ରାଜନୀତି ନିର୍ବାଚନ ପରେ ପ୍ରଥମ ଥର ମୟୂରଭଞ୍ଜ ଆସୁଛନ୍ତି ମୁଖ୍ୟମନ୍ତ୍ରୀ। Biswajit bhuyan/Baripada Jan 7, 2020 0 ବାରିପଦା(ନିରପେକ୍ଷ ଖବର)ତା:୦୭/ଜାନୁଆରୀ/୨୦୨୦-ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇଉଠିଛି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ। ଆଦାନୀ କିସ ରେସିଡେନସିଆଲ ସ୍କୁଲର ମୟୁରଭଞ୍ଜ ଠାରେ ସ୍ଥାପିତ ହୋଇଥିବା ଶାଖା ଉଦଘାଟନ କରିବେ।ଏଥି ସମେତ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ…