ରାଜନୀତି ଲୋକାୟୁକ୍ତ ନିଯୁକ୍ତିରେ ୨ ବର୍ଷ ବିଳମ୍ବ! ମନ୍ତ୍ରୀଙ୍କୁ ଘେରିଲା ବିଜେଡି Debabrat Mohanty Aug 12, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ଲୋକାୟୁକ୍ତ ନିଯୁକ୍ତିରେ ବିଳମ୍ବ ପ୍ରସଙ୍ଗକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ମନ୍ତବ୍ୟକୁ ନେଇ ବିଜୁ ଜନତା ଦଳ (ବିଜେଡି) ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ମନ୍ତ୍ରୀଙ୍କ ମନ୍ତବ୍ୟକୁ ଦଳ ପକ୍ଷରୁ ‘ବିଭ୍ରାନ୍ତିକର’ ବୋଲି…