପେଟ୍ରୋଲ ପାଇଁ ଜଣେ ଗର୍ଭବତୀ ମହିଳାଙ୍କର ଜୀବନକୁ ରକ୍ଷା କରାଯାଇ ପାରିଲା ନାହିଁ। ଆମ୍ବୁଲାନ୍ସରେ…
ସାମାଜିକ ଛାତ୍ର ବୃତ୍ତି ହଡ଼ପ୍ ମିଥ୍ୟା ଘଟଣା….. Biswajit bhuyan/Baripada Oct 4, 2019 0 ବାରିପଦା,ନିରପେକ୍ଷ ଖବର: ତା-୪/୧୦:ଚିତ୍ରଡା ପାଟପୁର ଠାରେ ଥିବା ଏସିଏସବି ଇଞ୍ଜିନିୟରିଂ କଲେଜରେ ହୋଇଥିବା ଛାତ୍ର ବୃତି ଟଙ୍କା ହଡପ୍ ଘଟଣା ସମ୍ବଦ୍ଧରେ ନିଜର ଭୁଲ୍ ବୁଝି ପାରିଲେ ଛାତ୍ର ମାନେ।ନିଜର ଅଭିଯୋଗ ବିରୁଦ୍ଧରେ ଏକ କ୍ଷମାପତ୍ର ପ୍ରଦାନ କରିଛନ୍ତି । ଗତ ୨୩ ତାରିଖ ଦିନ କିଛି ଛାତ୍ର…
ସାମାଜିକ ଦିନ ଦ୍ବିପହରରେ ପୋଲିସ ଆଖିରେ ଧୂଳି ଦେଇ ଖସି ଗଲେ ଅଭିଯୁକ୍ତ। Biswajit bhuyan/Baripada Oct 2, 2019 0 ବାରିପଦା (ନିରପେକ୍ଷ ଖବର)ତା୨/ଅକ୍ଟୋବର/୨୦୧୯- ମୟୁରଭଞ୍ଜ ଜିଲ୍ଲାରେ ପୋଲିସ ର ନିଷ୍କ୍ରିୟତା ପଦା ରେ ପଡିଛି।ଦିନ ଦ୍ବିପହରରେ ପୋଲିସ ଆଖିରେ ଧୂଳି ଦେଇ ଅଭିଯୁକ୍ତ ମାନେ ଖସି ଯାଉଛନ୍ତି।ପୋଲିସ ର ଦାୟିତ୍ୱ ହୀନତା ଓ ଅବହେଳା ପାଇଁ ବାରମ୍ବାର ମୟୁରଭଞ୍ଜ ଜିଲ୍ଲାରେ ଏଭଳି ସମସ୍ୟା ଦେଖା ଯାଉଥିଲେ…
ସାମାଜିକ ଦୁଇ ଦନ୍ତା ହାତୀ ଙ୍କ ଲଢେଇରେ ଛୁଆ ହାତୀ ର ମୃତ୍ୟୁ… Biswajit bhuyan/Baripada Oct 1, 2019 0 ବାରିପଦା(ନିରପେକ୍ଷ ଖବର)୦୧/୧୦/୧୯ ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରାସଗୋବିନ୍ଦପୁର ରେଞ୍ଜ ର ଭାଳୁଘେରା ଜଙ୍ଗଲରେ ଆଜି ଏକ ହାତୀ ଛୁଆ ର ମୃତ ଶରୀର ଉଦ୍ଧାର ହୋଇଛି। ଗତ ସେପ୍ଟେମ୍ବର ମାସ ୨୭ ତାରିଖ ଦିନ ଝାରଖଣ୍ଡ ଦଲମା ଜଙ୍ଗଲରୁ ପ୍ରାୟ ୫୦ ରୁ ଉର୍ଦ୍ଧ ହାତୀ ପଶ୍ଚିମବଙ୍ଗରୁ ଏହି ଜଙ୍ଗଲ ଦେଇ…
ସାମାଜିକ ଜଙ୍ଗଲ ସୁରକ୍ଷା କମିଟି ର ସଭାପତି କୁ ଜଙ୍ଗଲରେ ଦଳିଦେଲା ଦନ୍ଥା। Biswajit bhuyan/Baripada Oct 1, 2019 0 ବାରିପଦା(ନିରପେକ୍ଷ ଖବର)ତା ୧/ଅକ୍ଟୋବର/୨୦୧୯:ମୟୁରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦାନ୍ତୀଆମୁହାଁ ଗ୍ରାମପଞ୍ଚାୟତ ର ମାଛୁଆ ଜଙ୍ଗଲ ରେ ଦନ୍ଥା ହାତୀ ଆକ୍ରମଣରେ ଜାମୁଗଧା ଗାଁର ଗଜେନ୍ଦ୍ର ମହାନ୍ଥ ଙ୍କ ମୃତ୍ୟୁ ହୋଇଛି। ମୃତବୃଦ୍ଧ ଗଜେନ୍ଦ୍ର ମହାନ୍ତଙ୍କର ବୟସ ୭୫ ବର୍ଷ ବୋଲି ଜଣାଯାଇଛି।ଗଜେନ୍ଦ୍ର…
ସାମାଜିକ ଆରଟିଓ ଅଫିସ୍ରୁ ୬, ମେଡିକାଲରୁ ୩ ଜଣ ଦଲାଲଙ୍କୁ ଗିରଫ କଲା ବାରିପଦା ଟାଉନ ଥାନା ପୁଲିସ Biswajit bhuyan/Baripada Sep 28, 2019 0 ବାରିପଦା, (ନିରପେକ୍ଷ ଖବର):୨୮/୦୯ ଲୋକମାନଙ୍କର ସରକାର “ମୋ ସରକାର'’ ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ପୁଲିସ୍ ତତ୍ପର ହୋଇଉଠିଛି। ମୟୁରଭଞ୍ଜ ଜିଲ୍ଲାରେ ମୋ ସରକାର’ ଯୋଜନାକୁ ଲୋକଙ୍କ ପାଖରେ ପହଚାଇବାକୁ ଜିଲ୍ଳା ପ୍ରଶାସନ ଅଣ୍ଟା ଭିଡ଼ିଛି । ବିଭିନ୍ନ ସରକାରୀ…
ସାମାଜିକ ଘରୋଇ ଶିକ୍ଷାନୁଷ୍ଠାନରେ ବନ୍ଧା ପଡିଛି ଛାତ୍ରଛାତ୍ରୀଙ୍କ ଜୀବନ Biswajit bhuyan/Baripada Sep 21, 2019 0 *ଅବ୍ୟବସ୍ଥାରେ ଚାଲିଛି ମୟୁରଭଞ୍ଜ ଜିଲ୍ଲାର ଘରୋଇ ଶିକ୍ଷାନୁଷ୍ଠାନ.... ଅଗ୍ନିଶମ ବିଭାଗରୁ ୧୫ଦିନ ଭିତରେ ଏନଓସି ନ ଆଣିଲେ ଦୃଢକାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଲେ ଅଧିକାରୀ... ବାରିପଦା,(ନିରପେକ୍ଷ ଖବର),୨୧/୯: ମୟୁରଭଞ୍ଜ ଜିଲ୍ଲାରେ ଥିବା ଅଧିକାଂଶ ଘରୋଇ ଶିକ୍ଷାନୁଷ୍ଠାନରେ…
ସାଂସ୍କୃତିକ ଜାତୀୟ କଲର୍ସ ଚ୍ୟାନେଲ ର ଡ୍ୟାନ୍ସ ଦିୱାନେ ୨ ପ୍ରତିଯୋଗିତାରେ ଓଡ଼ିଆ ପୁଅର ଜଲୱା Biswajit bhuyan/Baripada Sep 18, 2019 0 ବାରିପଦା,୧୮/ସେପ୍ଟେମ୍ବର/୨୦୧୯(ନିରପେକ୍ଷ ଖବର): ଜାତୀୟ କଲର୍ସ ଚ୍ୟାନେଲର ଡ୍ୟାନ୍ସ ଦିୱାନେ-୨ ପ୍ରତିଯୋଗିତାରେ ଓଡ଼ିଶା ତଥା ବାରିପଦାର ଏକ ମାତ୍ର କୁନି ଡ୍ୟାନ୍ସର ଭାବେ ୧୦ ବର୍ଷର ବାଳକ ଓମ ଶୁଭମ ମହାପାତ୍ର ଫାଇନାଲ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି…
ସାମାଜିକ ଓଡ଼ିଶା ରାଜସ୍ୱ ସେବା ପ୍ରଶିକ୍ଷାର୍ଥୀଙ୍କ ସହ ମତ ବିନିମୟ କଲେ ମନ୍ତ୍ରୀ ସୁଦାମ ମାରାଣ୍ଡି… Biswajit bhuyan/Baripada Sep 12, 2019 0 ବାରିପଦା,ନିରପେକ୍ଷ ଖବର: ୧୨/୦୯/୨୦୧୯: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ବିଭାଗ ଅଧୀନସ୍ଥ ରାଜସ୍ୱ ଅଧିକାରୀ ତାଲିମ ଅନୁଷ୍ଠାନକୁ ଅଚାନକ ପରିଦର୍ଶନ କରିଛନ୍ତି। ପରିଦର୍ଶନ ଅବସରେ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଅନୁଷ୍ଠାନରେ ଚାଲୁଥିବା ସରକାରଙ୍କର ତାଲିମ ଓ…
ସାମାଜିକ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦର ଶ୍ରୀଶ୍ରୀ ହରିବଳଦେଵ ଜିଉ ବିଜେ ମନ୍ଦିରର ସମୀକ୍ଷ ବୈଠକରେ ଅଧକ୍ଷତା କଲେ ଆଇନ ମନ୍ତ୍ରୀ… Biswajit bhuyan/Baripada Sep 11, 2019 0 ବାରିପଦା,(ନିରପେକ୍ଷ ଖବର),୧୧/୦୯: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦର ଶ୍ରୀଶ୍ରୀ ହରିବଳଦେଵ ଜିଉ ବିଜେ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ଭୁବନେଶ୍ୱରରେ ଆୟୋଜିତ ଏକ ସମୀକ୍ଷ ବୈଠକରେ ବିହୀତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ଆଇନ ମନ୍ତ୍ରୀ ମାନ୍ୟବର ପ୍ରତାପ ଜେନା ଯୋଗଦେଇ…
Uncategorized ବୁଢା ବୟସରେ ରାସଲୀଳା କରିବାକୁ ଉଦ୍ୟମ କରି ନିଲମ୍ବିତ ହେଲେ ପୁଲିସ ବାବୁ Biswajit bhuyan/Baripada Sep 8, 2019 0 ବାରିପଦା(ନିରପେକ୍ଷ ଖବର)ତା-୮/ସେପ୍ଟେମ୍ବର/୨୦୧୯-ବୁଢା ବୟସରେ ରାସଲୀଳା କରିବାକୁ ମନ ବଳାଇ ଜଣେ ଚତୁର୍ଥ ଶ୍ରେଣୀର ପୁଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଝିଅକୁ ସେ ଦିବା ଆଲୋକରେ ଏକୁଟିଆ ପାଇ ତାକୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହି ୫୮ବର୍ଷୀୟ ଚତୁର୍ଥ…
ରାଜନୀତି ମୟୁରଭଞ୍ଜବାସୀଙ୍କୁ କ୍ଷମା ମାଗିଲେ ମନ୍ତ୍ରୀ ଅରୁଣ ସାହୁ Biswajit bhuyan/Baripada Sep 7, 2019 0 ବାରିପଦା,(ନିରପେକ୍ଷ ଖବର) (ବିଶ୍ୱଜିତ ଭୂୟାଁ)-୭/୦୯/୨୦୧୯: ମୟୂରଭଞ୍ଜ ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସାମିଲ ହେଲେ ଦୁଇ ପୂର୍ବତନ ପର୍ଯ୍ୟବେକ୍ଷ ସଞ୍ଜୟ ଦାସବର୍ମା,ମନ୍ତ୍ରୀ ଅରୁଣ ସାହୁ ଓ ନବ ନିଯୁକ୍ତ ପ୍ରଣବ ପ୍ରକାଶ ଦାସ ଓରଫ ବବି। ଯାହାକୁ ନେଇ ଜିଲ୍ଲାରେ…
Uncategorized ଜଣେ ମହିଳାଙ୍କୁ ବିଭର୍ସ ଭାବେ ହତ୍ୟା କରାଯାଇ ମୁଣ୍ଡ ଗଣ୍ଡି ଅଲଗା କଲେ ଦୁର୍ବୁର୍ତ୍ତ Biswajit bhuyan/Baripada Sep 7, 2019 0 ବାରିପଦା,(ନିରପେକ୍ଷ ଖବର)ତା-୭/ସେପ୍ଟେମ୍ବର/୨୦୧୯- ଗୁଣିଗାଡେଡି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରି ତାର ମୁଣ୍ଡ ଗଣ୍ଡି ଅଲଗା କରିଦିଆଯାଇଛି। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ପାଟୁଳିଡ଼ିହି ଗ୍ରାମରେ ଏଭଳି ଲୋମଟାଙ୍କରା ହତ୍ୟାକାଣ୍ଡ ଘଟିଛି। ସୂଚନା ମୁତାବକ ଗତକାଲି…
ସାମାଜିକ ମାସା ଆର୍ମି ଉଦ୍ୟମରେ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରେ ସାମିଲ ହେଲା ସାନ୍ତାଳୀ ସାହିତ୍ୟ Biswajit bhuyan/Baripada Sep 5, 2019 0 ବାରିପଦା(ନିରପେକ୍ଷ ଖବର)ତା-୫/ସେପ୍ଟେମ୍ବର/୨୦୧୯: ସ୍ଥାନୀୟ ନଳଗଜାସ୍ଥିତ ଉପେନ୍ଦ୍ରନାଥ ମହାବିଦ୍ୟାଳୟ ସମେତ ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ମହାବିଦ୍ୟାଳୟରେ ସାନ୍ତାଳୀ ସାହିତ୍ୟକୁ ଯୁକ୍ତ ତିନି ପାଠ୍ୟକ୍ରମ ସିଲାବସରେ ସାମିଲ୍ କରାଯାଇଛି। ମୟୁରଭଞ୍ଜ ଜିଲ୍ଲାର ଅଗ୍ରଣୀ…
ସାମାଜିକ ଦୁନିଆକୁ ଜାଣିବା ପୂର୍ବରୁ ଲିଭିଗଲା ଦୁଇ କୋମଳମତି ଶିଶୁଙ୍କ ଜୀବନ ଦୀପ Biswajit bhuyan/Baripada Sep 3, 2019 0 ବାରିପଦା(ନିରପେକ୍ଷ ଖବର)ତା-୩/ସେପ୍ଟେମ୍ବର/୨୦୧୯- ଦୁନିଆ ବିଷୟରେ ଜାଣିବା ପୂର୍ବରୁ ଦୁଇ କୋମଳମତି ଶିଶୁଙ୍କ ଜୀବନ ଦୀପ ଲିଭିଗଲା। ବାପା ଓ ମାଆ ଡାକ ଶୁଣିବା ପୂର୍ବରୁ ସନ୍ତାନହରା ହୋଇଗଲେ ପିତାମାତା। ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗ୍ରାମରେ ଏଭଳି ଶୋକକୁଳ ପରିବେଶ…
Uncategorized ଯୁବକକୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ Biswajit bhuyan/Baripada Sep 1, 2019 0 ବାରିପଦା,(ନିରପେକ୍ଷ ଖବର)୧/୯: ଜଣେ ଯୁବକୁ ମଦ ପିଇବାକୁ ଡାକିନେଇ ତାର ସାଙ୍ଗମାନେ ପଥରରେ ଛେଚି ଛେଚି ହତ୍ୟା କରିଥିବା ଅଭିଯୋଗ ଆଣିଲେ ମୂର୍ତ ଯୁବକର ଭାଇ। ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ସୋରଶଳ ଗାଁରେ ଶନିବାର ଦିନ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଯାଇଛି। ଗତକାଲି ବିଳମ୍ବିତ…
Uncategorized ଦାଇତ୍ୱହୀନ ଥାନାଧିକାରୀ ହେଲେ ନିଲମ୍ବିତ Biswajit bhuyan/Baripada Aug 31, 2019 0 ବାରିପଦା,(ନିରପେକ୍ଷ ଖବର) ୩୧।୮: କଥାରେ ଅଛି ଜଣେ ଦୋଷୀ ବରଂ ଛାଡ଼ ପାଇଯାଉ, କିନ୍ତୁ ଜଣେ ନିର୍ଦୋଷ ଦଣ୍ଡିତ ନ ହେଉ। ହେଲେ ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼ ଥାନା ଅଧୀନରେ ଗୋଟିଏ ନିର୍ଦୋଷ ପରିବାରକୁ ଦଣ୍ଡିତ କରାଯାଇଥିଲା।ଯାହାକୁ ନେଇ ମୟୁରଭଞ୍ଜ ଜିଲ୍ଲା ସମେତ ସମଗ୍ର ଓଡ଼ିଶାରେ ଚହଳ…
ରାଜନୀତି ରାଜ୍ୟ ଗୋଷ୍ଠୀ ସଂସଦୀୟ ସମ୍ମିଳନୀରେ ଭାଗ ନେବେ ଓଡ଼ିଶାର ବାଚସ୍ପତି ସ୍ୱର୍ଯ୍ୟ ପାତ୍ର Biswajit bhuyan/Baripada Aug 28, 2019 0 ଭୁବନେଶ୍ୱର:( ନିରପେକ୍ଷ ଖବର)୨୮/୦୮/୨୦୧୯: ଆସନ୍ତା ସେପେଫମ୍ବର ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଉଗାଣ୍ଡାର ରାଜଧାନୀ କାମ୍ପାଲାଠାରେ ୬୪ତମ ରାଜ୍ୟ ଗୋଷ୍ଠୀ ସଂସଦୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ଯୋଗଦେବାକୁ ଥିବା ଭାରତୀୟ ପ୍ରତିନିଧିଙ୍କୁ ଏହି ସମ୍ମିଳନୀ ସଂପର୍କରେ ସମ୍ୟକ ସୂଚନା ପ୍ରଦାନ…
ରାଜନୀତି ମୁଖ୍ୟମନ୍ତ୍ରୀଙ୍କ ୫-ଟି ଆଧାରରେ ସବୁକାମକୁ ଠିକ୍ ଭାବରେ ସଂପୂର୍ଣ୍ଣ କରିବା ଉପରେ ଗୁରୁତ୍ୱ ଦେଲେ ମନ୍ତ୍ରୀ ରଘୁନନ୍ଦନ… Biswajit bhuyan/Baripada Aug 28, 2019 0 ଭୁବନେଶ୍ୱର,(ନିରପେକ୍ଷ ଖବର):୨୮/୮/୧୯: ସ୍ଥାନୀୟ ରାଜୀବ ଭବନଠାରେ ଜଳ ସଂପଦ ବିଭାଗୀୟ କାର୍ଯ୍ୟର ଏକ ସମୀକ୍ଷା ବୈଠକରେ ରାଜ୍ୟ ଜଳସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଜଳ ସଂପଦ ବିଭାଗୀୟ ସମସ୍ତ କାର୍ଯ୍ୟ ଓ ପ୍ରକଳ୍ପଗୁଡିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ…
ରାଜନୀତି ଗଞ୍ଜାମ ଜିଲ୍ଲାର ଅନେକ ପ୍ରକଳ୍ପର ଶିଳାନ୍ୟାସ କଲେ ମନ୍ତ୍ରୀ ପ୍ରତାପ ଜେନା Biswajit bhuyan/Baripada Aug 28, 2019 0 ଭୁବନେଶ୍ୱର, ନିରପେକ୍ଷ ଖବର: ୨୮/୦୮/୨୦୧୯ ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ମାରାଥନ…