ସାଂସ୍କୃତିକ ଚୈତ୍ର ମାସରେବି ଶୁଭୁନି ବାରିପଦାରେ ଗୁରୁଗମ୍ଭୀର ଛଉବାଦ୍ୟ Biswajit bhuyan/Baripada Apr 13, 2020 0 ବାରିପଦା,ନିରପେକ୍ଷ ଖବର: ତା ୧୩/୪ ଚୈତ୍ର ମାସ ଆସିଲେ ଦୁଲୁକି ଉଠେ ମୟୂରଭଞ୍ଜ ମାଟି । ବିଶ୍ୱ ପ୍ରସିଦ୍ଧ ଲୋକନୃତ୍ୟ ଛଉର ତାଳେତାଳେ ବାଦ୍ୟକାର ଏବଂ ନୃତ୍ୟଶିଳ୍ପୀ ମାନେ ସାରା ଚୈତ୍ରମାସ ଆଖଡା ଘରେ ଅଭ୍ୟାସ କରିବା ପରେ ମାସର ଶେଷ ତିନିଦିନ ବାରିପଦା ଛଉପଡିଆରେ ଅନୁଷ୍ଠିତ ହୋଇ ଥାଏ ଛଉନୃତ୍ୟର…