Uncategorized ବରଗଡର ଜିଲ୍ଲାପରିଷଦ ସଦସ୍ୟାଙ୍କୁ ଅପହରଣ କରାଯାଇଥିବା ଘଟଣାକୁ ଖଣ୍ଡନ କଲେ ନିଜେ ଜିଲ୍ଲାପରିଷଦ Biswajit bhuyan/Baripada Dec 15, 2019 0 ଭୁବନେଶ୍ୱର:(ନିରପେକ୍ଷଖବର),୧୫/୧୨/୧୯: ବରଗଡର ଜିଲ୍ଲାପରିଷଦ ସଦସ୍ୟାଙ୍କୁ ଅପହରଣ ନେଇ ଯେଉଁ ବିବାଦ ଲାଗି ରହିଥିଲା ତାର ଆଜି ପୂର୍ଣ୍ଣଛେଦ ପଡିଛି। ବିଜିପିର ଅଭିଯୋଗକୁ ଖଣ୍ଡନ କଲେ ନିଜେ ଜିଲ୍ଲାପରିଷଦ ସଭ୍ୟା। ଜିଲ୍ଲାପରିଷଦ ସଭ୍ୟାଙ୍କୁ ଲୁଚାଇ ରଖିଥିବା ଘଟଣାରେ ଆସିଛି ନୂଆମୋଡ। ଆମକୁ…