ସାମାଜିକ ସହଯୋଗର ହାତ ବଢାଇଛି ରେଡ୍ ସ୍ବସ୍ତିକ୍… Mahanagar Apr 23, 2020 0 ଭୂବନେଶ୍ବର, ନିରପେକ୍ଷ ଖବର: ଦେଶର ଅଗ୍ରଣୀ ସମାଜସେବା ଅନୁଷ୍ଠାନ ରେଡ୍ ସ୍ବସ୍ତିକ୍ ସୋସାଇଟି ବିଶ୍ବ,ଦେଶ ତଥା ରାଜ୍ୟର କରୋନା ପରି ଏକ ମହାମାରୀ ସ୍ଥିତିରେ ଅସହାୟ ଜନସାଧାରଣଙ୍କ ସେବା ନିମନ୍ତେ ସହଯୋଗର ହାତ ବଢାଇଛି।ଅନୁଷ୍ଠାନର ଓଡିଶା ଶାଖା ମୁଖ୍ୟ ଶ୍ରୀ ବିଜୟ ଆଚାର୍ଯ୍ୟ ଓକୋଷାଧକ୍ଷ ତଥା…
Uncategorized ପି ଆର୍ ଏମ୍ ହସ୍ପିଟାଲରେ ନିଆଁ… Biswajit bhuyan/Baripada Apr 20, 2020 0 ବାରିପଦା(ନିରପେକ୍ଷ ଖବର)ତା୨୦/୦୧- ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି।ଅଗ୍ନିଶମ ବିଭାଗ ଅଗ୍ନିକାଣ୍ଡ ସ୍ଥାନରେ ପହଞ୍ଚି ନିଆଁକୁ ଆୟତ କରିବା ରେ ସକ୍ଷମ ହୋଇଛି।ସୂଚନା ଅନୁସାରେ ସୋମବାର ୯ ଟା ସମୟରେ ସାକିଆଟ୍ରିକ ବିଭାଗରେ…
ସାମାଜିକ ମୟୁରଭଞ୍ଜରେ ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାର ଦିନକ ପରେ ଭି କେ ପଣ୍ଡିଆନ ପରିଦର୍ଶନ କଲେ Biswajit bhuyan/Baripada Apr 16, 2020 0 ବାରିପଦା(ନିରପେକ୍ଷ ଖବର)ତା-୧୬/୦୪-ମୟୁରଭଞ୍ଜରେ ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାର ଦିନକ ପରେ ଭି କେ ପଣ୍ଡିଆନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତାଙ୍କ ସହିତ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ।କରୋନା ପାଇଁ ୫ଟି…
ସାମାଜିକ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ମୟୂରଭଞ୍ଜ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ। Biswajit bhuyan/Baripada Apr 15, 2020 0 ବାରିପଦା(ନିରପେକ୍ଷ ଖବର)ତା-୧୫/୦୪-କୋରୋନା ଭାଇରସ ବିଶ୍ଵରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଭାରତ ରେ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଛି। ଓଡିଶା ସରକାର କୋରୋନା ଭାଇରସ ରୋକିବା ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ବୁଧବାର ମୟୁରଭଞ୍ଜ ଜିଲ୍ଲା ଆଦାନୀ କିସ ପରିସରରେ କାର୍ଯ୍ୟକ୍ଷମ…
ସାଂସ୍କୃତିକ ଚୈତ୍ର ମାସରେବି ଶୁଭୁନି ବାରିପଦାରେ ଗୁରୁଗମ୍ଭୀର ଛଉବାଦ୍ୟ Biswajit bhuyan/Baripada Apr 13, 2020 0 ବାରିପଦା,ନିରପେକ୍ଷ ଖବର: ତା ୧୩/୪ ଚୈତ୍ର ମାସ ଆସିଲେ ଦୁଲୁକି ଉଠେ ମୟୂରଭଞ୍ଜ ମାଟି । ବିଶ୍ୱ ପ୍ରସିଦ୍ଧ ଲୋକନୃତ୍ୟ ଛଉର ତାଳେତାଳେ ବାଦ୍ୟକାର ଏବଂ ନୃତ୍ୟଶିଳ୍ପୀ ମାନେ ସାରା ଚୈତ୍ରମାସ ଆଖଡା ଘରେ ଅଭ୍ୟାସ କରିବା ପରେ ମାସର ଶେଷ ତିନିଦିନ ବାରିପଦା ଛଉପଡିଆରେ ଅନୁଷ୍ଠିତ ହୋଇ ଥାଏ ଛଉନୃତ୍ୟର…
ସାମାଜିକ ଓଡ଼ିଶାରେ ୨୦ କରୋନା ଆକ୍ରାନ୍ତ, ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ Mahanagar Apr 4, 2020 0 ଭୁବନେଶ୍ୱର:ନିରପେକ୍ଷ ଖବର:୦୩/୦୪/୨୦୨୦ ଗୋଟିଏ ଦିନରେ ରାଜ୍ୟରେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ଏନେଇ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛି । ଏବେ ରାଜ୍ୟର ରାଜଧାନୀ ଭୁବନେଶ୍ବର ସ୍ଥିତ ସୂର୍ଯ୍ୟ ନଗର ବେଶୀ ଚିନ୍ତା ର କାରଣ ପାଲଟିଛି।…
ସାମାଜିକ ୫୦ରୁ ଅଧିକ ପରିବାରକୁ ଆହାର ଦେଲା ହେଲ୍ପିଂ ବୟ Biswajit bhuyan/Baripada Apr 1, 2020 0 *ଜିଲ୍ଲା ପ୍ରଶାସନର ଅବହେଳା ପାଇଁ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ୫୦ରୁ ଅଧିକ ପରିବାର* ବାରିପଦା୧/୪ (ନିରପେକ୍ଷ ଖବର): କରୋନା ଭାଇରସ ଦାଉରୁ ରକ୍ଷା ପାଇଁ ସାରା ଦେଶକୁ ଲକ ଡାଉନ ରଖାଯାଇ ଥିବାବେଳେ କିଛି ଅତ୍ୟାବଶ୍ୟକ ଖାଦ୍ୟ ପଦାର୍ଥକୁ ଛାଡି ଅନ୍ୟ ସମସ୍ଥ ଦୋକାନ ବଜାର…