ଚଳଚିତ୍ର ଜୀ ସାର୍ଥକ’ରେ ପ୍ରଥମ ଥର ପାଇଁ ସୁପରହିଟ ଓଡ଼ିଆ ଚଳଚ୍ଚିତ୍ର ଦେଖନ୍ତୁ ‘ଡଟ୍ପେନ୍’ । Debabrat Mohanty Aug 11, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର:ଜୀ ସାର୍ଥକ'ରେ ପ୍ରଥମ ଥର ପାଇଁ ଅଗଷ୍ଟ ୯ ତାରିଖ, ରବିବାର ସନ୍ଧ୍ୟା ୭ ଟା ରେ ସୁପରହିଟ ଓଡ଼ିଆ ଚଳଚ୍ଚିତ୍ର ଦେଖନ୍ତୁ 'ଡଟ୍ପେନ୍' । ଚଳଚ୍ଚିତ୍ର ହେଉଛି ସମାଜ ଓ ମାନବୀୟ ସମ୍ପର୍କର ଏକ ଜୀବନ୍ତ ଦର୍ପଣ। ଏହି ପରିପ୍ରେକ୍ଷୀରେ ଓଲିଉଡରେ ଏପରି ଅନେକ ଚଳଚ୍ଚିତ୍ର…