ଚଳଚିତ୍ର ଜୀ-ସାର୍ଥକରେ ‘ଜଗା ପରି ଭାଇ ଜଗତେ ନାହିଁ’ର ୱାର୍ଲଡ ଟେଲିଭିଜନ ପ୍ରିମିୟର ୨୩ ଅଗଷ୍ଟରେ Debabrat Mohanty Aug 20, 2026 0 ଭୁବନେଶ୍ୱର, ନିରପେକ୍ଷ ଖବର: ପାରିବାରିକ ମୂଲ୍ୟବୋଧ, ଭାବନା ଓ ନିଚ୍ଛକ ମନୋରଞ୍ଜନକୁ ନେଇ ଦର୍ଶକଙ୍କ ପାଇଁ ଭିନ୍ନ ସ୍ୱାଦର କାହାଣୀ ଭେଟି ଦେଇଆସୁଥିବା ଓଡ଼ିଶାର ଅଗ୍ରଣୀ ମନୋରଞ୍ଜନ ଚ୍ୟାନେଲ୍ ଜୀ-ସାର୍ଥକ ଏବେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ନେଇଆସୁଛି ଏକ ହୃଦୟସ୍ପର୍ଶୀ ଓଡ଼ିଆ ଚଳଚ୍ଚିତ୍ର।…