Uncategorized ଅଜୟ ହାଇଅର ସେକେଣ୍ଡାରୀ ସ୍କୁଲର ବାର୍ଷିକ ଉତ୍ସବ ‘ଅଜୟଉଦୟ’ ଅନୁଷ୍ଠିତ Debabrat Mohanty Aug 22, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୨/୦୮ ଭୁବନେଶ୍ୱରସ୍ଥିତ ସରେଲ୍ ଅଡିଟୋରିୟମ୍ରେ ଅଜୟ ହାଇଅର ସେକେଣ୍ଡାରୀ ସ୍କୁଲର ବାର୍ଷିକ ଉତ୍ସବ ‘ଅଜୟଉଦୟ’ ଉତ୍ସାହ ଓ ଆନନ୍ଦର ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଏହି ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି…